ହାତୀକୁ ହତ୍ୟା କରି ଶିକାରୀମାନେ ତା’ର ଦାନ୍ତ ଚୋରା ଚାଲାଣ କରୁଛନ୍ତି। ୨୦୧୨ ଜୁଲାଇରୁ ଏପର୍ଯ୍ୟନ୍ତ ୯ବର୍ଷ ମଧ୍ୟରେ ୪୪ରୁ ଅଧିକ ହାତୀ ଦାନ୍ତ ଜବତ ହୋଇଥିବାବେଳେ ଏନେଇ ୨୯ ମାମଲା ରୁଜୁ କରାଯାଇଛି। ଗତ ଦୁଇବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ...
*ଅଧିକ ସମୟ ଗୋଡ଼ରେ ଶିକୁଳି ପଡ଼ି ରହିବାରୁ କ୍ଷତ ହୁଏ ଏବଂ ସଂକ୍ରମଣ ମଧ୍ୟ ବଢ଼ିଥାଏ। *ଗୋଟିଏ ପ୍ରାପ୍ତବୟସ୍କ ହାତୀକୁ ଯେତିକି ଖାଦ୍ୟ ଆବଶ୍ୟକ, ବନ କର୍ମଚାରୀ ସେତିକି ଯୋଗାଇ ପାରନ୍ତି ନାହିଁ। *ହାତୀଙ୍କର ସ୍ବେଦ ଗ୍ରନ୍ଥି ନାହିଁ, ତେଣୁ...
ପ୍ରତିବର୍ଷ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଉଛି। ପରିବେଶ ସନ୍ତୁଳନରେ ଏହି ଅନ୍ୟତମ ବୃହତ୍ ବନ୍ୟପ୍ରାଣୀ ହାତୀ ପ୍ରମୁଖ ଭୂମିକା ନେଇଥାଏ। କିନ୍ତୁ ମନୁଷ୍ୟକୃତ ଏକାଧିକ କାରଣ ପାଇଁ ଏବେ ଏମାନଙ୍କ ବଂଶ ବିପଦରେ। ହାତୀ...
Archives
Model This Week
ପିଲାଙ୍କ ଧରିତ୍ରୀ