ଫୁରସତ

ଯୁବତୀଙ୍କ କ୍ୟାରିୟର ନଷ୍ଟ କରିଦେଲା ଡିଏନ୍‌ଏ ଟେଷ୍ଟ, କାରଣ ଜାଣିଲେ…

ଏପରି କିଛି କଥା ଜୀବନରେ ସାମ୍ନାକୁ ଆସିଥାଏ, ଯାହା ଆମେ କେବେ କଳ୍ପନା ମଧ୍ୟ କରି ନ ଥାଉ। ବିଜ୍ଞାନର ଅଗ୍ରଗତି ଯୋଗୁ ଏତେ ସୁବିଧା ଅଛି ଯେ, ଜଣେ ମଣିଷ କିଛି ସମୟ ମଧ୍ୟରେ ଅନେକ ଲୁକ୍କାୟିତ ଜିନିଷ...

ଡିଜିଟାଲ ବ୍ରିଜ ଟେକ୍ନୋଲୋଜି ଯୋଗୁ ୧୨ ବର୍ଷ ପରେ ଚାଲିଲେ ପକ୍ଷାଘାତ ବ୍ୟକ୍ତି…

ଆମଷ୍ଟେରଡାମ,୨୫।୫ : ଟେକ୍ନୋଲୋଜି ଯୋଗୁଁ ବିଶ୍ୱ ଦ୍ରୁତ ଗତିରେ ବଦଳୁଛି। ବର୍ତ୍ତମାନ ଏପରି ଏକ ଟେକ୍ନୋଲୋଜି ଆସିଛି, ଯାହା ବିଷୟରେ ଜାଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ନେଦରଲାଣ୍ଡର ଜଣେ ବ୍ୟକ୍ତି ଦୁର୍ଘଟଣା ଯୋଗୁ ପକ୍ଷାଘାତ ହୋଇ ଚାଲିବାକୁ ଅସମର୍ଥ...

ଲମ୍ବା ନାକ ରେକର୍ଡଧାରୀଙ୍କ ମୃତ୍ୟୁ

ଅଙ୍କାରା: ଲମ୍ବା ନାକ ପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡ କରିଥିବା ମେହମେତ୍‌ ଓଜୁରେକ୍‌ (୭୫)ଙ୍କ ନିକଟରେ ମୃତ୍ୟୁ ହୋଇଛି। ସେ ଏଥିପାଇଁ ୨୦୦୧, ୨୦୧୦ ଏବଂ ତୃତୀୟ ଥର ପାଇଁ ୨୦୨୧ରେ ପୁରସ୍କୃତ ହୋଇଛନ୍ତି। ତାଙ୍କ ନାକର...

ବର୍ଷକୁ ୮ କୋଟି ରୋଜଗାର କରୁଛି କୁକୁର

ନୂଆଦିଲ୍ଲୀ: ଲୋକେ ଅଧିକ ଟଙ୍କା ରୋଜଗାର କରି କୋଟିପତି ହେବାକୁ ଚାହୁଁଛନ୍ତି। ହେଲେ ଆଜିକାଲି ଟଙ୍କା ରୋଜଗାର କରିବା ବହୁତ କଷ୍ଟ ହୋଇଗଲାଣି। ଅନେକ ଲୋକ ଘର ଛାଡ଼ି ବାହାରକୁ ଦାଦନ ଖଟିବାକୁ ଗଲେ ମଧ୍ୟ ଭଲରେ ଚଳିପାରୁ ନାହାନ୍ତି।...

ସଚେତନତା ଲୋଡ଼ା

ଯେତେ ପ୍ରକାରର ମାନସିକ ସମସ୍ୟା ରହିଛି ସେଥିମଧ୍ୟରୁ ସ୍କିଜୋଫ୍ରେନିୟା ହେଉଛି ସବୁଠାରୁ ଗମ୍ଭୀର ସମସ୍ୟା। ଏଥିରେ ରୋଗୀର ବ୍ୟବହାର ଓ ଚିନ୍ତା କରିବାର ଶକ୍ତି ମୁଖତଃ ପ୍ରଭାବିତ ହୋଇଥାଏ। ପ୍ରତି ବର୍ଷ ମେ’ ୨୪ ତାରିଖରେ ବିଶ୍ୱ ସ୍କିଜୋଫ୍ରେନିୟା ଦିବସ...

ଗାଡ଼ିରେ ରିଲ୍ସ ବନେଇ ଫାଇନ ଭରିଲେ

ଲକ୍ଷ୍ନୌ: ଲୋକେ ନିଜ ବିବାହକୁ ମେମୋରେବଲ କରିବା ପାଇଁ ବହୁତ ପ୍ଲାନ୍‌ କରୁଛନ୍ତି। ଏଥିସହ ବର କନ୍ୟା ବିବାହ ପୂର୍ବରୁ ବିଭିନ୍ନ ସ୍ଥାନକୁ ଯାଇ ପ୍ରିୱେଡିଂ ଫଟୋଶୁଟ ମଧ୍ୟ କରୁଥିବା ନଜରକୁ ଆସୁଛନ୍ତି। ହେଲେ ନିକଟରେ ଜଣେ କନ୍ୟାଙ୍କ ଭିଡିଓ...

କୁକୁର ମୁଣ୍ଡରେ ହେଲ୍‌ମେଟ୍‌

ଚେନ୍ନାଇ: ଆଜିକାଲି ସମୟରେ ମଣିଷ ବିଭିନ୍ନ ପ୍ରାଣୀକୁ ଘରେ ପାଳୁଥିବା ଦେଖିବାକୁ ମିଳୁଛି। ତେବେ କୁକୁରକୁ ଲୋକେ ଅଧିକ ମାତ୍ରାରେ ପାଳିବା ସହ ସେମାନଙ୍କ ଯତ୍ନ ମଧ୍ୟ ନେଉଛନ୍ତି। ସେମାନଙ୍କୁ ନିଜ ସହ କାର୍‌ କିମ୍ବା ସ୍କୁଟିରେ ବିଭିନ୍ନ ସ୍ଥାନକୁ...

୫ହଜାର ଟଙ୍କାରେ ୩ ଦେଶ ଭ୍ରମଣ

ଲଣ୍ଡନ: ବୁଲିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଖରେ ଯଦି ଟଙ୍କାର କିଛି ଅଭାବ ଥାଏ, ତେବେ ସେମାନେ ଏହା ଯୋଗାଡ଼ କରିନିଅନ୍ତି। କିନ୍ତୁ ନିକଟରେ ଜଣେ ଯୁବତୀ ଏମିତି କିଛି ଯୋଗାଡ଼ କରିଛନ୍ତି, ତାହା ଆଶ୍ଚର୍ଯ୍ୟ କରିଛି। ପୂର୍ବ ଲଣ୍ଡନର...

ଜ୍ୱାଳାମୁଖୀ ମନ୍ଦିରରେ ୨ ହଜାର ଟଙ୍କିଆର ୮ ଲକ୍ଷ ଟଙ୍କା ଦାନ କଲେ ଭକ୍ତ…

ଶିମଲା,୨୩।୫ : ଭାରତରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ଖବର ପାଇବା ପରେ ଜଣେ ଭକ୍ତ ହିମାଚଳ ପ୍ରଦେଶର ମା ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ ନୋଟର ୪୦୦ ନୋଟ ଅର୍ଥାତ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ବର୍ତ୍ତମାନ...

ମ୍ୟୁଜିୟମ୍‌ରେ ମହିଳାଙ୍କ ହୃଦୟ

ଲଣ୍ଡନ: ନିକଟରେ ଜଣେ ମହିଳା ନିଜ ହୃଦୟ ଦେଖିବାକୁ ମ୍ୟୁଜିୟମ୍‌ରେ ପହଞ୍ଚିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଇଂଲଣ୍ଡର ହମ୍‌ସିର୍‌ର ବାସିନ୍ଦା ୩୮ ବର୍ଷୀୟା ଜେନିଫର ସୁଟନ୍‌ଙ୍କ ପାଇଁ ଲଣ୍ଡନର ହଣ୍ଟେରିୟାନ୍‌ ମ୍ୟୁଜିୟମ୍‌ରେ ଅଙ୍ଗ ପ୍ରଦର୍ଶନୀରେ...

୪୦୦ ବର୍ଷ ତଳର ଫଟୋରେ ୬୦ ବର୍ଷ ତଳର ଜୋତା

ଲଣ୍ଡନ: ଟାଇମ ଟ୍ରାଭେଲ ଅର୍ଥାତ୍‌ ସମୟ ଯାତ୍ରା ହେଉଛି ଏପରି ଏକ କନ୍‌ସେପ୍ଟ, ଯାହାର ଚର୍ଚ୍ଚା ଫିଲ୍ମରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ହୋଇଥାଏ। ହେଲେ ଏହା ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଅସମ୍ଭବ ପ୍ରକ୍ରିୟା। ନିକଟରେ ଏକ ପେଣ୍ଟିଂରେ ଜଣେ ପୁଅକୁ...

ମଡେଲିଂ ଛାଡ଼ି ଚଳାଉଛନ୍ତି ଟ୍ରକ୍‌

ଲଣ୍ଡନ: ଯଦି ଜଣଙ୍କୁ ମଡେଲିଂ ନଚେତ୍‌ ଟ୍ରକ୍‌ ଡ୍ରାଇଭର ହେବାକୁ କୁହାଯାଏ, ତେବେ ସେଥିରେ ସମସ୍ତେ ମଡେଲିଂକୁ ଚୟନ କରିବେ। ହେଲେ ଜଣେ ମଡେଲର ତାଙ୍କ ମଡେଲିଂ କ୍ୟାରିୟର ଛାଡ଼ି ଲୋରି ଭଳି ଭାରିଯାନ ଚଳାଉଥିବାର ଏକ ଭିଡିଓ ସୋସିଆଲ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri