ଫୁରସତ

କୋଲକାତାରେ ମିଳୁଛି ବିଶ୍ୱର ସବୁଠୁ ଦାମୀ ଚା’ : ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଭିନ୍ନ କାରଣକୁ ନେଇ କୋଲକତା ଏବେ ଚର୍ଚ୍ଚାରେ ରହିଛି। ରାଜନୈତିକ ଉତ୍‌ଥାନପତନ ମଧ୍ୟରେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି ଏହି ସହର। ଏଠାରେ ଦୁନିଆର ସବୁଠାରୁ ଦାମୀ ଚା’ ମିଳୁଛି। ଗୋଟିଏ କପ୍‌ ଚା’ର ମୂଲ୍ୟ...

ମୃତ୍ୟୁ ମୁହଁରୁ ଫେରିଲା ଜୀବନ: କୁମ୍ଭୀର ପାଟିରୁ ଗୋଡ଼ କାଢ଼ି ଦୌଡ଼ିଲା ଜେବ୍ରା

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଜଳାଶୟ ମଧ୍ୟରେ କୁମ୍ଭୀରଟିକୁ ଦେଖିବାକୁ ମିଳୁଛି। ପରେ ଏକା...

ଖରାଦିନେ ଖାଆନ୍ତୁ ଏହିସବୁ ଖାଦ୍ୟ: ମିଳିବ ଅନେକ ଫାଇଦା

ଋତୁ ବଦଳିବା ସହିତ ଖାଦ୍ୟପେୟ, ପୋଷାକପତ୍ର ସବୁଥିରେ ପରିବର୍ତ୍ତନ ଦେଖାଯାଇଥାଏ। ଯେପରି ଆମକୁ ଶୀତଦିନେ ଗରମ ଜିନିଷ ଭଲ ଲାଗିଥାଏ। ସେହିପରି ଗରମ ଦିନରେ ମଧ୍ୟ ଥଣ୍ଡା ଭଲ ଲାଗିଥାଏ। ତେବେ ଗ୍ରୀଷ୍ମଋତୁରେ ଆପଣଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ...

ଫିଟନେସ୍‌ ପାଇଁ ବିଲେଇ ବାଛିଛି ଏମିତି ଉପାୟ, କାରକୁ ମଧ୍ୟ ଛାଡ଼ିଲାନି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...

ବିବାହ ପରେ ନିଜେ କାର ଚଲାଇ ଶାଶୁ ଘରେ ପହଞ୍ଚିଲେ କନ୍ୟା: କାରଣ ଜାଣିଲେ…

ବିବାହ ପରେ ବିଦାୟ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବିଦାୟ ସମୟରେ କନ୍ୟା କାରର ଡ୍ରାଇଭିଂ ସିଟରେ ବସିଥିବାର ଦେଖିବାକୁ ମିଳୁଛି। ବାରଙ୍କୁ ପାଖରେ ବସାଇ କନ୍ୟା ଶାଶୁଘରେ ପହଞ୍ଚୁଛନ୍ତି। ବିବାହ...

ଚୋରି କରିବାକୁ ଆସିଥିବା ବ୍ୟକ୍ତି ଏସି, ବେଡ୍‌ ଦେଖି ଶୋଇପଡ଼ିଲେ: ଆଉ ତାପରେ…

ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। କିନ୍ତୁ ଘରର ସୁଖ ସୁବିଧା ଦେଖି ତାଙ୍କର ମନ ବଦଳିଗଲା। ଚୋର ଯେତେବେଳେ ଆରାମଦାୟକ ଶଯ୍ୟା ଏବଂ...

ରାତିରେ କୁକୁର ଭୁକିବା ଶୁଭ ନା ଅଶୁଭ

ଅନେକ ସମୟରେ ରାତିରେ କୁକୁର ଉପରକୁ ମୁହଁ କରି ଭୁକିଥାଏ। ତେବେ ଏହାକୁ କେତେକ ଲୋକେ କୁକୁର କାନ୍ଦୁଥିବା ମଧ୍ୟ କହିଥାନ୍ତି। ଏହାକୁ ଲୋକେ ଅଶୁଭ କହିବା ସହିତ କୁକୁର ଯାହା ଘର ପାଖରେ ଭୁକିଥାଏ ତାହା ଘରୁ କାହାର...

ଭାଇରସ୍‌ ଲାଇବ୍ରେରି

ଲଣ୍ଡନ: ଲାଇବ୍ରେରି। ଏହି ଶବ୍ଦ ଉଚ୍ଚାରଣା ହେବା ମାତ୍ରକେ ମନରେ ଆପଣାଛାଏଁ ପ୍ରତିବିମ୍ବିତ ହୁଏ ଗଦା ଗଦା ବହିର ପ୍ରତିଛବି। ଏକ ବିରାଟ ହଲ୍‌। ଆଉ ନିଃଶବ୍ଦରେ ପୁସ୍ତକ ଭିତରେ ମଜ୍ଜିଯାଇଥିବା ଅନେକ ମୁହଁ। ହେଲେ ବ୍ରିଟେନରେ ଥିବା ୧୦୫...

ଏଠାରେ ଲାଲ୍‌ ଟମାଟୋ ଫୋପାଡ଼ି ପାଳନ କରାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ପାଳିତ ହୋଇଥାଏ ହୋଲି। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ ସ୍ପେନର ଭାଲେନ୍‌ଶିୟା ନଗରରେ ଟମାଟୋ ଫୋପାଡ଼ି ହୋଲି ମନାଯାଇଥାଏ। ପ୍ରତିବର୍ଷ ଅଗଷ୍ଟ ମାସର...

ସ୍କୁଟିରେ ମିନି ସ୍କୁଲ

ସାଗର,୨୯।୩: କରୋନା ସଂକ୍ରମଣ ଯୋଗୁ ଦେଶର ବହୁ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିଛି। ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ମଧ୍ୟପ୍ରଦେଶ ସାଗର ଜିଲାରେ ସ୍କୁଲ ଶିକ୍ଷୟତ୍ରୀ ଚନ୍ଦ୍ରା ଶ୍ରୀବାସ୍ତବ ନିଜ ସ୍କୁଟିକୁ...

ଏଠାରେ ରଙ୍ଗ ନୁହେଁ, ପଚା ଅଣ୍ଡାରେ ଖେଳାଯାଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର ଲଗାଇ ପାଳନ କରୁଥିବାବେଳେ ଅନ୍ୟଦେଶରେ ଭିନ୍ନ ନାମ ଓ ଭିନ୍ନ ରୂପେ ପାଳନ...

ଏହି କାରଣ ପାଇଁ ହୋଲିରେ ପିଆଯାଏ ଭାଙ୍ଗ

ଆନନ୍ଦର ପର୍ବ ହୋଲି। ଏହି ଉତ୍ସବରେ ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ ବିନା ହୋଲି ଅଧୁରା, ସେହିପରି ଭାଙ୍ଗ ବିନା ହୋଲି ଖାଲି ଖାଲି ଲାଗିଥାଏ। ହୋଲିରେ ଭାଙ୍ଗ ମିଶା ସର୍ବତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri