ଫୁରସତ

ଭଙ୍ଗା ଛାତରେ ସଡ଼କରେ ବସ, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୨୭।୭ : ଚରମ ଅବହେଳାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭଡ଼ିଓଟି ମହାରାଷ୍ଟ୍ରର ବୋଲି କୁହାଯାଉଛି। ଭିଡ଼ିଓରେ ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମ (ଏମଏସଆରଟିସି) ଛାତ ଭଙ୍ଗାଥିବା ଏକ ବସ ରାସ୍ତାରେ ଯାଉଥିବାର...

ଅଧିକାରୀ ସାହାଯ୍ୟ ନ କରିବାରୁ ସରକାରୀ କାର୍ଯ୍ୟାଳୟରେ ସାପ ଛାଡିଦେଲେ ବ୍ୟକ୍ତି, ଆଉ ତା’ପରେ…

ହାଇଦ୍ରାବାଦ୍‌,୨୭।୭: ସରକାରୀ ଅଧିକାରୀଙ୍କ ଉଦାସୀନ ମନୋଭାବ ଦ୍ୱାରା ଅନେକ ସମୟରେ ସାଧାରଣ ଲୋକ ଅସୁବିଧାରେ ପଡ଼ନ୍ତି। ଅନେକ ଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଉଥିଲେ ମଧ୍ୟ ପରିସ୍ଥିତି ସୁଧୁରୁ ନାହିଁ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ...

ଉଦ୍ଭିଦଭିତ୍ତିକ କ୍ଷୀରଠାରୁ ଗାଈ କ୍ଷୀରରେ ଅଧିକ ପ୍ରୋଟିନ୍‌

ନୂଆଦିଲ୍ଲୀ: ଅଧିକାଂଶ ଉଦ୍ଭିଦଭିତ୍ତିକ କ୍ଷୀରରେ ଗାଈ କ୍ଷୀର ଅପେକ୍ଷା କମ୍‌ ପରିମାଣର ପ୍ରୋଟିନ ଥାଏ। ଏଥିରେ ପ୍ରାୟ ଏକ ତୃତୀୟାଂଶ କ୍ୟାଲସିୟମ ଏବଂ ଭିଟାମିନ୍‌ ଡି’ର ଅଭାବ ରହିଥାଏ। ଉଦ୍ଭିଦଭିତ୍ତିକ କ୍ଷୀରରେ ମୁଖ୍ୟତଃ ୪ ମିନେରାଲ ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଜିଙ୍କ୍‌...

ଭିଭିଆଇପି ଗଛ ଲାଗି ଖର୍ଚ୍ଚ ୧୨ ଲକ୍ଷ

ଭୋପାଳ,୨୭।୭: ମଧ୍ୟପ୍ରଦେଶ ସରକାର ଦେଶର ପ୍ରଥମ ଭିଭିଆଇପି ଗଛର ଦେଖାଶୁଣା ଲାଗି ବର୍ଷକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସାଞ୍ଚତ୍ ବୁଦ୍ଧିଷ୍ଟ କମ୍ପ୍ଲେକ୍ସଠାରୁ ୫ କି.ମି. ଦୂରରେ ଅର୍ଥାତ୍‌ ଭୋପାଳ ଓ ବିଦିଶା ଟାଉନ୍‌ର ମଝାମଝି ଅଞ୍ଚଳରେ ଲଗାଯାଇଥିବା...

ଉଚ୍ଚତା ଥିଲା ସାଢ଼େ ୪ ଫୁଟ, କିଛିଦିନରେ ଗ୍ରେଟ୍‌ ଖଲିଙ୍କୁ ବି ଟପିଗଲେ ଏହି ବ୍ୟକ୍ତି

ଦୁନିଆରେ ଦୁଇ ପ୍ରକାରର ମଣିଷ ଅଛନ୍ତି। କିଛି ଲୋକ ବହୁତ ଲମ୍ବା ଆଉ କିଛି ଲୋକ ବହୁତ ଛୋଟ। ଯାହାଙ୍କ ଉଚ୍ଚତା ଏତେ ଅଧିକ ଥାଏ ଯେ, ଲୋକଙ୍କ ଆଖି ପାଏନି। ଦ୍ୱିତୀୟରେ ଯେଉଁମାନେ ଛୋଟ ସେମାନଙ୍କୁ ମୁଣ୍ଡ ନୁଆଁଇ...

ତାରକା ଚିହ୍ନିତ ୫୦୦ ଟଙ୍କିଆ ନୋଟ ନକଲି, ଜାଣନ୍ତୁ ସୋସିଆଲ ମିଡ଼ିଆରେ ପ୍ରଚାରିତ ଗୁଜବର ପ୍ରକୃତ ସତ୍ୟ…

ନୂଆଦିଲ୍ଲୀ,୨୬।୭ : ଅନେକ ନୋଟ ଦୈନନ୍ଦିନ କାର୍ଯ୍ୟରେ ଆମ ହାତକୁ ଆସେ ଏବଂ ତା’ପରେ ବଜାରକୁ ଯାଏ। ଯେଉଁଥିରେ ୧୦ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ଅଛି। ଆମେ ୧୦, ୨୦, ୫୦ ଟଙ୍କିଆ ନୋଟ ପ୍ରତି ଅଧିକ...

ବିନା ହେଲମେଟ-ମଦ୍ୟପାନ କରିଥିଲେ ଷ୍ଟାର୍ଟ ହେବନି ବାଇକ୍‌: ଦିବ୍ୟାଙ୍ଗ ଦ୍ୱାଦଶ ଛାତ୍ର ବିକଶିତ କଲେ ନୂଆ ଉଦ୍ଭାବନ…

ସୋନଭଦ୍ର,୨୬।୭ : ସୋନଭଦ୍ରର ଦ୍ୱାଦଶ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଇନ୍ଦ୍ରଶ କୁମାର ଏକ ନିଆରା ଉଦ୍ଭାବନ କରିଛନ୍ତି। ଏହା ହେଉଛି ଏକ ହେଲମେଟ ଯାହା ସଡ଼କ ଦୁର୍ଘଟଣାକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହାକୁ ବାଇକ...

ପୃଥିବୀ ମୁହାଁ ବିଶାଳକାୟ ଗ୍ରହାଣୁପିଣ୍ଡ: ଆକାର ସାଙ୍ଘାଇ ଟାଓ୍ବାର ଭଳି…

ଓ୍ବାଶିଂଟନ,୨୬।୭ : ମହାକାଶ ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ । ବେଳେବେଳେ ଏକ ଗ୍ରହାଣୁ ପିଣ୍ଡ ଯୋଗୁ ବିପଦ ସୃଷ୍ଟି ହୋଇଥାଏ। ସମ୍ପ୍ରତି ଜ୍ୟୋତିର୍ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଏକ ବିଶାଳକାୟ ଗ୍ରହାଣୁପିଣ୍ଡ ପୃଥିବୀ ଆଡକୁ ତୀବ୍ର ବେଗlରେ ମାଡ଼ି ଆସୁଛି।...

ଇନଫୋସିସ ପ୍ରତିଷ୍ଠାତାଙ୍କ ସ୍ତ୍ରୀ ଖାଇବା ପାଇଁ ସବୁବେଳେ ପାଖରେ ରଖନ୍ତି ଚାମଚ,ରାନ୍ଧିବା ଲାଗି କୁକର ନେଇଥା’ନ୍ତି ବିଦେଶ…

ନୂଆଦିଲ୍ଲୀ,୨୬।୭ : ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଜଣାଶୁଣା ଲେଖିକା ତଥା ସ୍ତ୍ରୀ ସୁଧା ମୁର୍ତ୍ତି ତାଙ୍କର ସରଳତା ଏବଂ ପ୍ରେରଣାଦାୟକ ଭାଷଣ ପାଇଁ ଜଣାଶୁଣା। ନିକଟରେ ଏକ ସାକ୍ଷାତକାରରେ ନାରାୟଣ ମୁର୍ତ୍ତିଙ୍କ କମ୍ପାନୀ ଇନଫୋସିସର ପ୍ରଥମ ଆଞ୍ଜେଲ ଭେଷ୍ଟର...

ଖାଦ୍ୟ ଆଣିବାକୁ ବ୍ୟବହାର କରନ୍ତି ବିମାନ

ୱାଶିଂଟନ: ବର୍ତ୍ତମାନ ସମୟରେ ଲୋକଙ୍କୁ ସବୁ ଜିନିଷ ତାଙ୍କ ହାତ ପାଆନ୍ତାରେ ଦରକାର। ଯାହା ଖାଇବାକୁ ଇଚ୍ଛା ହେଉଛି, ଯାହା କରିବାକୁ ଇଚ୍ଛା ହେଉଛି ତାହା କରୁଛନ୍ତି, ହେଲେ ଏବେ ମଧ୍ୟ ଲୋକେ ଏପରି ସ୍ଥାନରେ ରହୁଛନ୍ତି, ଯେଉଁଠାରେ ଏସବୁ...

ସର୍ବୋତ୍ତମ ଷ୍ଟ୍ରିଟ୍‌ ଫୁଡ୍‌ ‘ମହୀଶୂର’

ବେଙ୍ଗାଲୁରୁ: ପ୍ରସିଦ୍ଧ ତଥା ଭାରତୀୟ ମିଠା ଭାବେ ମହୀଶୂର ପାକ୍‌କୁ ଟେଷ୍ଟ ଆଟଲାସ ଦୁନିଆର ସର୍ବୋତ୍ତମ ଷ୍ଟ୍ରିଟ୍‌ ଫୁଡ୍‌ର ମାନ୍ୟତା ଦେଇଛି। ମହୀଶୂର ସର୍ବୋତ୍ତମ ଭାବେ ୧୪ ନଂ. ର଼୍ୟାଙ୍କ୍‌ରେ ରହିଛି। ଏଥିସହ ଭାରତର ଆଉ ୨ଟି ମିଠା ଫାଲୁଦା...

ପ୍ରାଚୀନ ଗୁମ୍ଫାରୁ ତନ୍ତ୍ରଭିତ୍ତିକ ସାମଗ୍ରୀ

ଜେରୁଜେଲମ: ଏହି ରହସ୍ୟମୟୀ ଦୁନିଆରେ କେଉଁଠାରେ କ’ଣ କ’ଣ ଅଛି ତାହା କଳ୍ପନା କରିବା କଷ୍ଟକର। ଅନେକ ସମୟରେ ଏପରି କିଛି ଜିନିଷ ଆମ ଆଖିଆଗକୁ ଆସେ, ଯାହା ଆଶ୍ଚର୍ଯ୍ୟ ଲାଗେ। ଏପରି କିଛି ଜିନିଷ ଇସ୍ରାଏଲର ଜେରୁଜେଲମରେ ଦେଖିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri