ଫୁରସତ

ଏମିତି ନିୟମ ଲାଗୁକଲା କମ୍ପାନୀ, ଅଧିକ ପିଲା ଜନ୍ମ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି କର୍ମଚାରୀ

ପ୍ରତ୍ୟେକ କମ୍ପାନୀର ସ୍ବତନ୍ତ୍ର ନିୟମ ରହିଛି। କିଛି ନିୟମ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଅଜବ ନିୟମ ରହିଛି ଜାପାନରେ। ଏଠାରେ ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଏଠାକାର ସରକାର ଏହି ପ୍ରସଙ୍ଗରେ ବହୁତ ଚିନ୍ତିତ...

ନିଲାମ ହେବ ୧୨୧ବର୍ଷ ପୁରୁଣା କାଡ୍‌ବେରି

ଲଣ୍ଡନ: ଚକୋଲେଟ୍‌ କାହାକୁ ବା ପସନ୍ଦ ନୁହେଁ। ହେଲେ ଏପରି ଏକ ଚକୋଲେଟ୍‌ ଅଛି, ତାକୁ କେବଳ ଦେଖିପାରିବେ, କିନ୍ତୁ ଖାଇ ପାରିବେନାହିଁ। ୧୨୧ ବର୍ଷ ପୁରୁଣା ଏହି କାଡ୍‌ବେରି ଚକୋଲେଟ୍‌ ଏବେ ନିଲାମ ହେବ। ଏହି ଖାସ୍‌ ଚକୋଲେଟ୍‌...

ସବୁଠାରୁ ଥଣ୍ଡା ତାରା ‘ବାଦାମୀ ଡ୍ରଫ୍‌’

ନୂଆଦିଲ୍ଲୀ: ନିକଟରେ ସବୁଠାରୁ ଥଣ୍ଡା ତାପମାତ୍ରା ବିଶିଷ୍ଟ ତାରାର ଅନୁସନ୍ଧାନ କରାଯାଇଛି, ଯାହାକି ରେଡିଓ ୱେଭ୍‌ ନିର୍ଗମନ କରୁଛି। ଏହା ତାରାର ନାମ ଓ୍ବାଇଜ୍‌ ଜେ୦୬୨୩ ଏବଂ ବାଦାମୀ ଡ୍ରଫ୍‌ ତାରା ଭାବେ ପରିଚିତ। ଏହା ପୃଥିବୀଠାରୁ ୩୭ ଆଲୋକବର୍ଷ...

ସର୍ବବୃହତ୍‌ ଅଫିସ୍‌ ସୁରଟ ଡାଇମଣ୍ଡ ବୋର୍ସ

ସୁରଟ, ୨୦।୭: ଦୀର୍ଘ ୮୦ ବର୍ଷ ଧରି ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ହେଡ୍‌କ୍ୱାର୍ଟର୍ସ ବିଶ୍ୱର ସବୁଠୁ ବଡ଼ ଅଫିସ ମାନ୍ୟତା ପାଇଆସୁଥିବାବେଳେ ଗୁଜରାଟର ସୁରଟରେ ନିର୍ମିତ ଡାଇମଣ୍ଡ ବୋର୍ସ ବିଲ୍ଡିଂ ଏହି ସ୍ଥାନ ନେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପାକିସ୍ତାନୀ ବନ୍ଧୁଙ୍କ ସହ ଫଟୋ ଶେୟାର କଲେ ଭାରତୀୟ ବ୍ୟକ୍ତି, ଲେଖିଲେ ଏମିତି…

ଆଜିକାଲି ସୀମା ହାଇଦର ଏବଂ ସଚିନଙ୍କ ମାମଲା ଚର୍ଚ୍ଚାରେ ରହିଛି। ଜଣେ ଭାରତୀୟ ଯୁବକଙ୍କୁ ଭଲ ପାଇବା ପରେ ଭାରତକୁ ଆସିଥିବା ଜଣେ ପାକିସ୍ତାନୀ ମହିଳାଙ୍କ ପ୍ରେମ କାହାଣୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ପ୍ରଶ୍ନ ଉଠାଉଛି। ଭାରତ ଏବଂ...

ଏଠାରେ ୨୪ ଘଣ୍ଟା ପାଇଁ ହୁଏ ବିବାହ, ପୁରୁଷଙ୍କୁ ଦେବାକୁ ପଡ଼େ ଏତିକି ଟଙ୍କା…

ଦୁନିଆରେ ବିଭିନ୍ନ ପ୍ରକାରର ସଂସ୍କୃତି ରହିଛି। ଜୀବନ ଏବଂ ବିବାହ ସମ୍ବନ୍ଧରେ ଯେକୌଣସି ସ୍ଥାନରେ ଲୋକଙ୍କର ସ୍ବତନ୍ତ୍ର ପ୍ରଥା ରହିଛି। କେଉଁଠି ବିବାହ କିଛି ଦିନ ପାଇଁ ହୋଇଥାଏ ଆଉ କେଉଁଠି ଅନେକ ଦିନ ଧରି ଏକାଠି ରହିଥାନ୍ତି। କିଛି...

ଶ୍ରାବଣ ମାସରେ ଅଦ୍ଭୁତ ଦୃଶ୍ୟ: ପାଣି ଭିତରେ ଶିବଲିଙ୍ଗ ଦେହରେ ଗୁଡେଇ ହୋଇଛି ନାଗ, ଭିଡିଓ ଦେଖିଲେ… 

ଏବେ ଚାଲିଛି ପବିତ୍ର ଶ୍ରାବଣ ମାସ। ସବୁ ସ୍ଥାନରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରାଯାଉଛି। କାଉଡିଆମାନେ ପ୍ରତି ସୋମବାର ଜଳଲାଗି କରୁଛନ୍ତି। ଏମିତିରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଭକ୍ତିରେ ହାତ...

ସ୍ମାର୍ଟଫୋନ୍‌ରେ ଶପିଂ ସାଇଟ୍‌ ଅଧିକ ସର୍ଚ୍ଚ କରୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୧୯।୭ : ସ୍ମାର୍ଟଫୋନ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ପ୍ରତିଦିନ ଫୋନ ବ୍ୟବହାର ବହୁବିଧ କ୍ଷେତ୍ରରେ କରାଯାଇଥାଏ। ଯେପରିକି ସାଇଟ୍‌ ସର୍ଚ୍ଚ, ସୋସିଆଲ ମିଡିଆ ପରିଦର୍ଶନ, ଖେଳ ଖେଳିବା ଏବଂ ଭିଡିଓ ଦେଖିବା ଇତ୍ୟାଦି। ନିକଟରେ ଏକ...

କୁକୁର ଗଳାରେ ଆଧାର କାର୍ଡ

ମୁମ୍ବାଇ: ଆଧାର କାର୍ଡ ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ପାଲଟିଛି। ସରକାରୀ କାର୍ଯ୍ୟ ହେଉ ଅବା ବ୍ୟକ୍ତିଗତ ସବୁ କ୍ଷେତ୍ରରେ ଆଧାର କାର୍ଡର ଆବଶ୍ୟକତା ରହିଛି। କିନ୍ତୁ ଏବେ ଏହି ଆଧାର କାର୍ଡ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ...

ମହିଳାଙ୍କ ଦେହରେ ୮୦୦ରୁ ଅଧିକ ଟାଟୁ

ଲଣ୍ଡନ: ବର୍ତ୍ତମାନ ଟାଟୁ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ଲୋକେ ଶରୀରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଟାଟୁ କରୁଛନ୍ତି। ହେଲେ ନିକଟରେ ବ୍ରିଟେନ୍‌ର ଜଣେ ମହିଳାଙ୍କୁ ଟାଟୁ ଏତେ ପସନ୍ଦ ଯେ ଶରୀରର ସମସ୍ତ ଜାଗାରେ ଟାଟୁ କରିଦେଇଛନ୍ତି।...

ସିଙ୍ଗାପୁର ପାସ୍‌ପୋର୍ଟ ସବୁଠୁ ଶକ୍ତିଶାଳୀ

ସିଙ୍ଗାପୁର: ହେନେଲି ପାସ୍‌ପୋର୍ଟ ଇଣ୍ଡେକ୍ସ ମଙ୍ଗଳବାର ସିଙ୍ଗାପୁର ପାସ୍‌ପୋର୍ଟକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ଭାବେ ସ୍ଥାନିତ କରିଛି। ଯେଉଁଥିରେ ୨୨୭ରୁ ୧୯୨ ଭିଜାମୁକ୍ତ ଗନ୍ତବ୍ୟସ୍ଥଳକୁ ଯିବାକୁ ଅନୁମତି ରହିଛି। ୩ ୟୁରୋପିଆନ୍‌ ଦେଶ ଇଟାଲୀ, ଜର୍ମାନୀ, ସ୍ପେନ୍‌ର ପାସ୍‌ପୋର୍ଟରେ ଭିଜାମୁକ୍ତ...

ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସଙ୍କଟରେ ୫ ଦେଶ…

ଓ୍ବାଶିଂଟନ,୧୮।୭ : ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆମେରିକା, ଚାଇନା, ଦକ୍ଷିଣ କୋରିଆ, ଜାପାନ, ସ୍ପେନାରେ ସଙ୍କଟ ସୃଷ୍ଟି ହୋଇଛି। ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri