ଫୁରସତ

ଚୋରି କରିବାକୁ ଆସିଥିବା ବ୍ୟକ୍ତି ଏସି, ବେଡ୍‌ ଦେଖି ଶୋଇପଡ଼ିଲେ: ଆଉ ତାପରେ…

ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। କିନ୍ତୁ ଘରର ସୁଖ ସୁବିଧା ଦେଖି ତାଙ୍କର ମନ ବଦଳିଗଲା। ଚୋର ଯେତେବେଳେ ଆରାମଦାୟକ ଶଯ୍ୟା ଏବଂ...

ରାତିରେ କୁକୁର ଭୁକିବା ଶୁଭ ନା ଅଶୁଭ

ଅନେକ ସମୟରେ ରାତିରେ କୁକୁର ଉପରକୁ ମୁହଁ କରି ଭୁକିଥାଏ। ତେବେ ଏହାକୁ କେତେକ ଲୋକେ କୁକୁର କାନ୍ଦୁଥିବା ମଧ୍ୟ କହିଥାନ୍ତି। ଏହାକୁ ଲୋକେ ଅଶୁଭ କହିବା ସହିତ କୁକୁର ଯାହା ଘର ପାଖରେ ଭୁକିଥାଏ ତାହା ଘରୁ କାହାର...

ଭାଇରସ୍‌ ଲାଇବ୍ରେରି

ଲଣ୍ଡନ: ଲାଇବ୍ରେରି। ଏହି ଶବ୍ଦ ଉଚ୍ଚାରଣା ହେବା ମାତ୍ରକେ ମନରେ ଆପଣାଛାଏଁ ପ୍ରତିବିମ୍ବିତ ହୁଏ ଗଦା ଗଦା ବହିର ପ୍ରତିଛବି। ଏକ ବିରାଟ ହଲ୍‌। ଆଉ ନିଃଶବ୍ଦରେ ପୁସ୍ତକ ଭିତରେ ମଜ୍ଜିଯାଇଥିବା ଅନେକ ମୁହଁ। ହେଲେ ବ୍ରିଟେନରେ ଥିବା ୧୦୫...

ଏଠାରେ ଲାଲ୍‌ ଟମାଟୋ ଫୋପାଡ଼ି ପାଳନ କରାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ପାଳିତ ହୋଇଥାଏ ହୋଲି। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ ସ୍ପେନର ଭାଲେନ୍‌ଶିୟା ନଗରରେ ଟମାଟୋ ଫୋପାଡ଼ି ହୋଲି ମନାଯାଇଥାଏ। ପ୍ରତିବର୍ଷ ଅଗଷ୍ଟ ମାସର...

ସ୍କୁଟିରେ ମିନି ସ୍କୁଲ

ସାଗର,୨୯।୩: କରୋନା ସଂକ୍ରମଣ ଯୋଗୁ ଦେଶର ବହୁ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିଛି। ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ମଧ୍ୟପ୍ରଦେଶ ସାଗର ଜିଲାରେ ସ୍କୁଲ ଶିକ୍ଷୟତ୍ରୀ ଚନ୍ଦ୍ରା ଶ୍ରୀବାସ୍ତବ ନିଜ ସ୍କୁଟିକୁ...

ଏଠାରେ ରଙ୍ଗ ନୁହେଁ, ପଚା ଅଣ୍ଡାରେ ଖେଳାଯାଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର ଲଗାଇ ପାଳନ କରୁଥିବାବେଳେ ଅନ୍ୟଦେଶରେ ଭିନ୍ନ ନାମ ଓ ଭିନ୍ନ ରୂପେ ପାଳନ...

ଏହି କାରଣ ପାଇଁ ହୋଲିରେ ପିଆଯାଏ ଭାଙ୍ଗ

ଆନନ୍ଦର ପର୍ବ ହୋଲି। ଏହି ଉତ୍ସବରେ ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ ବିନା ହୋଲି ଅଧୁରା, ସେହିପରି ଭାଙ୍ଗ ବିନା ହୋଲି ଖାଲି ଖାଲି ଲାଗିଥାଏ। ହୋଲିରେ ଭାଙ୍ଗ ମିଶା ସର୍ବତର...

ପୃଥିବୀର କଷ୍ଟସାଧ୍ୟ ପରୀକ୍ଷା ମାଷ୍ଟର ସମେଲିଅର ଡିପ୍ଲୋମା

ସଫଳ ବୃତ୍ତିଗତ ଜୀବନରେ ପାଦଦେବା ଆଗରୁ ମଣିଷ ସମ୍ମୁଖୀନ ହୋଇଥାଏ ଅନେକ ପରୀକ୍ଷାର। ସେଥିରୁ କେତୋଟିରେ ସହଜରେ ସଫଳତା ମିଳିଥାଏ ତ ଆଉ କେତେକରେ ବିଫଳତା। ହେଲେ ଏକଥା ହୁଏତ ଜାଣି ନ ଥିବେ ଯେ, ପୃଥିବୀର ସବୁଠାରୁ କଷ୍ଟକର...

ଫୋନ୍‌କୁ ଚାର୍ଜରେ ଲଗାଇ କରୁଛନ୍ତି କି ଏଭଳି…

ନୂଆଦିଲ୍ଲୀ: କେତେକ ଫୋନ୍‌କୁ ଚାର୍ଜରେ ଲଗାଇ କଲ୍‌ କରିବା ସହିତ ଗେମିଂ ଅବା ଅନ୍ୟ କିଛି ଆପ୍ଲିକେଶନ ବ୍ୟବହାର କରିଥାନ୍ତି। ତେବେ ଏହା ବିପଦକୁ ଡାକି ଆଣିଥାଏ। ଏହାଦ୍ୱାରା ଫୋନ୍‌ରେ ବିସ୍ଫୋରଣ ହେବାର ଆଶଙ୍କା ରହିଥାଏ। ବେଳେବେଳେ ବ୍ୟବହାରକାରୀଙ୍କ ଜୀବନ...

ବିବାହ ପାଇଁ ଏକାସହ ଶୋଭାଯାତ୍ରାରେ ପହଞ୍ଚିଲେ ୭ ବର: ଘରେ ଝୁଲୁଥିଲା ତାଲା, ଫେରାର ଥିଲେ କନିଆଁ; ତା ପରେ…

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ସାତଜଣ ବର ଏକାଠି ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଏପରିକି ସେମାନଙ୍କ ଅଭିଯୋଗ ସମାନ ରହିଥିଲା। ବିବାହ ପାଇଁ ସେମାନେ ପହଞ୍ଚିଥିଲେ ହେଁ ଘଟଣାସ୍ଥଳରେ ବଧୁ ଏବଂ...

ଘୋଡ଼ା-କୁକୁରଙ୍କୁ ମିଳିବ ପେନସନ୍‌

ଓ୍ବାର୍‌ସ୍ବ,୨୮।୩: ଚାକିରିରୁ ଅବସର ଗ୍ରହଣ ପରେ ମଣିଷଙ୍କୁ ପେନସନ୍‌ ମିଳିବା ଶୁଣାଯାଇଥାଏ। ତେବେ ଏବେ ସରକାରୀ ଚାକିରି କରିଥିବା ଘୋଡ଼ା ଏବଂ କୁକୁରଙ୍କୁ ଅବସର ପରେ ପେନସନ୍‌ ମିଳିବ। ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଏହାଦ୍ୱାରା ସରକାରୀ...

ପ୍ରେମିକାଙ୍କ ଘରଠାରୁ ୨.୫ କିମି ରାସ୍ତା ପର୍ଯ୍ୟନ୍ତ ‘ଆଇ ଲଭ୍‌ ୟୁ, ଆଇ ମିସ୍‌ ୟୁ’ ଲେଖିଲେ ପ୍ରେମିକ; ଆଉ ତା’ ପରେ..

ଆଜିକାଲିର ଯୁବପିଢ଼ୀ ନିଜର ସାଥୀଙ୍କୁ ପ୍ରେମ ନିବେଦନ କରିବାର ଭଳିକି ଭଳି ଉପାୟ ଅବଲମ୍ବନ କରୁଛନ୍ତି। ସେଥିରୁ କିଛି ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏଭଳି ଏକ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପ୍ରେମିକ ନିଜ ସାଥୀଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri