ଫୁରସତ

ଏହି ଘର ବିଶ୍ୱର ସବୁଠୁ ନିରାପଦ : ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ କ୍ଷତି, ଜାଣନ୍ତୁ କେଉଁଠି

ଆଜିପର୍ଯ୍ୟନ୍ତ ବୁଲେଟ୍‌ପ୍ରୁଫ୍‌ ଘର ତିଆରି ହେଉଥିବା ଜାଣିଛେ, କିନ୍ତୁ ପରମାଣୁ ବମ୍‌ ପ୍ରୁଫ୍‌ ଘର ବିଷୟରେ କେବେ ଶୁଣିଛନ୍ତି? ଯଦି ନା ଆସନ୍ତୁ ଜାଣିବା ଏହି ଘର ସମ୍ପର୍କରେ। ପୋଲାଣ୍ଡର ଜଣେ ବ୍ୟକ୍ତି ତାଙ୍କ ଘରକୁ ଏମିତି ଟେକ୍‌ନିକ୍‌ରେ ତିଆରି...

୩୦ ହଜାର ପକ୍ଷୀଙ୍କୁ ବଞ୍ଚାଇବା ପାଇଁ ବିଶ୍ୱର ପ୍ରଥମ ରେଳ ନଏଜ ବ୍ୟାରିୟର

ଚାଇନାର ଗୁଆଙ୍ଗଡଙ୍ଗ ଜିଲା ଜିଆଙ୍ଗମେନ୍‌ ସହରରେ ବିଶ୍ୱର ପ୍ରଥମ ହାଇସ୍ପିଡ୍‌ ରେଳ ନଏଜ୍‌ ବ୍ୟାରିୟର ନିର୍ମାଣ କରାଯାଇଛି। ୩୫୫ କିଲୋମିଟର ଜିଆଙ୍ଗମେନ୍‌-ଝାଞ୍ଜିୟାଙ୍ଗ୍‌ ହାଇସ୍ପିଡ୍‌ ରେଳ ଟ୍ରାକ୍‌ ଉପରେ ଏହି ନଏଜ ବ୍ୟାରିୟର ୨ କିଲୋମିଟର ପର୍ଯ୍ୟନ୍ତ କରାଯାଇଛି। ବ୍ୟାରିୟର ନିର୍ମାଣ...

ଯେଉଁଠି ଟଙ୍କା ଦେଲେ ମିଳନ୍ତି ଗର୍ଲ ଫ୍ରେଣ୍ଡ

ଆଧୁନିକ ଯୁଗରେ ବୟ ଫ୍ରେଣ୍ଡ ଗର୍ଲ ଫ୍ରେଣ୍ଡ ଏକ ସାଧାରଣ ଘଟଣା। ହେଲେ ବେଳେବେଳେ କେତେଜଣ ଯୁବକ ଖୋଜିଲେ ମଧ୍ୟ ଗର୍ଲ ଫ୍ରେଣ୍ଡ ମିଳି ନ ଥାଆନ୍ତି। କିନ୍ତୁ ଚାଇନାର ଗୁଆଁଡୋଙ୍ଗରେ ଏମିତି ଏକ ଷ୍ଟୋର ରହିଛି ଯେଉଁଠି ଗର୍ଲ...

ମହାକାଶଚାରୀଙ୍କୁ ସୁସ୍ଥ ରଖିବ ରେଡ୍‌ ଓ୍ବାଇନ୍‌

ନ୍ୟୁୟର୍କ: ଭବିଷ୍ୟତରେ ପୃଥିବୀରୁ ମଙ୍ଗଳ ଅଭିଯାନରେ ଯେଉଁ ମହାକାଶଚାରୀମାନେ ଯିବେ ସେମାନଙ୍କୁ ରେଡ୍‌ ଓ୍ବାଇନ୍‌ ସୁସ୍ଥ ରଖିବ ବୋଲି ହାର୍ଭାର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ଅଭାବରୁ ଅସ୍ଥି ଓ ମାଂସପେଶୀ ଦୁର୍ବଳ...

ପାଣିକୁ ଡରି ୬୫ ବର୍ଷ ହେବ ଗାଧୋଇନାହାନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଇରାନ୍‌ ନିବାସୀ ୮୦ ବର୍ଷୀୟ ଅମୁ ହାଜୀ ଆଜକୁ ୬୫ ବର୍ଷ ହେବ ସ୍ନାନ କରିନାହାନ୍ତି। ତାଙ୍କୁ ଦୁନିଆର ସବୁଠୁ ଅପରିଷ୍କାର ମଣିଷ ଭାବେ ବିବେଚିତ କରାଯାଇଛି। କେବଳ...

ବେଡସିଟ୍‌ ଜଣାଇଦେବ କେବେ ଧୁଆ ହୋଇଥିଲା

ସାଧାରଣତଃ ଘରେ ବ୍ୟବହାର କରାଯାଉଥିବା ବେଡ୍‌ ସିଟ୍‌ ଓ ଟାଓ୍ବେଲ ଧୋଇବାକୁ ଅଧିକାଂଶ ଲୋକଙ୍କୁ କଷ୍ଟ ଲାଗିଥାଏ। କେବେ କେବେ ମାସ ମାସ ବିତି ଯାଇଥିଲେ ମଧ୍ୟ ଏସବୁ ଧୋଇବାକୁ ମନେ ପଡି ନ ଥାଏ। ହେଲେ ଚାଇନାର ଏକ...

ଆପୋଲୋ-୧୧ ମିଶନ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ

ଓ୍ବାଶିଂଟନ୍‌: ଆପୋଲୋ-୧୧ ଚନ୍ଦ୍ରପୃଷ୍ଠକୁ ଜୁଲାଇ ୧୬,୧୯୬୯ ମସିହାରେ ତିନି ଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଓ୍ବିନ୍‌ ଆଲ୍‌ଡ୍ରିନ୍‌ ଓ ମାଇକେଲ୍‌ କୋଲିନ୍‌ଙ୍କୁ ନେଇ ଯାଇଥିଲା। ଏହା ଜୁଲାଇ ୨୦ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ମିଶନର ୫୦ ବର୍ଷ ପୂର୍ତ୍ତି...

ରାଜକୁମାରୀ ଡାଏନାଙ୍କ ଜିମ୍‌ ସ୍ବେଟ୍‌ଶାର୍ଟ ୩୭ ଲକ୍ଷ ଟଙ୍କାରେ ନିଲାମ

ରାଜକୁମାରୀ ଡାଏନା ଜିମ୍‌କୁ ପିନ୍ଧି ଯାଉଥିବା ସ୍ବେଟ୍‌ଶାର୍ଟକୁ ନିଲାମ କରାଯାଇ ୩୭ ଲକ୍ଷ ଟଙ୍କା( ୫୩, ୫୩୨ ଡଲାର )ରେ ବିକ୍ରି କରାଯାଇଛିି। ଶର୍ଟସ ସହ ଭିର୍ଜିନ ଆଣ୍ଟ୍‌ଲାଟିକ୍‌ର ଏହି ସ୍ବେଟ୍‌ଶାର୍ଟ ପିନ୍ଧି ସେ ନିୟମିତ ଜିମ୍‌ରୁ ବାହାରିବା ଲକ୍ଷ୍ୟ...

ଏହି ମନ୍ଦିରରେ ମହିଳା କରନ୍ତି ଭଗବାନଙ୍କ ଶୃଙ୍ଗାର…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତରାଖଣ୍ଡ ଗଡଓ୍ବାଲରେ ଥିବା ମ୍ଫ୍ୟୁଲାନାରାୟଣ ମନ୍ଦିରରେ ପ୍ରଭୁ ନାରାୟଣଙ୍କ ଶୃଙ୍ଗାର ସ୍ଥାନୀୟ ମହିଳାମାନେ କରନ୍ତି। ଚମୋଲୀର ଉର୍ଗମ ଘାଟିରେ ହଜାରେ ଫୁଟ ଉଚ୍ଚରେ ଥିବା ଏହି ମନ୍ଦିର ଅଞ୍ଚଳକୁ...

ବୃଦ୍ଧାବସ୍ଥାରେ ଏମିତି ଦେଖାଯିବେ ସ୍ମୃତି ଇରାନୀ

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି ଦେଖାଯାଉଥିବେ ତାହା ଆକଳନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ...

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ ଓ ସୁନ୍ଦର ଗଢ଼ଣ ଥିବା ଝିଅ ପସନ୍ଦ ଆସିଥାଏ। କିନ୍ତୁ ୧୯ ଶତାଦ୍ଦୀରେ...

ରାମଚନ୍ଦ୍ରଙ୍କ ସ୍ନେହ ମମତାରେ ବନ୍ଧା କୁମ୍ଭୀର

ମହାରାଷ୍ଟ୍ରର ୩୮ବର୍ଷୀୟ ରାମଚନ୍ଦ୍ର ଚରତ୍‌କାର। ଯିଏ କି ନିଜର ଏକ ଖାସ୍‌ ବ୍ୟକ୍ତିତ୍ୱ ପାଇଁ ସାରା ରାଜ୍ୟରେ ନିଆରା ପରିଚୟ ହାସଲ କରିଛନ୍ତି। ଗାଁରେ ବୋହିଯାଉଥିବା ନଦୀରେ ରୁହନ୍ତି ଅନେକ ସଂଖ୍ୟକ କୁମ୍ଭୀର। ଯେବେବେଳେ ନଦୀ ଅଶାନ୍ତ ହୁଏ, ସେତେବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri