ଫୁରସତ

ଗୋଟିଏ ଦିନରେ ୨କୋଟି ଲୋକ କଲେ ଟ୍ରେନରେ ଯାତ୍ରା, ରେକର୍ଡ ସୃଷ୍ଟି କଲା ଚାଇନା ରେଲଓ୍ବେ

ବେଜିଂ,୩୦।୯: ଚାଇନାରେ ଗୋଟିଏ ଦିନରେ ୨କୋଟି ଲୋକ ଟ୍ରେନରେ ଯାତ୍ରା କରିଛନ୍ତି। ସେପ୍ଟେମ୍ବର ୨୯ର ଏହି ତଥ୍ୟ ଚାଇନା ରେଲଓ୍ବେରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୮୫୪ ଅତିରିକ୍ତ ଟ୍ରେନ ସହିତ ସମୁଦାୟ ୧୨ହଜାର ୫୩୭ଟି ଟ୍ରେନ ଚଳାଚଳ...

ମାଲିକଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ହାତୀ, ଭିଡିଓ ଦେଖିଲେ…

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ପଶୁମାନେ କଦାପି ପ୍ରତାରଣା କରନ୍ତି ନାହିଁ। ଥରେ ସେମାନେ ପ୍ରେମରେ ପଡ଼ିଲେ, ସେମାନେ ସେହି ବ୍ୟକ୍ତିଙ୍କୁ କେବେ ବି ଛାଡ଼ି ପାରନ୍ତି ନାହିଁ। ଏହାର ପ୍ରମାଣ ଏକ ଭାଇରାଲ ଭିଡିଓରେ...

ମୃତ୍ୟୁ ପରେ ଆଇନଷ୍ଟାଇନଙ୍କ ମସ୍ତିଷ୍କର କ’ଣ ହୋଇଥିଲା? ଜାଣିଲେ ଚକିତ ହେବେ…

୧୯୫୫ ଏପ୍ରିଲ ୧୮ରେ ଜର୍ମାନୀର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ମୃତଦେହରୁ ତାଙ୍କ ମସ୍ତିଷ୍କ ଚୋରାଇ ନିଆଯାଇଥିଲା। ଜାଣନ୍ତି ପୁରା ଘଟଣା। ଆଇନଷ୍ଟାଇନ୍‌ଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ପୋଷ୍ଟମର୍ଟମ...

ଛତିଶଗଡ଼ର ୟୁଟ୍ୟୁବରଙ୍କ ଗାଁ: ରହିଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର…

ରାୟପୁର,୩୦।୯ : ସମ୍ପ୍ରତି ୟୁଟ୍ୟୁବ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି। ଛତିଶଗଡର ଏକ ଗାଁରେ ଜଣେ କିମ୍ବା ଦୁଇ ଅବା ଡଜନେ ୟୁଟ୍ୟୁବର ନୁହେଁ, ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର୍‌। ଛତିଶଗଡର ରାଜଧାନୀ ରାୟପୁରଠାରୁ ୪୫...

ଏହା ହେଉଛି ଦୁନିଆର ସବୁଠାରୁ ଛୋଟ ନଦୀ, ଲମ୍ବା କେବଳ ୬୧ ମିଟର

ଦୁନିଆର ସବୁଠାରୁ ଛୋଟ ନଦୀର ନାମ ‘ରୋ ନଦୀ’ ଅଟେ। ଏହା ଆମେରିକାର ମୋଣ୍ଟାନା ରାଜ୍ୟରେ ପ୍ରବାହିତ ହେଉଛି। ଏହା ମାତ୍ର ୬୧ ମିଟର ଲମ୍ବ। ସେହିଭଳି ଏହା ୧.୮-୨.୪ ମିଟର ଗଭୀର। ଲିଟିଲ୍‌ ବେଲ୍ଟ ପର୍ବତରୁ ଏହାର ଉତ୍ପତ୍ତି...

ଛୋଟିଆ ଗାଁ ପରେ ହୋଇଥିଲା କାନାଡା ଦେଶ, ଜାଣନ୍ତୁ କ’ଣ ଥିଲା ନାମ…

ଭାରତ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଛି କାନାଡା। ହେଲେ ବେଶ କମ୍‌ ଲୋକ ଏଭଳି ଅଛନ୍ତି ଯିଏ କି କାନାଡାର ଅତୀତ ବିଷୟରେ ଅବଗତ। ଏକଦା କାନାଡା ଏକ ଛୋଟ ଗାଁ ଥିଲା, ଯାହାର ନାଁ ରହିଥିଲା ‘ଷ୍ଟାଡାକୋନା’।...

ତମାଖୁ ଯୋଗୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ

ଜେନେଭା,୩୦।୯: ତମାଖୁ ପ୍ରତି ଚାରି ସେକେଣ୍ଡରେ ଜଣଙ୍କ ଜୀବନ ନେଉଛି। ଅର୍ଥାତ୍‌ ଗୋଟିଏ ବର୍ଷରେ ୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ତମାଖୁ ଦାୟୀ । ବୟସ୍କମାନଙ୍କ ସହିତ ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ବିଶ୍ୱ ସ୍ବସ୍ଥ୍ୟ ସଂଗଠନ...

ପାକିସ୍ତାନର ଅମ୍ବାନୀ

ଇସଲାମାବାଦ : ଭାରତର ପଡ଼ୋଶୀ ଦେଶ ବର୍ତ୍ତମାନ ପାକିସ୍ତାନ ଅର୍ଥନୈତିକ ଅଚଳାବସ୍ଥା ଦେଇ ଗତି କରୁଛି। ସେଠାରେ ପ୍ରତିଟି ଜିନିଷର ଦର ଆକାଶଛୁଆଁ ହୋଇଛି। ହେଲେ ପାକିସ୍ତାନର ଅଚଳାବସ୍ଥା ସମୟରେ କିଛି ଲୋକ ଏଭଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଲଗାତର ବୃଦ୍ଧି...

ବୋଧଗମ୍ୟତାକୁ ସହଜ କରେ ଅନୁବାଦ

ଜଣଙ୍କର ଭାଷା ଅନ୍ୟ ଜଣେ ନ ବୁଝିପାରିଲେ ଭାବର ଆଦାନ ପ୍ରଦାନ ସମ୍ଭବ ହୋଇ ପାରେ ନାହିଁ। ଫଳରେ ଜଣଙ୍କର ଭାବାବେଗ ଠିକ୍‌ ଭାବେ ଅନ୍ୟ ଜଣେ ଜାଣି ପାରେନା। ଏହା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତି...

ଏହି ସହରରେ ପଥର ପାଲଟିଥିଲେ ୨୦୦୦ ଲୋକ, ୪୦୦ ଡିଗ୍ରୀ ଥିଲା ତାପମାତ୍ରା

ଏକ ସହର ଯାହା ସର୍ବଦା ସମୃଦ୍ଧ ଏବଂ ସବୁଜ ସବୁଜ ଥିଲା। ରାତାରାତି ଲାଭାରେ ପରିପୂର୍ଣ୍ଣ କବରସ୍ଥାନରେ ପରିଣତ ହୋଇଥିଲା। ଏଠାରେ ସମସ୍ତ ଲୋକ ପଥରରେ ପରିଣତ ହୋଇଥିଲେ ଏବଂ ସହର ବର୍ତ୍ତମାନ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି। ଆମେ...

ହୃଦ୍‌ରୋଗ ଓ ଖାଦ୍ୟ

ହୃଦ୍‌ରୋଗ ପରି ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ଲାଗି ଆମେ ନିଜର ଦୈନନ୍ଦିନ ଜୀବନଶୈଳୀ ଏବଂ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ। ବିଶେଷଭାବରେ ଆମେ ଯଦି ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ତେବେ ଏଭଳି ସମସ୍ୟା...

ଟ୍ରାଫିକ୍‌ ଜାମ୍‌ରେ ଫସିଲେ ଯୁବକ, ପିଜା ଅର୍ଡର କରି ମେଣ୍ଟାଇଲେ ଭୋକ, ଭିଡିଓ ଦେଖିଲେ…

ଆପଣ ବେଶ୍‌ ଭଲ ଭାବେ ଜାଣିଥିବେ ଭାରତର ବଡ଼ ସହରରେ ଟ୍ରାଫିକ୍‌ର ଅବସ୍ଥା କିପରି। ସବୁଠୁ ଟ୍ରାଫିକ୍‌ ଜାମ୍‌ ବେଙ୍ଗାଲୁରୁରେ ଦେଖିବାକୁ ମିଳେ। ଏଠାରେ ଯଦି ଆପଣଙ୍କୁ ୧୦ କିଲୋମିଟର ଯାତ୍ରା କରିବାକୁ ଥାଏ, ତେବେ ଅତି କମରେ ଦେଢ଼...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri