ଫୁରସତ

ନୂଆରୂପରେ ମାଟିପାତ୍ର

ଦିନକୁ ଦିନ ଲୋକମାନଙ୍କ ଭିତରେ ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି ପାଉଛି। ତେଣୁ ଲୋକମାନେ ସ୍ବାସ୍ଥ୍ୟପଯୋଗୀ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଯେଉଁଥିରେ ଏକ ପ୍ରମୁଖ ଭୂମିକା ନେଉଛି ମାଟିପାତ୍ର। କାରଣ ଖାଦ୍ୟ ପ୍ରସ୍ତୁତିରେ ଏହାର ରହିଛି ପ୍ରମୁଖ ଭୂମିକା।...

ଦରମା ଟଙ୍କାରେ ଠାକୁରଙ୍କ ପାଖେ ଭୋଗ କରିଥିଲି: ଡ.ଦୟାସିନ୍ଧୁ ପରିଡ଼ା

ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ ନାରାୟଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ କିର୍ତିଚନ୍ଦ୍ର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଫକିରମୋହନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ରେଭେନ୍ସାରେ ଯୁକ୍ତ ତିନି ପଢିଥିଲି। ତା’ପରେ ଉତ୍କଳ ୟୁନିର୍ଭସିଟିରେ ସୋସିଓଲୋଜିରେ...

ସୋସିଆଲ ମିଡିଆ ଓ ସାଇନ୍ସ କମ୍ୟୁନିକେଶନ

ସୋସିଆଲ ମିଡିଆ ଓ ସାଇନ୍ସ କମ୍ୟୁନିକେଶନ ସୋସିଆଲ୍‌ ମିଡିଆ ଏକ କମ୍ପ୍ୟୁଟର-ଆଧାରିତ ଟେକ୍ନୋଲୋଜି, ଯାହାକି ବର୍ତ୍ତମାନ ଭର୍ଚୁଆଲ୍‌ ନେଟ୍‌ୱର୍କ ଜରିଆରେ ଜ୍ଞାନ ଏବଂ ସୂଚନା ବାଣ୍ଟିବାର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି । ବିଶେଷକରି କରୋନା ମହାମାରୀ ସମୟରେ ଏହାର...

ଆର୍ମେନିଆ

ପଶ୍ଚିମ ଏସିଆରେ ରହିଛି ଆର୍ମେନିଆ। ୟେରେଭାନ୍‌ ହେଉଛି ଏହାର ରାଜଧାନୀ, ଯାହା ଦେଶର ବୃହତ୍‌ ସହର ଭାବେ ପରିଚିତ। ଏଠାର ଅଧିକାଂଶ ଲୋକ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ। ତେବେ ଜାଣନ୍ତୁ ଏହି ଦେଶ ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ… ଖ୍ରୀଷ୍ଟିଆନ୍‌...

ବିପିନ ବିହାରୀ ମହାନ୍ତି: ପାଠାଗାର ଓ ଭାଷା ସୁରକ୍ଷା ଯାହାଙ୍କ ନିଶା…

ସେ ଜଣେ ଶିକ୍ଷାବିତ୍‌, ସ୍ତମ୍ଭକାର, କବି, ଗାଳ୍ପିକ, ନାଟ୍ୟକାର ଓ ସମାଜସେବୀ । ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବିଭିନ୍ନ ପୁସ୍ତକ ସଂଗ୍ରହ । ଅନେକ ବିରଳ ପୁସ୍ତକ ଓ ପତ୍ରପତ୍ରିକାକୁ ସାଇତି ଗଢ଼ିତୋଳିଛନ୍ତି ଏକ ପାଠାଗାର ।...

ଗୋଟିଏ ଫ୍ରେମ୍‌ରେ ପାଞ୍ଚ ପିଢ଼ି

ଆଜିକାଲି ସମୟରେ ଯେତେବେଳେ ଗୋଟିଏ ପରିବାରରେ ନିଜ ଜେଜେବାପା-ବାପାଙ୍କୁ ଦେଖିବା ସ୍ବପ୍ନ ହୋଇଥାଏ, ସେହି ସମୟରେ ୫ ପିଢ଼ି ଏକାଠି ରହିବା ଜାଣିଲେ ଭାଗ୍ୟର କଥା ବୋଲି କୁହାଯାଏ। ସେମାନେ ନାତି ନାତୁଣୀକୁ ନିଜ କୋଳରେ ଖେଳାଇ ଅପୂର୍ବ ଆନନ୍ଦ...

୫୦୦ ଟନ୍‌ର ଲୁହା ପୋଲ ଚୋରି, ଅଫିସର ଭାବେ ପରିଚୟ ଦେଇଥିଲେ ଚୋର…

ରୋହତାସ, ୯।୪ : ବିହାରର ରୋହତାସ ଜିଲାରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନକଲି ଅଫିସର ଭାବରେ ନିଜକୁ ପରିଚୟ ଦେଇ ଚୋରମାନେ ୬୦ ଫୁଟ ଲମ୍ବ ୧୨ ଫୁଟ ଉଚ୍ଚା ଏବଂ ୫୦୦ ଟନ ଓଜନର...

୪୦ ବର୍ଷର ବୟସ ବ୍ୟବଧାନ, ତଥାପି ଜବରଦସ୍ତ କେମେଷ୍ଟ୍ରୀ

ପ୍ରେମ ନା ବୟସ ଦେଖେ, ନା ଜାତି, ନା ଧର୍ମ। ସେଥିପାଇଁ ତ ଜଣେ କେବେ, କେଉଁଠି, କେତେବେଳେ ଆଉ କାହା ପ୍ରେମରେ ପଡେ ଜାଣିପାରେନା। ସେଭଳି ଏକ ପ୍ରେମଯୁଗଳଙ୍କ କାହାଣୀ ଏବେ ଚର୍ଚ୍ଚାରେ। ‘ଦ କିଙ୍ଗ ଆଣ୍ଡ କୁଇନ୍‌...

ଅଷ୍ଟ୍ରେଲିଆରେ ନଜର ଆସିଲା ବିରଳ ଧଳା କଙ୍ଗାରୁ

ଆଜିକାଲି ସମୟରେ ସୋସିଆଲ ମିଡିଆର କ୍ରେଜ୍‌ କାହିଁରେ କେତେ। ଅନେକ ସମୟରେ କିଛି ଘଟଣା, ଫଟୋ ନଚେତ ଭିଡିଓ କେଇ ମୂହୁର୍ତ୍ତରେ ଭାଇରାଲ ହୋଇଯାଏ। ଏହି କ୍ରମରେ ଏବେ ଏକ ଧଳା କଙ୍ଗାରୁର ଫଟୋ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ...

୧୧୫ ଦିନର ଚିକିତ୍ସା ପରେ ଘରକୁ ଫେରିଲେ ୭୦୪ ଗ୍ରାମ୍‌ର ଶିଶୁ

ନୂଆଦିଲ୍ଳୀ,୮।୪: ରାଜଧାନୀ ଦିଲ୍ଳୀର ବସନ୍ତକୁଞ୍ଚ ଅଞ୍ଚଳରେ ଥିବା ଫରଟିସ୍‌ ହସ୍ପିଟାଲରେ ଜଣେ ମହିଳା ପ୍ରି-ମାଚ୍ୟୁୟର ଯମଜ ସନ୍ତାଙ୍କୁ ଜନ୍ମ ଦେଇଥିଲେ। ଜନ୍ମ ହେବାର କିଛି ସମୟ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ଜୀବିତ ଶିଶରୁ ଓଜନ ମାତ୍ର ୭୦୪...

ମାଲିକଙ୍କୁ ଏମିତି ପ୍ରଶ୍ନ ପଚାରି ଚାକିରି ହରାଇଲେ କର୍ମଚାରୀ, ଜାଣିଲେ…

ସାଧାରଣତଃ ନୂଆ ଚାକିରି ପାଇଲେ ସମସ୍ତେ ଖୁସି ହୁଅନ୍ତି, କିନ୍ତୁ ଚାକିରି କରିବାକୁ ଯାଇଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ଫଳରେ ସେମାନେ ଚାକିରିରେ ଯୋଗଦେବା ପୂର୍ବରୁ ଉତ୍ତର ଖୋଜିବାକୁ ଚେଷ୍ଟା କରନ୍ତି, କାରଣ ଯୋଗଦେବା ପରେ କୌଣସି...

କଥା ହୁଅନ୍ତି ଛତୁ

ନୂଆଦିଲ୍ଲୀ: ମଣିଷଙ୍କ ଭଳି ଛତୁ ମଧ୍ୟ ପରସ୍ପର ସହ କଥା ହୋଇପାରନ୍ତି। ୟୁନିଭରର୍ସିଟି ଓ୍ବେଷ୍ଟ ଅଫ୍‌ ଇଂଲଣ୍ଡର ପ୍ରଫେସର ଆଣ୍ଡ୍ର୍ୟୁ ଆଡାମାଟଜକିଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜାଣିବାକୁ ମିଳିଛି। କଥା ମାଧ୍ୟମରେ ଛତୁମାନେ ମଧ୍ୟ ଭାବର ଆଦାନ ପ୍ରଦାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri