ଫୁରସତ

ଭାରତରୁ ପ୍ରତିନିଧିତ୍ୱ କରିବେ ସୋନମ

ଲଣ୍ଡନ: ବ୍ରିଟେନ୍‌-ଇଣ୍ଡିଆ ଓ୍ବିକ୍‌ ୨୦୨୩ ରିସେପ୍ସନ୍‌ରେ ଯୋଗ ଦେବା ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କୁ ନିମନ୍ତ୍ରଣ କରିଛନ୍ତି। ଖବର ମୁତାବକ ଆୟୋଜିତ ରିସେପ୍ସନ୍‌ କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ସୋନମ ପ୍ରତିନିଧିତ୍ୱ କରିବେ। ଏହାପୂର୍ବରୁ...

ପିଲାଙ୍କ ଦୋଳିକୁ କବ୍‌ଜା କରିଥିଲେ ଆଣ୍ଟି, ଘଟିଲା ଏମିତି, ଭିଡିଓ ଦେଖିଲେ…

କୁହାଯାଏ, ଯାହା ପାଇଁ ଯେଉଁ କାମ। ଯେଉଁ ଜିନିଷ ଯାହା ପାଇଁ ତିଆରି ହୋଇଛି ତାହାର ବ୍ୟବହାର ସେମାନଙ୍କ ପାଇଁ ଠିକ୍‌। ଯଦି ଏହାର ଅପବ୍ୟବହାର କରାଯାଏ ତେବେ ଫଳ ତ ଓଲଟା ମିଳିଥାଏ ନିଶ୍ଚିତ। ସୋସିଆଲ ମିଡିଆରେ ଏଭଳି...

ଏମିତି ଚାକିରି, ବୁଲାବୁଲି ଆଉ ମଦ ପିଇବାକୁ ମିଳେ ମୋଟା ଅଙ୍କର ଟଙ୍କା

ଦୁନିଆର ଲୋକେ ଅନେକ ଚାକିରି କରିଥାନ୍ତି। ଏଥିମଧ୍ୟରୁ କିଛି ଚାକିରି ବିପଦପୂର୍ଣ୍ଣ ରହିଥାଏ। ଫଳରେ ଜଣେ ବ୍ୟକ୍ତି ଏପରି ଚାକିରି ନାଁ ଶୁଣି ବି ଭୟଭୀତ ହୋଇଯାଇଥାନ୍ତି। କିନ୍ତୁ ଏହି ଦୁନିଆରେ ଏମିତି ଚାକିରି ଅଛି, ଯେଉଁଠି ବୁଲାବୁଲି ଆଉ...

ଆମେରିକାରେ ତାତି ସଙ୍କଟ: ୫୫ ନିୟୁତରୁ ଅଧିକ ଲୋକ ପ୍ରଭାବିତ…

ଓ୍ବାଶିଂଟନ,୨୮।୬ : ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ତାତି ସଙ୍କଟ ସୃଷ୍ଟି ହୋଇଛି। ଅସହ୍ୟ ଗରମ ଯୋଗୁଁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶର ୫୫ ମିଲିୟନରୁ ଅଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କ ପାଇଁ...

ଜାପାନର ରୋବୋଟିକ୍‌ ବାହୁ

ଟୋକିଓ: ଯୁଗ ଯେତେ ଆଗକୁ ବଢୁଛି, ତା’ ସହ ବୈଜ୍ଞାନିକ ଯନ୍ତ୍ରପାତିର ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଛି। ନିକଟରେ ଜାପାନର ଅନୁସନ୍ଧାନକାରୀ ନିକଟରେ ରୋବୋଟିକ୍‌ ବାହୁ ତିଆରି କରିଛି; ଯେଉଁଥିରେ କି ମଣିଷ ଗୋଟିଏ ସ୍ଥାନରେ ବସି ବିଭିନ୍ନ...

ସବୁଠୁ ଅସୁନ୍ଦର କୁକୁର ‘ସ୍କୁଟର’

ୱାଶିଂଟନ୍‌: ବିଭିନ୍ନ ସମୟରେ ଅନେକ ପ୍ରତିଯୋଗିତା ହେଉଛି। ଯେଉଁଥିରେ ଲୋକଙ୍କୁ ଶ୍ରେଷ୍ଠ ସୁନ୍ଦରୀ ଭାବେ ପୁରସ୍କୃତ କରାଯାଉଛି। ନିକଟରେ ୭ ବର୍ଷୀୟ ଚାଇନା ପ୍ରଜାତିର ଏକ କୁକୁର ‘ସ୍କୁଟର’କୁ ସବୁଠୁ ଅସୁନ୍ଦର କୁକୁର ଭାବେ ପୁରସ୍କୃତ କରାଯାଇଛି। ଏଥିରେ ‘ସ୍କୁଟର’କୁ...

ମୁମ୍ବାଇରେ ଡେଉଁଥିବା ବୁଢ଼ିଆଣୀ

ମୁମ୍ବାଇ: ଦୁନିଆରେ ମଣିଷଙ୍କ ଅପେକ୍ଷା ପ୍ରାଣୀଙ୍କ ସଂଖ୍ୟା ଅଧିକ। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିଥିବା ପ୍ରାଣୀଙ୍କୁ ଛାଡ଼ିଦେଲେ ଆହୁରି ଅନେକ ପ୍ରାଣୀ ଅଛନ୍ତି, ଯେଉଁମାନଙ୍କ ବିଷୟରେ ଆମେ କେବେ ଜାଣିନୁ। ନିକଟରେ ଅନୁସନ୍ଧାନକାରୀ ଏକ ନୂଆ ପ୍ରଜାତିର ଡେଉଁଥିବା ବୁଢ଼ିଆଣୀକୁ...

ଜୀବିତ ରହିବା ପାଇଁ ପ୍ରାଚୀନ ମାନବ ଖାଉଥିଲା ଅନ୍ୟ ମାନବଙ୍କ ମାଂସ: ୧୫ ଲକ୍ଷ ବର୍ଷ ପୂରାତନ ହାଡ଼ରେ ଦାନ୍ତ ଚିହ୍ନ…

ନାଇରୋବି,୨୭।୬ : ଏକ ପ୍ରାଚୀନ ମାନବ ପ୍ରଜାତିର ହାଡ଼ରେ ମିଳିଥିବା କଟା ଦାଗ ସୂଚିତ କରୁଛି ଏହାକୁ ୧୫ ଲକ୍ଷ ବର୍ଷ ପୂର୍ବେ ଅନ୍ୟ ଜଣେ ମଣିଷ ଖାଇଥିଲା। ଏହା ମାନବ ନିଜ ଦଳର ଅନ୍ୟ ସଦସ୍ୟଙ୍କ ମାଂସ ଖାଇବା’ର...

ଧୋନିଙ୍କ ଭିଡିଓ ଭାଇରାଲ ହେବା ପରେ ଗେମ୍‌ କମ୍ପାନୀକୁ ଫାଇଦା, ୩ ଘଣ୍ଟାରେ ୩୬ ଲକ୍ଷ ଲୋକ ଡାଇନଲୋଡ କଲେ ଆପ୍‌

ନୂଆଦିଲ୍ଲୀ,୨୭।୬: ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ କ୍ୟାଣ୍ଡି କ୍ରସ ଗେମ୍‌ ଖେଳୁଥିବା ଭିଡିଓ ଭାଇରାଲ ହେବା ପରେ ଭିଡିଓ ଗେମ୍‌ କମ୍ପାନୀକୁ ଏକ ବଡ଼ ଫାଇଦା ହୋଇଛି। ଭିଡିଓ ଭାଇରାଲ ହେବାର ତିନି ଘଣ୍ଟା ମଧ୍ୟରେ ୩୬...

୨୭ ଥର ପରୀକ୍ଷା ଦେଇ କୋଟିପତି ବିଫଳ

ବେଜିଂ: ଜଣେ ୫୬ ବର୍ଷୀୟ କୋଟିପତି ୨୭ ଥର ପାଇଁ କଲେଜ ପ୍ରବେଶିକା ପରୀକ୍ଷାରେ ବିଫଳ ହୋଇଛନ୍ତି। ଲିଆଙ୍ଗ ଶି ଚାଇନାର ଜଣେ ଆତ୍ମନିର୍ଭରଶୀଳ କୋଟିପତି। ହେଲେ ସେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିନାହାନ୍ତି। ସେ ଗତ ୪୦ ବର୍ଷ ମଧ୍ୟରେ...

ବୃଦ୍ଧି ପାଉଛି କୋକେନ୍‌ ଚାହିଦା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଧିକାଂଶ ଯୁବପିଢ଼ି ନିଶା ସେବନ କରୁଥିବା ଦେଖିବାକୁ ମିଳୁଛି। ପୋଲିସ ଅନେକ ସମୟରେ ବିଭିନ୍ନ ସ୍ଥାନକୁ ଡ୍ରଗ୍‌ ପଠାଯାଉଥିବାବେଳେ ଲୋକଙ୍କୁ ଧରିଥାଏ। ବ୍ୟବସାୟୀ ବିଭିନ୍ନ ଉପାୟରେ ଡ୍ରଗ୍‌ ସପ୍ଲାଏ କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ହେଲେ...

ଟ୍ରେନ୍‌ରେ ଗୁପ୍‌ଚୁପ୍‌ ମଜା ନେଉଛନ୍ତି ଯାତ୍ରୀ

ନୂଆଦିଲ୍ଲୀ: କେତେକ ଲୋକେ ଷ୍ଟ୍ରିଟ୍‌ ଫୁଡ୍‌କୁ ଅଧିକ ପସନ୍ଦ କରିଥାନ୍ତି। ରାସ୍ତାରେ ମିଳଉଥିବା ଗୁପ୍‌ଚୁପ୍‌ ଚାଟ୍‌ ଖାଇବାକୁ ଲୋକଙ୍କ ଅଧିକ ଗହଳି ଦେଖିବାକୁ ମିଳିଥାଏ। ସମସ୍ତ ଖାଦ୍ୟ ମଧ୍ୟରୁ ଲୋକେ ଅଧିକ ଗୁପ୍‌ଚୁପ୍‌କୁ ପସନ୍ଦ କରିଥାନ୍ତି। ଆମେ କୌଣସି ସ୍ଥାନକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri