ଫୁରସତ

୧୦ ବର୍ଷର ବାଳକଙ୍କ ପାଟିରେ ୫୦ ଦାନ୍ତ

ଭୋପାଳ,୧।୩:ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୦ ବର୍ଷର ବାଳକ ପାଟିରୁ ୫୦ଟି ଦାନ୍ତ ବାହାରିଛି। ଗତ କିଛିଦିନ ହେବ ଯନ୍ତ୍ରଣା ହେଉଥିବା ପିଲାଟି ଦାନ୍ତରେ ହେଉଥିବା କହିବା ପରେ ଡାକ୍ତରମାନେ ତାଙ୍କ ଦାନ୍ତ...

ପବନ ଟର୍ବାଇନର ବ୍ଲେଡରେ ସାଇକେଲ ଚଳାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ପ୍ରାୟତଃ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଫଟୋ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ ଭିଡିଓରେ, ଜଣେ ବ୍ୟକ୍ତି ଏପରି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଦେଖାଉଛନ୍ତି ଯାହାକୁ ଦେଖି ଯେକେହି ଏହାକୁ ବିପଜ୍ଜନକ ନ...

ବୋମା ବିସ୍ଫୋରଣରେ ଥରିଉଠିଲା ଘର, ୟୁକ୍ରେନ୍‌ ମହିଳା କଲେ ଏମିତି କାମ: ସମସ୍ତେ କରୁଛନ୍ତି ପ୍ରଶଂସା

କ୍ୱିଭ୍‌,୨୮।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷୀୟ ସୈନ୍ୟମାନଙ୍କ ଦ୍ୱାରା ସହରଗୁଡ଼ିକ ଉପରେ ଆକ୍ରମଣ ଓ ବୋମାମାଡ଼ କରାଯାଉଥିବାରୁ ୟୁକ୍ରେନ ଏବେ ଏକ ତିକ୍ତ ପରିସ୍ଥିତି ସହିତ ମୁକାବିଲା କରୁଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ସଙ୍କଟ ମଧ୍ୟରେ...

ରୁଷିଆ ବିରୋଧରେ ଲଢ଼ିବାକୁ ଏମିତି ପଦକ୍ଷେପ ନେଲେ ନବଦମ୍ପତି

କ୍ୱିଭ୍‌,୨୮ା୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ କମିବାର ନାଁ ନେଉନି। ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏହାର ଜବାବ ମଧ୍ୟ ଦେଉଛି ୟୁକ୍ରେନ। ଦେଶ ମାଟିକୁ ରକ୍ଷା କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି ୟୁକ୍ରେନବାସୀ। ସେ...

କୁମ୍ଭୀରକୁ ଚକ୍‌ମା ଦେଲା କଇଁଛ:ଦେଖନ୍ତୁ ଲୋକଟାଙ୍କୁରା ଭିଡିଓ

ଯେପରି ସିଂହକୁ ଜଙ୍ଗଲର ରାଜା କୁହାଯାଏ, ସେହିପରି କୁମ୍ଭୀରକୁ ‘ଜଳର ରାଜା’ କୁହାଯାଏ। ଶିକାରରେ ଉଭୟ କେହି କାହାଠାରୁ କମ୍‌ ନୁହେଁ। କୁମ୍ଭୀରଟି ତାର ଶିକାରକୁ ଏପରି ଆକ୍ରମଣ କରେ ଯେ ଏହାର କବଳରୁ ରକ୍ଷା ପାଇବା କଷ୍ଟକର ହୋଇଯାଏ।...

ସିଦ୍ଧିଦୁର୍ଗା ପାହାଡ଼ରୁ ଆସିଥିଲା ୭୩୦ ପଥର

ବରେନ୍‌ ପାହାଡ଼ ପଥର ଚିହ୍ନଟ ଦଳର ଦଳପତି ଥିଲେ ଗଦେଇ ମହାରଣା। ଗଦେଇ ମହାରଣା ଆଜି ନାହାନ୍ତି କି ବରେନ୍‌ ପାହାଡ଼ ବି ନାହିଁ। ତରାବୋଇ ଗଁାଲୋକେ ଚାଉଳ କେବଳ ଯୋଗେଇଥିଲେ ତା’ନୁହେଁ, ସେ ଗଁାରେ ଦିନେ ପଥୁରିଆଙ୍କ ପାଇଁ...

ଛାତିରେ ଆଙ୍କିଦେଲେ ଭୁଲ୍‌ ଟାଟୁ, ଯୁବତୀ କାନ୍ଦି କାନ୍ଦି କହିଲେ ଏମିତି

ଦୁନିଆର ଯେକୌଣସି ବ୍ୟକ୍ତି ଅନେକ ଚିନ୍ତା ପରେ ଟାଟୁ ଆଙ୍କିବାକୁ ନିଷ୍ପତ୍ତି ନେଇଥାନ୍ତି। ମାତ୍ର ଏହି ଟାଟୁ ଯଦି ଭୁଲ୍‌ ହୋଇଯାଏ ତେବେ ଜୀବନ ସାରା ପସ୍ତାଇବାକୁ ପଡ଼ିବ। ତେଣୁ ଟାଟୁ ଆଙ୍କିବା ସମୟରେ ଯଥେଷ୍ଟ ଯତ୍ନବାନ ହେବା ଉଚିତ୍‌।...

ବିଜ୍ଞାନ ହିଁ ବିକାଶର ପାହାଚ

ବିଜ୍ଞାନ ଦ୍ୱାରା ଯେ କୌଣସି ଦେଶ ଅବା ସମଗ୍ର ପୃଥିବୀର ବିକାଶ ସମ୍ଭବ ହୋଇ ପାରିଥାଏ। ବିଜ୍ଞାନକୁ ବିକାଶର ପାହାଚ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜ୍ଞାନ ଦ୍ୱାରା କୃଷି କ୍ଷେତ୍ରଠାରୁ ଆରମ୍ଭ କରି ପ୍ରତିରକ୍ଷା, ସ୍ବାସ୍ଥ୍ୟ ସେବା, ମହାକାଶ...

ଗଡ଼ଜାତ ଆନ୍ଦୋଳନର ସଂଗ୍ରାମର ଆଲୋକ ଶିଖା

ଭାରତର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ଜଣେ ଜଣାଶୁଣା ବିପ୍ଳବୀ। ଗଡ଼ଜାତ ଆନ୍ଦୋଳନର ନେତୃତ୍ୱ ନେଇଥିବା ସାଏଙ୍କ ଜନ୍ମ ୨୩ ଜାନୁୟାରୀ ୧୮୦୯ରେ ଓଡ଼ିଶାର ସମ୍ବଲପୁରର ଉତ୍ତରରେ ୪୦...

ଲମ୍ବା ବେକ ଥିବା କୁକୁର

ସବୁ ପ୍ରାଣୀଙ୍କର ନିଜସ୍ବ କିଛି ବିଶେଷତ୍ୱ ଥାଏ, ଯାହାକି ତାକୁ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ବେଳେବେଳେ ଏମିତି ବି ହୁଏ ଯେବେ ଗୋଟିଏ ପ୍ରାଣୀର ବିଶେଷତ୍ୱ ଅନ୍ୟ ଏକ ପ୍ରାଣୀଠାରେ ଦେଖାଯାଇଥାଏ। ଫଳରେ ଲୋକେ ତାକୁ ଦେଖି ଦ୍ୱନ୍ଦ୍ୱରେ...

ପିଲାଦିନର ତିକ୍ତ ଅନୁଭୂତି ପାଇଁ ପାଲଟିଲେ ରାକ୍ଷସ

ଅନେକ ସମୟରେ ଦେଖାଯାଏ ପିଲାଦିନର କିଛି ତିକ୍ତ ଅନୁଭୂତି ପିଲାଙ୍କ କୋମଳ ମନରେ ଘର କରି ରହିଯାଏ। ଏମିତିକି ସାରା ଜୀବନ ତାହା ମନରୁ ଲିଭିପାରେନା। ଆଉ ମଣିଷର ଜୀବନଧାରାକୁ ବଦଳାଇ ଦିଏ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି...

ତୁମ ଐଶ୍ୱରିକ ପ୍ରେମ ସାଂସାରିକ ପ୍ରେମଠାରୁ ଅଧିକ କି

ଟିକିଏ ଏଇ କଥା ଉପରେ ଆଗେ ଚିନ୍ତା କରନ୍ତୁ ଆଉ ପରେ ‘ମୋତେ କାହିଁକି ଈଶ୍ୱରଙ୍କ ଦର୍ଶନ ମିଳୁନି?’ ବୋଲି ପ୍ରଶ୍ନ କରିବେ l ନିଜର ଏକମାତ୍ର ପୁଅ ବା ଝିଅର ଦେହମୁଣ୍ଡ ଖରାପ ହେଲେ ତୁମେ ଯେତିକି ମନସ୍ତାପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri