ଫୁରସତ

ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ

ପୃଥିବୀରେ ଶାନ୍ତି ପାଇଁ ବନ୍ଧୁତା ହିଁ ଏକମାତ୍ର ବିକଳ୍ପ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ପ୍ରଥମେ ଗ୍ରିଟିଂସ୍‌ କାର୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଏହି ଦିବସ ପାଳନ ପାଇଁ ପ୍ରୋତ୍ସାହିତ...

ଟମାଟୋ ବିକି ଦେଢ଼ ମାସରେ ୪ କୋଟି ରୋଜଗାର କଲେ କୃଷକ…

ହାଇଦ୍ରାବାଦ,୨୯।୭ : ସମ୍ପ୍ରତି ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକଙ୍କ ଉପରେ ଟମାଟୋ ଦର ସାଧୁଥିବାବେଳେ ଆନ୍ଧ୍ରପ୍ରଦେଶର ଚିତୋର ଜିଲାର ଜଣେ କୃଷକଙ୍କର ଭାଗ୍ୟ ବଦଳି ଯାଇଛି। ସେ ମାତ୍ର ଦେଢ଼ ମାସ ମଧ୍ୟରେ ଟମାଟୋ...

୧୧ ଅନ୍ଧ ପିଲାଙ୍କୁ ଜନ୍ମ ଦେଇଛନ୍ତି ଏହି ମହିଳା

ଜଣେ ମା’ ପାଇଁ ତା’ ପିଲାମାନେ ବୃଦ୍ଧାବସ୍ଥାରେ ସାହାରା ପାଲଟିଥାନ୍ତି। ସବୁ ମା’ ବହୁତ ଆଶା ରଖି ନିଜ ପିଲାକୁ ପୋଷଣ କରିଥାନ୍ତି। ଯେତେବେଳେ ବୃଦ୍ଧାବସ୍ଥାରେ କାମ କରିବାକୁ ବଳ ପାଇ ନ ଥାଏ ସେତେବେଳେ ପିଲାମାନେ ସାହାରା ହୋଇ...

କେବେ ଦେଖିଛନ୍ତି ବାଦଲ ଫଟା ବର୍ଷା, ଭିଡିଓ ଦେଖିଲେ ଭୟରେ ଥରି ଉଠିବେ

ବାଦଲ ଫାଟିବା ଅର୍ଥ ଏଇୟା ନୁହେଁ କି, ବାଦଲ ଖଣ୍ଡ ଖଣ୍ଡ ହୋଇଯିବ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଯେତେବେଳେ ଗୋଟିଏ ସ୍ଥାନରେ ଅଚାନକ ଏକାସାଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାଏ ସେତେବେଳେ ଏହାକୁ ବାଦଲ ଫଟା ବର୍ଷା କୁହନ୍ତି।...

୨ ଲକ୍ଷ ଚକୋଲେଟ ଚୋରି କରି ୧୮ ମାସ ଜେଲ

ଲଣ୍ଡନ: ଛୋଟ ପିଲା ଚକୋଲେଟ ଖାଇବା ବହୁତ ପସନ୍ଦ କରିଥାନ୍ତି। ଅନେକ ସମୟରେ ସେମାନେ ଚକୋଲେଟ ମଧ୍ୟ ଚୋରି କରିଥାନ୍ତି, ଏଥିପାଇଁ ତାଙ୍କୁ କିଛି ଛୋଟମୋଟ ଦଣ୍ଡ ମଧ୍ୟ ମିଳିଥାଏ। ହେଲେ ଯଦି କେହି ବଡ଼ ଲୋକ ଚକୋଲେଟ ଚୋରି...

କ୍ୟାନ୍‌ସର ଚିହ୍ନଟ କରିବ କ୍ଷୁଦ୍ର ସର୍ଜିକାଲ ରୋବୋ

ଲଣ୍ଡନ: ବ୍ରିଟେନ୍‌ର ଲିଡ୍ସ ୟୁନିଭର୍ସିଟିର ଗବେଷକମାନେ ଏକ ଅତି କ୍ଷୁଦ୍ର ରୋବୋ ବିକଶିତ କରିଛନ୍ତି, ଯାହା ସାଧାରଣ ମାନର ଉପକରଣ ତୁଳନାରେ ଫୁସ୍‌ଫୁସ୍‌ର ୩୭ ପ୍ରତିଶତ ଭିତରକୁ ଯାଇପାରିବ ଓ କମ୍‌ କୋଷର କ୍ଷତି ଘଟାଇବ। ଏହି ରୋବୋ କ୍ୟାନ୍‌ସରର ପ୍ରଥମ...

ଏକେ-୪୭ ଅର୍ଡର କଲେ ୮ ବର୍ଷୀୟ ବାଳକ

ଆମଷ୍ଟରଡାମ୍‌: ଅନ୍‌ଲାଇନ ଆପ୍‌ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ କିମ୍ବା କିଛି ଜିନିଷ ଅର୍ଡର କରିଥାଉ। ହେଲେ ନିକଟରେ ଜଣେ ୮ ବର୍ଷର ପିଲା ଅନ୍‌ଲାଇନ୍‌ ମାଧ୍ୟମରେ ଏକେ- ୪୭ ବନ୍ଧୁକ ଅର୍ଡର କରିଛି ଏବଂ ତା’ର ଡେଲିଭରି...

୩୫ ବର୍ଷ ପରେ ବନ୍ୟା ଉଦ୍ଧାର କାର୍ଯ୍ୟ ବେଳେ ମିଳିଲେ ମାଆ

ପଟିଆଲା,୨୮ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍‌ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିବାବେଳେ ନିଜ ମାଆଙ୍କୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଜୁଲାଇ ୨୦ରେ ପଞ୍ଜାବର...

ସାପ ବି କରିପାରେ ମରିବାର ଅଭିନୟ, ଭିଡିଓ ଦେଖିଲେ…

ଆଜି ପର୍ଯ୍ୟନ୍ତ ଆପଣ କେବଳ ମଣିଷର ଅଭିନୟ ଦେଖିଥିବେ। ଅନେକ ଫିଲ୍ମରେ କୁକୁର ଏବଂ ବିଲେଇମାନଙ୍କୁ ମଧ୍ୟ ତାଲିମ ଦେଇ ଅଭିନୟ ଶିଖାଯାଏ। କିନ୍ତୁ ଆପଣ କେବେ ସାପ ଅଭିନୟ କରୁଥିବା ଦେଖିଛନ୍ତି କି? ଏକ ସାପର ଭିଡିଓ ସୋସିଆଲ...

ଡାକ୍ତରଖାନାରେ ପ୍ରେମୀଯୁଗଳଙ୍କ ବିବାହ

ତିବିଲିସି: ଗୁରୁତର ଭାବେ ରାସାୟନିକ ଜିନିଷରେ ପୋଡ଼ିଯାଇଥିବା ଜଣେ ଯୁବକ ନିକଟରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି। ରିପୋର୍ଟ ମୁତାବକ, ଜିଓରଜିଆ ବାସିନ୍ଦା ପ୍ରେଷ୍ଟୋନ କୋବ୍‌ ଗତ ସେପ୍ଟେମ୍ବରରେ ପ୍ରେମିକା ତନିଶାଙ୍କ ସହ ପ୍ରେମ ସମ୍ପର୍କକୁ ଆସିଥିଲେ। ବିବାହର ମାସେ...

ଅଫିସରେ କାହିଁକି ସହକର୍ମୀଙ୍କ ପ୍ରେମରେ ପଡ଼ନ୍ତି ଲୋକେ, କାରଣ କହିଲେ ବିଶେଷଜ୍ଞ

ଅଫିସରେ ଏକାଠି କାମ କରୁଥିବା ଲୋକଙ୍କ ସହିତ ବନ୍ଧୁତା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ସହକର୍ମୀଙ୍କ ପ୍ରେମରେ ପଡ଼ିଯାନ୍ତି ଲୋକେ। ଏପରିକି ସେମାନଙ୍କ ସହିତ ଜୀବନ ବିତାଇବାକୁ ସ୍ବପ୍ନ ଦେଖିବା ଆରମ୍ଭ କରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର କାରଣ...

ଚାକିରି ଛାଡ଼ିବା ପାଇଁ ଏମିତି ଚିଠି ଲେଖିଲେ କର୍ମଚାରୀ, ଦେଖିଲେ ହସିହସି ଗଡ଼ିବେ

ଚାକିରି ଛାଡ଼ିବା କାହା ପାଇଁ ଏତେ ସହଜ କଥା ନୁହେଁ। ଯଦି ଭଲ ଅଫର ରହିଥାଏ, ତେବେ ଇଚ୍ଛା ହୁଏ ଛାଡ଼ିବା ପାଇଁ। କିନ୍ତୁ ଯେତେବେଳେ ବି ଚାକିରି ଛାଡ଼ିବା ପାଇଁ ଲେଟର ବା ଚିଠି ଲେଖିବେ ସେତେବେଳେ ଅନେକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri