ଫୁରସତ

ମଇଁଷିପଲଙ୍କୁ ଦେଖି ଗଛରେ ଚଢ଼ିଗଲା ସିଂହ, ଭିଡିଓ ଦେଖିଲେ…

ଜଙ୍ଗଲର ରାଜା ଭାବରେ ସିଂହ ପରିଚିତ। ସିଂହକୁ ସମସ୍ତ ପଶୁପକ୍ଷୀ ଭୟ କରିଥାନ୍ତି। ମାତ୍ର ଜଙ୍ଗଲର ରାଜା ହୋଇ ମଧ୍ୟ ଅନ୍ୟ ପ୍ରାଣୀଙ୍କୁ ଦେଖି ଭୟଭୀତ ହେବା ଆଶ୍ଚର୍ଯ୍ୟର କଥା। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି।...

ବୁଲେଟ୍‌ର ଚାବି ନ ଥାଇ ଏମିତି ଷ୍ଟାର୍ଟ କରିଦେଲେ ଚୋର: ପୋଲିସ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଆଜିକାଲିର ଯୁବପିଢି ବୁଲେଟ୍‌ ଚଢିବାକୁ ପସନ୍ଦ କରୁଛନ୍ତି। ଦାମ୍‌ ଅଧିକ ରହୁଥିଲେ ମଧ୍ୟ ଯୁବକମାନେ ଏହି ଗାଡି କିଣିବାକୁ ଅଭିଭାବକଙ୍କ ନିକଟରେ ଅଡି ବସନ୍ତି। ଦାମ୍‌ ଅଧିକ ରହୁଥିବାରୁ ଚୋରମାନଙ୍କ ଆଖି ମଧ୍ୟ ଏହି ଗାଡି ଉପରେ ଥାଏ। ନିକଟରେ...

ଟୁଇଟ୍‌ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…

ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍‌ କରି ସେ ଆତ୍ମହତ୍ୟା କରିବାକୁ ଯାଉଥିବା ସୂଚନା ଦେଇଥିଲେ। ତାଙ୍କର ଜଣେ ସାଙ୍ଗ ଏନେଇ ପୋଲିସକୁ...

ନଦୀ କୁହେ ସଭ୍ୟତା କଥା

ମଣିଷ ସଭ୍ୟତାଗୁଡ଼ିକ ପ୍ରାୟତଃ ନଦୀକୂଳରେ ଗଢ଼ି ଉଠିଥିଲା। ସଭ୍ୟତାର କ୍ରମବିକାଶ ସମ୍ପର୍କରେ ନଦୀ ମୂକସାକ୍ଷୀ ପାଲଟିଛି। ନଦୀର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତିବର୍ଷ ମାର୍ଚ୍ଚ ୧୪ରେ ଅନ୍ତର୍ଜାତୀୟ ନଦୀ ଦିବସ (ଇଣ୍ଟରନ୍ୟାଶନାଲ ଡେ ଅଫ୍‌ ଆକ୍ସନ୍‌ ଫର୍‌ ରିଭର୍ସ) ପାଳନ...

ଗଣିତ ସମାଧାନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଗଣିତ ସମାଧାନରେ ଗ୍ରୀକ୍‌ ଚିହ୍ନ ‘ପାଇ’ ହେଉଛି ଏକ ସ୍ଥିରାଙ୍କ । ଏହା ଦ୍ୱାରା ଜ୍ୟାମିତିକ ଗଣିତରେ ବୃତ୍ତର କ୍ଷେତ୍ରଫଳ ଏବଂ ଗୋଲକର ଆୟତନ ସହିତ ପାର୍ଶ୍ୱପୃଷ୍ଠତଳ ତଥା ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ ଠିକ୍‌ ଭାବେ ନିର୍ଦ୍ଧାରଣ କରାଯାଇ ପାରିଥାଏ...

୧୦୦ ବର୍ଷ ଧରି ପାଣିରେ ବୁଡ଼ି ରହିଥିଲା କାଠ ଜାହାଜ, ଏବେ ବି ରହିଛି ସୁରକ୍ଷିତ

ସାଧାରଣତଃ କାଠ ଜାହାଜ ପାଣିରେ ଭାସିଥାଏ। ମାତ୍ର ଯଦି ଏହା ଦୀର୍ଘଦିନ ଧରି ପାଣି ଭିତରେ ବୁଡ଼ି ରୁହେ ତେବେ ନିଶ୍ଚିତ କ୍ଷତି ହେବ ବୋଲି ସମସ୍ତେ ଆକଳନ କରିଥାନ୍ତି। କିନ୍ତୁ ଏହାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛି ଏକ...

ବିଶ୍ୱର ସବୁଠୁ ଲମ୍ବା କାର୍‌, ଛାତ ଉପରେ ଅବତରଣ କରିପାରିବ ହେଲିକପ୍ଟର

ଆପଣ ନିଶ୍ଚିତ ଦୁନିଆରେ ଅନେକ ପ୍ରକାରର କାର୍‌ ଦେଖିଥିବେ। କିଛି କାର୍‌ ବୁଲେଟ ପ୍ରୁଫ ବି। ଆଉ କିଛି କାର୍‌ର ଆକର୍ଷଣୀୟ ଫିଚର ରହିଛି। କିନ୍ତୁ ବିଶ୍ୱରେ ଏମିତି ଏକ କାର୍‌ ରହିଛି, ଯେଉଁଟା ଅନ୍ୟ କାର୍‌ଗୁଡ଼ିକଠାରୁ ଭିନ୍ନ ଏବଂ...

ମୁଣ୍ଡରେ ତେଲ ମାଲିସ୍‌ କରି ରେକର୍ଡ

ଘରେ ଜେଜେମା’, ମା’ ଆଗରୁ ପିଲାଙ୍କ ମୁଣ୍ଡରେ ତେଲ ମାଲିସ୍‌ କରିଦେଉଥିଲେ। ଏହି ସମୟରେ ଅନେକ ଗପସପ ବି ହେଉଥିଲେ। ତେଲ ମାଲିସ୍‌ର ଏଇ ମୁହୂର୍ତ୍ତ ବେଶ୍‌ ମଜାଦାର ଥିଲା। ହେଲେ ଏବେ ସେସବୁ ବିଶେଷଭାବେ ଦେଖିବାକୁ ମିଳୁନି। ହେଲେ...

ପୁଅ ପାଇଁ ଗଢିଲେ ଲମ୍ବରଘିନି କାର୍‌

ପିଲାଙ୍କ ଖୁସି ବାପାମା’ଙ୍କ ପାଇଁ ସବୁକିଛି। ତାଙ୍କ ମୁହଁରେ ଚେନାଏ ହସ ଫୁଟେଇବା ଲାଗି ସେମାନେ ସବୁକିଛି କରିପାରନ୍ତି। ଠିକ୍‌ ଯେମିତି ଭିଏତନାମର ଟ୍ରୁଓଙ୍ଗ ଭାନ ଦାଓ ନାମକ ଜଣେ ବ୍ୟକ୍ତି ନିଜ ପୁଅ ପାଇଁ ତିଆରି କରିଛନ୍ତି ଏକ...

ଫେସ୍‌ବୁକ୍‌ର ମାୟା

ଏ ମୋବାଇଲ୍‌ ଫୋନ୍‌ ଜମାନା ଯେବେଠୁ ଆରମ୍ଭହେଲା, ସଂସାର ବିଷସାଗରରୁ ସତେ କି ଅମୃତ ହାଣ୍ଡିଏ ଲେଖା ହାତରେ ଧରି ମଣିଷ ନିଆରା ଜୀବନ ଜିଇଁ ଶିଖିଲା । ଆଉ ଯିଏ ଟିପଘଷା ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି, ସେମାନେ...

କୁକୁଡା ନା ମୟୂର; ଦ୍ୱନ୍ଦ୍ୱରେ ପଡିବେ…

କୁକୁଡା ତ ସମସ୍ତେ ଦେଖିଥିବେ। ହେଲେ ଏ ହେଉଛି ଏମିତି ଏକ କୁକୁଡା, ଯାହାକୁ ଦେଖିଲେ ଦ୍ୱନ୍ଦ୍ୱରେ ପଡିବେ ଏହା କୁକୁଡା ନା ମୟୂର ବୋଲି! କାରଣ ଏଇ କୁକୁଡାର ଲାଞ୍ଜ ମୟୂର ପିଞ୍ଛ ଭଳି ବହୁତ ଲମ୍ବା। ଜାପାନରେ...

ହୋଲିରେ ବୁଲାବୁଲି

ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଏପରି କି କିଛି କିଛି ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ଏହି ପର୍ବକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ଏଠାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri