ଫୁରସତ

କେବେ ସ୍କୁଲର ମୁହଁ ଦେଖିନାହାନ୍ତି କିନ୍ତୁ ୩ଟି ବହି ଲେଖିଛନ୍ତି, ଜାଣନ୍ତୁ କିଏ ଏହି ବୃଦ୍ଧା

ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହେବେ ସମସ୍ତ ଅସମ୍ଭବ ସମ୍ଭବ ହୋଇଯିବ। ଏମିତି କିଛି ଅସମ୍ଭବ ସମ୍ଭବ ହୋଇଛି ଶାରଦା ଦେବୀଙ୍କ କ୍ଷେତ୍ରରେ। ଯିଏ କି ଆଦୌ ସ୍କୁଲ ନ ଯାଇ ୩ଟି ବହି ଲେଖିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳା ଅଞ୍ଚଳର ସୁକଡ...

ବିମାନରେ ଘଟିଲା ଯାତ୍ରୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟ ପରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତର

କଲମ୍ବିଆରୁ ଜାପାନ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଜାପାନରେ ବିମାନ ପହଞ୍ଚିବା ପରେ ଯେତେବେଳେ ଉକ୍ତ ଯାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଗଲା ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଡାକ୍ତରୀ ଦଳ ତାଙ୍କ ପେଟରୁ ୨୪୬ ପ୍ୟାକେଟ୍‌...

ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ଦେଖାଯାନ୍ତି ତରୁଣୀ

ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ ଫିକା ପଡ଼ିିଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନରେ ଏପରି ଏକ...

କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ

କେବେ କେବେ ସିଟି ବଜାଇ ବଡଙ୍କ ଠାରୁ ଗାଳି ଖାଇବା ଅନୁଭବ କାହାର ନା କାହାର ଥାଇପାରେ। ହେଲେ କାହିଁକି ଗୁରୁଜନମାନେ ସିଟି ବଜାଇବାକୁ ବାରଣ କରନ୍ତି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ସିଟି ବଜାଇବା ଦ୍ୱାରା...

ଏମିତି ମନ୍ଦିର ଯେଉଁଠି ଦେବୀ ମାତାଙ୍କୁ ଅର୍ପଣ କରାଯାଏ ଚପଲ ମାଳ…

ଭାରତର ବିଭିନ୍ନ ମନ୍ଦିରରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। କେଉଁଠି ଦେବୀ ଦେବତାଙ୍କୁ ଫୁଲ ତଥା ବିଭିନ୍ନ ନୈବେଦ୍ୟ ଅର୍ପଣ କରାଯାଉଥିବାବେଳେ ଅନ୍ୟ କେଉଁଠି ଭିନ୍ନ ଭିନ୍ନ ପଦାର୍ଥ ଅର୍ପଣ କରାଯାଏ। କର୍ନାଟକ ଗୁଲବର୍ଗ ଜିଲାର ଆଳନ୍ଦ ତହସିଲ୍‌ର ଗୋଲା...

ହାତ ଦୁଇଟି ନାହିଁ, ଟ୍ରାକ୍ଟର ଚଳାଇବାଠାରୁ ଆରମ୍ଭ କରି କ୍ଷେତବାଡି ବୁଝୁଛନ୍ତି ଏହି ବ୍ୟକ୍ତି

ମନରେ ଦୃଢ଼ ବିଶ୍ୱାସ ଏବଂ ଆତ୍ମବଳ ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କେହି ବି ରୋକିପାରିବେ ନାହିଁ। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ଉତ୍ତରପ୍ରଦେଶ କୁଶୀନଗରର ନୀରଜ ରାୟ। ଜନ୍ମରୁ ତାଙ୍କର ଦୁଇ ହାତ ନାହିଁ। କିନ୍ତୁ ଏହି...

ବସ୍‌ରେ ବଗିଚା ତିଆରି କରି ଚର୍ଚ୍ଚାରେ ଡ୍ରାଇଭର

ପ୍ରଦୂଷଣ ବୃଦ୍ଧିକୁ ନେଇ ସରକାରଙ୍କଠାରୁ ସାଧାରଣ ଜନତା ସମସ୍ତେ ଚିନ୍ତାରେ। ପ୍ରଦୂଷଣ କମ୍‌ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଉପାୟ ଅବଲମ୍ବନ କରୁଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବେଙ୍ଗାଲୁରୁର ବସ୍‌ ଡ୍ରାଇଭର ନାରାୟଣପ୍ପା। ସେ...

ଏପରି ସହର ଯେଉଁଠି ଘଣ୍ଟାରେ ନାହିଁ ୧୨ ସଂଖ୍ୟା…

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସୁଇରଜରଲାଣ୍ଡର ସୋଲୋର୍ଥନ ସହରରେ ଲୋକେ ୧୧ ସଂଖ୍ୟାକୁ ଶୁଭ ବୋଲି ମନେ କରିଥାନ୍ତି। ଏହି ସଂଖ୍ୟା ସହିତ ସେମାନଙ୍କ ଜୀବନର ପ୍ରତିଟି କାର୍ଯ୍ୟ ସଂଶ୍ଲିଷ୍ଟ ହୋଇଥାଏ। ଏଠାରେ ବ୍ୟବହୃତ ହେଉଥିବା...

କୁକୁଡ଼ା ସକାଳୁ ବୋବାଇ ନିଦ ଭାଙ୍ଗୁଥିବାରୁ ପୋଲିସ ନିକଟରେ ଅଭିଯୋଗ କଲେ ମହିଳା: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ଅଦ୍ଭୁତ ପ୍ରକାରର ମାମଲା ଥାନାରେ ପହଞ୍ଚେ, ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ। ସେହିପରି ଏକ ମାମଲା ଥାନାରେ ରୁଜୁ ହୋଇଛି, ଏହା ଯେତିକି ହାସ୍ୟାସ୍ପଦ ସେତିକି ଗୁରୁତ୍ୱପୂର୍ଣ୍ଣ। ମଧ୍ୟ ନିଦ ଭାଙ୍ଗୁଥିବା ଏକ କୁକୁଡ଼ା ରାବରେ...

ଅଜବ କଳାର ଅଧିକାରୀ ବିଜେନ୍ଦ୍ର

କୁହାଯାଏ, ସଂଗୀତର କୁହୁତାନ ନା କେବଳ ମନକୁ ହାଲ୍‌କା କରେ ବରଂ ହୃଦୟର ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ବି କିଛି ମାତ୍ରାରେ ଲାଘବ କରିଦିଏ। କିନ୍ତୁ ଏ କଳା ସମସ୍ତଙ୍କ ପାଖରେ ନଥାଏ। କିଛି ଖାସ୍‌ ଲୋକଙ୍କୁ ଏହି...

ଯେଉଁଠି କନ୍ୟାକୁ ବିବାହ କରନ୍ତି ବରର ଭଉଣୀ

ବିବାହକୁ ନେଇ କେଉଁଠି କେତେ ପ୍ରକାରର ନିୟମ ରହିଛି। ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। କାରଣ ଏଠାରେ ବର, କନ୍ୟା ଘରକୁ...

ଅଜବ ପରମ୍ପରା: ଯେଉଁଠି ବର୍ଷର ୫ଦିନ ଦମ୍ପତି ହୁଅନ୍ତି ଅଚିହ୍ନା

ବିଭିନ୍ନ ଦେଶରେ ବିଭିନ୍ନ ପରମ୍ପରା ଏବଂ ପ୍ରଥା ରହିଛି। ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପୁରୁଣା ପ୍ରଥାର ଅନୁକରଣ କରିଆସୁଛନ୍ତି। ଏହା ଅନେକ ସମୟରେ ଈଶ୍ୱରଙ୍କ ଉପରେ ପ୍ରଚଳିତ ଥିବାବେଳେ ଆଉ କେତେବେଳେ ପୂର୍ବଜଙ୍କୁ ସମ୍ମାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri