ଫୁରସତ

ଛାଡ଼ପତ୍ର ପାର୍ଟିରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ

ବ୍ରାସିଲିଆ: ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ବିଶ୍ୱାସ, ଭରସାରେ ବନ୍ଧା ହୋଇଥାଏ। ଯଦି ସେଥିରେ ଟିକେ କିଛି ଆଞ୍ଚ୍‌ ଆସିଲା ତେବେ ସେ ସମ୍ପର୍କ ଭାଙ୍ଗିଯାଏ। ଏହାପରେ ବିବାହରେ ଛାଡ଼ପତ୍ର ଦିଆଯାଇଥାଏ। ଭାରତୀୟ ପରମ୍ପରାରେ ଏହା ଏକ କଷ୍ଟଦାୟକ। ହେଲେ ଏବେ ଏହା...

ଭୟଙ୍କର ଦୃଶ୍ୟ: ବିଶାଳ ଆନାକୋଣ୍ଡା ଉପରେ ଚଢ଼ିବାକୁ ଯାଉଛି ଏହି ଜୀବ, ଭିଡିଓ ଦେଖିଲେ…

ଅନେକ ପ୍ରାଣୀଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କିଛି ଭିଡିଓ ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ। ସିଂହ ଶିକାରର ଭିଡିଓ ହେଉ କିମ୍ବା କିଛି ବିପଜ୍ଜନକ ସାମୁଦ୍ରକ ପ୍ରାଣୀ। ଏହି ଭିଡିଓଗୁଡ଼ିକ ଅନେକ ସମୟରେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ।...

କ୍ଷୀର ପିଇବା ବୟସରେ ସିଗାରେଟ୍‌ ଟାଣି ଧୂଆଁ ଛାଡୁଛନ୍ତି ଏହି କୁନି ଶିଶୁ

ସିଗାରେଟ୍‌ ଟାଣିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏ କଥା ସିଗାରେଟ୍‌ ପ୍ୟାକେଟ୍‌ରେ ମଧ୍ୟ ଲେଖାଯାଇଛି। ଲୋକମାନେ ଏହାକୁ ଦେଖି ମଧ୍ୟ ଅଣଦେଖା କରନ୍ତି। ଯୁବକମାନଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସିଗାରେଟ୍‌ ଟାଣୁଥିବାର ଦେଖିଥିବେ ନିଶ୍ଚିତ। ମାତ୍ର...

ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ରଜନୀକାନ୍ତ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଏହି ନିକଟରେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବ୍ଲକବୁଷ୍ଟର ହୋଇଥିଲା। ତେବେ ରଜନୀକାନ୍ତ ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ହୋଇପାରିଛନ୍ତି। ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ରଜନୀକାନ୍ତଙ୍କ ମହଙ୍ଗା...

ସଚେତନତା ଦ୍ୱାରା ସୁରକ୍ଷା

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବହୁ କ୍ଷୟକ୍ଷତି ଘଟିଥାଏ। ତେବେ ସଚେତନତା ଦ୍ୱାରା ଏଥିରୁ ସୁରକ୍ଷିତ ରହି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସୁନାମି ନେଇ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶ୍ୱ ସୁନାମି...

ଜାଣନ୍ତି କି ହାଇ ଆସେ କାହିଁକି…

ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍‌ସ କହିଛନ୍ତି, ଫୁସ୍‌ଫୁସ୍‌ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍‌ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ...

ଦୀର୍ଘ ୭ଦଶନ୍ଧି ଧରି ଚାଲିଛି କଲମ, କୁହନ୍ତି – ପାଠକଙ୍କ ଭଲପାଇବାରେ ଈଶ୍ୱରୀୟ କୃପା ମିଳୁଛି…

ପେସାରେ ସେ ଜଣେ ଶିକ୍ଷାବିତ୍‌ କିନ୍ତୁ ରୁଚି ତାଙ୍କର ସାହିତ୍ୟ ଓ କଳାସଂସ୍କୃତି। ଏକାଧାରରେ ସେ ଜଣେ ସମାଜସେବୀ, ଚିକିତ୍ସକ, ଗାଳ୍ପିକ ଓ ଗବେଷକ। ଦୀର୍ଘ ୭ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଝରି ଯାଇଛି ବହୁ କାବ୍ୟ କବିତାର...

ପ୍ରଥମ ଦରମା ଟଙ୍କାକୁ ବୋଉ କାନିରେ ବାନ୍ଧି ଦେଇଥିଲି: ତ୍ରିଲୋଚନ ମହାନ୍ତି

ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ସନ୍ଥପଡ଼ା ଗ୍ରାମରେ ଏକ ସାଧାରଣ ପରିବାରରେ। ୨୦୧୦ ଅକ୍ଟୋବରରେ ଓଡ଼ିଶା ପ୍ରାଶାସନିକ ସେବାରେ ଯୋଗଦେଲି। ମୋ ବନ୍ଧୁମାନଙ୍କ ସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେଶନରେ ପ୍ରଶିକ୍ଷଣ ନେବା ସମୟରେ...

ନୃତ୍ୟବେଳେ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଥାଏ: ମାହେଶ୍ୱରୀ ପ୍ରଧାନ

ପିଲାଟି ଦିନରୁ ସେ ମା’ଙ୍କଠାରୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ନେଉଥିଲେ। ଏହି କଳା ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ପରିଚୟ ଦେବା ସହିତ ତାଙ୍କ ପାଇଁ ଆଣିଦେଲା ଅନେକ ସ୍ବୀକୃତି ଓ ସମ୍ମାନ।...

ମାଲିକଙ୍କ ମୃତଦେହକୁ ଜଗି ରହିଛି କୁକୁର, କାଳେ ସେ ଆସିବେ ଫେରି, ଦେଖନ୍ତୁ ଭାଇରାଲ ଭିଡିଓ…

ଥିରୁଭାନନ୍ତପୁରମ,୫।୧୧: ଫିଲ୍ମରେ ଦେଖିବାକୁ ମିଳିଥାଏ କି କୁକୁର କିପରି ତାର ମାଲିକକୁ ଅପେକ୍ଷା କରି ବସିଥାଏ। ଏଭଳି ଘଟଣା କେରଳର କୋଝିକୋଡେରେ ଦେଖିବାକୁ ମିଳିଛି। ଯେଉଁଠାରେ କୁକୁର ମାଲିକଙ୍କ ମୃତ୍ୟୁ ପରେ ଶବାଗାର ବାହାରେ ଅପେକ୍ଷା କରି ବସିଛି। ବୋଧହୁଏ...

ଜୀବଙ୍କ ଅଜବ ଦାନ୍ତ ରହସ୍ୟ

ପୃଥିବୀପୃଷ୍ଠରେ ଅନେକ ଜୀବଙ୍କ ବିଚିତ୍ର ଶାରୀରିକ ଗଠନ ମଣିଷକୁ ଆଶ୍ଚର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା କେତେକ ଜୀବଙ୍କ ଦାନ୍ତ ସମ୍ପର୍କରେ କିଛି ଅଜବ କଥା… ଲୁହା ଦାନ୍ତ ଥିବା ଜୀବ: କ୍ରିପ୍ଟୋସିଟନ୍‌ ଷ୍ଟେଲେରି ବା ଓଣ୍ଡରିଂ ମିଟ୍‌ଲୋଫ୍‌ ନାମକ ଜୀବର...

ସେବା, ସମର୍ପଣର ଅନ୍ୟ ନାମ ସାହିଭାଇ

“ବସୁଧୈବ କୁଟୁମ୍ବକମ୍‌” ମନ୍ତ୍ରରେ ଅନୁପ୍ରାଣିତ ପୁରୀ ସହରର ଯୁବ ସାମାଜିକ ଅନୁଷ୍ଠାନ ସାହିଭାଇ। ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ପଥରେ ଅନୁଷ୍ଠାନର ସଭ୍ୟାସଭ୍ୟ ସମର୍ପିତ। ସହଯୋଗ ଓ ସମର୍ପଣଭାବ ନେଇ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି ସେମାନେ ଆଉ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri