ଫୁରସତ

ପେଣ୍ଡାଲର ନାଁ ‘ଋତୁବତୀ’

କୋଲକତା,୨୧।୧୦: ଋତୁସ୍ରାବ ନାରୀ ପାଇଁ ଏକ କଠିନ ସପ୍ତାହ। ମାସକ ମଧ୍ୟରେ ଏହି ୭ଦିନ ତାକୁ ଗର୍ଭଧାରଣ ପରି ପୀଡା ଅନୁଭୂତ ହୋଇଥାଏ। ଏହି ଯନ୍ତ୍ରଣାଦାୟକ କଷ୍ଟ ନାରୀ ପାଇଁ ସମସ୍ୟା ହୋଇଥିଲେ ମଧ୍ୟ ସମାଜର କେତେକ ସ୍ଥାନରେ ଏହାକୁ...

ଏହି ଦେଶର ମହିଳାଙ୍କୁ ବିବାହ କଲେ ମିଳେ ସରକାରୀ ଚାକିରୀ!

ରେକାଜାଭିକ,୨୧।୧୦: ସରକାରୀ ଚାକିରୀ ନ ହେଲେ ନ ଚଳେ। ସମସ୍ତେ ସରକାରୀ ଚାକିରି ଚାହାଁନ୍ତ। ଯେତେ ପ୍ରାଇଭେଟ ଚାକିରୀ କଲେ ମଧ୍ୟ ସରକାରୀ ଚାକିରୀ ସବୁଠି ଲୋଡା ପଡେ। ଏମିତି କି ଘରକୁ ବିବାହ ପ୍ରସ୍ତାବ ଆସିବା ପୁଅ ସରକାରୀ...

ଦୁର୍ଗା ପେଣ୍ଡାଲରେ ବଳାତ୍କାର-ଭ୍ରୁଣ ହତ୍ୟାର ମେଢ, ପୂଜା ପାଉଛନ୍ତି ଦୁର୍ଗା ନୁହେଁ ଜଣେ ମହିଳା

କୋଲକତା,୨୧।୧୦: ନାରୀର ଅନ୍ୟ ଏକ ଅବତାର ଦୁର୍ଗା। ସେ ତା ସନ୍ତାନ ପାଇଁ କେତେବେଳେ ସ୍ନେହମୟୀ ଦେବୀ ପାଲଟେ ତ କେତେବେଳେ ସଂହାରକର୍ତ୍ତୀ। ନାରୀର ସେଇ ରୂପ ଜଗତଜନନୀ ଦୁର୍ଗା ଏହି ପାର୍ବଣ ଋତୁରେ ଧରାବତରଣ କରନ୍ତି। ସବୁ ମଣ୍ଡପରେ...

ମଝି ରାସ୍ତାରେ ନାଚୁଥିଲେ ଯୁବତୀ, ପଛରୁ ଜଣେ ମଦ୍ୟପ ଆସି…

ବର୍ତ୍ତମାନ ରିଲ୍‌ର କ୍ରେଜ୍‌ ଦେଖିପବାକୁ ମିଳୁଛି। ପିଲାଠୁ ବୁଢ଼ା ରିଲ୍‌ ସମସ୍ତେ କରୁଛନ୍ତି। ହେଲେ ଆଜିର ଯୁବପୀଢ଼ି ଏହା ପଛରେ ପାଗଳ। ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ଯୁବତୀ ରାସ୍ତା...

ଏବେ ଚିନ୍ତାରେ ଭାରତ: ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ…

ପୁଣେ,୨୦।୧୦: ପୁଣେରେ ଖେଳା ଯାଇଥିବା ଭାରତ-ବାଂଲାଦେଶ ମ୍ୟାଚରେ ବୋଲିଂ କରୁଥିବା ସମୟରେ ଭାରତୀୟ ଦଳର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଏନେଇ  ଶେଷରେ ତାଙ୍କୁ ମଇଦାନ ଛାଡିବାକୁ ପଡ଼ିଥିଲା। ନବମ ଓଭର ବୋଲିଂ କରିବାକୁ ଆସିଥିବା ପାଣ୍ଡ୍ୟା...

ହଠାତ୍‌ ପୃଥିବୀର ଗୋଟିଏ ଭାଗ ହୋଇଗଲା ଅନ୍ଧାର! ନାସା ସ୍ପେସ୍‌ ଷ୍ଟେଶନ ଉଠାଇଥିବା ଫଟୋ ପଛର କାହାଣୀ କ’ଣ…

ନୂଆଦିଲ୍ଲୀ,୨୧।୧୦: ମହାକାଶର ଏକ ବିରଳ ସୌର ଜାଗତିକ ଦୃଶ୍ୟ ସୂର୍ଯ୍ୟ ପରାଗ ଓ ଚନ୍ଦୟ ଗ୍ରହଣ। ଗତ ସପ୍ତାହରେ ଏକ ସୂର୍ଯ୍ୟ ଗ୍ରହଣ ଝଲକ ବିଶ୍ୱବାସୀ ଦେଖିବାକୁ ପାଇଥିଲେ। ସୂର୍ଯ୍ୟପରାଗରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଅବସ୍ଥାନ କରିଥାଏ।...

ଚଳନ୍ତା ବାଇକ୍‌ରେ  ସ୍ତ୍ରୀଙ୍କୁ ଟାଙ୍କି ଉପରେ ବସାଇ କରୁଥିଲେ ରୋମାନ୍ସ, ଆଉ ତା’ପରେ…

ହାପୁଡର ଦିଲ୍ଲୀ-ମୋରଡାବାଦ ରାଜପଥରେ ନବ ବିବାହିତ ଦମ୍ପତିଙ୍କ ରୋମାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହା   ଶୋଭା ଦେଉ ନ ଥିବା ଲୋକେ କହିଛନ୍ତି। ଛୋଟ ପିଲାମାନଙ୍କ...

ଗ୍ଲୋବାଲ ଓ୍ବାର୍ମିଂ: ଆଲାସ୍କାର ସମୁଦ୍ରରୁ ହଜିଗଲେଣି ସ୍ନୋ କ୍ରାବ

ଓ୍ବାଶିଂଟନ୍‌, ୨୦।୧୦: ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି। ଜନସମାଜ ପାଇଁ ଗ୍ଲୋବାଲ ଓ୍ବାର୍ମିଂ ବିପଦ ସାଜିଥିବାବେଳେ ଚଳିତ ବର୍ଷ ଗ୍ଲୋବାଲ ବଏଲିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଉଦାହରଣ ସ୍ବରପ ଚଳିତ ବର୍ଷର...

ଜାଣନ୍ତି ଦୀର୍ଘଦିନ ରହିଲେ ମଧ୍ୟ କାହିଁକି ନଷ୍ଟ ହୁଏ ନାହିଁ ଗଙ୍ଗାଜଳ

ଭାରତର ଲୋକମାନେ ବହୁତ ଧାର୍ମିକ ଅଟନ୍ତି। ବାସ୍ତବରେ ପ୍ରତ୍ୟେକ ଧର୍ମର ଲୋକମାନେ ଏହି ଦେଶରେ ବାସ କରନ୍ତି। ଏଠାରେ ମନ୍ଦିର, ମସ୍‌ଜିଦ୍‌, ଗୁରୁଦ୍ୱାର ରହିଛି। ଯଦି ଆମେ ହିନ୍ଦୁଧର୍ମ ବିଷୟରେ କହିବା ତେବେ ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ।...

ଭାରତରେ ରହିଛି ଏପରି ଗାଁ, ଯେଉଁଠି ବାଘ-ମଣିଷ ରୁହନ୍ତି ଏକାଠି

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ମଣିଷମାନେ ଭାବନ୍ତି ସେମାନେ ସେମାନଙ୍କ ଅପେକ୍ଷା ଭଲ ଏବଂ ପୃଥିବୀରେ କେବଳ ସେମାନଙ୍କର ଅଧିକାର ଅଛି, କିନ୍ତୁ ତାହା ନୁହେଁ, ପଶୁମାନେ ମଣିଷ ପରି ପ୍ରକୃତି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର...

ଦୁନିଆରେ ମାତ୍ର ୪ ଦିନ ବଞ୍ଚିଲେ, କିନ୍ତୁ ୬ ଜଣଙ୍କ ଜୀବନ ବଞ୍ଚାଇଲେ

ସୁରତ,୧୯।୧୦:ଗୁଜରାଟର ସୁରଟ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ମାତ୍ର ୪ ଦିନର ଶିଶୁର ଅଙ୍ଗଦାନ କରିଛନ୍ତି। ଫଳରେ ୬ଟି ଜୀବନ ବଞ୍ଚିଯାଇଛି । ସୁରତ ସରଥାନାରେ ରହୁଥିବା ହର୍ଷଙ୍କ ସ୍ତ୍ରୀ ଚେତନା ଅକ୍ଟୋବର ୧୩ରେ ଏକ ସନ୍ତାନ...

ଏହି ଦେଶର ବରଙ୍କୁ ମିଳୁନାହାନ୍ତି କନ୍ୟା, କୁଆଁରୀ ଝିଅଙ୍କ ସମେତ ବୃଦ୍ଧାଙ୍କୁ କିଣି କରୁଛନ୍ତି ବଳାତ୍କାର, ଜାଣନ୍ତୁ ପୂରା ଘଟଣା…

ଦୀର୍ଘ ଦିନ ଧରି ଯୁବତୀଙ୍କ କାରବାର ସମସ୍ୟା ସହ ଚାଇନା ସଂଘର୍ଷ କରିଆସୁଛି। ଏହା ପଛରେ ଦୁଇଟି ମୁଖ୍ୟ କାରଣ ଅଛି। ପ୍ରଥମ କାରଣ ହେଉଛି ଚାଇନାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ‘ଗୋଟିଏ ଶିଶୁ ନୀତି’ ଥିବାବେଳେ ଦ୍ୱିତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri