ଫୁରସତ

କୁକୁର ସହ ତୀର୍ଥ ଯାତ୍ରାରେ ଯାନ୍ତି ସାଧୁ

ସାଧାରଣତଃ ସାଧୁମାନେ ଏକାନ୍ତରେ ତୀର୍ଥଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ରାଜସ୍ଥାନରେ ଜଣେ ଭିନ୍ନ ସାଧୁ ଅଛନ୍ତି। ସେ ଯେବେ ଯୁଆଡେ ତୀର୍ଥ ଯାତ୍ରା କରିବାକୁ ଯାନ୍ତି ସାଥିରେ ୩ ପାଳିତ କୁକୁରଙ୍କୁ ନିଜ ସହ ନେଇଯାନ୍ତି। ନିକଟରେ ସେ...

ଏମିତି ଏକ ଗାଁ, ଯେଉଁଠି ଅଧିବାସୀଙ୍କଠାରୁ ପଶୁପକ୍ଷୀ ସମସ୍ତେ ଅନ୍ଧ

ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍‌ ସେହିପରି ମେକ୍ସିକୋରେ ଏମିତି ଏକ ଗାଁ ରହିଛି ଯେଉଁଠି ଲୋକଙ୍କଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ। ଏହି ଗ୍ରାମର ନାମ...

ଏହି ବ୍ୟାଙ୍କରେ ଜମାହୁଏ ନାହିଁ ଟଙ୍କା

ଚେକୋସ୍ଲୋଭାକିଆର ଏକ ଛୋଟିଆ ସହର ବନସ୍କା ଷ୍ଟିଓନିକା। ଏଠି ରହିଛି ଏକ ଲଭ୍‌ ବ୍ୟାଙ୍କ। ଏଠାରେ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମି ଯୁଗଳଙ୍କ ଭିଡ ଲାଗିଥାଏ। କାରଣ ଏଠାରେ ଥିବା ଏକ ବ୍ୟାଙ୍କରେ ପ୍ରେମିକ ପ୍ରେମିକାମାନେ ସେମାନଙ୍କର ପ୍ରେମ କାହାଣୀ...

ସ୍ମାର୍ଟବ୍ୟାଣ୍ଡ୍‌ରୁ ଜାଣିହେବେ ଭାବାବେଗ

ଆମେରିକା ଲାଞ୍ଚେଷ୍ଟର ୟୁନିଭର୍ସିଟିର ଗବେଷକମାନେ ଏକ ରିଷ୍ଟ୍‌ବ୍ୟାଣ୍ଡ ୍‌ବିକାଶ କରିଛନ୍ତି ଯାହା ମାଧ୍ୟମରେ ଭାବାବେଗକୁ ଜାଣିପାରିବେ। କୌଣସି ଭାବନା ପ୍ରକାଶ ପାଇଲେ ଏଥିରେ ଉପଯୋଗ କରାଯାଇଥିବା ଟେକ୍‌ନୋଲୋଜି ଦ୍ୱାରା ରଙ୍ଗ ପରିବର୍ତ୍ତନ , ଉତ୍ତପ୍ତ ହୋଇ କିମ୍ବା ତରଙ୍ଗ ସୃଷ୍ଟି...

ହାତର କାମ ଜାଣିପାରୁଛି ସ୍ମାର୍ଟଓ୍ବାଚ୍‌

କାର୍ନେଗି ମିଲନ ୟୁନିଭର୍ସିଟିର ହ୍ୟୁମାନ- କମ୍ପ୍ୟୁଟର ଇଣ୍ଟରଆକ୍ସନ ଇନଷ୍ଟିଚ୍ୟୁଟର ଗବେଷକମାନେ ଏକ ସ୍ମାର୍ଟ ଓ୍ବାଚ ପ୍ରସ୍ତୁତ କରିଛନ୍ତି ଯାହା ହାତର କାର୍ଯ୍ୟକୁ ସହଜରେ ଜାଣିପାରୁଛି। କଇଁଚିରେ କିଛି କାଟିବା, କି-ବୋର୍ଡରେ ଟାଇପ କରିବା, ବାସନ ମାଜିବା କିମ୍ବା ପୋଷାଜୀବଙ୍କ ଯନତ୍...

ଭାବନାକୁ ଟାଇପ୍‌ କରିବ ଫେସ୍‌ବୁକ ଏଆର୍‌ ଡିଭାଇସ୍‌

ସାନ୍‌ଫ୍ରନସିସ୍କୋ:ଫେସ୍‌ବୁକ ଏକ ବ୍ରେନ୍‌ କମ୍ପ୍ୟୁଟର ଆଗ୍ୟୁମେଣ୍ଟେଡ ରିୟଲିଟି(ଏଆର) ଇଣ୍ଟରଫେସ ଡିଭାଇସ ବିକାଶ କରୁଛି ଯାହା ଆପଣଙ୍କ ଭାବନାକୁ ଟାଇପ କରିପାରିବ। ୨୦୧୮ରେ କମ୍ପାନୀ ତା’ର ବ୍ରେନ୍‌ କମ୍ପ୍ୟୁଟର ଇଣ୍ଟରଫରେନ୍ସ ପ୍ରୋଗ୍ରୋମରେ ଏଭଳି ଡିଭାଇସ ବିକାଶ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।...

ଟାଇଟନ୍‌କୁ ଯିବ ରୋଟରକ୍ରାଫ୍ଟ

ପୃଥିବୀରେ ଜୀବ ଜଗତ ଆରମ୍ଭ ହେବା ସମୟରେ ଯେଭଳି ବାୟୁମଣ୍ଡଳ ଥିଲା ତାହା ସେଠାରେ ରହିଛି ବୋଲି ନାସାର ଗବେଷକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଗବେଷକମାନେ ଟାଇଟନ୍‌କୁ ଏକ ଯାନ ପଠାଇବାର ଯୋଜନା...

ରେନ୍‌ବୋ ଭିଲେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍‌ଟୁନ୍‌ ଜିଲାରେ ଥିବା ତାଇଚୁଙ୍ଗର ଏକ ଗାଁ। ଏହି ଗାଁ ରେନ୍‌ବୋ ଭିଲେଜ୍‌ ଭାବେ...

ସାରା ଜୀବନ ଏକାଠି ରହିବା ସଂକଳ୍ପରେ ୭ ବାନ୍ଧବୀ

୭ ବାନ୍ଧବୀ, ଦୀର୍ଘ ୨୦ ବର୍ଷର ସେମାନଙ୍କ ସମ୍ପର୍କ। ବାନ୍ଧବୀ ନୁହେଁ ତ ସେମାନେ ଭଉଣୀ ପରି। ଆଉ ଏହି ସମ୍ପର୍କକୁ ସାରା ଜୀବନ ବଜାୟ ରଖିବାକୁ ବି ସେମାନେ ସଂକଳ୍ପବଦ୍ଧ। ଚାଇନାର ଏହି ସାତ ବାନ୍ଧବୀ ଖାସ୍‌ ସେଥିପାଇଁ...

ପିଆନୋ ହାଉସ୍‌

ଚାଇନାର ଏହା ଏକ ସୁନ୍ଦର ବିଲ୍ଡିଂ, ଯେଉଁମାନେ ଉଭୟ ସଙ୍ଗିତ ଓ ସ୍ଥାପତ୍ୟକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହି ଘର ଏକ ପ୍ରିୟ ଆର୍କିଟେକ୍ଚରାଲ ବିଲ୍ଡିଂ ଡିଜାଇନ୍‌ ସାବ୍ୟସ୍ତ ହେବ। ଏହାକୁ ଡିଜାଇନ କରିଛନ୍ତି ହେଫେଇ ୟୁନିଭର୍ସିଟି ଅଫ୍‌...

୭.୫ ଲକ୍ଷ ଟଙ୍କାର ଅଙ୍ଗୁରପେନ୍ଥା

କୁହାଯାଏ ଖାଇ ନ ପାରିଲେ ଅଙ୍ଗୁର ଖଟା। ଏହି ଅଙ୍ଗୁର କ୍ଷେତ୍ରରେ ଠିକ୍‌ ସେମିତି କିଛି କୁହାଯାଇପାରେ। ଏହି ଅଙ୍ଗୁର ଦାନାର ଆକାର ଏକ ଛୋଟିଆ କ୍ରେଜି ବଲ୍‌ ଭଳି। ଗୋଟିଏ ଗୋଟିଏ ଅଙ୍ଗୁର ଦାନାର ଓଜନ ପ୍ରାୟ ୨୦...

କାଠଗଣ୍ଡିର ଜୀବଜନ୍ତୁ

କାଠଗଣ୍ଡିର ଅନେକ ସ୍ଥାପତ୍ୟ ଦେଖିଥିବେ। ସ୍ପେନର କଳାକାର ଗେରାର୍ଡ ମାସ୍‌ କରିଥିବା କଳାକୃତିର କଥା କିନ୍ତୁ ଭିନ୍ନ। ବଡ଼ ବଡ଼ ଗଛର ଗଣ୍ଡି କାଟି ତାକୁ ଖୋଦେଇ କରି ସ୍ଥାପତ୍ୟ ଗଢନ୍ତି। ଆଉ ତାକୁ ସାଣ୍ଡ ପେପର୍‌ରେ ଘଷି ମସୃଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri