Advertisement

ଫୁରସତ

ଭଉଣୀ ପାଇଁ ଭାଇ କଲେ ଏମିତି ତ୍ୟାଗ: ଜାଣିଲେ..ଭଉଣୀ ପାଇଁ ଭାଇ କଲେ ଏମିତି ତ୍ୟାଗ: ଜାଣିଲେ..

ଭଉଣୀ ପାଇଁ ଭାଇ କଲେ ଏମିତି ତ୍ୟାଗ: ଜାଣିଲେ..

ଭାଇର ତ୍ୟାଗ ଥାଇଲାଣ୍ଡର ଚନିତା ଗରିବ ପରିବାରର ଝିଅ। ଭାଇ ଓ ମା’କୁ ନେଇ ରୁହନ୍ତି। ମା’ ମୁଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର…

5 months ago
ନାକ ପଟେ ପାଣି ଟାଣି ଆଖିରେ ଲେଖନ୍ତି ବ୍ୟକ୍ତି, ଜାଣନ୍ତୁ ଏ ଆଶ୍ଚର୍ଯ୍ୟକର ଘଟଣାନାକ ପଟେ ପାଣି ଟାଣି ଆଖିରେ ଲେଖନ୍ତି ବ୍ୟକ୍ତି, ଜାଣନ୍ତୁ ଏ ଆଶ୍ଚର୍ଯ୍ୟକର ଘଟଣା

ନାକ ପଟେ ପାଣି ଟାଣି ଆଖିରେ ଲେଖନ୍ତି ବ୍ୟକ୍ତି, ଜାଣନ୍ତୁ ଏ ଆଶ୍ଚର୍ଯ୍ୟକର ଘଟଣା

ସୁନ୍ଦର ହାତଲେଖା ସମସ୍ତଙ୍କ ମନ ଜିଣିଥାଏ। ହେଲେ ବହୁତ ଚେଷ୍ଟା କଲାପରେ ବି ଅନେକଙ୍କର ହାତ ଲେଖା ସୁନ୍ଦର ହୋଇପାରି ନ ଥାଏ। କିନ୍ତୁ ୫୬ ବର୍ଷୀୟ…

5 months ago
ବିନା ଦରମାରେ ବର୍ଷେ କାମ କରି ପାଇଥିଲି ୧୫୦ ଟଙ୍କାବିନା ଦରମାରେ ବର୍ଷେ କାମ କରି ପାଇଥିଲି ୧୫୦ ଟଙ୍କା

ବିନା ଦରମାରେ ବର୍ଷେ କାମ କରି ପାଇଥିଲି ୧୫୦ ଟଙ୍କା

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନରେ ମୋ ଜନ୍ମ। ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ, ଗୋଦାବରୀଶ ମହାବିଦ୍ୟାଳୟରୁ ଆଇ.ଏ., ବି.ଏ. ପାସ୍‌ କରିବା ପରେ ବାଣୀବିହାରରେ…

5 months ago
ଭାଇ ଭଉଣୀଙ୍କ ମ୍ୟାଚିଂ ଟି-ଶାର୍ଟଭାଇ ଭଉଣୀଙ୍କ ମ୍ୟାଚିଂ ଟି-ଶାର୍ଟ

ଭାଇ ଭଉଣୀଙ୍କ ମ୍ୟାଚିଂ ଟି-ଶାର୍ଟ

କୁଲ୍‌ କମ୍ଫଟେବଲ୍‌ ଲୁକ୍‌ ଦିଏ ଟି-ଶାର୍ଟ। ଯେ କୌଣସି ଅକେଜନ୍‌ ହେଉନା କାହିଁକି ଜିନ୍ସ ଟି-ଶାର୍ଟ ପିନ୍ଧି ଖୁବ୍‌ କମ୍‌ ସମୟରେ ନିଜକୁ ପ୍ରସ୍ତୁତ କରିହୁଏ। ସେଥିପାଇଁ…

5 months ago
ରାଖୀ ବାନ୍ଧିବା ପୂର୍ବରୁ ଭୁଲୁ ନାହାନ୍ତି ତ ଏସବୁ , ନିହାତି ଜାଣନ୍ତୁରାଖୀ ବାନ୍ଧିବା ପୂର୍ବରୁ ଭୁଲୁ ନାହାନ୍ତି ତ ଏସବୁ , ନିହାତି ଜାଣନ୍ତୁ

ରାଖୀ ବାନ୍ଧିବା ପୂର୍ବରୁ ଭୁଲୁ ନାହାନ୍ତି ତ ଏସବୁ , ନିହାତି ଜାଣନ୍ତୁ

ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀ ବାନ୍ଧିବା ପୂର୍ବରୁ ଠାକୁରଙ୍କୁ ରାଖୀ ସମର୍ପଣ କରିବାର ବିଧି ରହିଛି। ବିଶ୍ୱାସ ରହିଛି, ଏପରି କରିବା ଦ୍ୱାରା ପ୍ରଭୁଙ୍କ ଆଶୀର୍ବାଦ…

5 months ago
ରାଶି ଅନୁଯାୟୀ ରାଖୀର ରଙ୍ଗ: ଜାଣନ୍ତୁ କେଉଁ ରଙ୍ଗର ରାଖୀ ଆପଣଙ୍କ ଭାଇ ପାଇଁ ହେବ ଶୁଭରାଶି ଅନୁଯାୟୀ ରାଖୀର ରଙ୍ଗ: ଜାଣନ୍ତୁ କେଉଁ ରଙ୍ଗର ରାଖୀ ଆପଣଙ୍କ ଭାଇ ପାଇଁ ହେବ ଶୁଭ

ରାଶି ଅନୁଯାୟୀ ରାଖୀର ରଙ୍ଗ: ଜାଣନ୍ତୁ କେଉଁ ରଙ୍ଗର ରାଖୀ ଆପଣଙ୍କ ଭାଇ ପାଇଁ ହେବ ଶୁଭ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରତି ରାଶିର ଶୁଭ ରଙ୍ଗ ରହିଥାଏ। ତେଣୁ ରାଖୀ ପୂର୍ଣ୍ଣିମାରେ ନିଜ ଭାଇର ରାଶି ଅନୁଯାୟୀ ଶୁଭ ରଙ୍ଗର ରାଖୀ ବାନ୍ଧନ୍ତୁ ... *ମେଷ:…

5 months ago
ଭାରତରେ ରାତ୍ରି ବଜ୍ରପାତର ଦୃଶ୍ୟଭାରତରେ ରାତ୍ରି ବଜ୍ରପାତର ଦୃଶ୍ୟ

ଭାରତରେ ରାତ୍ରି ବଜ୍ରପାତର ଦୃଶ୍ୟ

ଓ୍ବାଶିଂଟନ, ୧୮।୮: ଅନେକ ସମୟରେ ମହାକାଶଚାରୀମାନେ ମହାକାଶରୁ ପୃଥିବୀର ବିଭିନ୍ନ ଆଶ୍ଚର୍ଯ୍ୟଜନକ ଚମତ୍କାର ଦୃଶ୍ୟର ଚିତ୍ର ଉତ୍ତୋଳନକରି ସୋସିଆଲ ମିଡିଆରେ ଶେୟାର କରିଥାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

5 months ago
ହିମାଳୟର ୧୮ ହଜାର ଫୁଟ୍‌ ଉଚ୍ଚରୁ ଡେଇଁ ବିଶ୍ୱ ରେକର୍ଡହିମାଳୟର ୧୮ ହଜାର ଫୁଟ୍‌ ଉଚ୍ଚରୁ ଡେଇଁ ବିଶ୍ୱ ରେକର୍ଡ

ହିମାଳୟର ୧୮ ହଜାର ଫୁଟ୍‌ ଉଚ୍ଚରୁ ଡେଇଁ ବିଶ୍ୱ ରେକର୍ଡ

କାଠମାଣ୍ଡୁ: ବିଶ୍ବରେ ଏପରି ବହୁ ସାହସୀ ଲୋକ ଅଛନ୍ତି ଯେଉଁମାନେ ନିଜ ନାମକୁ ପ୍ରସିଦ୍ଧ କରିବା ପାଇଁ ବିଭିନ୍ନ ଆଶ୍ଚର୍ଯ୍ୟଜନକ କାରନାମା କରି ଦେଖାଇଥାନ୍ତି। ଏହି କ୍ରମରେ…

5 months ago
ଗ୍ରହମାନଙ୍କ ନିକ୍‌ ନେମ୍‌ଗ୍ରହମାନଙ୍କ ନିକ୍‌ ନେମ୍‌

ଗ୍ରହମାନଙ୍କ ନିକ୍‌ ନେମ୍‌

ଗ୍ରହମାନଙ୍କର ବିଭିନ୍ନ ରଙ୍ଗ ଓ ସେମାନଙ୍କ ସମ୍ପର୍କରେ ବିଭିନ୍ନ ଆଶ୍ଚର୍ଯ୍ୟଜନକ ଭୌଗୋଳିକ ତଥ୍ୟକୁ ଆଖି ଆଗରେ ରଖି ବିଭିନ୍ନ ନିକ୍‌ ନେମ୍‌ ବା ଡାକନାମ ରଖାଯାଇଛି। ଜାଣିବା…

5 months ago
ଅଧାରେ ଅଟକି ଯାଇଥିଲା ଜାତୀୟ ପତାକା, ଆଖି ପିଛୁଳାକେ ଏକ ପକ୍ଷୀ ଉଡ଼ିଆସି…ଅଧାରେ ଅଟକି ଯାଇଥିଲା ଜାତୀୟ ପତାକା, ଆଖି ପିଛୁଳାକେ ଏକ ପକ୍ଷୀ ଉଡ଼ିଆସି…

ଅଧାରେ ଅଟକି ଯାଇଥିଲା ଜାତୀୟ ପତାକା, ଆଖି ପିଛୁଳାକେ ଏକ ପକ୍ଷୀ ଉଡ଼ିଆସି…

ସ୍ବାଧୀନତା ଦିବସର ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ୭୮ତମ ସ୍ବାଧୀନତା ଦିବସ ପାଳନ ହୋଇଥିବା ବେଳେ ଏକ ପକ୍ଷୀ ପତାକା ଉତ୍ତୋଳନ କରୁଥିବା…

5 months ago