ଫୁରସତ

ଯେଉଁଠି କନ୍ୟା ସନ୍ତାନ ଜନ୍ମ ହେଲେ ଏପରି କରନ୍ତି ଲୋକେ…

ଦେଶରେ କନ୍ୟା ଭ୍ରୂଣ ହତ୍ୟା ଘଟଣାମାନ ଘଟି ଚାଲଛି। ତେବେ ବିହାରର ଭାଗଲପୁରର ଏକ ଗାଁରେ କନ୍ୟା ସନ୍ତାନ ଜନ୍ମ ହେଲେ ଉତ୍ସବ ଅନୁଷ୍ଠିତ ହୋଇଥାଏ। ସ୍ଥାନୀୟ ଧରହରା ଗାଁରେ ଝିଅଙ୍କୁ ଲକ୍ଷ୍ମୀ ଭାବରେ ଲୋକେ ଗ୍ରହଣ କରିଥାନ୍ତି। ପରିବାରରେ...

୨ ଲକ୍ଷ ୧୦ ହଜାର ବର୍ଷର ପୁରୁଣା ମାନବ ଜୀବାଶ୍ମ

ଓ୍ବାଶିଂଟନ: ଦକ୍ଷିଣ ଗ୍ରୀସ୍‌ର ଏପିଡିମା ନାମକ ଏକ ଗୁମ୍ଫାରୁ ୧୯୭୮ ମସିହାରେ ଗବେଷକମାନେ ଦୁଇଟି ମଣିଷ ଖପୁରିର ଅଂଶବିଶେଷ ପାଇଥିଲେ। ୟୁନିଭର୍ସିଟି ଅଫ୍‌ ଏଥେନ୍ସ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ମାନବ ବିଜ୍ଞାନୀମାନେ ଏହି ଖପୁରିର ସନ୍ଧାନ କରିଥିଲେ। ଦୀର୍ଘବର୍ଷର ଗବେଷଣା...

ଏଲନ୍‌ ମସ୍କଙ୍କ ଟିନି ବ୍ରେନ୍‌

ସାନ୍‌ ଫ୍ରାନ୍‌ସିସ୍କୋ: ପାରାଲିସିସ୍‌ରେ ପୀଡ଼ିିତ ଓ ମସ୍ତିଷ୍କ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କ ଜୀବନ ଧାରାରେ ଉନ୍ନତି ଆଣିବା ଲାଗି ଏଲନ୍‌ ମସ୍କଙ୍କ ଷ୍ଟ୍ରାର୍ଟଅପ୍‌ ନ୍ୟୁରଲିଙ୍କ୍‌ ଏକ ଚିପ୍‌ ବିକାଶ କରିଛିି। ଏହାକୁ ଏକ ଟିନି ବ୍ରେନ୍‌ ବି କୁହାଯାଉଛି। ଏହା...

୨୦୫୦ ବେଳକୁ ଏମିତି ଦେଖାଯାଉଥିବେ ଭାରତୀୟ ଖେଳାଳି

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି ଦେଖାଯାଉଥିବେ ତାହା ଆକଳନ କରୁଛନ୍ତି। ନିକଟରେ ଅଭିନେତ୍ରୀ ସୋନମ କପୁର, ମଲାଇକା ଆରୋରା...

‘ସ୍ମାଇଲ୍‌’ ବହୁଳ ବ୍ୟବହୃତ ଇମୋଜି: ନିର୍ମାତା କିଏ ଜାଣନ୍ତୁ

ପ୍ରତିବର୍ଷ ଜୁଲାଇ ୧୭କୁ ‘ଇମୋଜି ଡେ’ ଭାବେ ପାଳନ କରାଯାଏ । ୨୦୧୪ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିକାଲିର ସମୟରେ ମେସେଜର ବହୁଳ ବ୍ୟବହାର ତଥା ଇମୋଜିର ପ୍ରୟୋଗକୁ ଦୃଷ୍ଟିରେ ରଖି ଏହି ଦିବସ ପାଳିତ ହେଉଛି। ତେବେ...

ଆଜି ବିଶ୍ୱ ଇମୋଜି ଦିବସ: ଭାରତରେ ଦୁଇଟି ଇମୋଜିର ବ୍ୟବହାର ଅଧିକ

ପ୍ରତିବର୍ଷ ଜୁଲାଇ ୧୭ରେ ସାରା ବିଶ୍ୱରେ ‘ବିଶ୍ୱ ଇମୋଜି ଦିବସ’ ପାଳିତ ହୁଏ। ଆଜିକାଲି ସ୍ମାର୍ଟଫୋନର ଯୁଗ। ତେଣୁ ଇମୋଜିର ଅର୍ଥ କହିଲେ ସମସ୍ତଙ୍କୁ ଜଣାଥିବ। ବର୍ତ୍ତମାନ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ତୀବ୍ର ଗତିରେ ଇମୋଜିର ପ୍ରଚଳନ ହେଉଛି। ବିଶେଷକରି...

ଯେଉଁ ସମୁଦ୍ରରେ ମଣିଷ ବୁଡେ ନାହିଁ

ଦୁନିଆରେ ଏମିତି ଅନେକ କିଛି ଘଟଣା ରହିଛି, ଯାହା ବିଷୟରେ ଅଧିକାଂଶ ଲୋକ ଅଜ୍ଞ। ଏମିତି ଘଟଣା ରହିଛି ଏକ ସମୁଦ୍ରକୁ ନେଇ, ଯେଉଁଠାରେ ବିନା ଲାଇଫ୍‌ ଜ୍ୟାକେଟ୍‌ରେ ପହଁରିପାରିବେ। ଜାଣି ଆଶ୍ଚର୍ଯ୍ୟ ହେବେ, ସମୁଦ୍ରରେ କୌଣସି ବ୍ୟକ୍ତି ବୁଡ଼ି...

ଯେଉଁଠି ପ୍ରେତାତ୍ମା କରନ୍ତି ରୋଗୀଙ୍କ ଚିକିତ୍ସା…

ବିଜ୍ଞାନଯୁଗରେ ମଣିଷ ଅନ୍ୟଗ୍ରହରେ ଜୀବଜଗତର ସନ୍ଧାନ ଖୋଜୁଥିବାବେଳେ ଏବେ ମଧ୍ୟ ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ମଣିଷ ମନରେ ରହିଛି। ଏହାର ଏକ ଉଦାହରଣ ପାଲଟିଛି ଉତ୍ତରପ୍ରଦେଶ ଗୋରଖପୁରଠାରେ ଥିବା ଏକ ଅଜବ ହସ୍ପିଟାଲ। ଏଠାରେ ପ୍ରେତାତ୍ମାଙ୍କ ସହାୟତାରେ ରୋଗୀଙ୍କ...

କେବଳ ଯୋଗ ନୁହେଁ ବିୟର ପିଇ ଏଠାରେ ଫିଟ୍‌ ରୁହନ୍ତି ଲୋକେ

ଫିଟ୍‌ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି। ହେଲେ ଜର୍ମାନୀର ଏକ ଯୋଗ ସେଣ୍ଟରରେ ଲୋକେ ଯୋଗ କରିବା ସହିତ ବିୟର ପିଇଥାନ୍ତି। ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଏମାନଙ୍କର ବିଶ୍ୱାସ ରହିଛି। ଏହି ଯୋଗକୁ ‘ବିୟର ଯୋଗ’...

୨୦୧୯ ଚନ୍ଦ୍ରଗ୍ରହଣ: ଭୁଲରେ କରନ୍ତୁ ନାହିଁ ଏହିସବୁ କାମ

ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ମଙ୍ଗଳବାର ବିଳମ୍ବିତ ରାତିରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ। ଜ୍ୟୋତିଷ...

ଯାନବାହନକୁ ନିଜ ଆଡ଼କୁ ଟାଣି ନିଏ ଏହି ପାହାଡ଼…

ଭାରତର ଲଦାଖର ଲେହ ଅଞ୍ଚଳରେ ରହିଛି ଏକ ଚମତ୍କାର ପାହାଡ଼। ଏହି ପାହାଡ଼ ଦେଇ ଯାଇଥିବା ରାସ୍ତାରେ କୌଣସି ଯାନବାହନ ଗଲେ ଏକ ବିଚିତ୍ର ଅନୁଭୁତି ହୋଇଥାଏ। ଯାନବାହନକୁ ନିଜ ଆଡ଼କୁ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ପାହାଡ଼...

କାହିଁକି ଘୋଡ଼ା ଚଢି ବିବାହ ମଣ୍ଡପକୁ ଯାଏ ବର

ଆଧୁନିକ ଯୁଗରେ ବିବାହ କରିବାକୁ ବରମାନେ ଏବେ ଦାମୀ ଗାଡ଼ିରେ ଯାଉଥିବା ଦେଖାଯାଏ। ହେଲେ ଏବେବି ଅନେକ ସ୍ଥାନରେ ବର ଘୋଡ଼ା ଚଢି ବିବାହ ମଣ୍ଡପରେ ପହଞ୍ଚିବା ଦେଖାଯାଏ। କିନ୍ତୁ ବର କାହିଁକି ଘୋଡ଼ା ଚଢି ବିବାହ ମଣ୍ଡପ ଯାଏ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri