ଫୁରସତ

୪୬୫ ଦିନ ଯାଏଁ ଫାଟିବନି ଫୋଟକା

ପାଣି ଫୋଟକାର ଆୟୁଷ ବା କେତେ? କିଛି କ୍ଷଣ ପରେ ତାହା ଫାଟିଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ବୈଜ୍ଞାନିକ ଏମିତି ଏକ ଫୋଟକା ତିଆରି କରିଛନ୍ତି ଯାହା ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଫାଟିବନି। ଫ୍ରାନ୍ସର କେତେଜଣ...

ଜିରାଫ ନା ଜେବ୍ରା!

ଇଏ ଏମିତି ଏକ ପ୍ରାଣୀ ଯାହାକୁ ଦେଖିଲେ ଯେକେହି ଦ୍ୱନ୍ଦ୍ୱରେ ପଡିଯିବେ। ଆଉ ଘଡିଏ ଅପଲକ ନୟନରେ ଚାହିଁବେ। ଭାବିବେ ପ୍ରକୃତରେ ଏହା ଏକ ଜିରାଫ ନା ଜେବ୍ରା। କାରଣ ଏହାର ମୁହଁକୁ ଦେଖିଲେ ଲାଗିବ ଏହା ଏକ ଜିରାଫ...

ଗୋଇଠା କରାମତି

ନଟଖଟିଆ ନଟବରବାବୁ ବନାମ ମୋ ସାଙ୍ଗ ନଟିଆ ଯେମିତି ଢଙ୍ଗରେ ମୁହଁକୁ ଶୁଖେଇ ଆସୁଥିଲା, ତାକୁ ଦେଖି ମୋ ହାଲୁକ ଶୁଖିଗଲା । ମତେ ଲାଗୁଥିଲା କିଛି ଅଘଟଣ ପାଇଁ ତା’ ଅନ୍ତରାତ୍ମାକୁ ଖୁବ୍‌ ବାଧିଥିବାରୁ ବୋଧେ ସେ ଆତ୍ମହତ୍ୟା...

କନ୍‌ଫରେନ୍ସ ସାଇକେଲ

ପେଡାଲ ମାରି ଏହାକୁ ଚଳା ଯାଉଥିବାରୁ ଏହା ଏକ ସାଇକେଲ ବୋଲି କୁହାଯାଏ। କିନ୍ତୁ ଏହାକୁ ଦେଖିଲେ କେହି ବି କହିବେନି ସାଇକେଲ ବୋଲି। କାରଣ ଏହା ଆଦୌ ସାଧାରଣ ସାଇକେଲ ଭଳି ନୁହେଁ। ଏଥିରେ ସାତୋଟି ସିଟ୍‌ ଗୋଲାକାରରେ...

ପବିତ୍ର ସ୍ଥଳୀ ପର୍‌ଭଣୀ

ମହାରାଷ୍ଟ୍ରର ପର୍‌ଭଣୀ ଜିଲା ଅନ୍ତର୍ଗତ ଏକ ସହର ହେଉଛି ପର୍‌ଭଣୀ। ଏହା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ପ୍ରାୟ ୪୯୧ କି.ମି. ଏବଂ ଔରଙ୍ଗାବାଦ୍‌ଠାରୁ ପ୍ରାୟ ୨୦୦ କି.ମି. ଦୂରରେ ଅବସ୍ଥିତ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ ଏଠାରେ ରହିଛି ଅନେକ ଆକର୍ଷଣୀୟ...

କଳ୍ପନାର କୁଶଳୀ କାରିଗର: ହରିହର

ଓଡ଼ିଆ କବିତାର ନବନିର୍ମାଣରେ ସମକାଳୀନ ଭାବବୋଧକୁ ଅନୁପ୍ରାଣିତ କରୁଥିବା ଏକ ଶକ୍ତିଶାଳୀ କାବ୍ୟପୁରୁଷ ସେ । କବି, ନାଟ୍ୟକାର, ଔପନ୍ୟାସିକ, କଥାକାର, ଆଲୋଚକ, ଗୀତିକାର, ମଞ୍ଚ ଓ ବେତାର ଅଭିନେତା, ସମ୍ପାଦକ ପରି ଅନେକ ପରିଚୟରେ ପରିଚିତ ହରିହର ମିଶ୍ର…...

ସେଲିବ୍ରିଟିଙ୍କ ଫ୍ୟାନ୍‌: କିଏ କିଣିଲେ ଜହ୍ନରେ ଜମି ତ କିଏ ଆଣିଥିଲେ ବିବାହ ପ୍ରସ୍ତାବ

ଫ୍ୟାନ୍‌ ସିଏ, ଯେ ନିଜ ପ୍ରିୟ ତାରକାଙ୍କ ଖୁସିରେ ଖୁସି ହୁଅନ୍ତି, ତାଙ୍କ ଦୁଃଖରେ ଦୁଃଖୀ ହୁଅନ୍ତି । ତାଙ୍କୁ ଭଲ ପାଆନ୍ତି ଜୀବନଠୁ ବେଶି । ବେଳେ ବେଳେ ନିଜ ପ୍ରିୟର ତାରକାଙ୍କୁ ଟିକେ ପାଖରେ ପାଇବା, ତାଙ୍କର...

ଠେକୁଆକୁ ଦେଖି ଏମିତି ହେଲା କୁକୁରଛୁଆ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ଗଛରେ ଗଛରେ ଘର

ବିଭିନ୍ନ ଡିଜାଇନ୍‌ର ଘର ତ ଆପଣମାନେ ନିଶ୍ଚୟ ଦେଖିଥିବେ, ହେଲେ କେବେ ଭାବିଛନ୍ତି ଗଛ ଉପରେ ବି ଆକର୍ଷଣୀୟ ଘର ତିଆରି ହୋଇପାରେ। କଥାଟି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୃଥିବୀର ଏମିତି କିଛି ସ୍ଥାନ ଅଛି, ଯେଉଁଠି...

ଅଛି କି ନଖ କାମୁଡ଼ା ଅଭ୍ୟାସ…

ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ଅନେକଙ୍କୁ ନଖ କାମୁଡୁଥିବା ଦେଖିବାକୁ ମିଳେ। ଏକ ଗବେଷଣା ତଥ୍ୟ ଅନୁଯାୟୀ, ଭୟରେ କିମ୍ବା ମାନସିକ ଚାପରେ ଥିବା ବେଳେ ଅନେକଙ୍କଠାରେ ନଖ କାମୁଡ଼ିବା ଅଭ୍ୟାସ ଦେଖିବାକୁ ମିଳେ। ତେବେ ଏହା ଏକ ଖରାପ...

କରୋନା ଛୁଇଁ ପାରିନି ଏହି ଗାଁକୁ

କରୋନା ମହାମାରୀ ସମଗ୍ର ବିଶ୍ୱରେ ଏବେ ବି କାୟା ବିସ୍ତାର କରିଚାଲିଛି। ଏହି ଦୁଇବର୍ଷ ଭିତରେ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ମହାମାରୀ କାହାକୁ ରକ୍ଷା ଦେଇ ନ ଥିଲା।...

କୁନି ହାତରେ ବାଳକ ଟେକୁଛନ୍ତି ଟ୍ରାକ୍ଟର

ଖେଳକୁଦ କରିବା ବୟସରେ ବଡ଼ କାରନାମା କରି ଚର୍ଚ୍ଚାରେ ଜଣେ ବାଳକ। ନିଜର କୁନି ହାତରେ ଟ୍ରାକ୍ଟରକୁ ଟେକି ପାରୁଛନ୍ତି ସେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓଟିକୁ ଯିଏ ବି ଦେଖୁଛି ଚକିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri