ଫୁରସତ

ମୂର୍ତ୍ତି ନୁହେଁ କେକ୍‌

ବିଭିନ୍ନ ଆକାର ଆକୃତିର କେକ୍‌ ଦେଖିଥିବେ। ହେଲେ ଆମେ ଏଠାରେ ଯେଉଁ କେକ୍‌ ସମ୍ପର୍କରେ କହୁଛୁ ତାହା ପ୍ରଥମ ନଜରରେ ମୂର୍ତ୍ତିଭଳି ଲାଗିବ। କିନ୍ତୁ ପ୍ରକୃତରେ ଏସବୁ ହେଉଛି କେକ୍‌। ଆଉ ଏସବୁକୁ ଏତେ ନିଖୁଣ ଓ ସୁନ୍ଦରଭାବେ କରାଯାଇଛି...

କରତ ଚକ ଲଗା ସାଇକେଲ

ବଡ଼ ବଡ଼ ଗଛ କାଟିବା ପାଇଁ ଗୋଲାକାର କରତର ବ୍ୟବହାର କରାଯାଏ। ତେବେ ଏହି ଧାରୁଆ କରତକୁ ଜଣେ ବ୍ୟକ୍ତି ଅସମ୍ଭବଭାବେ ଏକ ଭିନ୍ନ ଉପାୟରେ ବ୍ୟବହାର କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ସେ ଏହି କରତକୁ ନିଜ ସାଇକେଲର...

ଡେଭିଡ୍‌ ବେକହାମ୍‌ ମନ୍ଦିର

ଦେବଦେବୀଙ୍କ ମନ୍ଦିର ସହ ଅନେକ ସମୟରେ କିଛି ଅଜବ ମନ୍ଦିର ବି ସାରା ପୃଥିବୀରେ ଦେଖିବାକୁ ମିଳେ। କିଛି ସ୍ଥାନରେ ତ ଲୋକଙ୍କ ପ୍ରିୟ ତାରକା, ସେ ସିନେ ତାରକା ହୁଅନ୍ତୁ କି ଖେଳ ତାରକାଙ୍କ ମନ୍ଦିର ବି ରହିଛି।...

ଜେଲ୍‌ରେ ଗଞ୍ଜା

ବେଟିଂ କରି ଲୋକେ ଜେଲ୍‌ ଯାଉଥିବା କଥା ଶୁଣିଥିବେ। ହେଲେ ଜାଣନ୍ତି କି ନିକଟରେ ଦୁଇଟି ଗଞ୍ଜା କୁକୁଡାକୁ ବେଟିଂ ଭଳି ସଙ୍ଗିନ ଅଭିଯୋଗରେ ଜେଲ୍‌ ଯିବାକୁ ପଡିଛି। ୧୦ ଜାନୁୟାରୀ, ତେଲେଙ୍ଗାନାରେ ଘଟିଛି ଏହି ଘଟଣା। ସେବେଠାରୁ ଏହି...

ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର

ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍‌। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଭାରତର ୫ ଜଣ ଧନୀ ଭିକାରିଙ୍କ ତାଲିକା ପ୍ରସ୍ତୁତ...

ମଡେଲ ପରି ଚାଲୁଛି ଗାଈ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ଗାଈର ଚାଲିବା ଷ୍ଟାଇଲ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିବେ ଆଉ କହିବେ ଏହା କେଉଁ ମଡେଲଠାରୁ ବି କମ୍‌ ନୁହଁ। ଭିଡିଓରେ ଗାଈଟି ରାସ୍ତାରେ ଧୀରେ ଧୀରେ ଚାଲୁଛି। ଆଉ ବେଳେବେଳେ...

ରାସ୍ତାରେ ବିଲେଇକୁ ଦେଖି ଏମିତି କଲା ହାତୀ: ଭିଡିଓ ଭାଇରଲ୍‌

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...

ଏମିତି ଟାଟୁ କରି ଚର୍ଚ୍ଚାରେ ଏହି ଯୁବତୀ, ହାତରେ ଲେଖିଛନ୍ତି…

ସାଧାରଣତଃ ଯୁବପିଢ଼ିଙ୍କୁ ବର୍ତ୍ତମାନ ଟାଟୁ ମାନିଆ ଘାରିଛି। ସବୁଦିନେ କିଛି ନା କିଛି ଅଜବ ଟାଟୁକୁ ନେଇ ଚର୍ଚ୍ଚା ହୋଇଥାଏ। କେଉଁଠି ଟାଟୁର ସ୍ଥାନକୁ ନେଇ ତ ଆଉ କେଉଁଠି ଟାଟୁର ରଙ୍ଗକୁ ନେଇ। ଏହି ସମୟରେ ଏମିତି ଟାଟୁ...

ବଡ଼ ଝିଅର ଜୀବନ ବଞ୍ଚାଇବାକୁ ସାନକୁ ୧୦ ହଜାରରେ ବିକିଲେ ମା’ବାପା

ପ୍ରତ୍ୟେକ ମଣିଷ ପାଇଁ ତାର ସମସ୍ତ ସନ୍ତାନ ସମାନ ହୋଇଥାନ୍ତି। କିନ୍ତୁ ଦରିଦ୍ର ଆଗରେ ବ୍ୟକ୍ତି ଅସହାୟ ହୋଇପଡ଼ନ୍ତି। ଏମିତି କିଛି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ନେଲ୍ଲୋରରେ। ଏକ ଦମ୍ପତ୍ତି ସେମାନଙ୍କର ବଡ଼ ବର୍ଷ (୧୬ ବର୍ଷ)ର ଚିକିତ୍ସା ପାଇଁ...

ସନ୍ଧାନୀ କୁକୁରକୁ ରାଜକୀୟ ବିଦାୟ

ନାସିକ,୨୭।୨: ଚାକିରିରୁ ଅବସର ନେବା ସମୟରେ ବିଦାୟ ଉତ୍ସବର ଆୟୋଜନ କରାଯାଇଥାଏ। ନାସିକ ପୋଲିସ ବିଭାଗରେ ଗତ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ପାଇକ୍‌ ନାମକ ସନ୍ଧାନୀ କୁକୁରକୁ ଫେବୃୟାରୀ ୨୪ରେ ରାଜକୀୟ ବିଦାୟ ଦିଆଯାଇଛି। ବମକ ଡିଟେକଶନ୍‌...

ଆମେରିକାରୁ ଫେରି ପାହାଡ଼କୁ ସବୁଜ ସୁନ୍ଦର କଲେ ଏହି ଯୁବ ଇଞ୍ଜିନିୟର

ଭୋପାଳ,୨୬।୨: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାର ଦୀପକ ଗୋଏଲ ନାମକ ଜଣେ ଯୁବ ଇଞ୍ଜିନିୟର ଆମେରିକାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ବର୍ତ୍ତମାନ ସେ ଆମେରିକାରୁ ଫେରି ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ସହ ମିଶି ଏକ ପାହାଡ଼କୁ ସବୁଜ ସୁନ୍ଦର କରିବାରେ ସକ୍ଷମ...

ଫୁଡ୍‌ ଡେଲିଭରୀ ବୟ ଲୋକେଶନ ନ ପାଇବାରୁ ଏମିତି କଲେ ଗ୍ରାହକ

ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଏହାକୁ ଲକ୍‌ଡାଉନର ପ୍ରଭାବ କହିପାରିବା। କିନ୍ତୁ ରେଷ୍ଟୁରାଣ୍ଟ ଯିବା ବଦଳରେ ଏବେ ଅନ୍‌ଲାଇନରେ ଖାଦ୍ୟ ମଗାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ତେବେ ଖାଦ୍ୟ ନେଇକି ଆସୁଥିବା ଡେଲିଭରୀ ବୟକୁ ସଠିକ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri