ଫୁରସତ

ଏମିତି ବଜାର ଯେଉଁଠି  ଯୁବତୀ ହୁଅନ୍ତି ବିକ୍ରି…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଥିବା ଏକ ବଜାରରେ ଯୁବତୀ ବିକ୍ରି ହୁଅନ୍ତି। ଧନୀ ଲୋକେ ଏଠାରେ ବର୍ଷକୁ ୧୫ ହଜାରରୁ ୨୫ ହଜାର ଟଙ୍କାରେ ଯୁବତୀଙ୍କୁ କିଣିଥାନ୍ତି। ବର୍ଷକ ପାଇଁ...

ଭାଲୁ ଜୁଟାଇଲା ଏମିତି ସାହସ, ଶିକାର କରି ନ ପାରି ଫେରିଗଲା ବାଘ

ରାଜସ୍ଥାନର ରଣଥାମ୍ବୋର ନ୍ୟାଶନାଲ ପାର୍କରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପାର୍କର ୪ ନଂ ଜୋନ୍‌ରେ ଏକ ଭାଲୁକୁ ଶିକାର କରିବା ପାଇଁ ବାଘଟିଏ ଲୁଚି ରହିଥିଲା। ମାତ୍ର ଭାଲୁ ଏମିତି ସାହସ ଜୁଟାଇଲା ବାଘ ଶିକାର ନ...

ପ୍ରଥମ ରୋଜଗାର: ରୋଜଗାର ଟଙ୍କା ବ୍ୟବସାୟରେ ଲଗାଉଥିଲି

ଲେଖକ, ସଂସ୍କୃତିପ୍ରେମୀ ତଥା ଜୟୀ ରାଜଗୁରୁ ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଜଟାଧାରୀ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପୁରୀ ଜିଲା ବୀରହରେକୃଷ୍ଣପୁର ଶାସନ ଗାଁରେ ମୋର ଜନ୍ମ। ଆମେ ୪ ଭାଇଭଉଣୀ (୩ ଝିଅ...

ପବିତ୍ର ପୀଠ ସାଗର ଶ୍ରୀକ୍ଷେତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ସେ ହିଁ ସର୍ବତ୍ର ବିଦ୍ୟମାନ। ନୀଳକନ୍ଦରର ଅନତି ଦୂରରେ ମହାପ୍ରଭୁଙ୍କର ଚରଣାରବିନ୍ଦକୁ ଧୋଇ ନାଚି ଉଠୁଥିବା ମହୋଦଧି(ବଙ୍ଗୋପସାଗର) ତା’ର ବେଳାଭୂମିରେ ଅଙ୍କିତ କରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏତିହ୍ୟ। ତେବେ ସାଗର ପରି ନୀଳାମ୍ବୁ...

ରିଭର ଅଫ୍‌ ଫାଇଭ୍‌ କଲର୍ସ

ପ୍ରକୃତି ତା’ କୋଳରେ ସଜାଇ ରଖିଛି ଅନେକ ସୁନ୍ଦର ସ୍ଥାନ। ପୃଥିବୀ ପୃଷ୍ଠରେ ଏଭଳି ମଧ୍ୟ ସ୍ଥାନ ରହିଛି ଯାହା ଦେଖିବାକୁ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ । ସେହିଭଳି ଏକ ନଦୀ ରହିଛି କଲମ୍ବିଆରେ । ଏହି ନଦୀର ନାଁ...

କୋଲମର ପରିଚିତ ମଣିଷ ରାଜୁ: ପତ୍ର, କାଦୁଅ, କୋଇଲାରେ ଆଙ୍କନ୍ତି ଚିତ୍ର

ରାଜୁ, ଜଣେ ବାସହୀନ ବ୍ୟକ୍ତି। ତାଙ୍କର ପ୍ରକୃତ ପରିଚୟ, ଘରର ଠିକଣା କାହାକୁ ବି ଜଣା ନାହିଁ। ପୁରୁଣା ମଇଳା ପୋଷାକ ସାଙ୍ଗକୁ ଅମାନିଆ ଭାବେ ବଢିଯାଇଥିବା ତାଙ୍କର ନିଶ ଦାଢି ଜଣାଇଦିଏ ତାଙ୍କ ଦାରିଦ୍ର୍ୟର କଥା। ହେଲେ ପ୍ରତିଭା...

ସର୍କସର ନୂଆ ପ୍ରୟାସ: ସତ ନୁହେଁ, ହୋଲୋଗ୍ରାମ୍‌ ପ୍ରାଣୀ

ସର୍କସର ଆକର୍ଷଣ ଥାଏ ହାତୀ, ଘୋଡା, ବାଘ, ମାଙ୍କଡ ଭଳି ପ୍ରାଣୀଙ୍କ ଆଶ୍ଚର୍ଯ୍ୟଜନକ ଖେଳ। ପିଲାଠୁ ବୁଢା ସମସ୍ତେ ଏହାକୁ ଦେଖି ଆନନ୍ଦ ଉଠାନ୍ତି। ଏହିସବୁ ପ୍ରାଣୀଙ୍କୁ ବାଦ୍‌ ଦେଲେ ସର୍କସର ମାନେ କିଛି ରହେନା ବୋଲି ଅନେକେ ଭାବନ୍ତି।...

ପର୍ଯ୍ୟଟନ: ବୁଲି ଯାଆନ୍ତୁ ହଳଦୀ ଉତ୍ପାଦନର ସହର ଇରୋଡ; ଜାଣନ୍ତୁ କ’ଣ ଦେଖିବେ

ତାମିଲନାଡୁସ୍ଥିତ ଏକ ଛୋଟ ସହର ହେଉଛି ଇରୋଡ। କାବେରୀ ନଦୀର ତଟଦେଶରେ ଅବସ୍ଥିତ ଏହି ସହରରେ ଭଲ ହଳଦୀ ଚାଷ କରାଯାଇଥାଏ। ତା’ଛଡ଼ା ହ୍ୟାଣ୍ଡଲୁମ୍‌ ବସ୍ତ୍ରର ମଧ୍ୟ ଏଠାରେ ବେଶ୍‌ ଚାହିଦା ରହିଛି… ତାମିଲନାଡୁର ଇରୋଡ ଜିଲା ଅନ୍ତର୍ଗତ ଏକ...

ବ୍ୟକ୍ତିତ୍ୱ: ଲେଖକ ଅମିତାଭ୍‌ ଘୋଷ

ଡେରାଡୁନ୍‌ର ‘ଦି ଡୁନ୍‌ ସ୍କୁଲ୍‌’ରେ ପଢୁଥିବା ବେଳେ ଅମିତାଭ୍‌ ଘୋଷଙ୍କର ସମସାମୟିକଙ୍କ ମଧ୍ୟରେ ଥିଲେ ଲେଖକ ବିକ୍ରମ୍‌ ସେଠ ଏବଂ ଐତିହାସିକ ରାମଚନ୍ଦ୍ର ଗୁହା। ସ୍କୁଲ୍‌ ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ ଅମିତାଭ୍‌। ସେତେବେଳେ ସେ ଉଭୟ ଗପ ଓ...

ଓଡ଼ିଶାର ସର୍ବବୃହତ୍‌ ପରିବାର: ଗୟାବନ୍ଧ ଗ୍ରାମର ଶ୍ରୀଚନ୍ଦନ ପରିବାର, ସଦସ୍ୟ ୧୨୩; ପାଲଟିଛି ଦୃଷ୍ଟାନ୍ତ

ଆଜିର ସମୟରେ ପରିବାର ଛୋଟରୁ ଛୋଟ ହୋଇ ଚାଲିଥିବାବେଳେ ଶ୍ରୀଚନ୍ଦନ ପରିବାର କିନ୍ତୁ ବ୍ୟତିକ୍ରମ। ୧୨୩ ସଦସ୍ୟ ବିଶିଷ୍ଟ ଏହି ପରିବାର ସମସ୍ତଙ୍କ ପାଇଁ ପାଲଟିଛି ଦୃଷ୍ଟାନ୍ତ… ଖୋର୍ଦ୍ଧା ସହରଠାରୁ ୧୬ ନଂ. ଜାତୀୟ ରାଜପଥରେ ବ୍ରହ୍ମପୁର ଆଡ଼କୁ ଗଲେ...

ବାପା: ଯାହାଙ୍କ ଗାଳିରେ ଲୁଚି ରହିଥାଏ ସ୍ନେହାର୍ଶୀବାଦ, ପାଖରେ ଥିଲେ ଦେହରେ ଆସେ ଶତ ସିଂହର ବଳ

ସିଏ ପାଖରେ ଥିଲେ ଦେହରେ ଶତ ସିଂହର ବଳ ଆସେ। କୌଣସି କଥାକୁ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଫୁଟେନା। କିନ୍ତୁ ବେଳେବେଳେ ପିଲାଙ୍କୁ ସୁପଥଗାମୀ କରାଇବା ପାଇଁ ସେଇ ବାପା ନିଜକୁ କଠୋର କରନ୍ତି, ରାଗନ୍ତି,...

ଗଣିତ, ବିଜ୍ଞାନକୁ ଡରି ପାଠପଢ଼ା ଛାଡ଼ି ଦେଇଥିବା ବ୍ୟକ୍ତିଜଣକ ୮୫ ବର୍ଷରେ କଲେ ଗ୍ରାଜୁଏଶନ୍‌

ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେ। ଏଥିପାଇଁ ବୟସ ମଧ୍ୟ ପ୍ରତିବନ୍ଧକ ସାଜେ ନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଲସ୍‌ ଏଞ୍ଜଲସ୍‌ର ଜଣେ ୮୫ ବର୍ଷୀୟ ବୃଦ୍ଧ। ଗଣିତ ଏବଂ ବିଜ୍ଞାନକୁ ଡରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri