ଫୁରସତ

ଗୁରୁ ଦକ୍ଷିଣା ପାଇଁ ନିଜ ଆଙ୍ଗୁଠି କାଟିଥିଲେ ଏକଲବ୍ୟ

ସମଗ୍ର ଦେଶରେ ଗୁରୁବାର ଗୁରୁ ଦିବସ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଏହି ଉପଲକ୍ଷେ ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ସେପ୍ଟେମ୍ବର ୫ ଜନ୍ମଦିନ ଅବସରରେ ପ୍ରତିବର୍ଷ ଗୁରୁ ଦିବସ...

ଇ-ଗ୍ଲୋବ୍‌ : କୃତ୍ରିମ ହାତକୁ ଦେବ ବାସ୍ତବ ଅନୁଭବ

ନ୍ୟୁୟର୍କ: ଆମେରିକାର ପୁରଡ୍ୟୁ କଲେଜ ଅଫ ଇଞ୍ଜିନିୟରିଂର ଗବେଷକମାନେ ଏକ ଇଲେକ୍ଟ୍ରୋନିକ ଗ୍ଲୋବ୍‌(ଇ-ଗ୍ଲୋବ୍‌) ବିକାଶ କରିଛନ୍ତି, ଯାହା ପ୍ରୋସ୍ଥେଟିକ୍‌ ହ୍ୟାଣ୍ଡ୍‌ ବା ରୋବୋ ବାୟୋନିକ୍‌ ହ୍ୟାଣ୍ଡ୍‌କୁ ମଣିଷ ହାତ ସ୍ବର୍ଶର ବାସ୍ତବ ଅନୁଭବ ଦେଇପାରିବ। ଏହି ଗ୍ଲୋବ୍‌କୁ ବାୟୋନିକ ହ୍ୟାଣ୍ଡ୍‌ରେ...

ବିଶ୍ୱର ସବୁଠୁ ଉଚ୍ଚ ସୁଇମିଂ ପୁଲ୍‌ : ୧୧୫ ଫୁଟ ଉପରେ ଝୁଲି ରହିଛି

ସାଧାରଣତଃ ସୁଇମିଂ ପୁଲ୍‌ ତଳେ ନିର୍ମାଣ କରାଯାଇଥାଏ। କିନ୍ତୁ ବ୍ରିଟେନ୍‌ରେ ଏମିତି ଏକ ସୁଇମିଂ ପୁଲ୍‌ ରହିଛି, ଯାହାର ନିର୍ମାଣ ଶୈଳୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦକ୍ଷିଣ ବ୍ରିଟେନ୍‌ର ଦୁଇ ଆପାର୍ଟମେଣ୍ଟ ମଝିରେ ଝୁଲିଲା ପରି ରହିଛି ଏହି ପୁଲ୍‌।...

ଘରେ ମଶା ନହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ଘର ପାଖରେ ସନ୍ତସନ୍ତିଆ ହେଲେ ମଶା ହୋଇଥାନ୍ତି। ତେବେ ମଶା ସମସ୍ୟାରୁ ଦୂରେଇ ରହିବା ପାଇଁ ଘର ପାଖରେ ଗେଣ୍ଡୁ ଫୁଲ ଲଗାଇଲେ ଭଲ। ଏହାର ବାସ୍ନାରେ ମଶା ଦୂରେଇ ଯିବେ। ସେହିପରି ତୁଳସୀ ବାସ୍ନା ମଧ୍ୟ ମଶାଙ୍କ ଲାଗି...

ବିପଦ ଆସିଲେ ଆଗୁଆ ସୂଚନା ଦେଇଥାଏ ଏହି କୁଣ୍ଡ

ଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ସେହିପରି କଶ୍ମୀରର ଶ୍ରୀନଗର ତୁଲମୁଲାରେ ଏମିତି ଏକ ମନ୍ଦିର ରହିଛି, ଏହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମନ୍ଦିରର ନାମ ମାତା...

ମଥୁରାର ୮ ପଞ୍ଚାୟତରେ ଯୌତୁକ, ଭୋଜି ବନ୍ଦ

ମଥୁରା:  ଦେଶରେ ଯୌତୁକ ନିରୋଧୀ ନିୟମ ଲାଗୁ ହୋଇଛି। ଏହାକୁ ଦୂରକରିବା ପାଇଁ ସାମାଜିକ ସ୍ତରରେ ସ୍ବର ବି ଉଠୁଛି। ଯୌତୁକ ଦେବା ନେବା ଦୋଷାବହ ଓ ଆଇନରେ ଏଥିପାଇଁ ଦଣ୍ଡ ବ୍ୟବସ୍ଥା ରହିଥିଲେ ମଧ୍ୟ ଯୌତୁକ ପ୍ରତ୍ୟକ୍ଷରେ ହେଉ...

ଲକ୍ଷ୍ନୌରେ ହାଇଟେକ୍‌ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା

ଲକ୍ଷ୍ନୌ: ଲକ୍ଷ୍ନୌ ନଗର ନିଗମ(ଏଲ୍‌ଏମ୍‌ସି) ସହରରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏଲ୍‌ଏମ୍‌ସି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍‌(ଆର୍‌ଏଫ୍‌ଆଇଡି)ଟେକ୍ନୋଲୋଜି ମାଧ୍ୟମରେ ବାର୍‌ କୋଡ୍‌ ବ୍ୟବହାର କରାଯାଇ ପ୍ରତ୍ୟେକ ଘରୁ ବର୍ଜ୍ୟ ସଂଗ୍ରହ କରାଯିବ। ପୁଣେ ନଗର...

ଯେଉଁଠି ଦେବୀଦେବତାଙ୍କୁ ମିଳେ ଦଣ୍ଡ

ଅଦାଲତରେ ସାଧାରଣତଃ ମଣିଷମାନଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସେମିତି ଗାଁ ଗଣ୍ଡାରେ ଦେବୀଦେବତାଙ୍କୁ ସାକ୍ଷୀ ରଖି ବିଭିନ୍ନ ପ୍ରକାର ମାମଲାର ସମାଧାନ କରାଯାଇଥିବା ମଧ୍ୟ ଦେଖିବାକୁ ମିଳେ। ହେଲେ ଛତିଶଗଡ଼ ବସ୍ତର ଅଞ୍ଚରେ ଥିବା ଆଦିବାସୀମାନଙ୍କ ଅଦାଲତରେ ଦେବୀ...

ଲୋକଙ୍କୁ ଆକର୍ଷିତ କରୁଛି ଏହି କୁକୁର

ଏବେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ କୁକୁରଟି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରୁଥିବାରୁ ଭିଡିଓଟି ଭାଇରାଲ ହେଉଛି। କୁକରଟି ନିଜ ଭଙ୍ଗା ଗୋଡ଼କୁ କିପରି ଘୋଷାଡ଼ି ଘୋଷାଡ଼ି ଚାଲୁଛି ତାହା ଦେଖିବାକୁ...

ସଫଳତା ପଛରେ.. ଗୁରୁଙ୍କ ହାତ

ପ୍ରତ୍ୟେକଙ୍କ ଜୀବନରେ ଗୁରୁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଆନ୍ତି। ସେମାନଙ୍କର ପ୍ରେରଣା ଆମକୁ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯଥେଷ୍ଟ ସାହାଯ୍ୟ କରିଥାଏ। ସେହିପରି ବିିଭିନ୍ନ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା କେତେଜଣ ମହିଳା ନିଜ ଗୁରୁଙ୍କସ୍ମୃତିକୁ ମନେ...

ପ୍ରଥମ ରୋବୋ ପୋଲ୍‌ ଡ୍ୟାନ୍ସର

ପ୍ୟାରିସ: ରୋବୋ ପଢାଉଛି। ରୋବୋ ରିଶେପ୍‌ସନିଷ୍ଟ ଭାବେ କାମ କରୁଛି , ମହାକାଶକୁ ବି ଏଇ ନିକଟରେ ଯାଇଛି। ଏବେ ନୂଆ କରି ଫ୍ରାନ୍ସର ଷ୍ଟ୍ରିପ୍‌ କ୍ଲବ୍‌ କେଫ୍‌ରେ ପୋଲ୍‌ ଡ୍ୟାନ୍ସ କରିବ ରୋବୋ। ଏହା ବିଶ୍ୱର ପ୍ରଥମ ରୋବୋ...

ଇତିହାସ ଓ ବିଜ୍ଞାନ ପଢ଼ାଉଛି ରୋବୋ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ବେସରକାରୀ ସ୍କୁଲରେ ଆର୍ଟିଫିସିଆଲ ଟେକ୍‌ନୋଲୋଜି ଆଧାରରେ ପିଲାଙ୍କୁ ପଢାଉଛି ରୋବୋ। ଏହା ମଣିଷ ଭଳି ପୂରା ଦେଖିବାକୁ ଏହି ରୋବୋଟର ପଢାଇବା ସମୟରେ ହାବଭାବ ପୂରା ମଣିଷ ଭଳି ରହୁଛି। ୭ମରୁ ୯ମ ଶ୍ରେଣୀ ଯାଏ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri