ଫୁରସତ

ସତ୍ୟର ଦର୍ପଣକୁ ରଖ ନିଜ ଆଡ଼କୁ

ଗୁରୁକୁଳରେ ପଠନରତ ଅନେକ ବ୍ରହ୍ମଚାରୀଙ୍କ ମଧ୍ୟରୁ ଜଣେ ବ୍ରହ୍ମଚାରୀଙ୍କ ସେବା ଓ ଭକ୍ତିରେ ଗୁରୁଦେବ ବହୁତ ପ୍ରସନ୍ନ ଥିଲେ l ଦିନ ଆସିଲା ଯେତେବେଳେ ବିଦ୍ୟା ଶିକ୍ଷା ଶେଷ ହୋଇଗଲା, ସେତେବେଳେ ସବୁ ବ୍ରହ୍ମଚାରୀ ନିଜ ନିଜ ଗୃହକୁ ଯିବା...

ମାଉଣ୍ଟେନ ଡ୍ୟୁ ଜିଲାପି

ଚିନି ଶିରାରେ ଭରା ଗୋଲ ଗୋଲ ତେଢା ମେଢା ନାରଙ୍ଗୀ ରଙ୍ଗର ଜିଲାପି ଅନେକଙ୍କର ପ୍ରିୟ। ଦୂରରୁ ଦେଖି ଦେଲେ ବି ଜିଲାପି ପ୍ରିୟ ଲୋକଙ୍କ ପାଟିରୁ ଲାଳ ଗଡିଯାଏ। ତେବେ କେବେ ସବୁଜ ରଙ୍ଗର ଜିଲାପି ଦେଖିଛନ୍ତି? ଭାବୁଥିବେ...

ଭିଜା ମାଟିର ବାସ୍ନା

ଯେବେ ଶୁଷ୍କ ଧରାବକ୍ଷ ଉପରେ ପହିଲି ବର୍ଷାର ଛିଟା ପଡ଼େ ଏକ ହାଲ୍‌କା ମନମୋହକ ସୁଗନ୍ଧ ପରିବେଶକୁ ମହକାଇ ଦିଏ। ଆଉ ସେଇ ମହକ ଅନେକଙ୍କୁ ଅନ୍ୟମନସ୍କ କରିଥାଏ କିଛିକ୍ଷଣ ପାଇଁ। ତେବେ ଜାଣନ୍ତି କି କାହିଁକି ପହିଲି ବର୍ଷା...

ମନସୁନ୍‌ ଡେଷ୍ଟିନେଶନ

ରିମ୍‌ଝିମ୍‌ ବର୍ଷାରେ ଭିଜି ଭିଜି ବୁଲିବାରେ ବି ଥାଏ ଅପୂର୍ବ ଆନନ୍ଦ। ସେଥିପାଇଁ କେତେକ ପର୍ଯ୍ୟଟକ ବର୍ଷାଦିନେ ମଧ୍ୟ ପ୍ଲାନିଂ କରିଥାନ୍ତି କୁଆଡ଼େ ଟିକେ ବୁଲି ଯିବାକୁ। ତେଣୁ ଏଠାରେ ସେମିତି କେତୋଟି ମନସୁନ୍‌ ଡେଷ୍ଟିନେଶନ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ...

ଏକ ପରିବାରକୁ ନେଇ ଗୋଟିଏ ଗାଁ, ଘରର ମୁଖିଆଙ୍କ ନାଁରେ ଗାଁ ପରିଚିତ

ସାଧାରଣତଃ ୫ରୁ ୧୦ ପରିବାର ଗାଁର ଗୋଟିଏ ସାହିରେ ରୁହନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ୯୦ ଜଣ ଲୋକ ଏକ ଗାଁ ତିଆରି କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ ରହୁଥିବା ସମସ୍ତ ୯୦ ଜଣ ଗୋଟିଏ ପରିବାରର ଅଟନ୍ତି।...

ସଫଳ ମହିଳା ଉଦ୍ୟୋଗୀ ସୁରଭି

ନିଜସ୍ବ ପ୍ରଚେଷ୍ଟା ସହ ଦୃଢ ମନୋବଳ ଥିଲେ କୌଣସି କାମ ଅସମ୍ଭବ ହୋଇ ରହେନା; ଯାହା ପ୍ରମାଣ କରି ଦେଖାଇଛନ୍ତି ନୟାଗଡ ଜିଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଖୁଦବେହେରା ପାଟଣା ଗ୍ରାମର ସୁରଭି ସାହୁ; ଯିଏକି ନିଜ ପରିଶ୍ରମ ବଳରେ...

ବର୍ଷାରେ କାକ୍‌ଟସ୍‌ର ଯତ୍ନ

ପ୍ରତ୍ୟେକ ଗଛ ପାଇଁ ବର୍ଷାଜଳ ଖୁବ୍‌ ଉପକାରୀ। ହେଲେ କାକ୍‌ଟସ୍‌ ଏମିତି ଏକ ଗଛ ଯାହା ଖୁବ୍‌ କମ୍‌ ଜଳ ଆବଶ୍ୟକ କରେ। ତେଣୁ ବର୍ଷାଋତୁରେ କାକ୍‌ଟସ୍‌ର କେମିତି ଯତ୍ନ ନେବେ ଜାଣନ୍ତୁ ସେ ସମ୍ପର୍କରେ… ଯେକୌଣସି ଗଛ ପାଇଁ...

ମୋ ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି: ଅଧ୍ୟାପିକା ସ୍ଥିରା ଦାସ

ପଢ଼ିବା ସମୟରେ ମୁଁ କେବେ ଚାକିରି କରିବା କଥା ଭାବି ନ ଥିଲି। ବାବା (ବାପା) ବି କେବେ ଚାକିରି କରିବା ବିଷୟରେ ମତେ ଜୋର୍‌ ଦେଇ କହି ନ ଥିଲେ। ମୁଁ କେବଳ ଭଲ ପଢ଼ୁଥିଲି ବୋଲି ବାବା...

ମାତୃଭାଷାର ବିକଳ୍ପ ନାହିଁ: ପ୍ରଫେସର ବସନ୍ତ କୁମାର ପଣ୍ଡା

ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ପିଲାଟି ଦିନରୁ ସୃଷ୍ଟି ହୋଇଥିଲା ଅନୁରାଗ। ଛାତ୍ରାବସ୍ଥାରେ ବିଭିନ୍ନ ପୁସ୍ତକ ପଠନ ପାଲଟିଯାଇଥିଲା ଏକ ପ୍ରକାର ନିଶା। ପରବର୍ତ୍ତୀ ସମୟରେ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ଏବଂ ଅଧ୍ୟାପନାରେ ହୋଇଥିଲେ ନିମଗ୍ନ। ଏଥିସହ...

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ଆଜିକାଲି ନିଜକୁ ଫିଟ୍‌ ରଖିବା ଲାଗି ଅନେକେ ଜିମ୍‌ ଯିବା ସହ ଘରେ ବି ବିଭିନ୍ନ ଜିମ୍‌ ଗ୍ୟାଜେଟ୍‌ ବ୍ୟବହାର କରୁଛନ୍ତି। ତେବେ ଏକ୍ସରସାଇଜ୍‌ ମନିଟରିଂ କରିବା ସହ ଏଣ୍ଟରଟେନ୍‌ମେଣ୍ଟ ପାଇଁ ମ୍ୟୁଜିକ୍‌ ସୁବିଧା ଯୋଗାଇ ଦେଉଥିବା ସ୍ମାର୍ଟ ଜିମ୍‌...

ରାଷ୍ଟ୍ରପତି ଭବନ

ଆମ ଦେଶର ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥଳୀ ହେଉଛି ରାଷ୍ଟ୍ରପତି ଭବନ। ଏହା ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ବାସସ୍ଥଳି ବା ରେସିଡେନ୍ସ। ଯେଉଁଠାରେ ରହିଛି ଗାର୍ଡେନ, ମ୍ୟୁଜିୟମ୍‌, ସେରେମୋନିଆଲ୍‌ ହଲ୍‌ ଏବଂ ବଡିଗାର୍ଡ ଓ ଷ୍ଟାଫ୍‌ମାନଙ୍କ ପାଇଁ କ୍ୱାଟର୍ସ। ଜାଣିବା...

ଅତିଥି ଦେବୋ ଭବ

ଭାରତୀୟ ସଂସ୍କୃତିରେ ଅତିଥିଙ୍କୁ ଈଶ୍ୱର ମଣି ତାଙ୍କୁ ଆଦର ସତ୍କାର ପୂର୍ବକ ଆତିଥ୍ୟ କରିବାର ପରମ୍ପରା ବହୁ ପୁରାତନ। ଯାହାର ଏକ ବଡ଼ ଉଦାହରଣ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ବନ୍ଧୁ ସୁଦାମାଙ୍କୁ କରିଥିବା ଅତିଥି ସତ୍କାର। ଏକଦା ବାଲ୍ୟବନ୍ଧୁ ତଥା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri