ଡ୍ୟୁଟିରେ ଶୋଇବାରୁ ବୋନସ୍ ହରାଇଲା ପୋଲିସ ଡଗ୍ ବେଜିଂ: ସାଧାରଣତଃ କୁକୁରମାନଙ୍କୁ ସବୁଠାରୁ ବୁଦ୍ଧିମାନ୍ ଓ ବିଶ୍ବସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଇଥାଏ। ତେବେ ଚାଇନାର ଏକ ପୋଲିସ ଡଗ୍ ‘ଫୁଜଇ’ ଡ୍ୟୁଟିରେ ଥିବା ସମୟରେ ଶୋଇପଡ଼ି ଓ ନିଜ ଖାଦ୍ୟପାତ୍ରରେ ପରିସ୍ରା କରି ନିଜ ବାର୍ଷିକ ବୋନସ୍କୁ...
ବିଶ୍ୱର କେଉଁ ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ବଜେଟ୍?ଆଉ ଭାରତରେ… ନୂଆଦିଲ୍ଲୀ,୨୮।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧, ୨୦୨୫ରେ ଦେଶର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ତାଙ୍କର ବଜେଟ ଭାଷଣ ଲୋକ ସଭାରେ ସକାଳ ୧୧ଟାରେ ଆରମ୍ଭ ହେବ। ଅର୍ଥମନ୍ତ୍ରୀ ଭାବରେ ଏହା ସୀତାରମଣଙ୍କ ଅଷ୍ଟମ ବଜେଟ ଭାଷଣ ହେବ।...
‘କୁଛ୍ କୁଛ୍ ହୋତା ହୈ’ ଗାଇଲେ ଇଣ୍ଡୋନେସୀୟ ପ୍ରତିନିଧି ଦଳ ନୂଆଦିଲ୍ଲୀ: ଭାରତର ୭୬ତମ ଗଣତନ୍ତ୍ର ଦିବସର ବିଶେଷ ଉତ୍ସବରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶନିବାର ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରି ଭୋଜନ ଉତ୍ସବରେ ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତୋଙ୍କ ସହ ଆସିଥିବା ଇଣ୍ଡୋନେସିଆର ପ୍ରତିନିଧି...
ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଡେଟା ଗୋପନୀୟତା ଦିବସ ହେଉଛି ଏକ ଅନ୍ତର୍ଜାତୀୟ ଦିବସ। ଏହା ପ୍ରତିବର୍ଷ ୨୮ ଜାନୁଆରୀରେ ପାଳିତ ହୋଇଥାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ସଚେତନତା ସୃଷ୍ଟି କରିବା ଏବଂ ଗୋପନୀୟତା ତଥା ତଥ୍ୟ ସୁରକ୍ଷା ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା।...
ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିଙ୍କୁ ସରକାର କ’ଣ ଦିଅନ୍ତି ସୁବିଧା, ମିଳେ ଏତେ ଟଙ୍କା… ନୂଆଦିଲ୍ଲୀ,୨୬।୧: ଶନିବାର, କେନ୍ଦ୍ର ସରକାର ୨୦୨୫ବର୍ଷ ପାଇଁ ପଦ୍ମ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। ଏହି ପୁରସ୍କାର ମଧ୍ୟରେ ୭ଟି ପଦ୍ମ ବିଭୂଷଣ, ୧୯ଟି ପଦ୍ମ ଭୂଷଣ ଏବଂ ୧୧୩ଟି ପଦ୍ମଶ୍ରୀ ପୁରସ୍କାର ଅନ୍ତର୍ଭୁକ୍ତ। ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା...
ମମତା କୁଲ୍କର୍ନି କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର ପ୍ରୟାଗରାଜ: ବଲିଉଡ୍ ଅଭିନେତ୍ରୀ ମମତା କୁଲ୍କର୍ନି ଚଳଚ୍ଚିତ୍ର ଜଗତର ଗ୍ଲାମରସ୍ ଦୁନିଆରୁ ସମ୍ପୂର୍ଣ୍ଣ ଓହରି ସନ୍ନ୍ୟାସିନୀ ଜୀବନ ବାଛିଛନ୍ତି। ୫୨ ବର୍ଷୀୟା ପୂର୍ବତନ ଆକ୍ଟ୍ରେସ୍ଙ୍କୁ ଶୁକ୍ରବାର ଏକ ଭବ୍ୟ ସମାରୋହରେ ଆନୁଷ୍ଠାନିକ ଭାବେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ...
ଫ୍ଲାଇଟ୍ ଆଟେଣ୍ଡାଣ୍ଟରୁ ସଫଳ ଘୁଷୁରି ଚାଷୀ ଶାଙ୍ଘାଇ: ଚାଇନାର ୨୭ ବର୍ଷୀୟା ପୂର୍ବତନ ବିମାନ କର୍ମଚାରୀ ୟାଙ୍ଗ୍ ୟାଙ୍ଗ୍ସି ସମ୍ପ୍ରତି ବିମାନ ସେବା ଛାଡି କୃଷି ଜଗତରେ ପାଦ ଥାପିଛନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବା ପରେ ସେ ମାତ୍ର ୨ ମାସ ମଧ୍ୟରେ ପ୍ରାୟ ୨୨.୮...
ଜାଣନ୍ତୁ କାହିଁକି କେବଳ ଜାନୁଆରୀ ୨୪ରେ ପାଳନ କରାଯାଏ କନ୍ୟା ସନ୍ତାନ ଦିବସ ? ଭାରତରେ ପ୍ରତିବର୍ଷ ଜାନୁଆରୀ ୨୪ରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଏ। ଝିଅମାନଙ୍କ ଅଧିକାର, ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସୁରକ୍ଷା ବିଷୟରେ ସମାଜରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ। ତେବେ ଆସନ୍ତୁ...
ଯାହା କହିଛନ୍ତି ସବୁ ସତ ହୋଇଛି, ଏବେ ୨୦୨୫କୁ ନେଇ ଭୟଙ୍କର ଭବିଷ୍ୟବାଣୀ କଲେ ଏହି ବ୍ୟକ୍ତି, ମାଳିକାରେ ବି … ନିକୋଲସ ଆଉଜୁଲା ଜଣେ ବ୍ୟକ୍ତି ଯିଏ ଗତ ଦଶନ୍ଧିରେ ଅନେକ ସଠିକ ଭବିଷ୍ୟବାଣୀ କରିଛନ୍ତି। କରୋନାଠାରୁ ଟ୍ରମ୍ପଙ୍କ ପୁନଃନିର୍ବାଚନ ପର୍ଯ୍ୟନ୍ତ ତାଙ୍କର ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ୍ୟ ବୋଲି ଜଣାପଡିଛି। ସେ ଏହି ବର୍ଷ ପାଇଁ ଏକ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି।...
ଟ୍ରେନରେ ଯାତ୍ରୀ ଭୁଲିଗଲେ ୬କୋଟିର ସମ୍ପତ୍ତି, ଖୋଜି ଖୋଜି… ନୂଆଦିଲ୍ଲୀ,୨୩।୧: ଟ୍ରେନରେ ଯାତ୍ରା କରିବା ସମୟରେ ଅନେକ ଯାତ୍ରୀ ସେମାନଙ୍କର ଲଗେଜ ଭୁଲି ଯାଆନ୍ତି। ଅନେକ ସମୟରେ ଏଥିରେ ମୂଲ୍ୟବାନ ଜିନିଷ ମଧ୍ୟ ଥାଏ। ଯାତ୍ରୀମାନେ ଭାବନ୍ତି ଯେ ଚଳନ୍ତା ଟ୍ରେନରେ କିମ୍ବା ଷ୍ଟେସନରେ ଛାଡିଯାଇଥିବା ଲଗେଜ ଫେରିପାଇବେ ନାହିଁ।...
କୋଟିପତି ସଫେଇ କର୍ମଚାରୀ ଲଣ୍ଡନ: ବ୍ରିଟେନ୍ର କାର୍ଲିସ୍ଲେରେ ରହୁଥିବା ଜେମ୍ସ କ୍ଲାର୍କସନ(୨୦) ୭.୫ ମିଲିୟନ ପାଉଣ୍ଡ (ପ୍ରାୟ ୮୦ କୋଟି ଟଙ୍କା)ର ଲଟେରି ଜ୍ୟାକ୍ପଟ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଗତ କ୍ରିସ୍ମସ୍ ସମୟରେ ନ୍ୟାଶନାଲ ଲଟେରିରେ ଜେମ୍ସ ୧୨୦ ପାଉଣ୍ଡ (୧୨,୬୭୬ ଟଙ୍କା)...
ଚା’ର ମିଠା ଅନୁଯାୟୀ ଏଠାରେ ପକ୍କା ହୁଏ ବିବାହ, ଚିନିରୁ ହୁଏ ଆଫ୍ରୁଭାଲ, ଜାଣନ୍ତୁ କେଉଁଠି ଭାରତୀୟଙ୍କ ଦିନଟି ସାଧାରଣତଃ ଚା’କପ୍ ସହ ଆରମ୍ଭ ହୁଏ। କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା ଉପଲବ୍ଧ ନହୁଏ, ତେବେ ସେହି ଦିନଟି ଅସମ୍ପୂର୍ଣ୍ଣ ମନେହୁଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ...