ସବୁ ସମ୍ପର୍କଠୁ ନିଆରା ବନ୍ଧୁତାର ସମ୍ପର୍କ। ସେଇଥିପାଇଁ ତ ଏହି ସମ୍ପର୍କକୁ ସମ୍ମାନ ଜଣାଇ ସାରା ପୃଥିବୀରେ ପାଳନ କରାଯାଏ ବନ୍ଧୁତା ଦିବସ। ତା’ରି ସମ୍ପର୍କରେ କିଛି… ବନ୍ଧୁତା ଦିବସ କେବେଠୁ: ବନ୍ଧୁତାର ମହତ୍ୱ ସବୁବେଳେ, ସବୁଠି ସ୍ବତନ୍ତ୍ର। ତେଣୁ...
ବ୍ୟାଙ୍କକ୍: ଅପରାଧ ପାଇଁ ଲୋକଙ୍କୁ ଅନେକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥାଏ। ହେଲେ ଜଣେ ମହିଳାଙ୍କୁ ତାଙ୍କ ଅପରାଧ ପାଇଁ ଏପର୍ଯ୍ୟନ୍ତ ସବୁଠୁ ଲମ୍ବା ସମୟ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଏହି ମହିଳା ଜଣଙ୍କ ଏହା ମଧ୍ୟରେ...
ଆଇଜଲ୍: ଲୋକମାନେ ବୃଦ୍ଧ ଅବସ୍ଥାରେ ତାଙ୍କର ଅଧିକାଂଶ ସମୟ ପୂଜାପାଠ ଏବଂ ଜପତପରେ ବିତାଇଥାନ୍ତି। ହେଲେ ନିକଟରେ ଜଣେ ୭୮ ବର୍ଷ ବୟସର ବ୍ୟକ୍ତି ୯ମ ଶ୍ରେଣୀରେ ନାମ ଲେଖାଇଥିବା ଜଣାପଡ଼ିଛି। ତାଙ୍କ କହିବା କଥା କି, ଇଂଲିଶ୍କୁ ଉନ୍ନତ...
Archives
Model This Week
ପିଲାଙ୍କ ଧରିତ୍ରୀ