ଫୁରସତ

ଅନ୍ତରୀକ୍ଷ ଅନ୍ଧକାରମୟ କାହିଁକି

ଅନ୍ତରୀକ୍ଷ ଅନ୍ଧକାରମୟ କ’ଣ ପାଇଁ ତା’ର ଉତ୍ତର ଆମର ଦେଖିବା ପ୍ରକ୍ରିୟା ସହ ଜଡ଼ିତ। ପ୍ରକୃତ କଥା ହେଲା ଆମେ ଆଲୋକକୁ ସେତେବେଳ ପର୍ଯ୍ୟନ୍ତ ଦେଖିପାରି ନ ଥାଉ ଯେପର୍ଯ୍ୟନ୍ତ ଆମ ଆଖି ତାକୁ ଅବଶୋଷିତ ନ କରିଥାଏ। ଅର୍ଥାତ୍‌...

ଟ୍ୟୁଶନରୁ ହୋଇଥିଲା ମୋ ପ୍ରଥମ ରୋଜଗାର: ଲେଖିକା ଡା. ସୁରଭି ଭଟ୍ଟ

ପୁରୀରେ ନିଜ ଘର। ପୁରୀ ପୋଲିସ୍‌ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଏସ୍‌.ସି.ଏସ୍‌ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଲି। ଏହି ସମୟରେ ମୁଁ ୫ଟି ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି କେବଳ ନିଜର ପଢା ଅଭ୍ୟାସକୁ...

ବଣିଜର ଗାଁ ବନମାଳୀପୁର: ଏଠି ନାହାନ୍ତି କେହି ବେରୋଜଗାର…

ସୂର୍ଯ୍ୟ ଉଇଁଲେ ଏଠି ସାଇକେଲ ଗଡ଼େ। କାରବାର ପାଇଁ ଆରମ୍ଭ ହୁଏ ପ୍ରସ୍ତୁତି। ଇଏ ବନମାଳୀପୁର। କୁହାଯାଏ ଏଠି କୁଆଡ଼େ ଘରେ ଘରେ ବ୍ୟବସାୟୀ। ୨୭ ପାଟଣାକୁ ନେଇ ଗଠିତ ଏହି ବନମାଳୀପୁର ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳ।...

ଭିକ ମାଗି କୋଟିପତି ହେଲେ ଏହି ସୁନ୍ଦରୀ ଯୁବତୀ, ମାଲେସିଆରେ କିଣିଛନ୍ତି ଦୁଇ ଫ୍ଲାଟ; ରହିଛି ଅନେକ ଦାମୀ ଗାଡ଼ି 

ଦେଖିବାକୁ କୌଣସି ସୁନ୍ଦରୀ ଅଭିନେତ୍ରୀଙ୍କଠାରୁ କମ୍‌ ନୁହେଁ। ହେଲେ ଭିକମାଗି କୋଟିପତି ହୋଇଛନ୍ତି ଯୁବତୀ। ଏବେ ତାଙ୍କର ମାଲେସିଆରେ ରହିଛି ଦୁଇ ଫ୍ଲାଟ୍‌ ଏବଂ ଦାମୀ କାର୍‌। ଚକିତ ହେଲେ ହେଁ କଥାଟି ସତ। ସୋସିଆଲ ମିଡିଆରେ ଏବେ ଉକ୍ତ...

ବିମାନରେ ଡେଷ୍ଟିନେଶନ ଓ୍ବେଡିଂ: ଏତିକି ସମୟ ପାଇଁ ବୁକିଂ କଲେ ବିମାନ

ଦୁବାଇ,୨୬।୧୧: ଆରମ୍ଭ ହୋଇଛି ବିବାହ ଋତୁ। ବିବାହକୁ ଜାକଜକମରେ ଓ ନୂଆ ଢଙ୍ଗରେ କରିବା ପାଇଁ ବର-କନ୍ୟାଙ୍କ ପରିବାର ବିଭିନ୍ନ ପ୍ରକାର ପ୍ଲାନିଂ କରିବା ଆରମ୍ଭ କଲେଣି। ଓ୍ବେଡିଂ ସହ ଏବେ ଡେଷ୍ଟିନେଶନ ଓ୍ବେଡିଂର ଚାହିଦା ଅଧିକ। ଏହାରି ଭିତରେ...

ଯୁବତୀଙ୍କ ପାଟିରେ ଥିଲା ଶୁଖିଲା ଗୁପ୍‌ଚୁପ୍‌, ପାଟିରୁ ପାଣି ବାହାର କରି ଦେଲେ ଯୁବକ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୁଏ। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ତେବେ ବର୍ତ୍ତମାନ ଭାଇରାଲ ଭିଡିଓରେ ଜଣେ ଯୁବତୀ ଓ ଯୁବକଙ୍କ ଗୁପ୍‌ଚୁପ୍‌ ଖାଉଥିବା...

ଜାଣନ୍ତି କି ମୃତବ୍ୟକ୍ତିଙ୍କ କାନ, ନାକରେ କାହିଁକି ଦିଆଯାଏ ତୁଳା

ଆପଣ ନିଶ୍ଚୟ ଦେଖିଥିବେ ଯେତେବେଳେ ବି ଜଣେ ବ୍ୟକ୍ତି ମରିଯାନ୍ତି ତାଙ୍କ କାନ ଏବଂ ନାକରେ ଧଳାସୁତା ଦିଆଯାଏ। ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବା ଏପରି କାହିଁକି କରାଯାଏ। ଏହା ପଛରେ ଧାର୍ମିକ କାରଣ ନା ବୈଜ୍ଞାନିକ କାରଣ ରହିଛି...

ସାଣ୍ଡଓ୍ବିଚ ଅର୍ଡର କରି ଟିପ୍ସରେ ଦେଲେ ୬ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୨୬।୧୧: କୌଣସି ଭଲ ରେଷ୍ଟୁରାଣ୍ଟରେ ଖାଇବା ପରେ ଆପଣ ଓ୍ବେଟରଙ୍କୁ ଟିପ୍ସ ଦେବାକୁ ପସନ୍ଦ କରନ୍ତି। ଖାଇବା ଓ ସର୍ଭିସରେ ଖୁସି ହେଲେ ଓ୍ବେଟରଙ୍କୁ ଏହି ଟିପ୍ସ ଦିଆଯାଇଥାଏ। ଭାରତରେ ଲୋକେ ୧୦-୨୦ଟଙ୍କା ଟିପ୍ସ ଦେଇଥାନ୍ତି। ତେବେ ଆପଣ ଜାଣି...

ଦିଅରଙ୍କ ସହ ଷ୍ଟେଜ୍‌ରେ ଡ୍ୟାନ୍ସ କଲେ କନ୍ୟା, ବର ସାଜିଲେ ଦର୍ଶକ, ଭିଡିଓ ଉପରେ ଥରେ ପକାନ୍ତୁ ନଜର

ଜଣେ କନ୍ୟାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ଦିଅରଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଡ୍ୟାନ୍ସ ଦେଖି ଷ୍ଟେଜ୍‌ରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ବର ମଧ୍ୟ ତାଙ୍କ...

୧୬ କୋଟିରେ ଡାକ ଟିକେଟ ନିଲାମ

ନ୍ୟୁୟର୍କ: ବେଳେବେଳେ ଏକ ଛୋଟ ଜିନିଷ ବି ବେଶ୍‌ ଅମୂଲ୍ୟ ହୋଇଯାଏ। ସାଧାରଣତଃ ଡାକ ଟିକେଟର ମୂଲ୍ୟ ୫ରୁ ଆରମ୍ଭ ହୋଇ ୧୦୦ ଟଙ୍କା ଭିତରେ ହୋଇଥାଏ। ହେଲେ ନିକଟରେ ଏକ ଡାକ ଟିକେଟ ୧୬ କୋଟି ଟଙ୍କାରେ ନିଲାମ...

ଶ୍ୱେତ ବିପ୍ଳବ

ଶ୍ୱେତ ବିପ୍ଳବର ଜନକ ଡ. ଭର୍ଗିଜ କୁରିନଙ୍କ ସମ୍ମାନରେ ପ୍ରତି ବର୍ଷ ଭାରତରେ ନଭେମ୍ବର ୨୬ରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହୋଇଥାଏ। ଅପରେଶନ ଫ୍ଲଡ୍‌ ବା ଶ୍ୱେତ ବିପ୍ଳବରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ; ଯାହା ଦେଶର...

ଜଳବାୟୁ ଓ ଯୁବଗୋଷ୍ଠୀ

ସାମ୍ପ୍ରତିକ ସମୟର ସର୍ବବୃହତ୍‌ ଆହାନକାରୀ ବୈଶ୍ୱିକ ସମସ୍ୟା ମଧ୍ୟରେ ଅନ୍ତର୍ଭୁକ୍ତ ବିଶ୍ୱତାପନ ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ। ଶିଳ୍ପ ବପ୍ଳବ ପରବର୍ତ୍ତୀ ସମୟରେ ଯେପରି କ୍ଷିପ୍ର ବେଗରେ ଶିଳ୍ପାୟନ ସହିତ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଅସହନୀୟ ମାର୍ଗରେ ସାଧିତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri