ଫୁରସତ

ଭାରତୀୟମାନେ କାହିଁକି ପ୍ରତି କଥାରେ ମୁଣ୍ଡ ହଲାଇବା ଅଭ୍ୟାସ ରଖିଥାନ୍ତି, ଜାଣନ୍ତୁ ଏହା ପଛର କାରଣ…

ଆମ ସଂସ୍କୃତିରେ ଏପରି ଅନେକ କଥା ଅଛି, ଯାହାକୁ କେବଳ ଭାରତୀୟମାନେ ହିଁ ବୁଝି ପାରିଥାନ୍ତି। ଅନ୍ୟ ଦେଶର ଲୋକଙ୍କୁ ଏହା ବୁଝିବା ପାଇଁ ଅନେକ ସମୟ ଲାଗିଥାଏ। ଆମ ଭାରତୀୟମାନଙ୍କ ମଧ୍ୟରେ ଏପରି ଏକ ସଙ୍କେତ ହେଉଛି ମୁଣ୍ଡ...

ଚୋରି ଜିନିଷ ହେଲା ଭାରି, ପୋଲିସକୁ ନିଜେ ଡାକିଲେ ଚୋର

ଆପଣ ନିଶ୍ଚିତ ଚୋରି ସମ୍ପର୍କିତ ଅନେକ ଘଟଣା ଶୁଣିଥିବେ। ଯେଉଁଥିରେ ବେଳେବେଳେ ଅତ୍ୟନ୍ତ ଭୟଙ୍କର କିମ୍ବା ମଜାଳିଆ ଘଟଣା ଘଟିଥାଏ। କେଉଁଠି ଚୋର ଚୋରି କରିବାକୁ ଆସି ପୂଜା କରିଥାଏ ତ ଆଉ କେଉଁଠି ଖାଇପିଇ ଚୋରି କରି ଖସିଯାଇଥାଏ।...

ଫୋନ୍‌ ଚାର୍ଜ କରିବା ବେଳେ କରୁଛନ୍ତି କି ଏହି ୫ ଭୁଲ୍‌? ଶୀଘ୍ର ନଷ୍ଟ ହୋଇଯିବ…

ଆଜିକାଲିର ଯୁଗକୁ ସ୍ମାଟ୍‌ଫୋନ୍‌ର ଯୁଗ ବୋଲି କହିପାରିବା। କାରଣ ସ୍ମାଟ୍‌ଫୋନ୍‌ ବିନା ଏବେ କୌଣସି ବି କାମ କରିବା ଏକପ୍ରକାର ଅସମ୍ଭବ। ଏଣୁ ପୂର୍ବାପେକ୍ଷା ଫୋନ୍‌ର ବ୍ୟବହାର ବଢ଼ିଛି କହିଲେ ଚଳେ। ବ୍ୟବହାର ଯେତିକି ବଢ଼ୁଛି ଫୋନ୍‌ର ବ୍ୟାଟେରୀ କ୍ଷୟ...

ରୋଗୀଙ୍କ ପାଇଁ ଗାଉନ ତିଆରି କରେ ଏହି କମ୍ପାନୀ, ରଖେ ଚିନ୍ତାମୁକ୍ତ

ଯେତେବେଳେ ଲୋକମାନେ ବୁଲିବାକୁ ଯାଆନ୍ତି, ସେମାନେ ସେମାନଙ୍କର ପୋଷାକର ଯତ୍ନ ନିଅନ୍ତି। ତାଙ୍କର ଏକମାତ୍ର ଚିନ୍ତାଧାରା ରହିଥାଏ ଯେମିତି ତାଙ୍କ ପୋଷାକ ଅନ୍ୟମାନଙ୍କଠାରୁ ଭିନ୍ନ ଏବଂ ଫ୍ୟାଶନେବଲ ଦେଖାଯିବା ଉଚିତ। ଏଥିପାଇଁ ସେମାନେ ମହଙ୍ଗା ପୋଷାକ ବି କିଣିଥାନ୍ତି। ପାର୍ଟି,...

ଡମ୍ପିଂୟାର୍ଡରୁ ୮୦ ଲକ୍ଷ ଟଙ୍କାରେ ବିମାନ କିଣି ସେଥିରେ ଖର୍ଚ୍ଚ କଲେ ଆଉ ୧୫ ଲକ୍ଷ, କାରଣ ଜାଣିଲେ…

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ। ଏମିତି କି କିଏ ଦାମୀ ଘର କିଣିବାକୁ ପସନ୍ଦ କରନ୍ତି ତ ଆଉ କିଏ ଦାମୀ ଗାଡ଼ି କିଣିବାକୁ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଲୋକ ଥା’ନ୍ତି ଯେଉଁମାନେ ଟଙ୍କାକୁ ଆଦୌ...

ସୃଜନଶୀଳତାର ପରିପ୍ରକାଶରେ ବ୍ରେଲିର ଭୂମିକା

ମଣିଷର କ୍ରମବିକାଶ ହେବା ସହ ଭାବର ଆଦାନପ୍ରଦାନ ପାଇଁ ବିଭିନ୍ନ ମାଧ୍ୟମ ସେ ଆପଣା ଛାଏଁ ବାହାର କରିଥିଲା। ପରବର୍ତ୍ତୀ ସମୟରେ ଏହା ବିଭିନ୍ନ ଭାଷାର ସ୍ଥାନ ନେଇଥିଲା। ଏହା ମାଧ୍ୟମରେ ମଣିଷ ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ...

ଆଖିରେ ଟାଟୁ କରି ମହିଳା ଅନ୍ଧ

ୱାର୍‌ସ: ଅନେକ ଲୋକ ଶରୀରର ବିଭିନ୍ନ ଅଂଶରେ ଟାଟୁ କରିଥାନ୍ତି। କେହି କେହି ତ ସମ୍ପୂର୍ଣ୍ଣ ଶରୀର ଟାଟୁରେ ଭରି ଦେଇଥାନ୍ତି। କିନ୍ତୁ ଶରୀରର କେତେକ ସୂକ୍ଷ୍ମ ଅଂଶ ରହିଛି, ଯେଉଁଠାରେ ଟାଟୁ କରିବା ବିପଜ୍ଜନକ ହୋଇଥାଏ। ଏଥିପାଇଁ ସେମାନଙ୍କୁ...

ଗୋଟିଏ ପରିବାରର ୬୦ତମ ସନ୍ତାନ ଜନ୍ମ

ଇସ୍‌ଲାମାବାଦ,୩।୧: ଗୋଟିଏ ପରିବାରରେ ୬୦ତମ ସନ୍ତାନ ଜନ୍ମ ନେଇଛି। କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗିପାରେ। ହେଲେ କଥାଟି ସତ। କିଛି ଏଭଳି ଘଟଣା ଘଟିଛି ପାକିସ୍ତାନ ବଲୁଚିସ୍ତାନର ରାଜଧାନୀ କ୍ୱେଟାରେ। କ୍ୱେଟାର ରହୁଥିବା ଜନ୍‌ ମହମ୍ମଦ ଘରର ଏକମାତ୍ର...

ଫେବୃୟାରୀରେ ’ଶକୁନ୍ତଲମ୍‌’

ହାଇଦ୍ରାବାଦ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ‘ଯଶୋଦା’ ପରେ ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଶକୁନ୍ତଲମ୍‌’ର ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ଜଣେ ରାଜକୁମାରୀ ଭୂମିକାରେ ନଜରକୁ ଆସିବେ। ଏହା ଏକ ପୌରାଣିକ ଚଳଚ୍ଚିତ୍ର।...

ଚର୍ଚ୍ଚାରେ ଗୁଟ୍‌ଖା ଡାନ୍ସ

ନୂଆଦିଲ୍ଳୀ: ସୋସିଆଲ ମିଡିଆ ଯୁଗରେ ଏବେ କୌଣସି ଖବର ଲୋକଙ୍କ ଦୃଷ୍ଟିରୁ ଅଛପା ରହୁନାହିଁ। ଗୋଟିଏ ଛୋଟ ଖବର ହେଲେ ବି ନିମିଷକରେ ତାହା ଚାରିଆଡ଼େ ପ୍ରଘଟ ହୋଇଯାଉଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଚର୍ଚ୍ଚା ପାଲଟିଛି ଗୁଟ୍‌ଖା ଡାନ୍ସ।...

୮ ମାସରେ ୪୬ କେଜି କମିଲେ ଡିସିପି

ନୂଆଦିଲ୍ଳୀ: ଦିଲ୍ଲୀ ମେଟ୍ରୋ ଡେପୁଟି କମିଶନର ଅଫ୍‌ ପୋଲିସ (ଡିସିପି) ଜିତେନ୍ଦ୍ର ମଣି ତ୍ରିପାଠୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପଛର କାରଣ ହେଉଛି ତାଙ୍କ ଟ୍ରାନ୍ସଫରମେଶନ୍‌। ମାନେ ମାତ୍ର ୮ ମାସରେ ଡିସିପି...

୯ ବର୍ଷ ପରେ ପୁନର୍ମିଳନ

ବେଙ୍ଗାଲୁରୁ: ନୂଆବର୍ଷରେ ହରିୟାଣାର କେହାର ସିଂଙ୍କୁ ମିଳିଛି ତାଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର। ୯ ବର୍ଷ ପୂର୍ବେ ହଜିଯାଇଥିବା ଜୀବନସାଥୀ ଦର୍ଶିନୀଙ୍କୁ ପାଇ କେହାରଙ୍କ ଖୁସି କହିଲେ ନ ସରେ। ତାଙ୍କ ପାଇଁ ଏତେବଡ଼ ଖୁସି ଆଣିବାରେ କର୍ନାଟକର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri