ଫୁରସତ

ସାଙ୍ଗର ପ୍ରତିଶ୍ରୁତି ପାଇଁ ଟେଣ୍ଟରେ ୩ ବର୍ଷ

ଲଣ୍ଡନ: ପରିବାର ପରେ ସାଙ୍ଗ ହଁି ଏକମାତ୍ର ବିକଳ୍ପ, ଯିଏ ସବୁବେଳେ ସାଙ୍ଗରେ ରହିଥା’ନ୍ତି। ଅନେକ ସମୟରେ ସାଙ୍ଗ ପାଇଁ ସାଙ୍ଗ ଅନେକ କଷ୍ଟ ସହିଯିବା ଦେଖିବାକୁ ମିଳିଛି। ଏହା ତାଙ୍କ ଭିତରେ ଥିବା ସ୍ବଚ୍ଛ ବନ୍ଧୁତାକୁ ଦର୍ଶାଏ। ନିକଟରେ...

୪ ବର୍ଷ ବୟସରେ ବହି ଲେଖି ରେକର୍ଡ

ଆବୁଧାବି: ଛୋଟ ପିଲାଙ୍କ ସ୍ମୃତିଶକ୍ତି ପ୍ରଖର ହୋଇଥାଏ। ପରିବାରରେ ନିଜ ନିଜ ଭିତରେ କଥା ହେବାବେଳେ ଛୋଟ ପିଲା ସେ ସବୁକୁ ଖୁବ୍‌ଶୀଘ୍ର ମନେରଖିଥା’ନ୍ତି। ତେବେ ସେମାନଙ୍କ ମଧ୍ୟରେ ପ୍ରବଳ ଜିଜ୍ଞାସୁଭାବ ରହିଥାଏ। ସେମାନେ ସବୁବେଳେ କିଛି ନା କିଛି...

ବର୍ଷକରେ ୬ ଲକ୍ଷ ଟଙ୍କାର ଇଡ୍‌ଲି ଅର୍ଡର

ନୂଆଦିଲ୍ଲୀ, ୩୧ା୩:ଫୁଡ୍‌ ଡେଲିଭରି ଆପ୍‌ ଜରିଆରେ ବ୍ୟକ୍ତି ଯେ କୌଣସି ସ୍ଥାନରେ ରହି ମଧ୍ୟ ନିଜ ମନପସନ୍ଦର ଖାଦ୍ୟ ମଗାଇ ଖାଇପାରୁଛନ୍ତି। ଏହାଫଳରେ ଆଞ୍ଚଳିକ ଖାଦ୍ୟର ଚାହିଦା ମଧ୍ୟ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଦକ୍ଷିଣ ଭାରତରେ ପ୍ରମୁଖ୍ୟ...

ମରୁଭୂମିରେ ତୁଷାରପାତ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଆମ ପୃଥିବୀ ଅଜବ ଜିନିଷରେ ପରିପୂର୍ଣ୍ଣ। ଅନେକ ଥର ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅଜବ ଘଟଣା ଶୁଣିବାକୁ ପାଇଥାଉ, ସେଥିରୁ କେତେକ ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଆଜି ଏପରି ଏକ ଘଟଣା ବିଷୟରେ କହିବୁ, ଯାହା ଜାଣିଲେ ଆଶ୍ଚର୍ଯ୍ୟ...

୧୪ ବର୍ଷ ପରେ ଲୋଗୋ ପରିବର୍ତ୍ତନ କଲା ପେପ୍‌ସୀ, କାରଣ ଜାଣିଲେ…

ଆମେ ଯେତେବେଳେ କ୍ଳାନ୍ତ ହୋଇଥାଉ କିମ୍ବା ହୋଟେଲରେ ଖାଇଥାଉ ସେତେବେଳେ କିଛି ଥଣ୍ଡା ପାନୀୟ ଗ୍ରହଣ କରିଥାଉ। ଅନେକ କମ୍ପାନୀ ଥଣ୍ଡା ପାନୀୟ ତିଆରି କରନ୍ତି। କିଛି ଲୋକ ପେପ୍‌ସୀକୁ ଅଧିକ ପସନ୍ଦ କରନ୍ତି। ଏହା ପଛର କାରଣ ହେଉଛି...

ମୋବାଇଲ ଫୋନର ବ୍ୟବହାର ଆବଶ୍ୟକତାଠାରୁ ଅଧିକ କରୁଛନ୍ତି ଲୋକେ: ମୋବାଇଲ ଉଦ୍ଭାବକ ମାର୍ଟିନ କୁପର…

ଓ୍ବାଶିଂଟନ,୩୦।୩ : ମୋବାଇଲ ଫୋନ ଏକ ଅତ୍ୟନ୍ତ ଉପଯୋଗୀ ଉପକରଣ, କିନ୍ତୁ ଏହାର ସମସ୍ୟା ହେଉଛି ଲୋକମାନେ ଏହାକୁ ଆବଶ୍ୟକତାଠାରୁ ଅତ୍ୟଧିକ ବ୍ୟବହାର କରୁଛନ୍ତି। ୫୦ ବର୍ଷ ପୂର୍ବେ ମୋବାଇଲ ଫୋନ ଉଦ୍ଭାବନ କରିଥିବା ଆମେରିକୀୟ ଇଞ୍ଜିନିୟର ମାର୍ଟିନ କପୁର୍‌...

ଏହି ଦୁଇ ଭାଇ ଖାଆନ୍ତି ୧୩୦୦୦ କ୍ୟାଲୋରୀ ଖାଦ୍ୟ, ୨ କ୍ୱିଣ୍ଟାଲ ଉଠାଇବା ତାଙ୍କ ବାମ ହାତର ଖେଳ

ଦୁନିଆରେ ବହୁତ ଶକ୍ତିଶାଳୀ ଲୋକ ଅଛନ୍ତି, ଯାହାଙ୍କ ଶକ୍ତି ଯୋଗୁ ଅନ୍ୟମାନେ ପରାସ୍ତ ହୋଇଥାନ୍ତି। ଆଜିକାଲି ଲୋକମାନେ ବଡି ବିଲ୍ଡିଂ ମାଧ୍ୟମରେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଅନେକଙ୍କର ସ୍ବାସ୍ଥ୍ୟ ଭଲ ହୋଇ ନ ଥାଏ କାରଣ ସେମାନେ...

ଦେଶରେ ବଢ଼ିଲା ଚିତା ବଂଶ: ନାମିବ୍ୟା ଚିତା ବାଘୁଣୀ ଦେଲା ୪ ଶାବକଙ୍କୁ ଜନ୍ମ…

ଭୋପାଳ,୨୯।୩ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଦେଶ ପାଇଁ ସବୁଠୁ ବଡ ଖୁସି ଖବର ଆସିଛି। ନାମିବ୍ୟାରୁ ଆସିଥିବା ସିଆୟା ନାମକ ଏକ ଚିତା ବାଘୁଣୀ ଚାରି ଶାବକଙ୍କୁ ଜନ୍ମ ଦେଇଛି। ସୂଚନା ଅନୁଯାୟୀ, ମା‘ ଚିତା ଏବଂ...

ଏହି ଗାଁରେ ପିଲାମାନଙ୍କୁ ବାହାରେ ଖେଳିବାକୁ ଦିଅନ୍ତିନି ଅଭିଭାବକ, କାରଣ ଜାଣିଲେ…

ଆଜିକାଲି କେବଳ ଗୋଟିଏ କଥା ଉପରେ ବିତର୍କ ଚାଲିଛି କି ଜୀବନଶୈଳୀରେ ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଉଛି। ପିଲା ହୁଅନ୍ତୁ କି ବୟସ୍କ। ସେମାନେ ଯେତିକି ଶାରୀରିକ ପରିଶ୍ରମ କରିବା ଉଚିତ୍‌ ସେତିକି କରିବାକୁ ସକ୍ଷମ ନୁହନ୍ତି। ଏଭଳି ପରିସ୍ଥିତିରେ...

ସୁଟ୍‌ବୁଟ୍‌ରେ ପର୍ବତାରୋହଣ

ଟୋକିଓ: ଏକ ଲୋକକଥା ଅଛି, ଯେପରି ଦେଶ ସେପରି ବେଶ ା ଲୋକ ଯେଉଁଠାର ହୋଇଥିବ ସେ ସେହିପରି ବେଶପୋଷାକ ପରିଧାନ କରୁଥିବ। ତେବେ ଅଫିସରେ ଜଣେ ବ୍ୟକ୍ତି ସୁଟ୍‌ବୁଟ୍‌ରେ ନଜର ଆସିବା ସାଧାରଣ କଥା। ଯଦି ସେ ଅନ୍ୟ...

ଶୁଆ ଖୋଜି ଆଣିଲେ ମିଳିବ ୧ ହଜାର

ଭୋପାଳ: ଅନେକ ଲୋକ ଘରେ ଗୃହପାଳିତ ପ୍ରାଣୀ ରଖିବାକୁ ବହୁତ ଭଲ ପାଆନ୍ତି। ସେମାନଙ୍କୁ ଅନେକ ଭଲ ପାଇବା ମଧ୍ୟ ଦେଇଥାନ୍ତି। ଏହା ଭିତରେ ଗୃହପାଳିତ ପ୍ରାଣୀଟି ପରିବାରର ଏକ ସଦସ୍ୟ ପାଲଟିଯାଇଥାଏ। ତା’ର ଅନୁପସ୍ଥିତି ପରିବାର ଲୋକଙ୍କୁ ଅନେକ...

୫୨୭ ଦିନରେ ୧୪ ଦେଶ ଭ୍ରମଣ

ୱାଶିଂଟନ: ନିକଟରେ ଜଣେ ୧୯ ବର୍ଷୀୟ ଯୁବକ ସାଇକେଲରେ ୧୪ଟି ଦେଶ ଭ୍ରମଣ କରିଛନ୍ତି। ତାଙ୍କୁ ୩୨ ହଜାର କିମିରୁ ଅଧିକ ଦୂରତା ଅତିକ୍ରମ କରିବାକୁ ୫୨୭ ଦିନ ସମୟ ଲାଗିଛି। ଆମେରିକାର କାଲିଫର୍ନିଆ ବାସିନ୍ଦା ଲିଆମ୍‌ ଗାର୍ନରଙ୍କ ହାଇସ୍କୁଲ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri