ଫୁରସତ

ଗ୍ୟାରେଣ୍ଟି ଏବଂ ଓ୍ବାରେଣ୍ଟି ମଧ୍ୟରେ ତଫାତ କ’ଣ? ଜିନିଷ କିଣିବା ବେଳେ ୯୯% ଲୋକେ ଯାହା ଜାଣି ନ ଥାନ୍ତି…

ଘରୋଇ ସାମଗ୍ରୀ ନଚେତ କୌଣସି ଇଲେକ୍ଟ୍ରୋନିକ୍‌ ଜିନିଷ କିଣିବା ବେଳେ ପ୍ରାୟତଃ ଲୋକଙ୍କ ସାମ୍ନାକୁ ଦୁଇଟି ଶବ୍ଦ ଆସିଥାଏ। ତାହା ହେଲା ଓ୍ବାରେଣ୍ଟି ଏବଂ ଗ୍ୟାରେଣ୍ଟି। ଉଭୟ ମାମଲାରେ ଦୋକାନୀ ଅଥବା କମ୍ପାନୀ ପକ୍ଷରୁ ମିଳିଥିବା ରସିଦକୁ ସମ୍ଭାଳି ରଖିବାକୁ...

କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ଏହି ସହର, କହିପାରିବେ ନାହିଁ ନାମ…

ଭାରତର ରାଜଧାନୀ ଦିଲ୍ଲୀ ବୋଲି ସମସ୍ତେ ଜାଣନ୍ତି। ହେଲେ ପ୍ରଥମରୁ କେବଳ ଏହା ରାଜଧାନୀ ନ ଥିଲା। ଆଜି ଆମେ ଆପଣଙ୍କୁ ଏକ ଏଭଳି ସହର ବିଷୟରେ କହିବୁ ଯାହାକି କେବଳ ଗୋଟିଏ ଦିନ ଲାଗି ଭାରତର ରାଜଧାନୀ ହୋଇଥିଲା।...

ପୋଷା ପ୍ରାଣୀ ରଖୁଛନ୍ତି କି, ହୋଇ ଯାଆନ୍ତୁ ସାବଧାନ! ଗମ୍ଭୀର ରୋଗରେ ହୋଇପାରନ୍ତି ଶିକାର

ସମସ୍ତେ ଘରେ ପୋଷା ପଶୁ କି ପକ୍ଷୀ ରଖିବାକୁ ପସନ୍ଦ କରନ୍ତି। ଆପଣ ଅନେକଙ୍କ ଘରେ ପୋଷା କୁକୁର କି ବିଲେଇ ଥିବାର ଦେଖିଥିବେ। ତେବେ ଆପଣ ଜାଣନ୍ତି କି ସେମାନଙ୍କ ଦ୍ୱାରା ଆମକୁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ...

ବିଏମ୍‌ଡବ୍ଲ୍ୟୁରେ ଘାସ ବହୁଛନ୍ତି ଚାଷୀ, ଭିଡିଓ ଦେଖିଲେ…

ଆମ ଦେଶ ଏକ କୃଷିପ୍ରଧାନ ଦେଶ। କେଉଁ ପ୍ରାଚୀନ କାଳରୁ ଆମ ଦେଶରେ ଚାଷୀମାନେ ଚାଷ କରିଆସୁଛନ୍ତି। ଏହା ସତ୍ତ୍ୱେ ଦେଶରେ କୃଷକ ଏବଂ ପଶୁପାଳକଙ୍କ ଅବସ୍ଥା ଭଲ ନୁହେଁ। ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ ବିଏମ୍‌ଡବ୍ଲ୍ୟୁ ଭଳି ବିଳାସପୂର୍ଣ୍ଣ...

ପ୍ୟାକେଟ୍‌ରେ ବିସ୍କୁଟ୍‌ ସଂଖ୍ୟା କମ୍‌ ରହିବାରୁ କୋର୍ଟର ଦ୍ୱାରସ୍ଥ ହେଲେ ବ୍ୟକ୍ତି, କ୍ଷତିପୂରଣରେ ମିଳିଲା ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୬।୯: ସାଧାରଣତଃ ବିସ୍କୁଟ ପ୍ୟାକେଟ୍‌ର ଦାମ ୫୦ରୁ ୧୦୦ଟଙ୍କା ମଧ୍ୟରେ ହୋଇଥାଏ। ତେବେ ଖାଇବା ସମୟରେ ଗ୍ରାହକ ସେହି ସୀମିତ ଟଙ୍କା ମଧ୍ୟରେ ଏକ୍ସ୍ରଟା ଅଫର ଦେଖି ବିସ୍କୁଟ କିଣି ନିଅନ୍ତି। ବର୍ତ୍ତମାନ ଏପରି ଏକ ମାମଲା ସାମ୍ନାକୁ ଆସିଛି...

୪ ମହଲା କୋଠା ଉପରେ କାର୍‌ ଷ୍ଟଣ୍ଟ୍‌ କରିବା ପଡ଼ିଲା ମହଙ୍ଗା, ଭିଡିଓ ଦେଖିଲେ ପାଦତଳୁ ଖସିଯିବ ମାଟି

ଲୋକମାନେ ଦୁଃସାହସିକ ଷ୍ଟଣ୍ଟ୍‌ କରୁଥିବାର ଦେଖିଥିବେ ନିଶ୍ଚିତ। ବେଳେବେଳେ ଏହି ଷ୍ଟଣ୍ଟ୍‌ ମହଙ୍ଗା ପଡ଼ିଥାଏ। ଜଣେ କାର୍‌ ଚାଳକ ଏକ ୪ ମହଲା କୋଠାରୁ ଦୁଇ ବିଲ୍ଡିଂ ମଧ୍ୟରେ ଷ୍ଟଣ୍ଟ କରୁଥିଲେ। ଷଣ୍ଟ୍‌ ସମୟରେ ଏମିତି କିଛି ଘଟିଥିଲା, ଯେଉଁଥିରେ...

ହାତୀଙ୍କ ଗାଁ: ଯାହା ଭାରତରେ ପ୍ରଥମ, ବିଶ୍ୱରେ ତୃତୀୟ

ଯେତେବେଳେ ଗୋଟିଏ ହାତୀ ରାସ୍ତାରେ ଯାଏ, ଲୋକମାନେ ଖୁସି ହୋଇ ଏହାର ଫଟୋ ଉଠାଇଥାନ୍ତି। କିନ୍ତୁ ଏମିତି ଗୋଟିଏ ଗାଁ ଅଛି, ଯେଉଁଠି ହାତୀପଲ ରୁହନ୍ତି। ଏହାକୁ ହାତୀମାନଙ୍କ ଗାଁ କୁହାଯାଏ। ଏପରି ଗାଁ ଜୟପୁରର ଆମେରରେ ଅବସ୍ଥିତ। ଏହି...

ବିଶ୍ୱର ଏହି ୧୧ ଦେଶ ବଦଳାଇଛନ୍ତି ନିଜର ନାମ, ଏବେ ‘ଭାରତ’କୁ ନେଇ…

ଦେଶର ନାମ ‘ଇଣ୍ଡିଆ’ରୁ ‘ଭାରତ’କୁ ପରିବର୍ତ୍ତନ କରିବାକୁ ନେଇ ବିତର୍କ ବଢ଼ିବାରେ ଲାଗିଛି। ବିରୋଧୀ ଦଳ ଏ ହାକୁ ବିରୋଧ କରୁଥିବା ବେଳେ ଅନେକ କଳାକାର, ରାଜନେତା, କ୍ରିକେଟର ସମର୍ଥନ କରୁଛନ୍ତି। ଏସବୁ ଭିତରେ ଆସନ୍ତୁ ଜାଣିବା ଦୁନିଆର ୧୧...

ଭାରତରେ ଥିବା ନିଆରା ଗାଁ, ଯେଉଁଠି କେହି କରିପାରିବେ ନାହିଁ ଦୁଇ ମହଲା ଘର…

ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ରହିବାକୁ ପସନ୍ଦ କରିଥାନ୍ତି। ଏସବୁ ସ୍ଥାନ ନିଜସ୍ବ ସ୍ବତନ୍ତ୍ରତାକୁ ନେଇ ପରିଚିତ। ଏହି କ୍ରମରେ ଭାରତରେ ଏଭଳି ଏକ ଗାଁ ବିଷୟରେ କହିବୁ ଯେଉଁଠାରେ ଦୁଇ ମହଲା ଘର କରିବା...

କ୍ୟାନସରର ଅଧିକ ଶିକାର ହେଉଛନ୍ତି ଯୁବଗୋଷ୍ଠୀ, ବର୍ଷକରେ ମରୁଛନ୍ତି ୧୦ଲକ୍ଷରୁ ଅଧିକ

ଏଡିନବର୍ଗ,୬।୯: ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି। ଆଉ ଏହି କ୍ୟାନସର ରୋଗୀଙ୍କ ସଂଖ୍ୟା ୮୦ଶତକଡା ବୃଦ୍ଧି ପାଇଛି। ବିଶ୍ୱରେ...

ପୁଣି ନରଭକ୍ଷୀ ଫେରିବା ନେଇ ଆତଙ୍କ: ଆମେରିକାରେ ଡାଇନୋସର ପାଦଚିହ୍ନ…

ଓ୍ବାଶିଂଟନ,୬।୯ : ହ୍‌ପୃଥିବୀରେ ଅନେକ ଥର ଡାଇନୋସରର ପ୍ରମାଣ ମିଳିଛି। କିନ୍ତୁ ଏଥର ପ୍ରତ୍ନତତ୍ତ୍ୱବିତ୍ମାନେ ଏକ ବଡ଼ ପ୍ରମାଣ ପାଇଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ଆମେରିକାର ଟେକ୍ସାସ ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଦେଇଥିଲା, ଯେତେବେଳେ ଏଠାରେ ଏକ...

ୟୁପିଆଇ ପେମେଣ୍ଟ ପାଇଁ ଆବଶ୍ୟକ ନାହିଁ ମୋବାଇଲ, ଡିଜିଟାଲ ରିଙ୍ଗ ଦ୍ୱାରା କାରବାର ହେବ ସହଜ…

ନୂଆଦିଲ୍ଲୀ,୬।୯ : ମୋବାଇଲ ଫୋନରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଦେବା ପୁରୁଣା ହୋଇଗଲାଣି। ନୂତନ ଟେକ୍ନୋଲୋଜି ଅନୁଯାୟୀ, ଆପଣ ଡିଜିଟାଲ ରିଙ୍ଗ ମାଧ୍ୟମରେ କ୍ୟୁଆର କୋଡ ସ୍କାନ କରି ୟୁପିଆଇ ପେମେଣ୍ଟ ମଧ୍ୟ କରିପାରିବେ। କେରଳର ଥିରୁଭାନନ୍ତପୁରମର ଏକ ଷ୍ଟାର୍ଟଅପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri