ଫୁରସତ

୨୨ ବର୍ଷରେ ବଞ୍ଚାଇଛନ୍ତି ୧୫ ହଜାରରୁ ଅଧିକ ବନ୍ୟପ୍ରାଣୀଙ୍କ ଜୀବନ…

ଭୋପାଳ,୨୬।୮ : ଖାର୍ଗୋନ ଜିଲାର ୪୩ ବର୍ଷିୟ ସଚିନ ଶର୍ମା, ଟୋନି ନାମରେ ମଧ୍ୟ ଜଣାଶୁଣା। ସେ ମୋଟର ୱିଣ୍ଡିଂ କାମ କରନ୍ତି। ତାଙ୍କର ପ୍ରକୃତ ପରିଚୟ ତାଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ପ୍ରେରଣା ଭାବରେ ଏହି କ୍ଷେତ୍ରରେ ପ୍ରତିଷ୍ଠିତ...

ବାହୁବଳୀ ଶିଶୁ: ଜନ୍ମ ହେଉ ହେଉ କଲା ଏମିତି କିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆପଣ ନିଶ୍ଚିତ ପ୍ରଭାସଙ୍କ ଫିଲ୍ମ ‘ବାହୁବଳୀ’ ଦେଖିଥିବେ। ସେହି ଫିଲ୍ମ ରିଲିଜ ହେବା ଦିନଠାରୁ ଯେକୌଣସି ବ୍ୟକ୍ତି କିଛି ଅବିଶ୍ୱସନୀୟ ଶକ୍ତି ପ୍ରଦର୍ଶନ କଲେ ସେମାନଙ୍କୁ ‘ବାହୁବଳୀ’ ସହିତ ତୁଳନା କରାଯାଉଛି। ଶକ୍ତିଶାଳୀ ଲୋକମାନେ ବାହୁବଳୀ ଭଳି କାର୍ଯ୍ୟ କଲେ...

ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…

‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ କଥାବାର୍ତ୍ତା କରିପାରନ୍ତି ନାହିଁ। ବୈଜ୍ଞାନିକଙ୍କ ମତରେ ପୃଥିବୀପୃଷ୍ଠରେ ବାୟୁମଣ୍ଡଳ ଥିବା ଯୋଗୁ ମଣିଷ...

‘ଗୋମାତା’ କେଉଁ ଦେଶର ଜାତୀୟ ପଶୁ? ନାଁ ଜାଣିଲେ ବିଶ୍ୱାସ ହେବ ନାହିଁ…

ଭାରତରେ ଗୋମାତାଙ୍କୁ ପୂଜା କରାଯାଏ। ହିନ୍ଦୁ ଧର୍ମାବଲମ୍ବୀ ତାଙ୍କୁ ମା’ ବୋଲି ମାନିଥାନ୍ତି। ହେଲେ ଗାଈ ଭାରତର ଜାତୀୟ ପଶୁ ନୁହେଁ। ରୟାଲ ବେଙ୍ଗଲ ଟାଇଗର ଭାରତର ଜାତୀୟ ପଶୁ ମାନ୍ୟତା ପାଇଛି। ହେଲେ ଏମିତି ଏକ ଦେଶ ଅଛି...

ଭାରତର ଲଙ୍କା ସହର ଗୁଣ୍ଟୁର

ଅମରାବତି: ଭାରତର ପ୍ରତ୍ୟେକ ସହର ଗୋଟିଏ ଗୋଟିଏ କାରଣ ପାଇଁ ପ୍ରସିଦ୍ଧ। ଉତ୍ତରରେ କଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲଂଠାରୁ ପଶ୍ଚିମରେ ଖଣ୍ଡାଲା ପର୍ଯ୍ୟନ୍ତ। ପ୍ରତ୍ୟେକ ସହରର ନିଜସ୍ବ ସୌନ୍ଦର୍ଯ୍ୟ ରହିଛି। ପ୍ରତ୍ୟେକ ସହରର ନିଜସ୍ବ ବିଶେଷତା ଅଛି, ଯାହା ବିଷୟରେ...

ସମାଜର ବିକାଶ ପାଇଁ ମହିଳା ସମାନତା ଅପରିହାର୍ଯ୍ୟ

ନାରୀ ଏବଂ ପୁରୁଷ ସମାଜର ବିକାଶ ପାଇଁ ବିଶେଷ ଗୁରୁତ୍ୱବହନ କରିଥାନ୍ତି। ଦୁହିଁଙ୍କ ସମାନତାର ପ୍ରଭାବ ପରିବାରଠାରୁ ଆରମ୍ଭକରି ସମଗ୍ର ପୃଥିବୀର ବିକାଶଧାରାକୁ ପ୍ରତିଫଳିତ କରିଥାଏ। ଭାରତ ସମେତ ପୃଥିବୀର ବହୁ ପ୍ରାଚୀନ ସମାଜ ନାରୀ ପୁରୁଷ ସମାନତାର ଗୁରୁତ୍ୱକୁ...

ରାଜପ୍ରାସାଦ ପରି ଟଏଲେଟ୍‌

ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ଲାଗେ। କେତେକ ସେମାନଙ୍କର ଡିଜାଇନ ଏବଂ ଚିତ୍ରକଳା ହେତୁ ଏବଂ କେତେକ ଉପଯୋଗିତା ହେତୁ ବହୁତ ସ୍ବତନ୍ତ୍ର। କିନ୍ତୁ ଏପରି ଏକ ସର୍ବସାଧାରଣ ଟଏଲେଟ୍‌ ସୋସିଆଲ ମିଡିଆରେ...

ଲଙ୍କା ସହର ଭାବେ ପରିଚିତ ଭାରତର ଏହି ସହର, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା…

ଭାରତର ପ୍ରତ୍ୟେକ ସହର ଗୋଟିଏ ଗୋଟିଏ କାରଣ ପାଇଁ ପ୍ରସିଦ୍ଧ। ଉତ୍ତରରେ କଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲଂଠାରୁ ପଶ୍ଚିମରେ ଖଣ୍ଡାଲା ପର୍ଯ୍ୟନ୍ତ। ପ୍ରତ୍ୟେକ ସହରର ନିଜସ୍ବ ସୌନ୍ଦର୍ଯ୍ୟ ରହିଛି। ପ୍ରତ୍ୟେକ ସହରର ନିଜସ୍ବ ବିଶେଷତା ଅଛି, ଯାହା ବିଷୟରେ...

ଏମିତି ମନ୍ଦିର, ଯାହା ରାକ୍ଷସଙ୍କ ନଖରେ ହୋଇଛି ତିଆରି, ପ୍ରଭୁ ଗଣେଶ ପାଉଛନ୍ତି ପୂଜା

ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି। ପ୍ରତ୍ୟେକ ସ୍ଥାନ ନିଜ ନିଜର ସ୍ବତନ୍ତ୍ରତା ପାଇଁ ବେଶ୍‌ ପରିଚିତ। ସେମିତି ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ରହିଛି ଇଣ୍ଡୋନେସିଆର ବାଲି ପ୍ରଦେଶର ଉବୁଦ ଅଞ୍ଚଳରେ। ଏଠାକାର ଛୋଟ ବେଡୁଲୁ ଗାଁରେ ଅବସ୍ଥିତ ଗୋଆ...

ଚନ୍ଦ୍ରୟାନ-୩ର ସଫଳତାରେ ଗୁଗ୍‌ଲର ସ୍ପେଶାଲ୍‌ ‘ଡୁଡ୍‌ଲ’

ନୂଆଦିଲ୍ଲୀ,୨୪।୮: ଭାରତର ସଫଳତା ପାଇଁ ଗୁଗ୍‌ଲ ଭାରତକୁ ଏକ ସ୍ବତନ୍ତ୍ର ଢଙ୍ଗରେ ଅଭିନନ୍ଦନ ଜଣାଇଛି । ଡୁଡ୍‌ଲ ଚନ୍ଦ୍ରାୟନ-୩ର ସଫଳତା ଉପରେ ଭାରତର ସଫଳତାକୁ ଏକ ଡୁଡ୍‌ଲ ତିଆରି କରି ପାଳନ କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ...

ତେଲ କଡ଼େଇରେ ସିଡି ପକାଇ ଛାଣିଲେ ମହିଳା, ତା’ ପରେ ଯାହା କଲେ ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବୁଧବାର ଭାରତ ଚନ୍ଦ୍ରୟାନ ମାଧ୍ୟମରେ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତରେ ଅପାର ପ୍ରତିଭା ରହିଛି। ଏପରି ପ୍ରତିଭା ଦେଖିବା ପରେ ହିଁ ବିଶ୍ୱାସ କରାଯାଏ। ସେହିପରି ସୋସିଆଲ ମିଡିଆରେ ଜଣେ ମହିଳା...

ଦାଗହୀନ ବିରଳ ଜିରାଫ

ନାସଭିଲେ: ଜିରାଫ କହିଲେ ଆମେ ଲମ୍ବା ବେକ ସହ ଦେହରେ ଛୋଟ ଛୋଟ ଦାଗ ଥିବା ଜନ୍ତୁକୁ ବୁଝିଥାଉ। ହେଲେ ନିକଟରେ ଏପରି ଏକ ଜିରାଫ ଜନ୍ମ ହୋଇଛି, ଯାହା ଦୁନିଆର ସବୁଠୁ ବିରଳ ଜିରାଫ। ତା’ ଦେହରେ ଜିରାଫଙ୍କ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri