ଅଜବ ପରମ୍ପରା: ଜୀବନରେ ମାତ୍ର ଥରୁଟିଏ ଗାଧାନ୍ତି ଏହି ଜାତିର ମହିଳା, ଜାଣନ୍ତୁ କାହିଁକି
ୱିଣ୍ଡ୍ହୋକ୍: ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ତେବେ ସମ୍ପ୍ରତି ଆଧୁନିକ ଯୁଗରେ ଅନେକ ପରମ୍ପରା ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଏହାସତ୍ତ୍ବେ ବିଶ୍ବର ବିଭିନ୍ନ ଦେଶରେ ରହିଥିବା ଜନଜାତୀୟ ସମାଜଗୁଡ଼ିକ ଏବେ ମଧ୍ୟ ନିଜର ପ୍ରାଚୀନ...