ଫୁରସତ

ବିବାହରେ ରୁଟି ଶେକୁଛନ୍ତି ଅତିଥି

ପୂର୍ବରୁ  ବିବାହ ବୋହୁତ ସରଳ ଥିଲା। ମାତ୍ର ବର୍ତ୍ତମାନ ଏହି ଧାରା ସମ୍ପୂର୍ଣ୍ଣ ବଦଳି ଯାଇଛି। ବିବାହ ପୂର୍ବରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଠାରୁ ଆରମ୍ଭ କରି ମେହେନ୍ଦୀ ହଳଦୀ  ପର୍ଯ୍ୟନ୍ତ ଅନେକ ଜିନିଷ ପାଇଁ ଲୋକେ ବିବାହରେ...

ଷ୍ଟେଜ୍‌ ଉରେ କନ୍ୟାଙ୍କୁ ଧରି ଏମିତି ବୁଲାଇଲେ ବର, ଶେଷରେ ଯାହା ଘଟିଲା ଦେଖିଲେ…

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି। ଏହି ସମରେ ବର, କନ୍ୟା ବିବାହର ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ହସିହସି ଗଡିଯିବେ। ବର ଷ୍ଟେଜ୍‌ ଉପରେ କନ୍ୟାଙ୍କୁ ଧରି କ୍ୟାମେରା...

ପ୍ଲାଟ୍‌ଫର୍ମରେ ଏମିତି ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେବାର ଇଚ୍ଛା ଲୋକଙ୍କୁ ଏମିତି କାର୍ଯ୍ୟ କରିବାକୁ ବାଧ୍ୟ କରୁଛି, ଯାହା ପୂର୍ବରୁ କେବେ ଦେଖି ନ ଥିବେ। ଆଜିକାଲି ଲୋକମାନେ ଯେଉଁଠାରେ ସୁଯୋଗ ପାଉଛନ୍ତି ସେଠାରେ ଡ୍ୟାନ୍ସ କରୁଛନ୍ତି। ଘରେ, ବାଲକୋନିରେ, ଟେରାସରେ, ରାସ୍ତାରେ,...

୭୫ ବର୍ଷ ହେବ ଲଗାତର ଜଳୁଛି ଏହି ଦୋକାନର ଚୁଲି

ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଛି। ପ୍ରାୟତଃ ଏହିପରି ଅନେକ ଦୋକାନ ଦେଖିପାରିବେ, ଯାହା ଗୋଟିଏ ପିଢିରୁ ଅନ୍ୟ ପିଢିକୁ ଚାଲିଆସୁଛି। ରାଜସ୍ଥାନର ଏମିତି ଏକ ଦୋକାନ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର...

୭୦ ବର୍ଷରେ ମା’ ହେଲେ ମହିଳା: କୌଣସି ‘ଚମତ୍କାର’ଠାରୁ କମ୍‌ ନୁହେଁ କାହାଣୀ

ଉଗାଣ୍ଡାରେ ଏକ ଚମତ୍କାର ଘଟଣା ଘଟିଛି। ଏଠାରେ ଜଣେ ୭୦ବର୍ଷୀୟା ମହିଳା ସେଠାରେ ଯମଜ ଶିଶୁ ଜନ୍ମ ଦେଇଛନ୍ତି। ଏହି ମହିଳାଙ୍କ ନାମ ସାଫିନା ନାମୁକାଓ୍ବାୟା ବୋଲି କୁହାଯାଉଛି। ସେ ରାଜଧାନୀ କାମ୍ପାଲାର ଏକ ଡାକ୍ତରଖାନାରେ ଏକ ଝିଅ ଏବଂ...

ଗଛ ଲଗାଇ କିପରି ମାତ୍ର ୧୨ ବର୍ଷରେ ହେବେ କୋଟିପତି, ଜାଣନ୍ତୁ…

ନୂଆଦିଲ୍ଲୀ,୪।୧୨ : ଗାଁ ହେଉ କିମ୍ବା ସହର ହେଉ, ଏପରି ଏକ ବ୍ୟବସାୟିକ ଚିନ୍ତାଧାରା ଅଛି ଯାହା ଜଣଙକ୍କୁ ମାତ୍ର ୧୨ ବର୍ଷରେ କୋଟିପତି କରିଦେବ। ଏହି ବ୍ୟବସାୟରେ ପ୍ରଥମେ କେବଳ ୧ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ...

ନୌସେନାର ୪୧୧ ବର୍ଷର ଇତିହାସ

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୭୧...

ଭରାନଦୀରେ ହରିଣକୁ ଏପରି ଗୋଡ଼ାଇଲା କୁମ୍ଭୀର, ପରେ ଯାହା ଘଟିଲା ଭିଡିଓ ଦେଖିଲେ ଜାଣିବେ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ଦେଖିଲେ ଭୟରେ ଦେହ ଥରି ଉଠେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ କୁମ୍ଭୀର ଭରା ନଈରେ ହରିଣକୁ...

ଚାଉମିନ୍‌ ଖାଉଥିଲେ ହୋଇଯାନ୍ତୁ ସାବଧାନ: ଏହି ଭିଡିଓ ଦେଖିଲେ ଚାଉମିନ୍‌ ଖାଇବା ପୂର୍ବରୁ ୧୦ଥର ଭାବିବେ

ଚାଉମିନ କିମ୍ବା ନୁଡୁଲ୍ସ ପରି ଚାଇନିଜ ଫୁଡ୍‌ ଆଜିକାଲି ଭାରତର ପ୍ରିୟ ଷ୍ଟ୍ରିଟ ଫୁଡ୍‌ ମଧ୍ୟରୁ ଅନ୍ୟତମ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି। ରାସ୍ତା କଡରେ ବି ଚାଉମିନ୍‌ ଷ୍ଟଲ୍‌ ପଡୁଛି।...

ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ ପରେ ବ୍ରେକ୍‌ଅପ୍‌ କରିଦେଲେ ଗର୍ଲଫ୍ରେଣ୍ଡ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଦୃଦୟ ବିଦାରକ ଭିଡିଓ

ପ୍ରାୟତଃ ହୃଦୟ ଭାଙ୍ଗିଗଲେ ଲୋକମାନେ ଭୁଲ ପଦକ୍ଷେପ ନିଅନ୍ତି। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ପ୍ରେମୀ ଯୁଗଳ ସବୁଦିନ ପାଇଁ ଅଲଗା ହୋଇ ଯାଉଛନ୍ତି। ଏହା ପରେ ଯୁବକ...

ଘରଚଟିଆ ସୁରକ୍ଷାରେ ଦମ୍ପତି

ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ବିଦୁତ୍‌ ବିଭାଗ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ବିରଳ ପ୍ରାଣୀଙ୍କ ସୁରକ୍ଷା ପାଇଁ ସ୍ବପ୍ନ ଦେଖନ୍ତି। ନିଜ ପକେଟ୍‌ ମନିରେ ଘରଚଟିଆଙ୍କ ପାଇଁ ତିଆରି କରନ୍ତି ପ୍ଲାଏଉଡ୍‌ର ଘର। ଏହି କାର୍ଯ୍ୟରେ ତାଙ୍କୁ ତାଙ୍କ...

ପ୍ରଥମ ରୋଜଗାର ଟଙ୍କାରେ ବହି ଓ ପତ୍ରିକା କିଣିଥିଲି: ଗାଳ୍ପିକ ତପନ ମହାପାତ୍ର

ପ୍ରଥମ ରୋଜଗାର କଥା ଭାବି ଦେବାବେଳେ ଗୋଟେ ଜହ୍ନ ଜହ୍ନ ରାତି ଯେମିତି ମୋ ଚାରିପଟେ ଫିଟି ପଡୁଛି। ହଁ, ମୁଁ ‘ଜହ୍ନମାମୁଁ’ ପତ୍ରିକା କଥା କହୁଛି। ପିଲା ଆଖିରେ, ପ୍ରଥମ ଦେଖାରେ କେତେ ନିଜର ଲାଗୁଥିଲା ସେ! ତା’ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri