ଫୁରସତ

ସଉକ ପାଇଁ ସାଜିଲେ କୁକୁର

ମଣିଷ ନିଜ ସଉକ ପୂରଣ କରିବା ଲାଗି ବେଳେବେଳେ ଟଙ୍କା ପାଣି ଭଳି ଖର୍ଚ୍ଚ କରିଦିଏ। ତେବେ ସେ ସଉକ ଅଜବ ହେଉ ପଛେ। ସେମିତି ଏକ ଅଜବ ସଉକ ଲାଗି ଜାପାନର ତୋକୋ ନାମକ ଜଣେ ବ୍ୟକ୍ତି ଚର୍ଚ୍ଚାରେ...

ସିଂହର ଷ୍ଟ୍ରେଟ୍‌ ବ୍ୟାଙ୍ଗ ହେୟାର୍‌ଷ୍ଟାଇଲ୍‌

ସିଂହର ଲମ୍ବା ଲମ୍ବା କେଶ ତା’ର ପରାକ୍ରମତାର ପରିଚୟ ଦିଏ। ଏହା ତା’ର ବ୍ୟକ୍ତିତ୍ୱକୁ ବଳିଷ୍ଠ କରାଏ। ତେବେ ନିକଟରେ ଚାଇନାର ଏକ ଚିଡିଆଖାନାରେ ଏକ ସିଂହର ଅଜବ କେଶ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଲାଗିବ ସତେ ଯେମିତି...

ଗୋଲ୍ଡେନ ଟ୍ରି

ପ୍ରକୃତି ଅନେକ ବିସ୍ମୟରେ ଭରି ରହିଥାଏ। ସେହିଭଳି ଏକ ବିସ୍ମୟ ଚାଇନାର ଝୋଙ୍ଗନାନ ପର୍ବତ ଉପରେ ଥିବା ଗୁ ଗୁଆନି୍ୟନ୍‌ ବୁଦ୍ଧ ମନ୍ଦିରରେ ଦେଖିବାକୁ ମିଳେ। ଏଠାରେ ଅଛି ଏକ ୧୪୦୦ ବର୍ଷ ପୁରାତନ ଗଛ, ଯାହା ‘ଗୋଲ୍ଡେନ ଟ୍ରି’...

୩୦୦ ବର୍ଷ ପରେ ଚର୍ଚ୍ଚାରେ ଔରଙ୍ଗଜେବ

ମୋଗଲ ସାମ୍ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବାଦ୍‌ଶାହ ଥିଲେ ମୁହି ଅଲ୍‌-ଦିନ ମହମ୍ମଦ, ଯେକି ଔରଙ୍ଗଜେବ ଭାବେ ପରିଚିତ। ସେ ଥିଲେ ମୋଗଲ ସାମ୍ରାଜ୍ୟର ଷଷ୍ଠତମ ସମ୍ରାଟ। ଆକବରଙ୍କ ପରେ ଔରଙ୍ଗଜେବଙ୍କୁ ମୋଗଲ ସାମ୍ରାଜ୍ୟର ସବୁଠୁ ଶକ୍ତିଶାଳୀ ସମ୍ରାଟଭାବେ ଗଣନା କରାଯାଏ।...

ଘର ଲୋକଙ୍କୁ ଖାଇବାକୁ ଦେଇଥିଲି

ମୁଁ ଷଷ୍ଠ ଶ୍ରେଣୀରେ ବଳଗଣ୍ଡି ସ୍କୁଲରେ ପଢୁଥାଏ। ଆମ ସ୍କୁଲର ପ୍ରଧାନଶିକ୍ଷକ ଉମା ମଉସା ମୋ’ ନନାଙ୍କ ଘନିଷ୍ଠ ବନ୍ଧୁ ଥିଲେ। ହଠାତ୍‌ ସାର୍‌ଙ୍କର ହୃଦ୍‌ଘାତ ସ୍କୁଲରେ ହେଲା। ନନା ସେଠାରେ ଉପସ୍ଥିତ ଥିଲେ। ସେ ସାର୍‌ଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ...

ହୋଟେଲ ମ୍ୟାନେଜ୍‌ମେଣ୍ଟ

କୋଭିଡ୍‌ ମହାମାରୀ ପରେ ସମଗ୍ର ପୃଥିବୀରେ ଅନେକ ପରିବର୍ତ୍ତନ ଆସିଛି। ଏହା ଜଣାଶୁଣା ଯେ, ସବୁ ଦେଶରେ ପର୍ଯ୍ୟଟନର ବିକାଶ ନିମନ୍ତେ ସରକାରଙ୍କର ବିପୁଳ ଆଗ୍ରହ ରହିଛି। ଏହି ଶିଳ୍ପ ସମ୍ଭବତଃ ଅନ୍ୟ ସବୁ ଶିଳ୍ପ ତୁଳନାରେ ସର୍ବାଧିକ ନିଯୁକ୍ତି...

ବାପା

ଶ୍ରଦ୍ଧା ଓ ଭଲ ପାଇବାର ସଶକ୍ତ ଉଚ୍ଚାରଣ ବାପା। ତାଙ୍କୁ ଜାଣିହୁଏ ସିନା ଜଣେଇ ହୁଏନି। ସନ୍ତାନ ପାଇଁ ସମସ୍ତଙ୍କ ସହ ଲଢ଼ିବାର ସାହସ ରଖୁଥିବା ମଣିଷ କେବଳ ବାପା ହିଁ ହୋଇପାରନ୍ତି…   ତାଙ୍କୁ ଜାଣି ହୁଏ ହେଲେ...

ଏନ୍‌ଗେଜ୍‌ମେଣ୍ଟ ପିୟରସିଂ

ପିୟରସିଂର ଟ୍ରେଣ୍ଡ ତ ବହୁ ଆଗରୁ ଆରମ୍ଭ ହୋଇସାରିଛି। କିନ୍ତୁ ଏବେ ଏନ୍‌ଗେଜ୍‌ମେଣ୍ଟ ପିୟରସିଂ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଏହାକୁ କେହି କେହି ଏନ୍‌ଗେଜ୍‌ମେଣ୍ଟ ରିଂ ପିୟରସିଂ, ଓ୍ବେଡିଂ ରିଂ ପିୟରସିଂ ଅବା କେବଳ ଫିଙ୍ଗର୍‌...

ନୃତ୍ୟଶିଳ୍ପୀରୁ ଡାକ୍ତର ହେବା ଲକ୍ଷ୍ୟ

ପିଲାଟି ଦିନରୁ ନୃତ୍ୟ ପ୍ରତି ଥିବା ରୁଚି ଆଜି ତାଙ୍କୁ ଦେଇଛି ରାଜ୍ୟରୁ ଆରମ୍ଭ କରି ଜାତୀୟ ସ୍ତରୀୟ ନୃତ୍ୟଶିଳ୍ପୀର ପରିଚୟ। ସେ ହେଉଛନ୍ତି ବ୍ରହ୍ମପୁର ସହରସ୍ଥ ଶରଧାବାଲି ଅଞ୍ଚଳର ମା’ ସ୍ବାଗତିକା ଦାସ ଏବଂ ବାପା ହିମାଂଶୁ ଶେଖର...

ମୁଁ ଯେବେ ବାପା ହେଲି

ଯାହାଙ୍କ ବିଷୟରେ ବଖାଣିବାକୁ ଶବ୍ଦ ହୁଏ ନିଅଣ୍ଟ। ଯିଏ ପିଲାଙ୍କୁ ଭଲ ମଣିଷ କରିବାକୁ କେବେ ଖୁବ୍‌ ରାଗୀ ତ ପୁଣି କେବେ ସ୍ନେହ, ଶ୍ରଦ୍ଧାର ଅସୀମ ଭଣ୍ଡାର । ଯାହାଙ୍କ ଶ୍ରମ, ନିଷ୍ଠା ଆଉ କର୍ତ୍ତବ୍ୟପରାୟଣତା ସନ୍ତାନକୁ ଚଖାଏ...

ମାଙ୍କଡ଼କୁ ଆମ୍ବ ଖୁଆଉଛି ପୋଲିସ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ପ୍ରତି ୩୦ ବର୍ଷରେ ଅଣ୍ଡା ଦିଏ ଏକ ପଥର, କାରଣ ଜାଣିଲେ…

ଦୁନିଆରେ ଅନେକ ଅନନ୍ୟ ତଥା ଅଜବ ଜିନିଷ ରହିଛି, ଯାହାର ଉତ୍ତର କାହା ପାଖରେ ନାହିଁ। ପ୍ରକୃତି ହିଁ ଏସବୁ ଘଟାଇଥାଏ ବୋଲି ଆମକୁ ଧରି ନେବାକୁ ହେବ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। କିନ୍ତୁ କେହି ଏପରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri