ଫୁରସତ

ସୁସ୍ଥ ମନ ପାଇଁ ସଙ୍ଗୀତ

ବ୍ୟସ୍ତ ବହୁଳ ଜୀବନରେ ଅବସର ବିନୋଦନର ଆବଶ୍ୟକତା ରହିଛି। ଯାହାର ସହଜ ମାଧ୍ୟମ ହେଉଛି ସଙ୍ଗୀତ ଶୁଣିବା। ଏହାଦ୍ୱାରା ଭାରାକ୍ରାନ୍ତ ମନ ପ୍ରଫୁଲ୍ଲ ହୋଇଥାଏ। ଏକ ସୁସ୍ଥ ଓ ଅବସାଦମୁକ୍ତ ଜୀବନ ପାଇଁ ସଙ୍ଗୀତର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ...

ସୁସ୍ବାସ୍ଥ୍ୟର ଚାବିକାଠି : ଯୋଗ

ରବର୍ଟ ବେନ୍‌ସନ୍‌ ଥିଲେ ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର। ନିଜର କେତେଜଣ ସହକର୍ମୀଙ୍କୁ ନେଇ ୧୯୮୫ ମସିହାରେ ସେ ପରିଦର୍ଶନ କରିଥିଲେ ଉତ୍ତର ଭାରତରେ ଥିବା ଏକ ତିବ୍ବତୀୟ ସନ୍ନ୍ୟାସୀ ଆଶ୍ରମ। ଆଶ୍ରମଟି ଅବସ୍ଥିତ ଥିଲା ହିମାଳୟର ଉଚ୍ଚ...

ଏଆଇ ଅନୁବାଦ: ୫ ହଜାର ବର୍ଷ ପୁରୁଣା ଲେଖନ ପ୍ରଣାଳୀ ଗୋଟିଏ କ୍ଲିକରେ ହେବ ଅନୁବାଦ…

ଜେରୁଜେଲମ,୨୦।୬ : , କ୍ୟୁନିଫର୍ମ ହେଉଛି ପୁରାତନ ଜଣାଶୁଣା ଲେଖନ ପ୍ରଣାଳୀ।, କିନ୍ତୁ ଏହା ପଢ଼ିବା ଏତେ କଷ୍ଟସାଧ୍ୟ। ବିଶ୍ୱର କେବଳ ଅଳ୍ପ କେତେକ ବିଶେଷଜ୍ଞ ମୁନିଆ କଣ୍ଟା ଆକୃତିର ଏହି ପ୍ରତୀକଗୁଡ଼ିକୁ ଡିକୋଡ କରିବାକୁ ସକ୍ଷମ। କିନ୍ତୁ ବର୍ତ୍ତମାନ...

ଦେଢ଼ କୋଟି ବର୍ଷ ପୂର୍ବେ ମାଙ୍କଡଙ୍କର ମସ୍ତିଷ୍କ ମଣିଷ ପରି କାମ କରିବା ଆରମ୍ଭ କରିଥିଲା: ଖପୁରୀର ଅବଶେଷରୁ ସନ୍ଧାନ…

ସିଡ୍‌ନୀ,୨୦।୬ : ପ୍ରାୟ ଦେଢ଼ କୋଟି ବର୍ଷ ପୂର୍ବେ, ମାଙ୍କଡମାନଙ୍କ ମସ୍ତିଷ୍କରେ ଏକ ଗୁରୁତ୍ୱପୂର୍ଣ୍ଣପରିବର୍ତ୍ତନ ହୋଇଥିଲା। ଯେଉଁଥିପାଇଁ ସେମାନଙ୍କର ମସ୍ତିଷ୍କ ମଣିଷ ପରି କାମ କରିବା ଆରମ୍ଭ କରିଥିଲା। ଏହି ପରିବର୍ତ୍ତନଗୁଡିକ ଯୋଗୁ ସେମାନେ ନିଜକୁ ନୂଆ ଢାଞ୍ଚାରେ ଗଢ଼ିଲେ...

୬୫ ପ୍ରତିଶତ ଅଧିକ ହାରରେ ତରଳୁଛି ହିମାଳୟ..

କାଠମାଣ୍ଡୁ,୨୦।୬ : ପ୍ରାୟ ଦୁଇ ବିଲିୟନ ଲୋକଙ୍କ ପାଇଁ ଜଳ ଯୋଗାଣର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଥିବା ହିମାଳୟ ଗ୍ଲେସିୟର ଜଳବାୟୁ ପରିବର୍ତ୍ତନ ଯୋଗୁ ପୂର୍ବ ଅପେକ୍ଷା ଶୀଘ୍ର ତରଳି ଯାଉଛି ବୋଲି ବୈଜ୍ଞାନିକମାନେ ମଙ୍ଗଳବାର ଚେତାବନୀ ଦେଇଛନ୍ତି। ହିମାଳୟ ଗ୍ଲେସିୟର...

ଭିଟାମାଟି ଛାଡ଼ି ପରଦେଶରେ

ସାମ୍ପ୍ରତିକ ବିଶ୍ୱରେ ନିଜ ଦେଶରେ ନିଜର ଭିଟାମାଟି ଛାଡ଼ି ପରଦେଶରେ ବିଭିନ୍ନ କାରଣରୁ ଶରଣ ନେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶରଣାର୍ଥୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି ଏବଂ ଏସବୁର ସମାଧାନ ପାଇଁ ମିଳିତ...

ଆମେରିକାରେ ମୂଷା ଉପଦ୍ରବ: କୁକୁର-ବିଲେଇଙ୍କ ସହାୟତା ନେଲେ ଲୋକେ…

ଓ୍ବାଶିଂଟନ,୧୯।୬ : ଆମେରିକାର ରାଜଧାନୀ ୱାଶିଂଟନ ନିକଟରେ ଥିବା ଆଡାମସ ମୋର୍ଗାନରେ ରାତ୍ରି ଯାପନ କରିବା ଅତ୍ୟନ୍ତ ପ୍ରସିଦ୍ଧ। ଜୁନ ରାତିର ଗରମ ଉପଭୋଗ କରିବାକୁ ଲୋକମାନେ ଏଠାରେ ଏକତ୍ରିତ ହୋଇଥାନ୍ତି। ମାତ୍ର ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି...

ଭୟଙ୍କର ଦୁର୍ଘଟଣା: କାର୍‌ ଧକ୍କାରେ ୨୦ ଫୁଟ ଉପରକୁ ଉଠିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଲୋକମାନେ ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା ଏବଂ ରାସ୍ତାରେ ଚାଲିବା ସମୟରେ ସତର୍କ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି। ତଥାପି ପ୍ରତିବର୍ଷ ଲକ୍ଷ ଲକ୍ଷ ଦୁର୍ଘଟଣା ଘଟି...

ଅଖା ପ୍ଲାଜୋ ପ୍ୟାଣ୍ଟର ମୂଲ୍ୟ ୬୦୦୦୦

ଫ୍ୟାଶନର ନିର୍ଦ୍ଦିଷ୍ଟ କିଛି ସଂଜ୍ଞା ନାହିଁ। କେତେବେଳେ କେଉଁ ଫ୍ୟାଶନ୍‌ ଟ୍ରେଣ୍ଡ କରେ ତାହା କହିବା ମୁସ୍କିଲ। ଅନେକ ସମୟରେ ଅଜବ ଫ୍ୟାଶନ ବି ଯୁବିପିଢିଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଯେମିତିକି ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ପ୍ଲାଜୋ...

ମିଷ୍ଟର୍‌ ସର୍ବଗିଳା

୧୯୫୦ରେ ଜନ୍ମିତ ଫ୍ରାନ୍ସର ମାଇକେଲ ଲୋତିତୋ, ବେଶ୍‌ ପରିଚିତ ଥିଲେ ‘ମିଷ୍ଟର ଇଟ୍‌ ଅଲ୍‌’ ନାମରେ। କାରଣ ସାଇକେଲ, ଟିଭି, ଖଟଠାରୁ ଆରମ୍ଭ କରି ଶପିଂ କାର୍ଟ, କାଚ ଜିନିଷ, ରବର ଏମିତିକି ଏରୋପ୍ଲେନ୍‌ର ପାର୍ଟ ଖାଇ ବେଶ୍‌ ଆରାମରେ...

ଅତି ସ୍ନେହେ….

  ସନାତନ ବାବୁ ଓ ପତ୍ନୀ ସୁଶୀଳାଙ୍କ ପରି ସହନଶୀଳତା-ଧୈର୍ଯ୍ୟ ଏବଂ ତ୍ୟାଗଗୁଣ ଯୁକ୍ତ ମଣିଷ ଆଜିକାଲି ଦୁନିଆରେ କମ୍‌ ମିଳିବେ l ସେ ନିଜପୁଅ ପାଇଁ କ’ଣ କମ୍‌ ତ୍ୟାଗ କରିଛନ୍ତି କି ! ଏଇଗୁଣ ତାଙ୍କର ବଢିଲା.....

ନ୍ୟାୟମୂର୍ତ୍ତିଙ୍କ କଥା…

ଫିଲ୍ମରେ ‘କାନୁନ୍‌ ଅନ୍ଧା ହୈ’ ଡାଇଲଗ୍‌ ଶୁଣିଥିବେ। ତେବେ କେବେ ଭାବିଛନ୍ତି କି ଏମିତି କାହିଁକି କୁହାଯାଏ। ଆଉ ଯେବେ ବି ଏକଥା ଭାବିଥିବେ କୋର୍ଟ ରୁମ୍‌ରେ ରହୁଥିବା ଏକ ମୂର୍ତ୍ତି ଯେଉଁଥିରେ ଜଣେ ନାରୀ ହାତରେ ତରାଜୁ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri