ଫୁରସତ

ବାଘ ଲାଙ୍ଗୁଡ଼ ଟାଣୁଛନ୍ତି ଯୁବକ, ଭିଡିଓ ଦେଖିଲେ….

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ନୀରବରେ କହିଦିଏ ବହୁ କଥା

ସାଧାରଣ ମୁହୂର୍ତ୍ତକୁ ଅମୂଲ୍ୟ କରିଦିଏ ଫଟୋ। ପ୍ରିୟ ସ୍ମୃତିକୁ ଉଜାଗର କରେ, ଏକଲାପଣରେ ବି ଆନନ୍ଦ ଆଣିଦିଏ। ନୀରବ ରହି ବି ବିନା କୌଣସି ଭାଷାରେ କହିଥାଏ ଅନେକ କଥା। ଏସବୁକୁ କ୍ୟାମେରା ଲେନ୍ସରେ କଏଦ କରିଥାନ୍ତି ଫଟୋଗ୍ରାଫର। ଫଟୋରେ...

ଚୋରି ଏୟାରପଡ୍‌ ଫେରିପାଇବା ପାଇଁ ୨.୨ ଲକ୍ଷ ଖର୍ଚ୍ଚ

ଲଣ୍ଡନ: ଲୋକେ ନିଜର ଅତି ପ୍ରିୟ ଜିନିଷକୁ ଯତ୍ନ ସହକାରେ ରଖନ୍ତି। ହେଲେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ଜିନିଷକୁ ପାଇବା ପାଇଁ ଜଣେ ନିଜର ସବୁକିଛି ଲଗାଇଦେବା ଘଟଣା ବିରଳ। ବ୍ରିଟେନ୍‌ରୁ ଏପରି ଏକ ରୋଚକ ଘଟଣା ସାମ୍‌ନାକୁ...

ପ୍ରେମିକାଙ୍କ ବ୍ୟାଗ୍‌ରେ ପରିସ୍ରା କଲେ

ସିଓଲ: ପୂର୍ବତନ ପ୍ରେମିକାଙ୍କ ସହ ଝଗଡ଼ା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁକ୍ତିତର୍କବେଳେ ଯୁବତୀଙ୍କ ଦାମୀ ବ୍ୟାଗ୍‌ରେ ପରିସ୍ରା କରିଦେବାରୁ ଦକ୍ଷିଣ କୋରିଆର ଏକ ଦଓ୍ବୋନୀ ଅଦାଲତ ଯୁବକଙ୍କ ଉପରେ ୧.୫ ନିୟୁତ ଓନ୍‌ ବା ୯୦ ହଜାର...

ଆଲିଙ୍ଗନ କରି ମହିଳାଙ୍କ ହାଡ଼ ଭାଙ୍ଗିଦେଲେ

ବେଜିଂ: ଚାଇନାର ଏକ କମ୍ପାନୀରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଆଲିଙ୍ଗନ କରିବା ତାଙ୍କ ସହକର୍ମୀଙ୍କୁ ମହଙ୍ଗା ପଡ଼ିଛି। ଯୁବକ ଜଣକ ମହିଳାଙ୍କୁ ଜୋର୍‌ରେ ଜାବୁଡ଼ି ଧରିବା ଫଳରେ ତାଙ୍କ କଙ୍କାଳର ୩ଟି ହାଡ଼ ଭାଙ୍ଗିଯାଇଥିଲା। ଏହାକୁ ନେଇ ସମ୍ପୃକ୍ତା ମହିଳା...

ଚିତାବାଘ ସହିତ ଏଭଳି କଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସେ। ଠିକ୍‌ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବ୍ୟକ୍ତି ନିର୍ଦ୍ଦୟ ରୂପେ ଚିତାବାଘ ଲାଞ୍ଜକୁ ଧରି ଟାଣୁଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି...

ମାନବିକତା ହିଁ ସର୍ବୋତ୍ତମ

ସାମାଜିକ କାର୍ଯ୍ୟକର୍ତ୍ତା, ମାନବସେବାକୁ ବ୍ରତ କରି ନିଜ ଜୀବନକୁ ବାଜି ଲଗାଉଥିବା ଅଥବା ଜୀବନବଳି ଦେଇଥିବା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ ଅଗଷ୍ଟ ୧୯। ଏହି ଦିନ ସାରା ବିଶ୍ୱ ମାନବିକତା ଦିବସ ପାଳିଥାଏ। ସମ୍ପ୍ରତି ବିଶ୍ୱ କରୋନା, ମଙ୍କିପକ୍ସ...

୪୫ କିଲୋମିଟର ପାଇଁ ଉବର ଚାର୍ଜ କଲା ଏତିକି ଟଙ୍କା, ଜାଣିଲେ…

ଆଜିକାଲି ଅଧିକାଂଶ ଜିନିଷ ଅନ୍‌ଲାଇନରେ ସହଜରେ ଉପଲବ୍ଧ।ଆମେ ସବୁବେଳେ ଭାବୁ ସହଜରେ ଜିନିଷ ଆମ ସାମ୍ନାକୁ ଆସୁ। ଖାଦ୍ୟପାନୀୟଠାରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ, ଅନ୍‌ଲାଇନ ଆବେଦନ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ। ଯଦିଓ ଏହି କାରଣରୁ ଜୀବନ ସହଜ...

ଏମିତି ଭାବଭଙ୍ଗୀରେ ହାତୀ ଫେରାଉଛି ଶିଶୁର ଜୋତା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ବିଶେଷକରି ପଶୁପକ୍ଷୀମାନେ ଯେତେବେଳେ କିଛି ବୁଦ୍ଧିମାନ କାର୍ଯ୍ୟ କରନ୍ତି, ଲୋକମାନେ ସେମାନଙ୍କୁ ବହୁତ ଭଲ ପାଆନ୍ତି। ଏବେ ସେମିତି ଏକ...

ମନ୍ଦିରରେ ମାଙ୍କଡ଼-ମହିଳାଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ , ଆଉ ଶେଷରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ସ୍କଟ୍‌ଲାଣ୍ଡରେ ମାଗଣା ସାନିଟାରି ନାପ୍‌କିନ୍‌

ଇଡିନ୍‌ବର୍ଗ: ସ୍କଟଲାଣ୍ଡ ବିଶ୍ୱର ପ୍ରଥମ ଦେଶ ଯେ, ମହିଳାମାନଙ୍କୁ ମାଗଣା ସାନିଟାରି ନାପ୍‌କିନ୍‌ ବାଣ୍ଟିପାକୁ ଯାଉଛି। ପାର୍ଲାମେଣ୍ଟରେ ଏ ନେଇ ବିଲ୍‌ ପାରିତ ହୋଇସାରିଥିବାବେଳେ ସୋମବାରଠାରୁ ଏହା ଦେଶବ୍ୟାପୀ ଲାଗୁ କରାଯାଇଛି। ଫ୍ରି ସାନିଟାରି ନାପ୍‌କିନ୍‌ ବଣ୍ଟନ ନେଇ ସ୍କଟଲାଣ୍ଡ...

ଏଲିଅନ୍‌ଙ୍କ ରହସ୍ୟ ଖୋଲିବ ୟୁରୋପା

ନୂଆଦିଲ୍ଳୀ: ସୌର ମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ ବୃହସ୍ପତିର ବରଫାବୃତ ଚନ୍ଦ୍ର ୟୁରୋପାରୁ ଏଲିଅନ୍‌ମାନଙ୍କ ଖୋଜ୍‌ କରିବାକୁଯାଉଛି ନାସା। ନାସାର ସଦ୍ୟ ଗବେଷଣା ଅନୁସାରେ ୟୁରୋପାରେ ଜୀବନ ନିର୍ବାହର ସୁଯୋଗ ରହିଛି। ବର୍ତ୍ତମାନ ସମୟରେ ଏଲିଅନ୍‌ମାନଙ୍କ ଅବସ୍ଥିତି ବିଷୟରେ ତଥ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri