ଫୁରସତ

୧୦ ଘଣ୍ଟାରେ ୧୨୦ କି.ମି. ପହଁରିଲା ମହାବଳ

ଦିଶପୁର: ଏକ ବାଘ ନଦୀରେ ପହଁରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଥିବା ଏହି ରୟାଲ୍‌ ବେଙ୍ଗଲ୍‌ ଟାଇଗର୍‌କୁ ରକ୍ଷା...

ଆଇସିୟୁରେ ଝିଅର ବାହାଘର ପରେ ମା’ଙ୍କ ମୃତ୍ୟୁ

ଗୟା,୨୬।୧୨: ଅନେକ ଥର ଫିଲ୍ମରେ ହସ୍ପିଟାଲରେ ବାହାଘର ହେଉଥିବା ସମସ୍ତେ ଦେଖିଥିବେ। କିନ୍ତୁ ସତରେ ହସ୍ପିଟାଲରେ ବାହାଘର ହେବା କଥା କେହି ଦେଖିଛନ୍ତି କି ଶୁଣିଛନ୍ତି। କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କାରଣ କିଛି ଏଭଳି ଦୃଶ୍ୟ ଦେଖିବାକୁ...

ଦୋକାନ ଛାତ ଉପରକୁ ଚଢିଗଲା ଷଣ୍ଢ: ଆଉ ତା’ପରେ…

ସୋସିଆଲ ମିଡିଆରେ ପ୍ରାୟତଃ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ,ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ଷଣ୍ଢର ଏକ ଭିଡିଓ ଭାଇରାଲ ହୋଇଛି। ସାଧାରଣତଃ ରାସ୍ତାରେ ଷଣ୍ଢ ଯାଉଥିବାବେଳେ ଆକ୍ରମଣ ଭୟରେ ଲୋକେ ଷଣ୍ଢଠାରୁ ଦୂରେଇ ରହିବା ଆରମ୍ଭ କରନ୍ତି।...

ଏମିତି ମନ୍ଦିର, ଯାହା ୪୫ ଡିଗ୍ରୀ ଢଳି କି ରହିଛି

ଦୁନିଆରେ ଏମିତି କିଛି ମନ୍ଦିର ରହିଛି, ଯାହା ଚମତ୍କାର ତାଲିକାରେ ଅନ୍ତର୍ଭୂକ୍ତ ନୁହେଁ, ତଥାପି ସେଗୁଡ଼ିକ ଏତେ ଅନନ୍ୟ ଯେ; ଯିଏ ଏହାକୁ ଦେଖେ ଆଶ୍ଚର୍ଯ୍ୟ ହୋଇଯାଏ। ଏମିତି ଏକ ମନ୍ଦିର ରହିଛି ତାଇଓ୍ବାନରେ। ଯାହା ମାଧ୍ୟାକର୍ଷଣ ବିପକ୍ଷରେ ଯାଇ...

ଅଜବ ମାସ୍କ ପିନ୍ଧି ଖାଇବାରେ ବ୍ୟସ୍ତ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କଲାଣି। ଅତୀତରେ ସମଗ୍ର ବିଶ୍ୱରେ ଏହି ରୋଗରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଇଛି। ଚାଇନାରେ ଏହା ପୁଣିଥରେ ତା’ର ଭୟାବହତା ଦେଖାଇବା ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ ସଂକ୍ରମଣରୁ ରକ୍ଷା...

ଖ୍ରୀଷ୍ଟମାସ ରଙ୍ଗରେ ସଜେଇ ହେଇ ଉଡ଼ାଣ କଲା ବିମାନ

ଆଜି ଚାରିଆଡ଼େ ଖ୍ରୀଷ୍ଟମାସର ପରିବେଶ। ସମସ୍ତେ ନିଜ ନିଜ ଶୈଳୀରେ ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ବଡ଼ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ପାଇଁ ଏମିରେଟ୍ସ ଏୟାରଓ୍ବେଜ ମଧ୍ୟ ପଛରେ ପଡ଼ିନାହିଁ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହାର...

ଅଦରକାରୀ ସାମଗ୍ରୀରେ ତିଆରି ରୁଦ୍ରବୀଣା

କଳାକାର ସିଏ ଯେ, ନିର୍ଜୀବ ଭିତରେ ବି ଜୀବନ ଭରିପାରେ। ଅଦରକାରୀ ଜିନିଷକୁ ସୁନ୍ଦର କଳାକୃତିରେ ରୂପାନ୍ତର କରିପାରେ। ଏଭଳି କଳାକାର ଭାରତରେ ବି କିଛି କମ୍‌ ନାହାନ୍ତି। ନିକଟରେ ମଧ୍ୟପ୍ରଦେଶ, ଭୋପାଳରେ ରହୁଥିବା କେତେଜଣ କାରିଗର ସ୍କ୍ରାପ ବା...

ଗୁରୁ କରିବ ଜାଣି!

ବହୁ ପୁରାକାଳରୁ ଲୋକମୁଖରେ ପ୍ରଚଳିତ ହୋଇଆସୁଥିବା ରୂଢ଼ି ‘ପଇସା ନେବ ଗଣି, ପାଣି ପିଇବ ଛାଣି’କୁ ଉଚ୍ଚାରଣ କରିସାରିବା ପରେ ସେଦିନ ପ୍ରବଚନ ଦେଉଥିବା ପ୍ରବକ୍ତା ମହାରାଜ ଏହା ସହିତ ଆଉ ଏକ ପଦ ‘ଗୁରୁ କରିବ ଜାଣି’ ଯୋଡ଼ି...

ଖ୍ରୀଷ୍ଟମାସ ଡେଷ୍ଟିନେଶନ

* ଗୋଆ: ନିଜର ଉତ୍କୃଷ୍ଟ ସମୁଦ୍ରତଟ ତଥା ମଜା ମଜଲିସ୍‌ଭରା ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୋଆ ହେଉଛି ଆମ ଦେଶର ଏମିତି ଏକ ସ୍ଥାନ; ଯେଉଁଠାରେ ଖ୍ରୀଷ୍ଟମାସକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ।...

କ୍ରିସ୍‌ମାସ୍‌ ଟ୍ରି ହେୟାରଷ୍ଟାଇଲ୍‌

କେଶକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇବାକୁ ସବୁ ନାରୀ ଭଲ ପାଆନ୍ତି। କାରଣ ଚେହେରାକୁ ସୁନ୍ଦର ଓ ଆକର୍ଷକ କରିବାରେ କେଶସଜ୍ଜା ବା ହେୟାର ଷ୍ଟାଇଲ୍‌ର ଥାଏ ପ୍ରମୁଖ ଭୂମିକା। କେବେ ଏହା ଟ୍ରାଡିଶନାଲ ଲୁକ୍‌ ଦିଏ ତ କେବେ...

ଦାମୀ ଖ୍ରୀଷ୍ଟମାସ ଟ୍ରି

ଖ୍ରୀଷ୍ଟମାସର ମୁଖ୍ୟ ଆକର୍ଷଣ ହେଉଛି ଖ୍ରୀଷ୍ଟମାସ ଟ୍ରି। ବିଶ୍ୱାସ ରହିଛି ଯେ, ସୁସଜ୍ଜିତ ଖ୍ରୀଷ୍ଟମାସ ଟ୍ରି ଯେଉଁଠି ଥାଏ ସେଠାକୁ ସାନ୍ତା ସୌଭାଗ୍ୟ ନେଇ ଆସିଥାନ୍ତି। ତେଣୁ ଏହାକୁ ବିଭିନ୍ନ ରଙ୍ଗିନ ଜିନିଷ ସହ ସୁନା, ହୀରା ଭଳି ବହୁ...

ଖ୍ରୀଷ୍ଟମାସକୁ ନେଇ ଅଜବ ପ୍ରଥା

ଉପହାର, ଚକୋଲେଟ୍‌, ଖିଆପିଆ ଓ ବୁଲାବୁଲିରେ ଅଧିକାଂଶ ଖ୍ରୀଷ୍ଟମାସ ପର୍ବ ପାଳନ କରୁଥିବାବେଳେ ଅନ୍ୟ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଯାଏ। ଖ୍ରୀଷ୍ଟମାସ ପାଳନ ହୁଏ ଟିକିଏ ନିଆରା ଢଙ୍ଗରେ… ୟୁଲେ ଗୋଟ୍‌ : ୧୯୬୬ ମସିହାଠାରୁ ସୁଇଡେନ୍‌, ଗାଭ୍‌ଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri