ଫୁରସତ

ଯେଉଁଠି ଜାହାଜଙ୍କୁ ଦିଆଯାଏ କବର!

ଜନ୍ମ ପରେ ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ। ଯିଏ ବି ଜନ୍ମ ହୋଇଛି ତା’ର ମୃତ୍ୟୁ ସୁନିଶ୍ଚିତ। ତେବେ ମଣିଷ, ଜୀବଜନ୍ତୁ କି ଉଦ୍ଭିଦର ମୃତ୍ୟୁ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। କେବେ ନିର୍ଜୀବ ବସ୍ତୁର ମୃତ୍ୟୁ କଥା ଶୁଣିଛନ୍ତି।...

ଏଭଳି ସ୍କୁଲ ଯେଉଁଠି ପିଲା ଏକାସାଙ୍ଗରେ ଦୁଇ ହାତରେ ଲେଖିବାରେ ମାଷ୍ଟର, ଦେଖିଲେ ହେବନାହିଁ ବିଶ୍ୱାସ…

ଦୁନିଆରେ ପ୍ରତିଭାର ଅଭାବ ନାହିଁ। ଲୋକମାନଙ୍କ ମଧ୍ୟରେ ଏଭଳି ପ୍ରତିଭା ରହିଛି ଯାହା ବିଷୟରେ ଜାଣିଲେ ଅନେକ ଥର ବିଶ୍ୱାସ କରିବା କଷ୍ଟକର ହୋଇପଡେ। ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍କୁଲ ବିଷୟରେ କହିବୁ ଯେଉଁଠାରେ...

ଏହି ସହରକୁ କୁହାଯାଏ ‘ଭାରତର ପ୍ୟାରିସ’; ନାମ ଜାଣିଲେ କରିପାରିବେନି ବିଶ୍ୱାସ…

ଭାରତର ପ୍ରତି ସହରର ନିଜର ସଂସ୍କୃତି ଏବଂ ବିଶେଷତା ରହିଆସିଛି। ସେଥିରୁ ଗୋଟିଏ ହେଲା ‘ଭାରତର ପ୍ୟାରିସ’ କୁହାଯାଉଥିବା ସହର ‘ଜୟପୁର’। ଏହି ସୁନ୍ଦର ସହର ନିଜର ଐତିହାସିକ ରାଜମହଲକୁ ନେଇ ଖ୍ୟାତ, ଯାହାର ପ୍ରତିଟି କାନ୍ଥରେ ଥିବା ବାସ୍ତୁକଳାକୁ...

ରାସ୍ତାରେ ବୋହିଲା ୨୨ ଲକ୍ଷ ଲିଟର ମଦ, ଲୋକଙ୍କ ଘରେ ପଶିଲା…

ଲିସବନ,୧୨।୯: ପର୍ତ୍ତୁଗାଲର ସାଓ ଲୋରେନୋ ଦେ ବାଇରୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବାସ୍ତବରେ, ରବିବାର, ରାସ୍ତାରେ ରେଡ ଓ୍ବାଇନ ପ୍ରବାହିତ ହେବାକୁ ଲାଗିଥିଲା, ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ...

ଛୁଟି କଟାଇବାକୁ ଯାଇ ହରାଇଲେ ଗୋଡ଼

ଏଡିନବର୍ଗ: ବେଳେବେଳେ ଏପରି ହୋଇଥାଏ କି ଦୁନିଆର ମଜା ଉଠାଇବାକୁ କୌଣସି ସ୍ଥାନକୁ ଯାଇଥିବାବେଳେ ସେଠାରୁ ଅନେକ ଯନ୍ତ୍ରଣା ନେଇ ଫେରିବାକୁ ପଡ଼ିଥାଏ। ଏପରି କିଛି ଜଣେ ମହିଳାଙ୍କ ସହିତ ହୋଇଛି। ମହିଳା ଜଣକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ ହେଲେ...

ବସୁଧୈବ କୁଟୁମ୍ବକମ୍‌

ପୃଥିବୀ ଏକ ବଡ଼ ପରିବାର। ବସୁଧୈବ କୁଟୁମ୍ବକମ୍‌ ଆଧାରରେ ବିଭିନ୍ନ ଦେଶ-ଦେଶ ମଧ୍ୟରେ ସହଯୋଗ ଦ୍ୱାରା ବିକାଶ ସମ୍ଭବ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ-ଦକ୍ଷିଣ ସହଯୋଗ ପାଇଁ ମିଳିତ ଜାତିସଂଘ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୨ରେ ପାଳିତ ହୋଇଥାଏ।...

ଏମିତି ବି ଆସେ ବିପଦ, ସାମାନ୍ୟ ଅବହେଳାରୁ ହରାଇ ଦେଲେ ଗୋଡ଼ 

ସମୟ କେବେ କେବେ  ଏମିତି ଆସେ ଯାହା  ଖୁସିକୁ  ଦୁଃଖରେ ପରିଣତ କରିଦିଏ। କିଛି  ଗୋଟିଏ ଅବହେଳା ପାଇଁ ଅନେକ ମୂଲ୍ୟ ଦେବାକୁ ପଡେ।  ଏଭଳି ଏକ ଘଟଣା ଘଟିଛି ସ୍କଟ୍‌ଲାଣ୍ଡରରେ।  ସମୁଦ୍ରକୁ ଗାଧୋଇବାକୁ ଯାଇ  ଯେ ସେ ନିଜ...

ଗର୍ଭବତୀ ନ ହୋଇ ୧୨ ବର୍ଷ ଧରି କ୍ଷୀର ଦେଉଛି ନନ୍ଦିନୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ପାଟନା,୧୧।୯ : ବିହାରର ସିୱାନରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯାହା ପ୍ରକୃତିର ଚମତ୍କାରଠାରୁ କମ ନୁହେଁ। ଏଠାରେ ନନ୍ଦିନୀ ନାମକ ଏକ ଗାଈ ଗତ ୧୨ ବର୍ଷ ଧରି ଗର୍ଭଧାରଣ ନକରି କ୍ରମାଗତ ଭାବରେ କ୍ଷୀର ଦେଉଛି।...

୧୦୦ ଯୁବତୀଙ୍କୁ ଡେଟ୍‌ କରିସାରିଲେଣି ଏହି ଯୁବକ, ତଥାପି ମିଳିନାହାନ୍ତି ମନପସନ୍ଦର ସ୍ବପ୍ନର ରାଣୀ

ସମସ୍ତେ ଜୀବନରେ କିଛି ଖାସ୍‌ ପାଇବାକୁ ଚାହାନ୍ତି, ମାତ୍ର ତାହା ତାଙ୍କୁ ମିଳେନାହିଁ। ଏହି ଯେମିତି ଆମେରିକାର ଜଣେ ଯୁବକ ୧୦୦ ଯୁବତୀଙ୍କୁ ଡେଟ୍‌ କରିସାରିଲେଣି। ପ୍ରତି ରାଜ୍ୟରେ ତାଙ୍କର ଦୁଇଜଣ ଲେଖାଏ ପ୍ରେମିକା ଅଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ...

କକା ସହ ଦାକ୍ଷିଣାତ୍ୟରୁ ଫେରିଲେ ଧର୍ମପଦ

ଗତ ସଂଖ୍ୟାରେ ଏକ ସ୍ମରଣୀୟ ପ୍ରସଙ୍ଗ ଆମେ ଉଲ୍ଲେଖ କରିଥିଲୁ। ‘ମଦୁରାଇ ଶିଳ୍ପୀଙ୍କୁ ସିବେଇ ସାମନ୍ତରା ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବାକୁ ମନା କରିଦେଇଥିଲେ।’ ସହଜ କଥା ନୁହେଁ ସେ କାଳଖଣ୍ଡରେ। ପ୍ରବଳ ପ୍ରତାପୀ ଲାଙ୍ଗୁଳା ନରସିଂହଙ୍କ ସାମ୍ରାଜ୍ୟ।...

ନା ଖର୍ଚ୍ଚ ହେବ ଟଙ୍କା ନା ବିଜୁଳି, ଏମିତି ତିଆରି ହୋଇଛି ଦେଶୀ ଓ୍ବାଶିଂମେଶିନ, ଭିଡିଓ ଦେଖିଲେ…

ଆମର ସୁବିଧା ପାଇଁ ବୈଜ୍ଞାନିକମାନେ ଅନେକ ଉଦ୍ଭାବନ କରିଛନ୍ତି। ଯେଉଁ କାର୍ଯ୍ୟଗୁଡ଼ିକ ପାଇଁ ଆମେ ପୂର୍ବରୁ ଉଭୟ କଠିନ ପରିଶ୍ରମ ଏବଂ ସମୟ ଅତିବାହିତ କରୁଥିଲୁ ତାହା ବର୍ତ୍ତମାନ ସହଜରେ ହୋଇପାରୁଛି। ଅନେକ ଘରୋଇ କାର୍ଯ୍ୟରେ ମେଶିନ ଆମକୁ ବହୁତ...

ଭାରତର ଏହି ରାଜ୍ୟର ପୋଲିସ ପିନ୍ଧନ୍ତି ନାହିଁ ଖାକି ୟୁନିଫର୍ମ, କାରଣ ଜାଣିଲେ…

ଭାରତରେ ଯେତେବେଳେ ପୋଲିସ କଥା କୁହାଯାଏ ସେତେବେଳେ ମୁଣ୍ଡରେ ହଠାତ ଖାକି ପୋଷାକ କଥା ଚାଲିଆସେ। କାରଣ ସାରା ଭାରତରେ ପୋଲିସ ଏଭଳି ପୋଷାକ ପିନ୍ଧିଥାଏ। ହେଲେ ଦେଶରେ ଏଭଳି ଏକ ରାଜ୍ୟ ଅଛି ଯେଉଁଠାରେ ପୋଲିସ ଖାକି ନୁହେଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri