ଫୁରସତ

ଭାଇଚାରାରେ ହୋଲି

ଶୀତଋତୁ ପରେ ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରାପୃଷ୍ଠକୁ ଅବତରଣ କରେ। ଆମ୍ବ୍ର କାନନରେ କୋଇଲିର କୁହୁକୁହୁ ସ୍ବର ଶୁଭେ। ପ୍ରକୃତିରାଣୀ ସବୁଜ ଗଛପତ୍ରର ରଙ୍ଗ ସହିତ ପଳାଶ ଓ ଶିମିଳି ଫୁଲର ନାଲି ଓଢ଼ଣିରେ ସଜେଇହୁଏ। ପ୍ରକୃତିକୁ...

ପ୍ରକୃତି ଭରିଛି ରଙ୍ଗ

ପ୍ରକୃତି ଯେତିକି ସୁନ୍ଦର, ସେତିକି ବିସ୍ମୟରେ ଭରା। ଠିକ୍‌ ଯେମିତି ଏହିସବୁ ହ୍ରଦ ଓ ନଦୀ। ଏସବୁକୁ ଦେଖିଲେ ଲାଗେ ସତେଯେମିତି ପ୍ରକୃତି ଏହା ମଧ୍ୟରେ ଭରିଦେଇଛି ରଙ୍ଗ । ଆଉ ଏସବୁ ପାଲଟିଯାଇଛି ରଙ୍ଗିନ… ଲେକ ହିଲର୍‌- ଅଷ୍ଟ୍ରେଲିଆର...

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ମନ୍ମଥ କୁମାର ଶତପଥୀ

ଭଞ୍ଜନଗରର ବାସୁଦେବପୁର ଗାଁରେ ମୋ ଜନ୍ମ। ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରିବା ପରେ ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ମୁଁ ଚାକିରି କରିବାକୁ ଲାଗିଲି। କାରଣ ମୋ ନନା ଥିଲେ ଜଣେ ଜ୍ୟୋତିର୍ବିଦ୍‌ ତଥା କର୍ମକାଣ୍ଡବିଦ୍‌। ସାହିତ୍ୟ...

ପଥିକ ଯେହ୍ନେ ବୃକ୍ଷ ମୂଳେ..

ପରମାତ୍ମା ନିଜ ଦ୍ୱାରା ସୃଷ୍ଟ ସର୍ବଶ୍ରେଷ୍ଠ ଜୀବ ମଣିଷକୁ ଏ ଧରାଧାମକୁ ପଠାଇଛନ୍ତି। ଏଠାରେ ତା’ର ରହିବା, ଖାଇବା, ମଉଜମଜ୍‌ଲିସ ଆଦି ସବୁ କାର୍ଯ୍ୟ ପାଇଁଁ ବହୁବିଧ ସୁବ୍ୟବସ୍ଥା ମଧ୍ୟ କରିଛନ୍ତି । ଏହା ବାଦ କାଳେ ସେ ମାୟାରେ...

ହୋଲି: କେଉଁଠି କେମିତି

ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଏଠାରେ ସେମିତି କେତେକ ଖାସ୍‌ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାରେ ହୋଲିର କିଛି ଭିନ୍ନ ଛାପ ଦେଖିବାକୁ ମିଳିଥାଏ…...

ହୋଲିକୁ କେମିତି କରିବେ ଖାସ୍‌

ରଙ୍ଗ ତଥା ଖୁସିର ପର୍ବ ହେଉଛି ହୋଲି। ଏହି ବିଶେଷ ଅବସରରେ ବାସ୍ତୁର କିଛି ଜରୁରୀ ଟିପ୍ସକୁ ଆପଣାଇ ହୋଲିର ଖୁସିକୁ ଦ୍ବିଗୁଣିତ କରିପାରିବେ… *ବାସ୍ତୁଶାସ୍ତ୍ର ଅନୁଯାୟୀ, ହୋଲି ଖେଳିବା ସମୟରେ ନାଲି, ହଳଦିଆ, ସବୁଜ, ଗୋଲାପୀ ତଥା କମଳା...

କମଳା ରସରୁ ବିଜୁଳି

ପାଣି, କୋଇଲା, ପବନ ଓ ସୂର୍ଯ୍ୟାଲୋକରୁ ବିଜୁଳି ଉତ୍ପାଦନ ହୋଇଥାଏ। ତେବେ ନିକଟରେ ଗବେଷଣାରୁ ଜଣାପଡିଛି ଯେ, କମଳା ରସରୁ ବି ବିଜୁଳି ଉତ୍ପନ୍ନ ହୋଇପାରିବ। ଏକ ରିପୋର୍ଟ ମୁତାବକ ବଢ଼ିଚାଲିଥିବା ବିଜୁଳିର ଆବଶ୍ୟକତାକୁ ଲକ୍ଷ୍ୟ କରି କମଳା ରସରୁ...

କାନ୍ଧରେ ଘୋଡ଼ା ଟେକି ଦୌଡ଼ନ୍ତି

ଘୋଡ଼ା ପିଠି ଉପରେ ବସି ଲୋକେ ଯାଆନ୍ତି। ଅନେକେ ସଉକରେ ବି ଘୋଡ଼ା ଚଢ଼ନ୍ତି। ତେବେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ଘୋଡ଼ା ପିଠିରେ ବସନ୍ତି ନାହିଁ। ବରଂ ଘୋଡ଼ାକୁ ନିଜ କାନ୍ଧରେ ବସାନ୍ତି ଆଉ ନିଜେ...

ମାଟି ନୁହେଁ ପାଣିରେ ଲଗାନ୍ତୁ ଗଛ

ଜାଗା ନାହିଁ କି ମାଟି ନାହିଁ ଅଥଚ ଗଛ ଲଗାଇବାର ସଉକ ଅଛି। ତା’ହେଲେ ବି ଚିନ୍ତା କରିବାର କିଛି ନାହିଁ। ଆପଣ ଆରାମରେ ଘର ଭିତରେ ବିନା ପରିଶ୍ରମରେ ବିନା ମାଟିରେ ଲଗାଇପାରିବେ ଗଛ। ଏଥିପାଇଁ ଆପଣଙ୍କୁ କୁଣ୍ଡ...

କପେ ଚା’କୁ ୧୦୦୦ ଟଙ୍କା

ଚା’ କେବଳ ଏକ ପାନୀୟ ନୁହେଁ, ଏହା ସହିତ ଅନେକ ଲୋକଙ୍କର ଭାବନା ବି ଜଡିତ ଥାଏ। ଚା’ ବିନା ତ ଅନେକଙ୍କର ଦିନ କଟେନା। ସେଇଥିପାଇଁ ତ ଚା’ ଷ୍ଟଲ୍‌ରେ ପ୍ରତିଦିନ ଦେଖିବାକୁ ମିଳେ ପ୍ରବଳ ଭିଡ। ହେଲେ...

କୁମ୍ଭୀର ଆଁରୁ ଏମିିତି ଚାଲାକି କରି ବଞ୍ଚିଲା କୁକୁଡା, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ଏମିତି ଦେଶ, ଯେଉଁଠି ଗର୍ଭପାତ ପରେ ସ୍ତ୍ରୀ-ସ୍ବାମୀଙ୍କୁ ମିଳେ ୩ ଦିନର ପାରିଶ୍ରମିକ ସହ ଛୁଟି

ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ କାନୁନ ରହିଛି। ସେମିତି ନ୍ୟୁଜିଲାଣ୍ଡରେ ଏକ ନିୟମ ରହିଛି ଯେ, ଯଦି କୌଣସି କର୍ମଜୀବୀ ମହିଳାଙ୍କ ଗର୍ଭପାତ ହୁଏ ତେବେ ଉଭୟ ସ୍ତ୍ରୀ-ସ୍ବାମୀଙ୍କୁ ୩ ଦିନ ଛୁଟି ସହ ଦରମା ବି ମିଳିଥାଏ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri