ଫୁରସତ

ସବୁଜ ମିଶନରେ ଲାଗିପଡିଛନ୍ତି ପାରା ଆଥଲେଟ୍‌ ଟି ଭି ସୁବ୍ରମଣୀ

ଅନ୍ତର୍ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିଅନସିପରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଙ୍ଗାଲୁରୁ ନିବାସୀ ୩୯ ବର୍ଷୀୟ ଟି ଭି ସୁବ୍ରମଣୀ ନିଜ ଗାଁରେ ସବୁଜ ମିଶନ୍‌ ଆରମ୍ଭ କରିଛନ୍ତି। ନିଜ ଦମ୍‌ରେ ଗାଁକୁ ସବୁଜ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।...

ସୋସିଆଲ ମିଡିଆରେ ପ୍ରେମୀଯୁଗଳଙ୍କ ଏହି ଫଟୋ ଦେଖି ଚକିତ ହୋଇଗଲେ ଲୋକେ

କିଛି ଦିନ ତଳେ ସୋସିଆଲ ମିଡିଆରେ ଜଡ୍‌ ଜେସ୍ପର ନାମକ ଜଣେ ଯୁବକଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋଟିରେ ଜେସ୍ପରଙ୍କ ପ୍ରେମିକା ମଧ୍ୟ ଥିଲେ। ହଙ୍ଗେରୀରେ ପ୍ରେମିକାଙ୍କ ସହ ଛୁଟି କଟାଉଥିବା ବେଳର ଉକ୍ତ ଫଟୋଟିକୁ ଯେ କେହି ଦେଖୁଥିଲା...

ବିରାଡ଼ି ଭଳି ଜୀବନ ଅତିବାହିତ କରୁଛନ୍ତି ୨୦ ବର୍ଷୀୟ ‘ନାନୋ’

ବିଶେଷକରି ଯୁବତୀମାନେ ପୋଷା ଭାବେ ବିରାଡ଼ି ରଖିବାକୁ ଭଲ ପାଇଥାନ୍ତି। ହେଲେ ନରଓ୍ବେର ଜଣେ ଯୁବତୀ ବିରାଡ଼ିକୁ ପସନ୍ଦ କରି ନିଜ ଜୀବନଶୈଳୀକୁ ମଧ୍ୟ ଅନୁରୂପ କରି ଦେଇଛନ୍ତି। ସେ ହେଲ ନାନୋ। ଏବେ ତାଙ୍କୁ ୨୦ ବର୍ଷ। ନାନୋଙ୍କ...

ଅଜବ ଗାଁ : ଘର ରଙ୍ଗ କରାଯାଏନି କି ବିବାହ ଉତ୍ସବରେ ସାଜସଜା ହୁଏନି

ରଙ୍ଗ ହେଉ କି ସାଜସଜା ପ୍ରାୟ ସମସ୍ତଙ୍କୁ ଆକର୍ଷଣ କରିଥାଏ। ଏଥିପାଇଁ ଲୋକେ କେତେ ଟଙ୍କା ଖର୍ଚ୍ଚ ମଧ୍ୟ କରିଥାନ୍ତି। ବିଶେଷକରି ଘର ତିଆରି କରିବା ସହ ଏଥିରେ ରଙ୍ଗ ଏବଂ ବିବାହ ଉତ୍ସବରେ ସାଜସଜା ପାଇଁ ବହୁ ଅର୍ଥ...

ସ୍ନେଲଫିସ୍‌: ଗରମରେ ତରଳୁଥିବା ମାଛ

ଗରମରେ ବରଫ ତରଳିବା ସାଧାରଣ କଥା। ମାତ୍ର ଯଦି କୁହାଯାଏ ଗରମରେ ମାଛ ବି ତରଳିପାରେ, ତେବେ କଥା ଉପରେ ଅନେକେ ବିଶ୍ୱାସ କରି ନ ପାରନ୍ତି। ହେଲେ ବୈଜ୍ଞାନିକମାନେ ଏଭଳି ଏକ ମାଛକୁ ଆବିଷ୍କାର କରିଛନ୍ତି, ଯାହାକୁ ପାଣି...

ବିଶ୍ୱର ପ୍ରଦୂଷଣମୁକ୍ତ ଦେଶ ବିଷୟରେ ଜାଣନ୍ତୁ : ଏଠାରେ ଗୋଟିଏ ଦିନ ବନ୍ଦ ରହିଥାଏ ଯାନବାହନ ଚଳାଚଳ

ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ଅହେତୁକ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଜୁନ୍‌ ୫କୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଆସୁଛି।...

ପ୍ରାଚୀନ ଶିବ ମନ୍ଦିର କିନ୍ତୁ ଅଧାଗଢା

ବିହାରର ଭୋଜପୁର ପାହାଡି ଅଞ୍ଚଳରେ ରହିଛି ଏମିତି ଏକ ଶିବ ମନ୍ଦିର ଯାହା ବିଶ୍ୱର ସର୍ବ ପୁରାତନ ଶିବ ମନ୍ଦିର ଭାବେ ପ୍ରସିଦ୍ଧ। ଏହାକୁ କେହି କେହି ଭୋଜଶ୍ୱର ଶିବ ମନ୍ଦି ବୋଲି ମଧ୍ୟ କହି ଥାଆନ୍ତି। ଏହି ମନ୍ଦିରର...

ଲିଙ୍ଗ ପରିବର୍ତ୍ତନ କରୁଛି ୫ ହଜାର ବର୍ଷ ତଳର ଗଛ

ସ୍କଟଲାଣ୍ଡର ପର୍ଥ ସହର ନିକଟରେ ଥିବା ଏକ ଚର୍ଚ୍ଚରେ ୫ହଜାର ବର୍ଷ ପୂର୍ବରୁ ଥିବା ଏକ ଗଛ ଏବେ ଲିଙ୍ଗ ପରିବର୍ତ୍ତନ କରୁଥିବା କୁହାଯାଉଛି। ଏଭଳି ପରିବର୍ତ୍ତନ ଦେଖି ଉଦ୍ଭିଦ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ‘ଫୋର୍ଟିଗାଲ ୟୁ’ ନାମକ ଏହି...

ବିଶ୍ୱର ସବୁଠାରୁ ୫ସୁନ୍ଦର ମସ୍‌ଜିଦ୍‌

ମୁସ୍‌ଲିମ୍‌ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌। ଏହି ପର୍ବ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି। ଇଦ୍‌ ଦିନ ନୂଆ ନୂଆ ବସ୍ତ୍ର ପିନ୍ଧିବା ସହିତ ଲୋକମାନେ ମସ୍‌ଜିଦ୍‌ ଯାଇ ସମୂହ ପ୍ରାର୍ଥନା କରିଥାନ୍ତି। ନମାଜ ପଢ଼ି ସାରିବା...

ଯେଉଁଠି କଦଳୀ ଗଛକୁ ବିବାହ କରନ୍ତି ଝିଅ

ବିଶ୍ୱରେ ଏମିତି ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ପ୍ରକାରର ଅଦ୍ଭୁତ ପରମ୍ପରା ପ୍ରଚଳିତ। ଏଭଳି ଏକ ଅଦ୍ଭୁତ ପରମ୍ପରା ରହିଛି ଆସାମର ସୋଲମାରୀ ଗାଁରେ। ଏଠାରେ ଝିଅମାନଙ୍କ ବିବାହ କଦଳୀ ଗଛ ସହ ସମ୍ପନ୍ନ କରାଯାଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ...

ଦୁଇ ହାତ ନାହିଁ, ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଦନଲାଲ

କୁହାଯାଏ, ଦୃଢ଼ ମନୋବଳ ଥିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ବାଧାବିଘ୍ନ ରୋକିପାରିବ ନାହଁି। ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି, ଫତେହାବାଦର ମଦନଲାଲ। ଭାଗ୍ୟ ତାଙ୍କ ସହ ଏଭଳି ଖେଳ ଖେଳିଛି, ଯାହାକୁ ନେଇ ସେ ଭାଙ୍ଗିପଡ଼ିବା ପରିବର୍ତ୍ତେ ଦୃଢ଼ତାର...

୪ହଜାର ବର୍ଷ ପୂର୍ବେ ତିଆରି ହୋଇଥିଲା ରୁଟି

ପ୍ରତିଦିନ ଖାଦ୍ୟରେ ସାମିଲ ଥିବା ରୁଟି କେବେ ପ୍ରସ୍ତୁତ କରାଯାଇଥିଲା ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ହେଲେ ନିକଟରେ ମିଳିଥିବା ଏକ ତଥ୍ୟରୁ ଜଣାପଡେ କି ୪ ହଜାର ବର୍ଷ ତଳେ ରୁଟି ପ୍ରସ୍ତୁତ କରାଯାଇଥିଲା। ଉତ୍ତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri