ଫୁରସତ

ଗୀତ ବାଜିବାରୁ ନାଚିଲା ମଇଁଷି, ଭିଡିଓ ଦେଖି ହସି ହସି ଗଡିବେ

ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ମଇଁଷିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମଇଁଷି ବଲିଉଡ୍‌ ଫିଲ୍ମ ଗୀତରେ ନାଚୁଥିବାର ନଜର...

ରାମ ମନ୍ଦିର ନିର୍ମାଣ ପାଇଁ ନିଜ ପକେଟ ମନି ଦାନ କଲେ ୨ ଶିଶୁ

ବରେଲୀ/ପ୍ରୟାଗରାଜ,୧୯।୧: ରାମ ମନ୍ଦିର ନିର୍ମାଣ ପାଇଁ ଉତ୍ତରପ୍ରଦେଶର ୨ ଜଣ ଶିଶୁ ନିଜ ପକେଟ ମନିି ଦାନ କରିଛନ୍ତି। ବରେଲୀର ୬ ବର୍ଷ ବୟସ୍କ ଦିବିତ୍‌ ପାଲ୍‌ ଘଡ଼ାରେ ସଞ୍ଚୟ କରିଥିବା ୩୮୫ ଟଙ୍କା ଦାନ କରିଛନ୍ତି। ନିଜ ପକେଟ...

‘ଥ୍ରି ଇଡିୟଟ୍‌’ ଷ୍ଟାଇଲରେ ପ୍ରସବ

ଲକ୍ଷ୍ନୌ, ୧୯ା୧: ଅମୀର ଖାନଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ଥ୍ରି ଇଡିୟଟ’ ଷ୍ଟାଇଲରେ ଜଣେ ଗର୍ଭବତୀଙ୍କ ପ୍ରସବ କରାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ଉପସ୍ଥିତ ବୁଦ୍ଧି ଖଟାଇ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ସେ ବିନା କୌଣସି ସ୍ବାସ୍ଥ୍ୟ ଉପକରଣ ବ୍ୟବହାରକରି...

ଏମିତି ଉପାୟରେ ଟଙ୍କା ଗଣୁଛନ୍ତି ବ୍ୟକ୍ତି, ମଇଁଷି କରୁଛି ସାହାଯ୍ୟ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଟଙ୍କା ଗଣିବା ପାଇଁ ଅଭିନବ ଉପାୟ ଗ୍ରହଣ କରୁଥିବା...

୫ ବର୍ଷଧରି ଯୁବତୀଙ୍କୁ ରଖାଯାଇଛି ପଞ୍ଜୁରୀରେ, କାରଣ ଜାଣିଲେ…

୫ ବର୍ଷ ଧରି ଫିଲିପାଇନ୍ସର ଜଣେ ମହିଳାଙ୍କୁ ଏକ ପଞ୍ଜୁରୀରେ ରଖାଯାଇଛି। ଯଦିଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କ ସୁରକ୍ଷା ପାଇଁ । କାରଣ ଏହି ମହିଳା ଜଣକ ଗମ୍ଭୀର ମାନସିକ ସମସ୍ୟାରେ ଜଡ଼ିତ।...

ଏକଲାପଣ ଦୂର କରିବାକୁ ଘରକୁ ଏକ କୁକୁର ଆଣିଥିଲେ ଯୁବକ, ସତ ଜଣାପଡ଼ିଲା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଚାଇନାର ଜଣେ ଯୁବକ ଏକଲାପଣ ଦୂର କରିବା ପାଇଁ ଘରକୁ ଏକ କୁକୁର ଆଣିଥିଲେ। ମାତ୍ର ଏହାର ଠିକ୍‌ ୩ ଦିନ ପରେ ତାଙ୍କ ସହ ଯାହା ଘଟିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଯାହାକୁ ସେ କୁକୁର ଭାବି...

ମରୁଭୂମିରେ ତୁଷାରପାତ: ବାଲିରେ ବରଫ ଚାଦର

ତାବୁକ,୧୮।୧: ସାହାରା ମରୁଭୂମି ଏବଂ ସୌଦି ଆରବର ତାବୁକ୍‌ ମରୁଭୂମିରେ ତୁଷାରପାତ ହୋଇଛି। ଫଳରେ ବାଲି ଉପରେ ଘନ ବରଫ ଚାଦର ଆଚ୍ଛାଦିତ ହୋଇପଡ଼ିଛି। ଆଫ୍ରିକାର ଆଲଜେରିଆସ୍ଥିତ ସାହାରା ମରୂଭୁମି ଅଞ୍ଚଳର ଏଇନ୍‌ ସେଫ୍ରା ସହରର ରାଜରାସ୍ତା ବରଫରେ ଢାଙ୍କି...

ପିକ୍‌ନିକ୍‌ ସ୍ପଟ୍‌: କରଞ୍ଜେଇ ପୀଠ

ଗଞ୍ଜାମ ସହରରେ ରହିଛି ବହୁ ଦୈବୀପୀଠ ଓ ପିକ୍‌ନିକ୍‌ ସ୍ପଟ୍‌, ସେଥିମଧ୍ୟରୁ ଶେରଗଡର କରଞ୍ଜେଇ ପୀଠ ଅନ୍ୟତମ। କରଞ୍ଜେଇ ଓ ପାକିଡି ପାହାଡ ମଝିରେ ରହିଛି ଏହି ମନୋରମ ସ୍ଥଳ। କିମ୍ବଦନ୍ତୀ ଅନୁଯାୟୀ ମୁନିଋଷିମାନେ ଏହି ପାହାଡରେ ତପସ୍ୟା କରି...

ଜୀବନ ସାରା ଲିଭ୍‌ ଇନ୍‌ରେ ରହି ବି ହୋଇ ପାରୁନି ବିବାହ…

ରାଞ୍ଚି: ଝାଡଖଣ୍ଡରେ ପାଖରେ ଟଙ୍କା ନ ଥିବାରୁ ଅନେକ ଜନଜାତି ସମ୍ପ୍ରଦାୟର ଲୋକେ ଏକାଠି ଲିଭ୍‌ ଇନ୍‌ରେ ରହୁଥିଲେ ମଧ୍ୟ ବିବାହ କରି ପାରୁ ନାହାଁନ୍ତି। ଜୀବନ ସାରା ଲିଭ୍‌ ଇନ୍‌ରେ ପିଲା ଛୁଆ ବଡ଼ ହୋଇ ଯାଉଛନ୍ତି। ସେମାନଙ୍କର...

ଜଳନ୍ତା ନିଆଁରେ ଖେଳ, ଜୀବନ ସହିତ ଲାଗେ ବାଜି…

ମାଦ୍ରିଦ୍‌: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ସ୍ପେନ୍‌ରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଏକ ଭୟଙ୍କର ଖେଳ ହୋଇଥାଏ। ଜଳନ୍ତା ନିଆଁ ସହିତ ଏହି ଖେଳରେ ଜୀବନ ସହ ବାଜି ଲାଗେ । ଗତ ୫ ଶହ...

ସଫାରୀରେ ବସିଥିଲେ ଲୋକେ, ପଛରୁ ଆସିଲା ବାଘ; ଆଉ ତା’ ପରେ…

ବେଙ୍ଗାଲୁରୁର ବ୍ୟାନରଘାଟା ଜାତୀୟ ଉଦ୍ୟାନରେ ଏକ ବାଘ ସଫାରୀ ଟାଣିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ସଫାରୀରେ କିଛି ଲୋକ ବସିଛନ୍ତି। ଜଙ୍ଗଲ ମଧ୍ୟରୁ ହଠାତ୍‌ ବାଘଟି ପଛପଟୁ ଆସି କାର୍‌ ଟାଣିବାରେ ଲାଗୁଛି।...

ଏହି ବୁଲା କୁକୁରକୁ ଦେଖି ଲୋକେ କରୁଛନ୍ତି ଭୟ, ଜାଣନ୍ତୁ କାହିଁକି

ହାଇଦ୍ରାବାଦ୍‌,୧୭।୧: ତେଲେଙ୍ଗାନାର କେସାଲାପୁର ଗାଁରେ ବାଘ ସଦୃଶ କୁକୁର କୌତୁହଳର ବିଷୟ ପାଲଟିଛି। ଏହି କୁକୁରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କୁକୁରର ଶରୀରରେ ବାଘ ଭଳି ଧାର ଅଛି। ଗ୍ରାମବାସୀ କହିଛନ୍ତି ଯେ, କୁକୁର ଶରୀରରେ ଥିବା ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri