ଫୁରସତ

୩ ବର୍ଷ ପରେ ସ୍ବାମୀଙ୍କୁ ଭେଟିଲେ ସ୍ତ୍ରୀ, ପରେ ଯାହା ହେଲା ଜାଣିଲେ, ଆଖିରେ ଆସିଯିବ ଲୁହ

ଚାଇନାରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ।  ଦୀର୍ଘ ତିନି ବର୍ଷର ଅପେକ୍ଷା ପରେ ଜଣେ ରୁଷିଆ ମହିଳା ତାଙ୍କ ସ୍ବାମୀଙ୍କୁ ଭେଟିବା ପାଇଁ ଚାଇନାରେ ପହଞ୍ଚିଥିଲେ। କିନ୍ତୁ କିଛି ଘଣ୍ଟା ମଧ୍ୟରେ...

ଏମିତି ଦେଶ, ଯେଉଁଠି ଗୁପ୍‌ଚୁପ୍‌ ଖାଇବା ମନା

ଗୁପ୍‌ଚୁପ୍‌ ଏମିତି ଏକ ଖାଦ୍ୟ ଯାହାର ନାଁ ପ୍ରାୟ ସମସ୍ତେ ଜାଣିଛନ୍ତି। ଭାରତର ଲୋକମାନେ ଉତ୍ସାହର ସହିତ ଗୁପ୍‌ଚୁପ୍‌ ଖାଇଥାନ୍ତି। ଅନେକ ଲୋକ ଏକାଥରକେ ବହୁତ ଗୁପ୍‌ଚୁପ୍‌ ଖାଇପାରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ...

ବୟଫ୍ରେଣ୍ଡଙ୍କ ଫୋନ ଅନ୍ୟଜଣେ ଯୁବତୀ ଉଠାଇବାରୁ ଗର୍ଲଫ୍ରେଣ୍ଡ ନେଲେ ଏମିତି ନିଷ୍ପତ୍ତି

ଆମେରିକାର ଟେକ୍ସାସରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବୟଫ୍ରେଣ୍ଡଙ୍କ ଫୋନ ଆଉ ଜଣେ ଯୁବତୀ ଉଠାଇବାରୁ ରାଗରେ ଗର୍ଲଫ୍ରେଣ୍ଡ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ପୋଳିସ ସମ୍ପର୍କ ଯୁବତୀଙ୍କୁ ଗିରଫ କରିଛନ୍ତି। ଗିରଫ ଯୁବତୀ ଜଣଙ୍କ ହେଲେ ୨୩ ବର୍ଷୀୟା...

ବିଶ୍ୱର ସବୁଠୁ ବୟସ୍କ ବିଲେଇ

ନିକଟରେ ବ୍ରିଟେନରେ ରହୁଥିବା ଏକ ବିଲେଇ ନିଜର ୨୭ତମ ଜନ୍ମଦିନ ପାଳନ କରିବାକୁ ଯାଉଛି। ବିଶ୍ୱର ସବୁଠାରୁ ବୟସ୍କ ବିଲେଇ ଭାବେ ଏହି ବିଲେଇର ନାଁ ଗିନିଜ ୱାଲର୍‌ଡ ରେକର୍ଡରେ ସାମିଲ କରାଯାଇଛି। ୧୯୯୫ରେ ଜନ୍ମ ହୋଇଥିବା ଏହି ବିଲେଇର...

ମୂଷା ଖାଇଗଲେ ୫୮୧ କିଲୋଗ୍ରାମ୍‌ ଗଞ୍ଜେଇ…

ମଥୁରା,୨୪।୧୧ : ଉତ୍ତରପ୍ରଦେଶରେ ମଥୁରା ପୋଲିସର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଏପରିକି ପୋଲିସର ଏହି ରିପୋର୍ଟକୁ ବିଶ୍ୱାସ କରିବା କଷ୍ଟକର ହୋଇପଡିଛି। ପୋଲିସ କଥା ଶୁଣିବା ପରେ କୋର୍ଟରେ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ, ମୂଷା...

ଭୂତ ସହରରେ ରହିଲେ ମିଳିବ ୨୫ ଲକ୍ଷ

ରୋମ୍‌: ଭୂତ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶେ। ଭୂତ ଭୟରେ ଅନେକ ଲୋକ ଗାଁ ଘର ଛାଡ଼ି ଅନ୍ୟତ୍ର ବସବାସ କରିଥାନ୍ତିି। କିନ୍ତୁ ଇଟାଲୀର ଏକ ଭୂତ ସହରରେ ରହିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରାଯାଉଛି। ଯିଏ...

ମଣିଷ ଟିସୁର ପ୍ରିଣ୍ଟ ବାହାର କରିବ ‘ମିଟୋ ପ୍ଲସ୍‌’

ନୂଆଦିଲ୍ଲୀ: ଏଣିକି ମଣିଷ ଟିସୁର ପ୍ରିଣ୍ଟ୍‌ ଆଉଟ୍‌ ବାହାରିବ। ବାୟୋଇଙ୍କ୍‌ ବ୍ୟବହାର କରି ଏହି ପ୍ରିଣ୍ଟ ବାହାର କରାଯିବ। ତେବେ ଏ ନେଇ ଭାରତର ଷ୍ଟାର୍ଟଅପ୍‌ କମ୍ପାନୀ ମିଟୋ ପ୍ଲାସ ନାମରେ ଏକ ପ୍ରିଣ୍ଟର ମେଶିନ୍‌ ତିଆରି କରିଛି। ବର୍ତ୍ତମାନ...

‘ଲଭ୍‌ ଇନ୍‌ ଲଣ୍ଡନ୍‌’ରେ ସ୍ବପ୍ନା

ଢେଙ୍କାନାଳ ଅଫିସ: ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମଡେଲିଂ କରି ଚର୍ଚ୍ଚିତ ଚେହେରା ପାଲଟିଥିବା ଢେଙ୍କାନାଳର ଝିଅ ସ୍ବପ୍ନା ପ୍ରିୟଦର୍ଶିନୀଙ୍କୁ ପୁଣିଥରେ ରୁପେଲି ପରଦାରେ ଦେଖିବାକୁ ମିଳିବ। ଅପ୍‌କମିଂ ଓଡ଼ିଆ ସିନେମା ‘ଲଭ୍‌ ଇନ୍‌ ଲଣ୍ଡନ’ରେ ସେ ଅଭିନେତା ଅନୁଭବ ମହାନ୍ତିଙ୍କ...

ହ୍ରଦ ସୁରକ୍ଷାଦାତା ଅରୁଣ

ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ...

ଏମିତି ଦେଶ, ଯେଉଁଠି ନାହାନ୍ତି ଜଣେ ହେଲେ ଭାରତୀୟ

ଭାରତୀୟମାନେ ପୃଥିବୀର ପ୍ରାୟ କୋଣ ଅନୁକୋଣରେ ବସବାସ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ହେଉ କିମ୍ବା କ୍ରିକେଟ ମ୍ୟାଚ୍‌ ହେଉ … ଆମେ ପ୍ରତ୍ୟେକ ବଡ଼ ଇଭେଣ୍ଟରେ ଭାରତର ଲୋକଙ୍କୁ ଦେଖିବାକୁ ପାଇଥାଉ। ଭାରତରୁ ବହୁ ସଂଖ୍ୟକ...

୪୦୦ କୋଠରୀ ବିଶିଷ୍ଟ ଭବ୍ୟ ମହଲରେ ରହୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଗ୍ବାଲିୟର,୨୧।୧୧ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜଣେ ଭଲ ନେତା ଭାବେ ଗଣାଯାଏ। ସେ ଗ୍ବାଲିୟରର ରାଜକୀୟ ପରିବାରର ବଂଶଧର ଭାବରେ ମଧ୍ୟ ଜଣାଶୁଣା। ରୟାଲ ପରିବାରରୁ ଆସିଥିବା ଜ୍ୟୋତିରାଦିତ୍ୟଙ୍କର ପ୍ରାସାଦ ଅତି ସୁନ୍ଦର ଏବଂ ଭବ୍ୟ। ସେ ରହୁଥିବା ଏହି...

ସ୍ବାମୀ ୧ କୋଟି ଟଙ୍କା ଜିତିଲେ ଲଟେରୀ, ସ୍ତ୍ରୀ ପ୍ରେମିକ ସହ ଟଙ୍କା ଧରି ଫେରାର

ଦକ୍ଷିଣ ଏସୀୟ ଦେଶ ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କଠାରୁ ପ୍ରାୟ ୧ କୋଟି ଟଙ୍କା ନେଇ ପ୍ରେମିକଙ୍କ ଚମ୍ପଟ ମାରିଛନ୍ତି। ବ୍ୟକ୍ତି ଜଣଙ୍କ ଲଟେରୀରେ ଏହି ଟଙ୍କା ଜିତିଥିଲେ। ଏହି ଘଟଣା ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri