ଫୁରସତ

ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦିଏ ଏହି ମନ୍ଦିର…

ପ୍ରେମ ବାଧା ବନ୍ଧନ ମାନି ନ ଥାଏ। କେତେକ ପ୍ରେମୀଯୁଗଳ ଘରୁ ଲୁଚି ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି କରିଥାନ୍ତି ବିବାହ। ତେବେ ସେମାନଙ୍କ ସୁରକ୍ଷା ନେଇ ଅନେକ ସମୟରେ ସୃଷ୍ଟି ହୋଇଥାଏ ସମସ୍ୟା। ହିମାଚଳ...

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ତା’ହେଲେ ହୋଇ ଯାଆନ୍ତୁ ସର୍ତକ,ନିଜ ଉପରେ ଆସିପାରେ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି ମଧ୍ୟ କିଛି ଜିନିଷ ବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦେଇଥାନ୍ତି। ମାତ୍ର ଏହା...

ବିଶ୍ୱର ବିପଦସଙ୍କୁଳ ରେଳମାର୍ଗ, ଯେଉଁଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ ସଙ୍ଗେ ସମାନ: ଏଥିରେ ରହିଛି ଭାରତ

ବିଶ୍ୱରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ। କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ ହୋଇଥାଏ। ଏସବୁ ସ୍ଥାନରେ ଟିକିଏ ଭୁଲ୍‌ରେ ଜୀବନ ଯିବାର ଆଶଙ୍କା ଥାଏ। ଯେଉଁଠାକୁ...

ଏମିତି ସ୍କୁଲ : ଯେଉଁଠି ଫି’ ବଦଳରେ ପ୍ଲାଷ୍ଟିକ ବୋତଲ ନିଅନ୍ତି ଛାତ୍ରୀଛାତ୍ର

ନାଇଜେରିଆରେ ଏମିତି ଏକ ସ୍କୁଲ ରହିଛି ଯେଉଁଠି ଛାତ୍ରୀଛାତ୍ରଙ୍କୁ ସ୍କୁଲ ଫି’ବଦଳରେ ପ୍ଲାଷ୍ଟିକ ବୋତଲ ନେଇ ଯିବାକୁ ପଡ଼ିଥାଏ। ନାଇଜେରିଆର ଲୋଗସ ସହରରେ ରହିଛି ଏହି ସ୍କୁଲ। ଛାତ୍ରୀଛାତ୍ର ଫି’ ବଦଳରେ ସ୍କୁଲକୁ ପ୍ଲାଷ୍ଟିକ ବୋତଲ ନେଇ ଯାଇଥାନ୍ତି। ଏହା...

ବନ୍ଦୀ ବରଗଛ…

ପାକିସ୍ତାନର ଖୈବରଠାରେ ରହିଛି ଏକ ବରଗଛ। ୧୨୦ ବର୍ଷ ଧରି ଏହି ବରଗଛକୁ ଲୁହା ଜଞ୍ଜିରରେ ବନ୍ଧା ଯାଇଛି। ଗଛରେ ଏକ ବୋର୍ଡରେ ଲେଖା ଯାଇଛି ‘ଆଇ ଆମ୍‌ ଅଣ୍ଡର ଆରେଷ୍ଟ’। ୧୮୯୮ରେ ଇଂରେଜ ଅଫିସର ଜେମ୍ସ୍‌ ସ୍କ୍ବିଡ୍‌ ଦିନେ...

ଯେଉଁ ମନ୍ଦିରରେ ପୂଜା ପାଏ କୁକୁର

ଉତ୍ତର ପ୍ରଦେଶ ବୁନ୍ଦେଲଖଣ୍ଡର ଝାନ୍ସୀ ରାଜପଥରେ ରଓ୍ବେନ ଓ କକଓ୍ବାରା ଗାଁ ମଝିରେ କୁକୁର ମହାରାଣୀଙ୍କର ଏକ ମନ୍ଦିର ରହିଛି। ଯେଉଁଠି କଳା ମାଈ କୁକୁରର ମୂର୍ତ୍ତିକୁ ପୂଜା କରାଯାଉଛି। ପ୍ରତିଦିନ ଲୋକେ ପରିବାରର ମଙ୍ଗଳକାମନା କରି ଏଠାରେ ପୂଜା...

ଶୁଭବେଳାରେ ପିଲା ଜନ୍ମ ପାଇଁ ଆଗୁଆ ଓଟି ବୁକ୍‌ କରୁଛନ୍ତି ଅଭିଭାବକ

ବିବାହ ଉତ୍ସବ, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହ ପାଇଁ ହୋଟେଲ, ରିସର୍ଟ ଆଦି ବୁକ୍‌ ହେଉଥିବା ଜାଣିଛନ୍ତି। କିନ୍ତୁ କେବେ ଶୁଣିଛନ୍ତି ଶୁଭବେଳାରେ ଡେଲିଭରି ବା ପିଲା ଜନ୍ମ ପାଇଁ ଓଟି ବୁକ୍‌ କରାଯାଉଛି ବୋଲି। ଅବିଶ୍ୱାସ ଲାଗୁଥିଲେ...

୧ ବର୍ଷରେ ୫୨ଟି ସମୁଦ୍ର କୂଳ ସଫା କଲେ ୭୦ ବର୍ଷୀୟ ବୃଦ୍ଧା

ଯେଉଁ ବସୁଧା ଆମକୁ ବଞ୍ଚିବାକୁ ସମସ୍ତ ଉପାଦାନ ଦେଉଛି ତାକୁ ଏବଂ ତାହାର ପରିବେଶକୁ ସୁରକ୍ଷିତ ରଖିବା ହେଉଛି ଆମର ମୌଳିକ କର୍ତ୍ତବ୍ୟ। ତା’ର ଅବହେଳା କଲେ ତାହା ଅଧିକ କାଳ ତିଷ୍ଠି ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।...

ଗ୍ରାଜୁଏଟ୍‌ ହେବା ଖୁସିରେ ୪୦୦ ଭୋକିଲା ପିଲାଙ୍କୁ ଖାଇବାକୁ ଦେଲେ ଯୁବତୀ

ଆଜିକାଲିର ଯୁବଗୋଷ୍ଠୀ ପାର୍ଟି ନାମରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଟେକ୍ସାସର ଜଣେ ଯୁବତୀ ସ୍ନାତକ ହେବା ଖୁସିରେ ନିଜ ପକେଟ ଖର୍ଚ୍ଚରେ ୪୦୦ ଭୋକିଲା ପିଲାଙ୍କୁ ଖାଇବାକୁ ଦେଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲିନ୍‌...

ଦୁର୍ବିପାକରୁ ରକ୍ଷା ପାଇଁ ଏହି ମନ୍ଦିରରେ କରାଯାଏ ପୂଜା…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ନୀତି ପାଳନ କରାଯାଇଥାଏ। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରୀ ଜିଲ୍ଲାରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଶ୍ରଦ୍ଧାଳୁ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇଁ ବେଙ୍ଗକୁ ପୂଜା କରନ୍ତି। ଲୋକେ ଏହାକୁ ବେଙ୍ଗ...

ସ୍ବାମୀଙ୍କ ସ୍ମୃତିରେ ୭୩ ହଜାର ଗଛ ଲଗେଇଲେଣି ମହିଳା

ବେଙ୍ଗାଲୁରୁ, ୧୨।୬: ପରିବେଶକୁ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସମାଜର କିଛି ବ୍ୟକ୍ତି ଆଗେଇ ଆସନ୍ତି। ସେମାନଙ୍କୁ ମଧ୍ୟରେ ଜଣେ ହେଲେ ବେଙ୍ଗାଲୁରୁର ଜେନେଟ ଯଜ୍ଞଶ୍ୱରନ୍‌। ୨୦୦୫ରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ସେ ତାଙ୍କ ସ୍ମୃତିରେ ଏକ ନିଆରା...

ବର୍ଷା ପାଇଁ ମହିଳା ରାତିରେ କରନ୍ତି ହଳ….

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଉତ୍ତରପ୍ରଦେଶ କାନପୁରରେ ଇନ୍ଦ୍ରବେଦଙ୍କୁ ଖୁସି କରିବା ପାଇଁ ସ୍ଥାନୀୟ ଦୋଲପୁରରେ ରାତିରେ ମହିଳାମାନେ ହଳ କରନ୍ତି। ଏହି ପରମ୍ପରା ଏଠାରେ ପୁରାତନ କାଳରୁ ପ୍ରଚଳିତ। ବର୍ଷାର ଅଭାବରେ ଏଭଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri