ଫୁରସତ

ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ଶନ ସମସ୍ତେ ପଢ଼ିପାରନ୍ତିନି, ଜାଣନ୍ତୁ କାହିଁକି…

ଡାକ୍ତରଙ୍କ ହସ୍ତାକ୍ଷର ସବୁଠାରୁ ନିଆରା। ସେମାନଙ୍କ ଦ୍ୱାରା ଲେଖାଯାଉଥିବା ପ୍ରେସ୍‌କ୍ରିପ୍‌ଶନ ପଢ଼ିବା ଏବଂ ବୁଝିବା କଷ୍ଟକର। ଡାକ୍ତରମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଅନେକ ମେଡିସିନର ନାମ ଲେଖିଥାନ୍ତି। ମାତ୍ର ତାଙ୍କ ଅକ୍ଷର ଦେଖିଲେ ମନରେ ଅନେକ ପ୍ରଶ୍ନ ଆସିଥାଏ।...

ପୁଲ୍‌ଓ୍ବାମା ଶହୀଦଙ୍କ ଝିଅଙ୍କୁୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଜିଲାପାଳ

ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ଥାଇ ସୁଦ୍ଧା ଜନସାଧାରଣଙ୍କ ସେବା କରିବାକୁ ଭୁଲନ୍ତି ନାହିଁ। ହେଲେ ଜଣେ ଯବାନ ଶହୀଦ ହେବା ପରେ, ପରିବାର ଉପରେ ବିପଦ ମାଡ଼ିଆସେ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ...

ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ ଯେଉଁ ବେଗରେ ଘୂରୁଥିଲା ତାହା ଧିମା ପଡିଯିବାରୁ ଚନ୍ଦ୍ର ଧୀରେ ଧୀରେ ପୃଥିବୀଠାରୁ...

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ କାନପୁର: ଆଇଆଇଟି କାନପୁରର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ରୋବଟିକ ହ୍ୟାଣ୍ଡ୍‌ ବିକାଶ କରିଛନ୍ତି । ଷ୍ଟ୍ରୋକ୍‌ ପରେ ଯେଉଁମାନଙ୍କ ହାତ କାମ କରୁନି ସେମାନଙ୍କୁ ଏହା ସାହାଯ୍ୟ କରିବ ।...

ନବଜାତ ଶିଶୁ କଳାଧଳା ବ୍ୟତୀତ ଅନ୍ୟ ରଙ୍ଗ ଜାଣି ପାରନ୍ତି ନାହିଁ

ଶିଶୁ ଜନ୍ମ ହେବା ପରେ ତା’ର ବିଶେଷ ଯତ୍ନ ନିଆଯାଇଥାଏ। କାରଣ ସେ ପ୍ରକୃତି ସହ ଖାପ ନ ଖାଇବା ପର୍ଯ୍ୟନ୍ତ ତା’ର ବିଶେଷ ଧ୍ୟାନ ଦେବା ଜରୁରୀ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ତେବେ ନବଜାତ ଶିଶୁଙ୍କ ପାଖରେ...

ଏହି କାରଣ ପାଇଁ ଶିଶୁ ବିଳମ୍ବରେ ହୁଅନ୍ତି କଥା…

କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି।  ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ବିଳମ୍ବରେ କଥା କୁହନ୍ତି। ମାତୃଗର୍ଭରେ ସେମାନଙ୍କର...

ପ୍ରଦୂଷଣ ଦୂର କରିବ ଜୈବ ପରଦା

ଲଣ୍ଡନ: ଲଣ୍ଡନର ଇକୋ-ଲୋଜିକ ଷ୍ଟୁଡିଓ ନାମକ ଏକ ଫାର୍ମ ଜୈବ ପରଦା ବିକାଶ କରିଛନ୍ତି, ଯାହା ଦିନକୁ ଏକ କେଜି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରିବ। ଏହି ପରଦାର ନାମ ରଖାଯାଇଛି ଫଟୋସିନ୍ଥେଟିକା। ୨୦ଟି ଗଛ ଯେତିକି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରେ...

ଏମିତି ଗାଁ ଯେଉଁଠି ରହିଲେ ଘର, ଟଙ୍କା ଓ ଚାକିରି ପାଇବେ

ରୋମ:ଯୁବକ ଅଥଚ ଚାକିରି ନାହିଁ,ପରିବାର ଅଛି। ତେବେ ପିଲାଟିଏ ଧରି ଚାଲନ୍ତୁ ଇଟାଲୀର ସେହି ଗାଁକୁ , ଯେଉଁଠି ମିଳିବ ୮ ଲକ୍ଷ ଟଙ୍କା । ଗାଁରେ ରହିବେ। ଟଙ୍କା ସାଙ୍ଗକୁ ଘର ଓ ଚାକିରି ବି ପାଇବେ ।...

ଟଙ୍କା ଅଭାବରୁ କରୁଥିଲେ ଓ୍ବେଟର ଚାକିରି, ପାଇଲେ ଆଇଏଏସ୍‌

ତାମିଲନାଡୁର ଜୟଗଣେଶ ଛଅ ଥର ବିଫଳ ହେବା ପରେ ସପ୍ତମଥରରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରରେ ଜନ୍ମିତ ଜୟଗଣେଶଙ୍କ ମନରେ ପିଲାଦିନରୁ ଆଇଏଏସ୍‌ ହେବାର ସ୍ବପ୍ନ ଉଙ୍କି ମାରୁଥିଲା। କିନ୍ତୁ ଅର୍ଥାଭାବ ତାଙ୍କ ସ୍ବପ୍ନ ମଝିରେ ଟାଣିଥିଲା...

ରାକ୍ଷୀରେ ଦିଅନ୍ତୁ ଏପରି ଗିଫ୍ଟ ଖୁସି ହୋଇଯିବେ ଭଉଣୀ

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାକ୍ଷୀ। ତେବେ ଏହି ରାକ୍ଷୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ରକ୍ଷାବନ୍ଧନ ଆସିଗଲେ ବଜାରରେ ରାକ୍ଷୀ, ମିଠା, ଚକୋଲେଟ ସହ ଗିଫ୍ଟ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ।...

ସାପର ଦାମ ୩ କୋଟି…

ସାପର ଦାମ୍‌ ପୁଣି ୩ କୋଟି ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଇଣ୍ଡୋନେସିଆର ଘନ ଜଙ୍ଗଲରେ ଦେଖାଯାଉଥିବା ଗ୍ରୀନ୍‌ ଟ୍ରି ପାଇଥନ୍‌ ସାପ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ। ଏହି ବିରଳ ସାପ...

ଅଜବ ନିଶା : କାର କିଣିବାକୁ ୧୧ ଲକ୍ଷ ନକଲି ନୋଟ୍‌ ଛାପିଲେ ଯୁବତୀ

ଜଣେ ଯୁବତୀଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କ ପାଖରେ କାର୍‌ କିଣିବା ପାଇଁ ଟଙ୍କା ନ ଥିଲା। କିନ୍ତୁ କାର କିଣିବାର ନିଶା ମୁଣ୍ଡରୁ ଖସି ନ ଥିଲା। ଖାସ୍‌ ଏଥିପାଇଁ ଯୁବତୀ ଜଣକ ନିଜର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri