ଫୁରସତ

ବିବାହର ୩ ଦିନ ପୂର୍ବରୁ ମା’ ହେଲେ ମହିଳା, ଦେଲେ ଅଜବ ଉତ୍ତର

ବ୍ରିଟେନର ଜଣେ ମହିଳା ବିବାହର ଠିକ୍‌ ୩ ଦିନ ପୂର୍ବରୁ ମା’ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ମହିଳା ଜଣଙ୍କ ଏକ ଅଜବ ଉତ୍ତର ଦେଇଛନ୍ତି। ୪୦ ବର୍ଷୀୟା ଲିସା କହିଥିଲେ, ମୁଁ ମା ହେବା ମୋର ସ୍ବପ୍ନ...

କିଛି ମିନିଟ୍‌ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଗଲା ଏହି ଲଡୁ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ହାଇଦ୍ରାବାଦ,୨୦।୯: ତେଲେଙ୍ଗାନାରେ ବାଲାପୁର ଗଣେଶଙ୍କ ଠାରେ ଭୋଗ ଲାଗି କରାଯାଉଥିବା ସବୁଠାରୁ ପ୍ରସିଦ୍ଧ ୨୧ କିଲୋଗ୍ରାମ ଲଡୁ ନିଲାମ ହୋଇଛି। ଏହି ଲଡୁ ପ୍ରାୟ ୧୮ ଲକ୍ଷ ୯୦ ହଜାର ଟଙ୍କାରେ ନିଲାମ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ସଦସ୍ୟ...

ଲେଗୋ ବ୍ରିଜ୍‌

ଲେଗୋ ଜଏଣ୍ଟ ଛୋଟ ପିଲାଙ୍କର ବେଶ୍‌ ପ୍ରିୟ। ସେମାନେ ସେଥିରେ ମନପସନ୍ଦର ଜିନିଷ ତିଆରି କରି ଖେଳନ୍ତି । କେବେ ସେଥିରେ ସେମାନେ ଘର ତିଆରି କରନ୍ତି ତ ଆଉ କେବେ ଗାଡି ଓ ବ୍ରିଜ୍‌। ତେବେ ଜାଣନ୍ତି କି...

ବୁକ୍‌ ଆର୍ଟ

ବହି ପଢ଼ିବା ଅନେକଙ୍କର ଅଭ୍ୟାସ ଥାଏ। ସେମାନଙ୍କ ପାଇଁ ବହି ଅବସରର ସାଥୀଟିଏ। ତେବେ ଏହି ବହିକୁ ନେଇ ଯେ ସୁନ୍ଦର କଳାକୃତି ଗଢ଼ି ହେବ ତାହା ଅନେକେ ଜାଣି ନ ଥିବେ। ଏଲିଜାବେଥ୍‌ ସାଗାନ୍‌ ନାମ୍ନୀ ଜଣେ ପୁସ୍ତକପ୍ରେମୀ...

ଯା ଦେବୀ ସର୍ବ ପେଣ୍ଡାଲେ…

ଆଜି ବିଦ୍ୟାନଗରୀର ଗ୍ରାମଦେବୀଙ୍କ ମନ୍ଦିର ବେଢ଼ାରେ ନରିଆ ଭାଇଙ୍କ ଅଧକ୍ଷତାରେ ଏକ ମିଟିଂ ବସିଥିଲା। ଏଥରର ପ୍ରସଙ୍ଗ ଥିଲା ସମ୍ପ୍ରତି ଦୁର୍ଗାପୂଜା ପାଇଁ ସରକାର କରିଥିବା ବିଭିନ୍ନ କଟକଣା । ସଭା ଆରମ୍ଭରୁ ଯୁବକ ସଂଘର କର୍ମକର୍ତ୍ତାମାନଙ୍କ ଗରମା ଗରମ...

ସବୁଠୁ ସୁନ୍ଦର ମଶା

ମଶା ମଣିଷର ବଡ଼ ଶତ୍ରୁ। ତାକୁ କେହି ଭଲ ପାଆନ୍ତି ନାହିଁ। ଆଉ ଦେଖିବା ମାତ୍ରେ ଗୋଡ଼ାଇ ଗୋଡ଼ାଇ ମରାଯାଏ। ହେଲେ ଜାଣନ୍ତି କି ଏମିତି ଏକ ପ୍ରଜାତିର ମଶା ଅଛି, ଯାହା ଦେଖିବାକୁ ବେଶ୍‌ ସୁନ୍ଦର। ଆଉ ସେ...

ପୋବିଟୋରା

ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକ ଅନ୍ୟାନ୍ୟ ବନ୍ୟପ୍ରାଣୀ ତଥା ଶତାଧିକ ପ୍ରଜାତିର ପକ୍ଷୀଙ୍କୁ ଦେଖବା ସହ ଫଟୋଗ୍ରାଫି ଓ ହାତୀ ପିଠିରେ ବସି ବୁଲିବାର ମଜା ମଧ୍ୟ...

ସୂର୍ଯ୍ୟ ଅସ୍ତ ହେଉ ନ ଥିବା ସ୍ଥାନ

ସୌରମଣ୍ଡଳ ଏବେ ସୁଦ୍ଧା ମଣିଷ ସମାଜ ପାଇଁ ଏକ ଅସରନ୍ତି ରହସ୍ୟମୟ । ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲିବା ସହିତ ନିଜ ଚାରିପଟେ ମଧ୍ୟ ବୁଲୁଥାଏ, ଯେଉଁଥିପାଇଁ ଦିନରାତି ହୋଇଥାଏ। ତେବେ ବିଭିନ୍ନ ସ୍ଥାନରେ ଦିନରାତିର ସମୟସୀମା ଭିନ୍ନ ଭିନ୍ନ...

ଗୋଟିଏ ଡାଳରେ ଏକାଥରକେ ଫଳାଇଛନ୍ତି ୮୩୯ ଟମାଟୋ , ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ବ୍ୟକ୍ତି

ବ୍ରିଟେନର ଜଣେ ବ୍ୟକ୍ତି ଗୋଟିଏ ଡାଳରେ ୮୩୯ ଟମାଟର ଫଳାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ଷ୍ଟେନଷ୍ଟେଡ୍‌ ଆବଟସ୍‌ରେ ରହୁଥିବା ୪୩ ବର୍ଷୀୟ ଡଗ୍‌ଲସ ସ୍ମିଥ୍‌ କହିଛନ୍ତି, ମାର୍ଚ୍ଚରେ ସେ ମଞ୍ଜି ଲଗାଇଥିଲେ। ଏହି ମାସରେ ସେ ଗୋଟିଏ...

ଅଜବ ଜଙ୍ଗଲ

ଜଙ୍ଗଲ ନଁା ଶୁଣିବାମାତ୍ରେ ବିଭିନ୍ନ ପ୍ରକାରର ଗଛ ଏବଂ ପଶୁପକ୍ଷୀରେ ପରିପୂର୍ଣ୍ଣ ଏକ ଘଞ୍ଚ ପରିବେଶର ଛବି ମନକୁ ଆସେ। ହେଲେ ପୃଥିବୀରେ ଏମିତି ବି କେତେକ ଜଙ୍ଗଲ ରହିଛି, ଯାହାର ଦୃଶ୍ୟ ଆପଣଙ୍କ ପୂର୍ବ ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ...

୧୨ ବର୍ଷ ଧରି ପ୍ରତିଦିନ ମାତ୍ର ୩୦ ମିନିଟ୍‌ ଶୋଉଛନ୍ତି ଏହି ଯୁବକ, ତଥାପି ନାହିଁ ଥକ୍କାପଣ, କହିଲେ…

ଜାପାନର ଜଣେ ଯୁବକ ୧୨ ବର୍ଷ ହେଲା ଦିନକୁ ମାତ୍ର ୩୦ ମିନିଟ୍‌ ନିଦରେ ଶୋଇଥାନ୍ତି। ଏହା ପରେ ବି ତାଙ୍କୁ ଥକ୍କା ଲାଗେ ନାହିଁ। ଜାପାନର ଡାଇସୁକେ ହୋରି ନାମକ ଏହି ଯୁବକ କୁହନ୍ତି, ସେ ଦିନକୁ ୮...

ଓଟକୁ ଦେଖି କୁକୁର ଛୁଆ କରୁଥିଲା ଏମିତି, ହେଲେ ପାଖକୁ ଯିବାରୁ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri