ଫୁରସତ

କାନ୍ଧରେ ଦୁଇଜଣଙ୍କୁ ଟେକି ଖେଳିଲେ ସ୍କିପିଂ

ସ୍କିପିଂ କରିବା ଏକ ଭଲ ବ୍ୟାୟାମ। ଯେଉଁମାନେ ଫିଟ୍‌ ରହିବାକୁ ଚାହାନ୍ତି ସେମାନେ ଏହାକୁ ନିଜ ବ୍ୟାୟାମର ରୁଟିନ୍‌ରେ ନିଶ୍ଚୟ ସାମିଲ କରନ୍ତି। ତେବେ ଜଣେ କିମ୍ବା ଦୁଇଜଣ ସାମ୍‌ନା ସାମ୍‌ନି ଠିଆ ହୋଇ ସ୍କିପିଂ ଖେଳିବା ଅନେକେ ଦେଖିଥିବେ।...

ଚିତ୍ରରେ ଚିତ୍ରରେ ଜୀବନ

ଶିଳ୍ପୀଙ୍କ ହାତତିଆରି କଳାକୃତି କେବଳ ଦେଖିବାକୁ ସୁନ୍ଦର ହୋଇ ନ ଥାଏ, ଏହା ସେହି ରାଜ୍ୟର କଳାସଂସ୍କୃତି ଓ ଐତିହ୍ୟକୁ ବେଶ୍‌ ସମୃଦ୍ଧ କରିଥାଏ। ସେମିତି ଜଣେ ଶିଳ୍ପୀ ସାମ୍ପ୍ରତିକ ସମାଜର ବିଭିନ୍ନ ଘଟଣାବଳୀକୁ ଆଧାରକରି ତାଙ୍କ ଚିତ୍ରକଳାରେ ସ୍ଥାନଦେଇଥାନ୍ତି।...

ବିଲେଇ ସହ ବିବାହ

ବେଳେବେଳେ ଘରେ ରଖିଥିବା ପୋଷା ବିଲେଇ କୁକୁରଙ୍କୁ ତାଙ୍କର ମାଲିକ ଏତେ ଭଲ ପାଇବସନ୍ତି ଯେ, ତାଙ୍କଠାରୁ ଦୂରେଇ ଯିବାର ଭୟ ବି ମନରେ ରଖନ୍ତି। ଆଉ ସବୁବେଳେ ପାଖେ ପାଖେ ରହିବା ଲାଗି କିଛି ଅଜବ କାମ କରି...

ମଣିଷ ପାଇଁ ଡଗ୍‌ ବେଡ୍‌

ଯେଉଁମାନେ ଘରେ କୁକୁର ରଖିଥାନ୍ତି ସେମାନେ ନିଜ ପୋଷା କୁକୁରର ସୁଖ ସୁବିଧା ପାଇଁ ଅନେକ କିଛି କରନ୍ତି। ସେଥିମଧ୍ୟରେ ଗୋଟିଏ ହେଉଛି ସୁଖ ନିଦ ପାଇଁ ଆରାମଦାୟକ ଡଗ୍‌ ବେଡ୍‌ର ବ୍ୟବସ୍ଥା। ଯେଉଁଥିରେ ପୋଷା କୁକୁର ବେଶ୍‌ ଆରାମରେ...

କାର୍ଯ୍ୟସ୍ଥଳରେ ‘ଚନ୍ଦା’ ଡାକିବା ଯୌନ ନିର୍ଯାତନା

ଲଣ୍ଡନ: କାର୍ଯ୍ୟକ୍ଷେତ୍ରରେ ଯଦି କୌଣସି କର୍ମଚାରୀ ଅନ୍ୟ କର୍ମଚାରୀଙ୍କୁ ଚନ୍ଦା ବୋଲି ସମ୍ବୋଧନ କରନ୍ତି ତେବେ ଏହା ଯୌନ ନିର୍ଯାତନା ବୋଲି କୁହାଯିବ। ଜଜ୍‌ ଜୋନାଥାନ୍‌ ବ୍ରେନଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯଦି କୌଣସି...

ବରକୁ ବାଲ୍‌କୋନୀରୁ ଲୁଚିକି ଦେଖୁଥିଲେ କନ୍ୟା, ଆଉ ତା’ ପରେ….

ପ୍ରତ୍ୟେକ ଝିଅ ପାଇଁ ବିବାହ ଏକ ସ୍ବତନ୍ତ୍ର ଦିନ। ଏହି ଦିନକୁ ନେଇ ସେମାନେ ବହୁତ ସ୍ବପ୍ନ ଦେଖନ୍ତି ଏବଂ ଅନେକ ପ୍ରସ୍ତୁତି ମଧ୍ୟ କରନ୍ତି । ଯେତେବେଳେ ସେ ନିଜ ପସନ୍ଦର ବର ପାଆନ୍ତି, ସେତେବେଳେ ତାଙ୍କ ପାଇଁ...

ଗୀତ ପାଇଁ ବଦଳିଲା ଗାଁର ନାଁ

ପ୍ରତ୍ୟେକ ଗାଁର ପରିଚୟ ତା’ ନାଁ କୁ ନେଇ। କିନ୍ତୁ କେବେ କେବେ କୌଣସି ପରିସ୍ଥିତିରେ ବଦଳିଯାଏ ସେ ଗାଁର ନାଁ। ତାସହ ଯୋଡି ହୋଇଯାଏ ନୂଆ ପରିଚୟ। ସେମିତି ଏକ ଗାଁର ନାଁ ହେଲା ବିଲୁଙ୍ଗ। ରଙ୍ଗବତୀ ଗୀତର...

ସୋସିଆଲ୍‌ ମିଡିଆ କ୍ରେଜ୍‌

ସୋସିଆଲ୍‌ ମିଡିଆରେ ଅପ୍‌ଡେଟ୍‌ ରହିବା ଯେମିତି ବର୍ତ୍ତମାନ ଅଧିକାଂଶଙ୍କ ପାଇଁ ଏକ ନିଶା ପାଲଟିଗଲାଣି। ବିଶେଷକରି ଯୁବପିଢ଼ିଙ୍କଠାରେ ଏହାର କ୍ରେଜ୍‌ ଏତେ ଅଧିକ ଯେ, ଏହା ଆଳରେ ସେମାନେ ନିଜ ରୁଚି ସାଙ୍ଗକୁ ଜୀବନଶୈଳୀକୁ ବି ବଦଳାଇବାକୁ ପଛାଉ ନାହାନ୍ତି।...

ଗାଁଠୁ ଛୋଟ ଦେଶ

ଏଇ ପୃଥିବୀରେ ଏମିତି ବି ଦେଶ ରହିଛି ଯାହାର କ୍ଷେତ୍ରଫଳ ଗୋଟିଏ ଛୋଟ ଗାଁଠାରୁ ବି କମ୍‌। ସେଭଳି ଏକ ଦେଶ ହେଉଛି ମୋନାକୋ। ଜାଣିବା ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ…ବିକାଶ ସୂଚୀ ୧ରୁ ଅଧିକ ଥିବାରେ...

ବିମାନ ଦୁର୍ଘଟଣାରେ ୧୦୩ ଲୋକଙ୍କ ହୋଇଥିଲା ମୃତ୍ୟୁ, ବଞ୍ଚି ଯାଇଥିଲେ ଏହି କୁନି ବାଳକ, ଜାଣନ୍ତୁ କିପରି…

କୁହାଯାଏ, ନିମିଷେ ମାତ୍ର ଥିଲେ ପ୍ରାଣ ନ ନେଇ ପାରେ ଜନ୍ତୁରାଣ। ଯଦି ଜୀବନ ଭାଗ୍ୟରେ ଲେଖାଥାଏ, ତେବେ ଯେତେ ବଡ଼ ଦୁର୍ଘଟଣା ହେଲେ ମଧ୍ୟ କେହି କ୍ଷତି କରିପାରିବେ ନାହିଁ। ଲିବିଆରେ ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି।...

ଘଣ୍ଟା ବିଜ୍ଞାପନରେ କାହିଁକି ଦେଖିବାକୁ ମିଳେ ୧୦:୧୦ ସମୟ…

ବିଜ୍ଞାପନ ଦେବାର ଅର୍ଥ ଲୋକଙ୍କୁ ସାମଗ୍ରୀ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଦ୍ରବ୍ୟର କ୍ରେତା କରିବା। କିନ୍ତୁ ବିଜ୍ଞାପନ ସହିତ ଜଡ଼ିତ କିଛି ରହସ୍ୟ ରହିଛି, ଯାହା ବିଷୟରେ ଆମେ ଜାଣିନାହୁଁ। ଆପଣ ନିଶ୍ଚିତ ଘଣ୍ଟା ବିଜ୍ଞାପନ ଦେଖିଥିବେ।...

ରିକ୍ସାଚାଳକଙ୍କ ଘରେ ବିରିୟାନି ଖାଇଲେ ଆମେରିକୀୟ ମହିଳା, ସୋସିଆଲ ମିଡିଆରେ ଫଟୋ ଶେୟାର କରି ଲେଖିଲେ…

ବୋଧହୁଏ, ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ‘ଅତିଥି ଦେବ ଭବ’ ଅର୍ଥାତ୍‌ ଅତିଥିମାନଙ୍କୁ ଭଗବାନ ପରି ଗ୍ରହଣ କରାଯାଇଥାଏ। ଆଜିକାଲି ପାଶ୍ଚାତ୍ୟ ଦେଶର ଲୋକମାନଙ୍କ ମଧ୍ୟରେ ଏପରି ବିଶ୍ୱାସ ଆସିଲାଣି। ସମ୍ପ୍ରତି ମହାରାଷ୍ଟ୍ରର ଜଣେ ଅଟୋଚାଳକ ଆମେରିକୀୟ ମହିଳାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri