ଫୁରସତ

ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି

ଓ୍ବାଶିଂଟନ୍‌: ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ ମତରେ ଚନ୍ଦ୍ର ପୃଷ୍ଠର ଧୂଳି ମହାକାଶକୁ ବିସ୍ତାର କରି ଏହା ପୃଥିବୀକୁ ଆସୁଥିବା ସୌର ବିକିରଣ ପାଇଁ ଢାଲ...

ଶିଡ଼ିରୁ ଖସିପଡ଼ିଲେ କନ୍ୟା, ବରଯାତ୍ରୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ ବର, ଆଉ ତା’ ପରେ…

କୁହାଯାଏ, ବିବାହ ସାତଜନ୍ମର ବନ୍ଧନ। ବିବାହକୁ ସ୍ମରଣୀୟ କରିବା ପାଇଁ ପରିବାର ସଦସ୍ୟ ବର୍ଷ ବର୍ଷ ପୂର୍ବରୁ ଅନେକ ପ୍ରସ୍ତୁତି କରିଥାନ୍ତି। ବରକନ୍ୟାଙ୍କ ମଧ୍ୟରେ ବିବାହକୁ ନେଇ ଅନେକ ସ୍ବପ୍ନ ବି ରହିଥାଏ। ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ...

ଭାରତର ଭିନ୍ନ ଏକ ଗାଁ, ଯେଉଁଠି ନିଜର ପାର୍ଲାମେଣ୍ଟ, ନିଜ ନିୟମ କାନୁନ ଚାଲିଥାଏ

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ଦେଶ। ଏହାକୁ ମଦର ଅଫ୍‌ ଡେମୋକ୍ରାସି ମଧ୍ୟ କୁହାଯାଏ। ଏଠାରେ ପାର୍ଲାମେଣ୍ଟ ଆଇନ ପ୍ରଣୟନ କରେ ଏବଂ ସମଗ୍ର ଦେଶ ସେହି ଆଇନ ଅନୁଯାୟୀ ଚାଲିଥାଏ। କିନ୍ତୁ ଦେଶରେ ଏପରି ଏକ...

ଚା’ ପିଅନ୍ତୁ, କପ୍‌କୁ ଚୋବାଇ ଖାଆନ୍ତୁ: ଚାଷୀ ବିକଶିତ କଲେ ବାଜରା କପ୍‌…

ପ୍ରୟାଗରାଜ,୧୩।୨ : ଆଇସକ୍ରିମ ଖାଇବା ପରେ ଲୋକେ କୋନକୁ ଚୋବାଇ ଖାଇଥାନ୍ତି। ସେହିଭଳି ଉତ୍ତରପ୍ରଦେଶର ଦେଓରିଆର ଚାଷୀମାନେ ବାଜରାରେ ତିଆରି କପ ବିକଶିତ କରିଛନ୍ତି। ଏହାକୁ ଚା’ ପିଇବାରେ ବ୍ୟବହାର କରାଯାଇପାରିବ ଏବଂ ସ୍ନାକ୍ସ ଭାବରେ ମଧ୍ୟ ଚୋବାଇ ଖାଇ...

ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି…

ଓ୍ବାଶିଂଟନ,୧୩।୨ : ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ। ସେମାନେ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠର ଧୂଳି ମହାକାଶକୁ ବିସ୍ତାର କରି ଏହା ପୃଥିବୀକୁ ଆସୁଥିବା ସୌର ବିକିରଣ ପାଇଁ...

ବିବାହ ଦିନ ଷ୍ଟେଥୋସ୍କୋପ୍‌ ପକାଇ ପରୀକ୍ଷା ଦେବାକୁ ଆସିଲେ କନ୍ୟା, ଭିଡିଓ ଦେଖିଲେ…

ଯଦି ଆପଣଙ୍କର ପ୍ରାକ୍ଟିକାଲ ପରୀକ୍ଷା ଆପଣଙ୍କ ବିବାହ ଦିନ ହିଁ ପଡ଼ିଥାଏ ତେବେ କ’ଣ କରିବେ କୁହନ୍ତୁ? ଏହି ସମୟରେ କେବଳ ଦୁଇଟି ଉପାୟ ଆଖି ସାମ୍ନାକୁ ଆସିବ। ପ୍ରଥମେ ଆପଣ ସେହି ଦିନ ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ...

ଆରମ୍ଭରୁ ଗୋଲରାଗଡ଼ର ଅବଦାନ ଅବିସ୍ମରଣୀୟ

ଓଡ଼ିଶାର ପଥରଶିଳ୍ପୀ ବଂଶାନୁକ୍ରମିକ ଭାବରେ କାମ ଶିକ୍ଷା କରିଥାଏ। କେଉଁ ପଥର ବ୍ୟବହାର ପାଇଁ କେଉଁ ଅଞ୍ଚଳର ଶିଳ୍ପୀ ଦକ୍ଷ, ତାହା ନିର୍ଦ୍ଦିଷ୍ଟ। ଗଞ୍ଜାମ ଅଞ୍ଚଳର ଶିଳ୍ପୀ ଯେଉଁ କାର୍ଯ୍ୟ କୁଶଳରେ କରିପାରିବେ, ଖିଚିଂ ଅଞ୍ଚଳ ଶିଳ୍ପୀ ତାହା ସେପରି...

ପ୍ରେମୀଯୁଗଳଙ୍କ ପାଇଁ କିସ୍‌ ଡେ’

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ...

୬୫୫ କୋଟିର ମାଲିକ ଏଇ କୁକୁର

ମହଲ ପରି ଏକ ବଡ଼ ବଙ୍ଗଳା, ଚାକର ଚାକରାଣୀ, ଅୟସ ଭରା ଜୀବନର ସ୍ବପ୍ନ ତ ସମସ୍ତେ ଦେଖନ୍ତି। ହେଲେ ଏ ସ୍ବପ୍ନ କେବଳ ସ୍ବପ୍ନ ହୋଇ ରହିଯାଏ ଅନେକଙ୍କ ପାଇଁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏଭଳି ଅୟସଭରା...

ପ୍ୟାର୍‌ ତୁନେ କ୍ୟା କିୟା…

କଥାରେ ଅଛି- ଋତୁଙ୍କର ରାଜା ବସନ୍ତ ଆସେ, ମଳୟ ପବନ ସଭିଙ୍କୁ ରସେ। ପୁରାଣଠାରୁ ଏଯାବତ୍‌ ବସନ୍ତ ମାସକୁ ନେଇ ଲେଖାଯାଇଥିବା ଯାବତୀୟ ପ୍ରେମ କବିତା ଲୋକଙ୍କ ଉପରେ ଯେତିକି ପ୍ରଭାବ ପକେଇନଥିଲା ତାଠୁଁ କାହିଁ ଢେର ଅଧିକ ଏ...

ଟେଡି ବିୟରର କଥା

ଭାଲେଣ୍ଟାଇନ୍‌ ଉଇକ୍‌ର ଚତୁର୍ଥ ଦିନକୁ ଟେଡି ଡେ’ ଭାବରେ ପାଳନ କରାଯାଏ। ଏହିଦିନ ମନର ମଣିଷକୁ ହୃଦୟ କଥା ଜଣାଇବା ଲାଗି କ୍ୟୁଟ୍‌ ଟେଡି ବିୟର୍‌ ଉପହାରସ୍ବରୂପ ପ୍ରଦାନ କରାଯାଏ। ତେବେ ଜାଣନ୍ତି କି ଏହି ସଫ୍ଟ ଓ କ୍ୟୁଟ...

ନୀଳକଣ୍ଠ ମହାଦେବ ମନ୍ଦିର

ଦେବ ଦେବ ମହାଦେବଙ୍କୁ ସମର୍ପିତ ନୀଳକଣ୍ଠ ମହାଦେବ ମନ୍ଦିର ହେଉଛି ଉତ୍ତରାଖଣ୍ଡର ଅନ୍ୟତମ ପବିତ୍ର ତୀର୍ଥଭୂମି। ଏଠାରେ ପ୍ରଭୁଙ୍କୁ ଦର୍ଶନ କରି ତାଙ୍କ କରୁଣା ଲାଭ କରିବା ସହ ଭକ୍ତଗଣ ସ୍ଥାନୀୟ ଅଞ୍ଚଳର ଅପୂର୍ବ ପ୍ରାକୃିତକ ଶୋଭାକୁ ମଧ୍ୟ ମନଭରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri