ଫୁରସତ

ଏରୋପ୍ଲେନ୍‌ ପର୍ସ, ଏହା ବଦଳରେ କିଣିହେବ ସୁନ୍ଦର ଫ୍ଲାଟ୍‌, ଦାମ୍‌ ଜାଣିଲେ…

ଦିନଥିଲା ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଜିନିଷ କିଣୁଥିଲେ। କିନ୍ତୁ ବର୍ତ୍ତମାନ ଶୋ’ ଅଫ୍‌ ସମୟ ଆସିଛି। ପଡ଼ୋଶୀ କିଛି ଜିନିଷ କିଣିଲେ ସାମ୍ନାରେ ଥିବା ବ୍ୟକ୍ତି ତାଙ୍କଠାରୁ ଏକ ମହଙ୍ଗା ଜିନିଷ ଘରକୁ କିଣି ଆଣୁଛନ୍ତି। ଯଦିଓ ସେ...

ଭିକ୍କିଙ୍କ ଚରିତ୍ରରେ କ୍ୟାଟ୍ରିନା ଗର୍ବିତ

ମୁମ୍ବାଇ ଅଭିନେତା ଭିକ୍କି କୌଶଲଙ୍କ ଅଭିନୀତ ‘ସାମ୍‌ ବାହାଦୁର’ ଶୁକ୍ରବାର ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଭିକ୍କିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ‘ସାମ୍‌ ବାହାଦୁର’ର ରିଭ୍ୟୁ...

ହ୍ବିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ

ହରିୟାଣା ହ୍ବିଲ୍‌ଚେୟାର ସହିତ କାମ କରିବା ସାଧାରଣତଃ କଷ୍ଟକର ହୋଇଥାଏ। ହେଲେ ପଞ୍ଜାବ ଲୁଧିଆନାର ଜଣେ ମହିଳା ହ୍ବିଲ୍‌ଚେୟାର ସହିତ ନିଜ ଜୀବନକୁ ଅତ୍ୟନ୍ତ ସରଳ କରିଦେଇଛନ୍ତି। ସେ ଗତ ୫ ବର୍ଷ ମଧ୍ୟରେ ହ୍ବିଲ୍‌ଚେୟାରରେ ଏକା ସ୍ବିଜରଲାଣ୍ଡ, କାନାଡା,...

ଇଚ୍ଛାଶକ୍ତି ଥିଲେ ମିଳେ ସଫଳତା

ଜଣଙ୍କର ସଫଳତା ପ୍ରାପ୍ତିରେ ଦିବ୍ୟାଙ୍ଗତା ସମସ୍ୟା କୌଣସି ବାଧା ସୃଷ୍ଟି କରେନା। ଦୃଢ଼ ମନୋବଳ ଥିଲେ ଜୀବନରେ ସମସ୍ତ କ୍ଷେତ୍ରରେ ବିଜୟ ମିଳେ। ଦିବ୍ୟାଙ୍ଗଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ସହିତ ସେମାନଙ୍କ ପ୍ରତି ମାନବ ସମାଜର କର୍ତ୍ତବ୍ୟ ସମ୍ପର୍କରେ...

ଭୋଜି ଖାଇବାକୁ ଆସି ରୁଟି ତିଆରି କଲେ ଅତିଥି, ଭିଡିଓ ଦେଖିଲେ…

ସମୟ ବଦଳିବା ସହିତ ପାର୍ଟି ଏବଂ ବିବାହରେ ଚାଲିଥିବା ରୀତିନୀତିରେ ଅନେକ ପରିବର୍ତ୍ତନ ଆସିଛି। ଦିନ ଥିଲା ଯେତେବେଳେ ପାର୍ଟି ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକୁ ଆସୁଥିବା ଅତିଥିମାନେ ଧାଡ଼ିରେ ବସୁଥିଲେ ଏବଂ ପରେ ସେମାନଙ୍କୁ ଖାଦ୍ୟ ପରିବେଷଣ କରାଯାଉଥିଲା।...

କେଇ ମିନିଟ୍‌ରେ କରିପାରିବେ ଜହ୍ନର ପରିକ୍ରମା, ଗୁଗୁଲ୍‌କୁ ଯାଇ ସର୍ଚ୍ଚ କରନ୍ତୁ…

ସମସ୍ତେ ଜହ୍ନକୁ ଯିବାକୁ ସ୍ବପ୍ନ ଦେଖିଥାନ୍ତି। ହେଲେ ଏହା ସମ୍ଭବପର ନୁହେଁ। ଆଜି ଆମେ ଆପଣଙ୍କୁ ଏଭଳି କୌଶଳ ବିଷୟରେ କହିବୁ, ଯାହାଦ୍ୱାରା ଘରେ ବସି ଜହ୍ନର ପରିକ୍ରମା କରିହେବ। ଆଶ୍ଚର୍ଯ୍ୟ ହେଉଛନ୍ତି କି। ବାସ୍ତବରେ ଏହା ସମ୍ଭବ। ଏଥିଲାଗି...

ବସରେ ସିଟ୍‌ ନ ମିଳିବାରୁ ବ୍ୟକ୍ତି କଲେ ଏପରି, ଭିଡିଓ ଭାଇରାଲ

ମୁମ୍ବାଇରେ ପ୍ରାୟତଃ ଟ୍ରାଫିକ୍‌ ସମସ୍ୟା ଦେଖାଯାଇଥାଏ। ଏହା ଦେଖି ସେଠାକାର ଜନସଂଖ୍ୟା କେତେ ଅଧିକ ତାହା ଅନୁମାନ କରାଯାଇ ପାରିବ। ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ପାଇଁ ଲୋକଙ୍କୁ ପ୍ରତିଦିନ ଆନେକ କିଛି ସମସ୍ୟା ସାମ୍ନା କରିବାକୁ ପଡେ। ତେବେ...

ମାଇନସ୍‌ ୧୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ସୈନିକଙ୍କ ସହ ପୁଶ୍‌ଅପ୍‌ କଲେ ମହିଳା, ଭିଡିଓ ଦେଖିଲେ…

ସୈନିକମାନଙ୍କର କାର୍ଯ୍ୟ କେତେ ଯେ, କଷ୍ଟସାଧ୍ୟ ତାହା ଆପଣ ନିଶ୍ଚିତ ଭାବରେ ଅନୁଭବ କରିପାରୁଥିବେ। ଉତ୍ତର ଭାରତର ଲୋକମାନେ ଶୀତଦିନେ ନିଜକୁ କମ୍ବଳ ଭିତରେ ରଖୁଥିବା ବେଳେ ସୈନିକମାନେ ବରଫର ମୋଟା ଚାଦର ମଧ୍ୟରେ ଦେଶକୁ ଜଗିଥାନ୍ତି। ଏପରି ପରିସ୍ଥିତିରେ...

କ୍ଲାସରେ ରିଲେଶନଶିପ୍‌ ଉପରେ ପରାମର୍ଶ ଦେଲେ ଶିକ୍ଷକ, ପୁଅଙ୍କ ଭାବାବେଗ ସହ ଖେଳିବ ନାହିଁ…ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧୨:ସ୍କୁଲ ଓ କଲେଜକୁ ବିଦ୍ୟାର ମନ୍ଦିର କୁହାଯାଏ। ଏଠାରେ କେବଳ ଶିକ୍ଷାଦାନ ନୁହେଁ ଚରିତ୍ର ଗଠନ ହୋଇଥାଏ। ଏହାକୁ ମଣିଷ ତିଆରି କାରଖାନା କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ସ୍କୁଲ-କଲେଜରେ ଶିକ୍ଷୟତ୍ରୀ ଓ ଶିକ୍ଷକ ବହିଜ୍ଞାନ ବ୍ୟତୀତ ଜୀବନ ସହ...

ଜାଣନ୍ତି କି ବିମାନ ଉଡ଼ାଣ ଏବଂ ଅବତରଣ ସମୟରେ କ୍ରୁ ମେମ୍ବର ଜଙ୍ଘ ତଳେ କାହିଁକି ରଖିଥାନ୍ତି ହାତ

ବିମାନରେ ଯାତ୍ରା କରିବା ଏକ ନିଆରା ଅନୁଭୂତି। ଲୋକମାନେ ମଧ୍ୟ ଏହି ଯାତ୍ରା ସମୟରେ ବହୁତ କିଛି ଶିଖିବାକୁ ପାଇଥାନ୍ତି। ଯଦି ଆପଣ ବିମାନ ଭିତରେ ଥିବା ବିଭିନ୍ନ ଜିନିଷକୁ ଦେଖନ୍ତି, ତେବେ ଆପଣ ଦେଖିବେ ଯେ, ସେଗୁଡ଼ିକ ବହୁତ...

ନମ୍ବର ଓ୍ବାନ୍‌ ଯୋଗାଡ଼: ବାଇକ୍‌ରେ କାରଭଳି ଅନୁଭବ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ  କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଦେଶୀ ଯୋଗାଡ଼ର ଅନେକ ଭିଡିଓ ରହିଛି। ସ୍ବଦେଶୀ ଜ୍ଞାନକୌଶଳ  ବ୍ୟବହାର କରାଯାଇ ଅନେକ କାର୍ଯ୍ୟ ସହଜରେ ହୋଇପାରୁଛି।  ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ...

ଅଟୋ ଚଳାଇବାବେଳେ ମହମ୍ମଦ ରଫିଙ୍କ ଗୀତ ଗାଇଲେ ଡ୍ରାଇଭର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨।୧୨: କିଏ ପ୍ୟାଶନ ଭାବେ ଗୀତ ବୋଲିଥାଏ ତ କାହାକୁ ଖୁସି ଲାଗିଲେ ଗୀତ ବୋଲିଥାଏ। ହେଲେ ନିକଟରେ ଏକ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ଜଣେ ଅଟୋ ଡ୍ରାଇଭର ଅଟୋ ଚଳାଇବାବେଳେ ଗୀତ ବୋଲୁଛନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri