ଫୁରସତ

ଏବେ ଅଲୋଡ଼ା…

ନାଟକ ଦର୍ଶକଙ୍କୁ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ସମାଜର ନିଚ୍ଛକ ଛବିକୁ ପ୍ରତିଫଳିତ କରିଥାଏ। ଗୋଷ୍ଠୀଗତ ଜୀବନରେ ଖୁବ୍‌ ପ୍ରଭାବ ପକାଇବା ସହ ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟକରେ। ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ଅନୁଷ୍ଠିତ ହେଉଥିବା...

୩୦ ବର୍ଷ ପରେ ପୁଣି ଝରଣାରେ ଆସିଲା ପାଣି…

ଫରିଦାବାଦ,୧୨।୯: ଗତ ୩୦ ବର୍ଷ ଧରି ଝରଣାରେ ପାଣି ନ ଥିଲା। ମାତ୍ର ଏବେ ପୁଣି ଏହା ପ୍ରବାହିତ ହେବାରେ ଲାଗିଛି। ଏଭଳି ଘଟଣା ଫରିଦାବାଦର ମୋହବତାବାଦ ଅଞ୍ଚଳରେ ଘଟିଛି। ଏହି ଝରଣା ମହାଭାରତ ସମୟ ସହିତ ଜଡିତ ରହିଥିବା...

ପଛରୁ ଛପିଛପି ଆସି କୁମ୍ଭୀରକୁ ମାଡ଼ି ବସିଲା ବାଘ: ଦେଖନ୍ତୁ ଲୋମ ଟାଙ୍କୁରା ଭାଇରାଲ ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ବିମାନରେ ପାଇଲଟ ପ୍ରେମିକ କଲେ ଏମିତି ଘୋଷଣା, ଲାଜେଇ ଗଲେ ପ୍ରେମିକା

ନିଜ ପ୍ରେମିକା ବସିଥିବା ବିମାନ ଚଳାଉଥିଲେ ଜଣେ ପ୍ରେମିକ। ଏହି ପାଇଲଟ ପ୍ରେମିକ ଜଣଙ୍କ ଯାତ୍ରା ମଝିରେ ଏମିତି ଘୋଷଣା କଲେ ଯେ, ଯାତ୍ରୀଙ୍କ ଗହଣରେ ବସିଥିବା ପ୍ରେମିକା ଶୁଣି ଲାଜେଇ ଗଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍‌...

ଏକାଠି ଲଢ଼ିବା ହିଁ ସର୍ବୋତ୍ତମ

ଯେକୌଣସି ସମସ୍ୟା ବିରୋଧରେ ଏକଜୁଟ ହୋଇ ଲଢ଼ିଲେ ସମାଧାନର ପଥ ସହଜ ହୋଇଥାଏ। ଏହା ପ୍ରତିି ପରିବାର, ସମାଜ, ରାଜ୍ୟ-ରାଜ୍ୟ ଅବା ଅନ୍ତର୍ଜାତୀୟସ୍ତରରେ ଦେଶ-ଦେଶ ପାଇଁ ପ୍ରଯୁଜ୍ୟ ହୋଇପାରେ। ଏହା ଦ୍ୱାରା ସମସ୍ୟା ବିରୋଧରେ ଲଢ଼େଇ ପାଇଁ ନୂଆ ଚିନ୍ତା...

ଦୁନିଆର ସବୁଠୁ ଭୟଙ୍କର ପକ୍ଷୀ, ନିମିଷକରେ ନେଇଥାନ୍ତି ମଣିଷଙ୍କ ଜୀବନ

ଦୁନିଆରେ ଏମିତି କିଛି ପକ୍ଷୀ ଅଛନ୍ତି, ଯେଉଁମାନେ ନିଜ ନିଜର ସ୍ବତନ୍ତ୍ରତାକୁ ନେଇ ଜଣାଶୁଣା। କିଛି ପକ୍ଷୀଙ୍କୁ ଦୁନିଆର ସବୁଠୁ ଭୟଙ୍କର ପକ୍ଷୀ ଭାବରେ ବି ଗଣନା କରାଯାଏ। କାରଣ ଏହି ପକ୍ଷୀମାନେ ଯେକୌଣସି ପରିସ୍ଥିତିରେ ମଣିଷମାନଙ୍କ ଜୀବନ ନେଇଯାଆନ୍ତି।...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ଏବେ ଫୁଟ୍‌ପାଥରେ, ଏମିତି ମିଳିଲା ପରିଚୟ

କୋଲକାତା,୧୧ା୯: ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇ ଦେବ ତାହା କହିହେବ ନାହିଁ। ଠିକ୍‌ ଏମିତି ଦେଖିବାକୁ ମିଳିଛି ଜଣେ ଆଭିଜାତ୍ୟ ପରିବାର ସଦସ୍ୟଙ୍କ କ୍ଷେତ୍ରରେ। ଫ୍ଲପି ଇଂରାଜୀ, ଭାଇରୋଲୋଜିରେ ପିଏଚ୍‌ଡି କିନ୍ତୁ ଜୀବନ ବିତୁଛି ଫୁଟ୍‌ପାଥରେ। ଏହା...

ସ୍କୁଲ ଯିବାକୁ ଇଚ୍ଛା ନାହିଁ ବୋଲି କହୁଥିଲେ; ମହିଳା କଲେ ଏଭଳି ଯେ ଭିଡିଓ ଦେଖିଲେ…

କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଏବେ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ସ୍କୁଲଗୁଡ଼ିକୁ ପୁଣିଥରେ ପର୍ଯ୍ୟାୟକ୍ରମେ ଖୋଲାଯାଉଛି। ଗୋଟିଏ ପଟେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ଉତ୍ସାହ ଥିବା ବେଳେ କିଛି...

ଦୁନିଆର ସବୁଠୁ ଶାନ୍ତ କୋଠରି, ଯେଉଁଠି ଶୁଭେ ହୃଦୟର ସ୍ପନ୍ଦନ ଆଉ ହାଡ଼ର ଶବ୍ଦ

ବ୍ୟସ୍ତବହୁଳ ଜୀବନରୁ ଟିକେ ଶାନ୍ତି ପାଇଁ ସମସ୍ତେ ଚାହାନ୍ତି। ଏକ ଶାନ୍ତ ପରିବେଶରେ, ମନରେ ଏକାଗ୍ରତା ଆସେ। ଯାହାକି ପ୍ରତ୍ୟେକ କାମ କରିବା ସହଜ ହୋଇଥାଏ। ଆଜି ଦୁନିଆର ସବୁଠାରୁ ସୁନ୍ଦର କୋଠରି ବିଷୟରେ କହିବୁ ଯାହାକି ଦୁନିଆର ସବୁଠୁ...

ଦୁନିଆର ସବୁଠୁ ଭୟଙ୍କର ରେଳ ମାର୍ଗ

ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଯେ କୌଣସି ସ୍ଥାନକୁ ଯିବା ପାଇଁ ଟ୍ରେନ୍‌ ଏକ ଆରାମଦାୟକ ଏବଂ ଶସ୍ତା ପରିବହନ ଅଟେ। ଟ୍ରେନରୁ ପର୍ବତ, ଜଙ୍ଗଲ ଏବଂ ନଦୀ ସମେତ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ...

ଦୁଇଟି ବିବାହ କରିବାକୁ ଗଣେଶଙ୍କୁ ମିଳିଥିଲା ଅଭିଶାପ, ଜାଣନ୍ତୁ କାହିଁକି

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ଚଳିତବର୍ଷ ସେପ୍ଟେମ୍ବର ୧୦ରେ ପୂଜା ପାଇବେ ପ୍ରଭୁ ଗଜାନନ। ଗଣେଶଙ୍କୁ ଅଗ୍ରପୂଜ୍ୟ କୁହାଯାଏ। କାରଣ ସବୁ ପୂଜାରେ ଆଗେ ଗଣେଶଙ୍କୁ ପୂଜା କରାଯାଏ। ଏହିଦିନ ବିଭିନ୍ନ ବ୍ୟବସାୟ...

ବନ୍ୟାରେ କାର୍‌ ଭାସିଯିବ ବୋଲି ମୁଣ୍ଡ ଖର୍ଚ୍ଚ କରି ଏପରି ଯୋଗାଡ଼ କଲେ ବ୍ୟକ୍ତି; ଭିଡିଓ ଦେଖିଲେ…

ଦେଶୀ ଯୋଗାଡ଼ ମାମଲାରେ ଭାରତୀୟମାନେ ସମସ୍ତଙ୍କଠାରୁ ଆଗରେ। ଠିକ୍‌ ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖିଲେ ଆପଣ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଆଜିକାଲି ଦେଶର ଅନେକ ସ୍ଥାନରେ ବର୍ଷା ଯୋଗୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri