ଫୁରସତ

୧୧୦ ମାଇଲ ପହଁରି ରେକର୍ଡ

ଲସ୍‌ ଏଞ୍ଜେଲ୍ସ: ବିଶ୍ୱର କିଛି ରେକର୍ଡ ଦୀର୍ଘ ବର୍ଷ ଧରି ଅକ୍ଷୁର୍ଣ୍ଣ ହୋଇରହିଛି। ପ୍ରସିଦ୍ଧ ଆମେରିକୀୟ ସନ୍ତରଣକାରୀ ଡାଏନା ନ୍ୟାଡ୍‌ଙ୍କ ନାମରେ ମଧ୍ୟ ଏହିପରି ଏକ ରେକର୍ଡ ରହିଛି। ୨୦୧୩ ସେପ୍ଟେମ୍ବର ୨ରେ ୬୪ ବର୍ଷ ବୟସରେ ସେ ଆମେରିକାର ଫ୍ଲୋରିଡାରୁ...

ଇତିହାସରେ ପ୍ରଥମ: ସ୍ବାମୀଙ୍କଠାରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ସ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨ା୯: କେରଳର ଅମଲାତାନ୍ତ୍ରିକ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ସ୍ବାମୀଙ୍କ ପରେ ସ୍ତ୍ରୀ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ବିଦାୟୀ ମୁଖ୍ୟ ସଚିବ ଆଇଏଏସ୍‌ ଭି.ବେଣୁଙ୍କ ବିଦାୟ ସମାରୋହରେ ମୁଖ୍ୟମନ୍ତ୍ରୀ ପି....

କୋଣାର୍କ ଚକ ନିର୍ମାଣରେ ସାମିଲ ଥିଲେ ଖିଚିଂର ୬ ଭାସ୍କର୍ଯ୍ୟ ଶିଳ୍ପୀ

ଗତ ସଂଖ୍ୟାରେ ଗୋଟିଏ ଅଘଟଣ ଘଟିଥିବାର ଚିତ୍ର ଏବଂ ଏକ ଉତ୍ସବର ଚିତ୍ର ସମ୍ପର୍କରେ ଆମେ ଆଲୋଚନା କରିଥିଲେ। ଏଥିରେ ଶିଳ୍ପୀମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଗନ୍ଧ ଆମେ ଖୋଜି ପାଇଲୁ ନାହିଁ। ଅପରନ୍ତୁ ଫଗୁ ଦଶମୀଠାରୁ ଚାରି କାହାଣର ‘ଅବିର’...

ଭାଲୁ ସହ ଫଟୋ ଶୁଟ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖି ଅଧିକାଂଶ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଉକ୍ତ ଭିଡିଓରେ ଜଣେ ମହିଳା ଏକ ବିଶାଳ ଭାଲୁ ସହ ଆଲିଙ୍ଗନ କରି ଫଟୋ ଶୁଟ୍‌ କରୁଥିବା ନଜରକୁ ଆସିଛନ୍ତି।...

ଅନଲାଇନ୍ ଅର୍ଡର କଲେ ପ୍ରେସର କୁକର: ୨ ବର୍ଷ ପରେ ଆସି ପହଞ୍ଚିଲା

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟ୍‌ଫର୍ମ ଆମାଜନରେ ଜୟ ନାମକ ଜଣେ ଯୁବକ ୨୦୨୨ ଅକ୍ଟୋବର ୧ରେ ଏକ ପ୍ରେସର କୁକର ଅର୍ଡର ଦେଇଥିଲେ। ତେବେ ଦୀର୍ଘ ୨ ବର୍ଷ ପରେ ଉକ୍ତ ପ୍ରେସର କୁକରଟି ଆସି ଶନିବାର ଜୟଙ୍କ ନିକଟରେ ଡେଲିଭରି...

ଫିଲ୍ମରେ ସମସ୍ତଙ୍କ ସାମ୍ନାରେ କେମିତି ଶୁଟିଂ ହୁଏ ଅନ୍ତରଙ୍ଗ ଦୃଶ୍ୟ? କିସ୍‌ କରିବାକୁ ଆପଣାଯାଏ ଏମିତି ଟ୍ରିକ୍‌

ପୂର୍ବରୁ ବଲିଉଡ ଫିଲ୍ମରେ ଆଜିକାଲି ପରି ଏତେ ଅନ୍ତରଙ୍ଗ ଦୃଶ୍ୟ ନ ଥିଲା। ଏବେ OTT ପ୍ଲାଟଫର୍ମରେ ଏପରି ଦୃଶ୍ୟ ଅଧିକ ଦେଖାଯାଉଛି। କହିବାକୁ ଏମିତି ସିନ୍‌ ନ ଥିଲେ ଏବେ ଷ୍ଟୋରୀ ବି ଫିକା ବୋଲି କୁହାଯାଉଛି। କିନ୍ତୁ...

ମହିଳାଙ୍କୁ ଧରାଇଦେଲେ ମିଳିବ ୨୫,୦୦୦ ଡଲାର

ଓ୍ବାଶିଂଟନ୍‌: ସିଣ୍ଡି ରୋଡ୍ରିଗୁଏଜ୍‌ ସିଂଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ଖୋଜୁଛି। ସେ ୨୦୨୩ ମାର୍ଚ୍ଚରୁ ନିଜ ସ୍ବାମୀ ଅର୍ଶଦୀପ ସିଂ ଓ ୬ ଝିଅପୁଅଙ୍କ ସହ ଭାରତକୁ ଫେରାର ହୋଇଥିବା ଏଫ୍‌ବିଆଇ ଜାଣିବାକୁ ପାଇଛି। ଏହି...

ସ୍ବାମୀଙ୍କ ପାଇଁ ଡେ’ କେୟାର

ଚାଇଲ୍ଡ ଡେ’ କେୟାର ସିଷ୍ଟମ ଆଜିକାଲି ସହରରେ ବଢ଼ିବାକୁ ଲାଗିଲାଣି। କାରଣ କର୍ମଜୀବୀ ଦମ୍ପତି ଏଠି ପିଲାଙ୍କୁ ଛାଡ଼ିଦେଇ ନିଶ୍ଚିନ୍ତରେ ଅଫିସ୍‌କୁ ଯାଇ କାମ କରିପାରୁଛନ୍ତି। ତେବେ ଜାଣନ୍ତି କି ଏବେ ହଜ୍‌ବ୍ୟାଣ୍ଡ ଡେ’ କେୟାର ସିଷ୍ଟମ ବି ଆସିଗଲାଣି।...

ପାଉଁଜିର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମହତ୍ତ୍ୱ ବି ଅଛି: ଜାଣନ୍ତୁ କ’ଣ

ପାଉଁଜି ବିନା ନାରୀର ଶୃଙ୍ଗାର ଲାଗେ ଅଧା । ଆଉ ଏହି ପାଉଁଜିର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମହତ୍ତ୍ୱ ବି ଅଛି। ସେଗୁଡ଼ିକ କ’ଣ ଜାଣିବା ସେ ସମ୍ପର୍କରେ… ପାଉଁଜିର ଇତିହାସ ବହୁ ପୁରାତନ। ପ୍ରାୟ ୮୦୦୦...

ପେଟ୍ରୋଲ ପମ୍ପରୁ ହୋଇଥିଲା ପ୍ରଥମ ରୋଜଗାର

ଗୋଟେ ନିମ୍ନ ମଧ୍ୟବିତ୍ତ ପରିବାରର ପଞ୍ଚମ ସନ୍ତାନର ଜୀବନ କେତେ ଦୁର୍ବିଷହ ତାହା କେବଳ ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ ବୁଝିପାରିବ। ସେତେବେଳେ ବାବାଙ୍କ ଅବସରକାଳୀନ ଭତ୍ତା ହିଁ ଥିଲା ଆମ ପରିବାରର ମୁଖ୍ୟ ଆୟ। ଅବଶ୍ୟ ଅନେକ ଜମିଜମା...

ଆସୁଛି ଗଣେଶ ପୂଜା: ଜାଣନ୍ତୁ ଗଜାନନଙ୍କ କେଉଁ ଫୁଲ ପ୍ରିୟ

ଫୁଲକୁ ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ ବୋଲି କୁହାଯାଇଥାଏ। ଖାସ୍‌ ଏହି କାରଣ ପାଇଁ ଦେବଦେବୀଙ୍କ ପୂଜା ହେଉ ଅଥବା ଅନ୍ୟ ଯେକୌଣସି ଶୁଭକାର୍ଯ୍ୟରେ ଫୁଲର ଆବଶ୍ୟକତା ପଡ଼ିଥାଏ। ତେବେ ପ୍ରତି ଦେବଦେବୀଙ୍କର କିଛି ଖାସ୍‌ ପ୍ରିୟ ଫୁଲ ଥାଏ;...

ହଲିଉଡ୍‌ ଗୁରୁଙ୍କୁ ବାହାହେବେ ନରଓ୍ବେ ରାଜକୁମାରୀ

ଓସ୍‌ଲୋ: ନରଓ୍ବେ ରାଜକୁମାରୀ ମାର୍ଥା ଲୁଇସ୍‌ ଚଳିତ ସପ୍ତାହାନ୍ତରେ ହଲିଉଡ୍‌ ଗୁରୁ ତଥା ନିଜକୁ ଯାଦୁକର ବୋଲି ଦାବି କରୁଥିବା ଆମେରିକୀୟ ପ୍ରେମିକ ଡୁରେକ୍‌ ଭେରେଟ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଗେଇରାଙ୍ଗରଠାରେ ଏହି ବିବାହ ଉତ୍ସବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri